ଖୋର୍ଦ୍ଧା: ପୁଣି କଙ୍ଗାରୁ କୋର୍ଟରେ ବଳି ପଡିଛନ୍ତି ନିରୀହ ଲୋକ । ଦାଦାବଟି ନ ଦେବାରୁ ବୁଲ୍ଡୋଜର ଲଗାଇ ପୂରା ଘରକୁ ମାଟିରେ ମିଶାଇ ଦେଇଛନ୍ତି ମୁଷ୍ଟିମେୟ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହାଟବରଡ଼ି ଗାଁରେ ଏହି ଘଟଣା ଘଟିଛି। ହାଟବରଡ଼ି ଗାଁରେ ବାସ କରୁଥିବା ପୁରୁଷୋତ୍ତମ ବେହେରା...
ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ବୁଢ଼ାକେରା ଗାଁର ସୁରେନ୍ଦ୍ର ସେଠୀଙ୍କ ଘରୁ ୧୫ଟି ନାଗ ସାପ ଛୁଆ ଓ ୧୨ଟି ଅଣ୍ଡା ଉଦ୍ଧାର କରାଯାଇଛି। ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ରାମଚନ୍ଦ୍ର ମହାପାତ୍ର ଏହି ସାପ ଗୁଡ଼ିକୁ ଧରି ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ତେବେ ସୁରେନ୍ଦ୍ରଙ୍କ...
ବ୍ରହ୍ମପୁର: ବ୍ରହ୍ମପୁରରେ ପୁରୀ-ଓଖା ଏକ୍ସପ୍ରେସ୍ରୁ ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ମୃତ ମହିଳାଙ୍କ ନାଁ ସୁଜାତା ସ୍ୱାଇଁ। ତାଙ୍କ ଘର ଭଞ୍ଜନଗର ଗାଙ୍ଗପୁର ଥାନା ବାଙ୍ଗରଡା ଗାଁରେ। ସୂଚନା ଅନୁସାରେ, ସୁଜାତା ସ୍ୱାମୀଙ୍କ ସହ ସୁରଟରେ ରହୁଥିଲେ। ତେବେ ସେଠାରେ ସ୍ୱାସ୍ଥ୍ୟ ଖରାପ ହେବାରୁ ପୁରୀ-ଓଖା ଏକ୍ସପ୍ରେସ୍ରେ...
ପାରଳାଖେମୁଣ୍ଡି: ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ। ଗଜପତି ଜିଲ୍ଲାପାଳ ଅନୁପମ ଶାହା ପାରାଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌରପାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ। ଶୁକ୍ରବାର ଜିଲ୍ଲାପାଳ ବିଦ୍ୟାଳୟକୁ ଯାଇ ନବମ ଶ୍ରେଣୀ ପିଲାଙ୍କୁ ଭୂଗୋଳ ପାଠ ପଢାଇଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ବେଲପାଳ ଗାଁରେ କୁମ୍ଭୀର ଆତଙ୍କ। କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କୈଳାସ ଚନ୍ଦ୍ର ସେଠୀ। କୈଳାସ ଗାଧୋଇବା ପାଇଁ ବ୍ରାହ୍ଣଣୀ ନଦୀକୁ ଯାଇଥିବାବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। କୁମ୍ଭୀର ତାଙ୍କୁ ଝାମ୍ପ ମାରି ନଦୀ...
ନୟାଗଡ଼: କୋଚିଂ ସେଣ୍ଟର ଶିକ୍ଷକଙ୍କୁ ଅକଥନୀୟ ନିର୍ଯାତନା। ଦରମା ମାଗିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ଏହାକୁ ମୋବାଇଲ୍ରେ ସୁଟିଂ କରି ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ କରିଥିବା ନେଇ ଅଭିଯୋଗ ହୋଇଛି। କଣ୍ଟିଲୋରେ ଥିବା ଏକ କୋଚିଂ ସେଣ୍ଟର ମାଲିକଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି...
ପୁରୀ: ରତ୍ନ ସିଂହାସନ ଛାଡି ଅଣସର ଘରେ ଏବେ ଶ୍ରୀଜିଉ। ଆଜି ଅନବସରର ଦ୍ୱିତୀୟ ଦିନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଜ୍ୱର ବେଶି ମାତ୍ରାରେ ବଢ଼ି ଯାଇଥିବାରୁ ଆଜି ଶ୍ରୀଜିଉଙ୍କ ଓଦା ବସ୍ତ୍ର କଢ଼ାଯିବ। ମହାପ୍ରଭୁ ଧଳା ବସ୍ତ୍ର ପରିଧାନ କରିଥିବାରୁ ଏହି ଅବସରରେ ମହାପ୍ରଭୁଙ୍କୁ ଧଳା ଫୁଲରେ ପୂଜା କରାଯାଇଥାଏ।...
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏଥିରେ ଆଉ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଅାନନ୍ଦପୁର ମେଡିକାଲରୁ କଟକ...
ଭୁବନେଶ୍ୱର: ନବୀନଙ୍କ ପାଇଁ ଅଡୁଆ ହେବ ଭ୍ରଷ୍ଟାଚାର ଓ ବଢୁଥିବା ସରକାର ବିରୋଧୀ ଜନମତ। ଆଗାମୀ ସାଧାରଣ ନିର୍ବାଚନରେ ବ୍ରାଣ୍ଡ ନବୀନ ଏଥିପାଇଁ ପ୍ରଭାବିତ ହେବ ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗ ନେଇ ବୈଜୟନ୍ତ...
ଭୁବନେଶ୍ୱର: ପୁଣି ତେଜିଲା କଂଗ୍ରେସ କଳି। ନିରଞ୍ଜନ ଦାୟିତ୍ୱ ନେବାରେ ଦିନ କେଇଟା ଠିକ୍ଠାକ୍ ଚାଲିଲା ପରେ କଂଗ୍ରେସରେ ପୁଣି ପୁରୁଣା ଗୋଷ୍ଠୀକନ୍ଦଳ ରୋଗ ବାହାରିଛି। କୋରାପୁଟ ଜିଲ୍ଲା କଂଗ୍ରେସ କଳି ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଜଣେ ଦଳୀୟ ବିଧାୟକ ଖୋଲାଖୋଲି ଶାସକ ବିଜେଡିକୁ ପ୍ରଶଂସା କରିବାକୁ ନେଇ...
ଭୁବନେଶ୍ୱର: ଚାଷୀ ଭୋଟ ଉପରେ ନେତାଙ୍କ ଆଖି। ଚାଷୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ଭିତରେ ପ୍ରତିଯୋଗିତା ହେଉଛି। ଏଥିରେ ପରସ୍ପରର ଗୋହି ଖୋଳି ଉଭୟ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି। ଶୁକ୍ରବାର କୃଷକଙ୍କ ବିକାଶ ପାଇଁ ଭୁବନେଶ୍ୱରରେ ଆୟୋଜିତ ଏଗ୍ରି କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖୁବ୍...
ଭୁବନେଶ୍ୱର: ଜଗନ୍ନାଥ ଦର୍ଶନ ସମୟରେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ପ୍ରଦର୍ଶନ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଆଜି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ଜାଣିବାରେ ସେମିତି କିଛି ଘଟଣା ଘଟି ନ ଥିଲା। ରାଷ୍ଟ୍ରପତିଙ୍କ ଅଫିସରୁ ମଧ୍ୟ...
ଚିତ୍ରକୋଣ୍ଡା: ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି। କିନ୍ତୁ ଏହା ଲୋକମାନଙ୍କ ପାଖରେ ନ ପହଞ୍ଚି ଯୋଜନ ଦୂରରେ ରହିଯାଉଛି। ଏବେ ବି ବିକାଶ ଯେମିତି ଲୋକଙ୍କ ପାଇଁ ସାତ ସପନ ହୋଇ ରହିଛି। ସେମିତି ଏକ...
ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହାକୁ ମହୌଷଧୀର ମାନ୍ୟତା ମିଳିଛି। ବିଭିନ୍ନ ରୋଗର ଉପଚାର ପାଇଁ ଏହା ପ୍ରୟୋଗ କରାଯାଇଥାଏ। ଔଷଧୀୟ ଗୁଣରେ ଭରପୁର ଥିବା ଏହି ତୁଳସୀ ଗର୍ଭବତୀ ମହିଳାମାନଙ୍କ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ। ଗର୍ଭାବସ୍ଥାରେ ମହିଳାମାନଙ୍କ...
ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ସେବାୟତଙ୍କ ଅସମ୍ମାନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। ଶ୍ରୀମନ୍ଦିରରେ ସେଭଳି କୌଣସି ଘଟଣା ଘଟି ନ ଥିଲା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟୀକରଣ ରଖି ସାରିଛନ୍ତି ବୋଲି ମହେଶ୍ୱର କହିଛନ୍ତି। ସେହିପରି...
ଭୁବନେଶ୍ୱର: ମହିଳା ହକି ବିଶ୍ୱକପ ପାଇଁ ଶୁକ୍ରବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଦଳରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁନୀତା ଲାକ୍ରା, ଲିଲିମା ମିଞ୍ଜ , ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ। ଆସନ୍ତା ଜୁଲାଇ ୨୧...
ମୟୁରଭଞ୍ଜ: ପୁଣି ନାଗସାପ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢ଼ ଗାଁର ଜଣଙ୍କ ଦୋକାନ ଘରୁ ୧୧ଟି ନାଗସାପ ଉଦ୍ଧାର କରାଯାଇଛି। ରାଢ ଗାଁର କୃପାସିନ୍ଧୁ ରାଉତଙ୍କ ଦୋକାନ ଘର ମରାମତି କାମ ହେଉଥିବା ବେଳେ ସାପ ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନକୁ...