ଭୁବନେଶ୍ୱର : ଅମିତଙ୍କୁ ନେଇ ବିଜେପି ଶିବିରରେ ଜବରଦସ୍ତ ଉତ୍ସାହ। ଦଳର ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ୱାଗତ ଲାଗି ବିମାନବନ୍ଦରରେ ଭବ୍ୟ ଆୟୋଜନ। ପାରମ୍ପରିକ ବାଦ୍ୟରେ କମ୍ପୁଛି ବିଜୁପଟ୍ଟନାୟକ ବିମାନବନ୍ଦର। ଆଉ ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି ଦଳର ତୁଙ୍ଗ ନେତା । ଅମିତ୍ ପହଞ୍ଚିବା ପରେ ତାଙ୍କୁ ଦିଆଯାଇଥିଲା...
ଭୁବନେଶ୍ୱର : କିସ୍କୁ ହାଇକୋର୍ଟଙ୍କ ନୋଟିସ୍। ବଣ୍ଡା ଛାତ୍ର ନିଖୋଜ ଘଟଣାରେ କିସ୍ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ଘଟଣା ସମ୍ପର୍କରେ ନିଜ ନିଜ ପକ୍ଷ ରଖିବାକୁ କିସ୍ ସମେତ ରାଜ୍ୟ ଗୃହ ସଚିବ, ପୋଲିସ ଡିଜି, ମାଲକାନଗିରି ଏସ୍ପି ଓ ମୁଦୁଲିପଡ଼ା ଥାନା IICଙ୍କୁ ହାଇକୋର୍ଟ ନିର୍ଦ୍ଦେଶ...
ଭୁବନେଶ୍ୱର : ମିଳିଲା ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପତ୍ତା । ନବୀନ ନନ୍ଦ କୋଲକାତାରେ ଥିବା ସେ ନିଜେ ଫୋନ୍ ଯୋଗେ ଓଟିଭିକୁ ସୂଚନା ଦେଇଛନ୍ତି । ନବୀନ କହିଛନ୍ତି କୋଲକାତାରେ ସେ ପକେଟ୍ମାର୍ର ଶିକାର ହୋଇଥିଲେ। ତେବେ ଚୋରକୁ ଧରିବାକୁ କିଛି ବାଟ ଗୋଡ଼ାଇଥିବା...
ବାଲେଶ୍ୱର : ରେଲୱେ ପୋଲିସ ପଞ୍ଝାରେ ଟିକେଟ୍ କଳାବଜାରୀ ଯୁବକ। ବାଲେଶ୍ୱର ରେଲୱେ ଷ୍ଟେସନ୍ ମାଲଗୋଦାମ ନିକଟରେ ଥିବା ଟିକେଟ୍ ବୁକିଙ୍ଗ କାଉଣ୍ଟରରେ ଆଜି ଜଣେ ଯୁବକଙ୍କୁ ରେଳବାଇ ପୋଲିସ ଗିରଫ କରିଛି। ତା ପାଖରୁ ବିପୁଳ ପରିମାଣର ଟିକେଟ୍, କିଛି ନଗଦ ଟଙ୍କା ଜବତ ହୋଇଛି ।...
କଟକ : ମହାନଦୀ ମଝିରେ ଫସି ରହିଛନ୍ତି ହାତୀ। କଟକ ଆଠଗଡ଼ ପଟୁ ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ଗୟଳବାଙ୍କ ମହାନଦୀରେ ଫସି ରହିଛନ୍ତି ୮ଟି ବଣୁଆ ହାତୀ । ଘଟଣାସ୍ଥଳରେ ଭଗିପୁର ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ସୁରକ୍ଷା ଯୋଗାଇବା ନେଇ ସଜାଗ ରହିଛି।...
ବାଙ୍କୀ : ହେବ ହେବ ବୋଲି ବିତିଗଲା ସାଢେ ୪ ବର୍ଷ। ହେଲେ ଏଯାଏଁ ନିର୍ମାଣ ହୋଇପାରିନି ବାଙ୍କୀ ଏନଏସିରେ ନୂତନ ବସଷ୍ଟାଣ୍ଡ । ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ପରେ ଆଉ ଆଗେଇଲାନି କାମ। ଫଳରେ ମୁଖ୍ୟ ରାସ୍ତା ଏବେ ପାଲଟିଛି ବସଷ୍ଟାଣ୍ଡ। କାରଣ ଆଉ ବିକଳ୍ପ ନାହିଁ ।...
ନୂଆଦିଲ୍ଲୀ : GST ପ୍ରଚଳନକୁ ଆଜି ବର୍ଷେ ପୂରିଛି। ଗୋଟିଏ ଦେଶ, ଗୋଟିଏ ଟିକସ। ଏହି ସ୍ଲୋଗାନ ଦେଇ ଗତବର୍ଷ ଜୁଲାଇ ୧ରୁ କେନ୍ଦ୍ର ସରକାର ଲାଗୁ କରିଥିଲେ। ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା GST । ସାରା ଦେଶରେ ଟିକସ କ୍ଷେତ୍ରରେ ସଂସ୍କାର ଆସିଥିବା କହି...
ଭୁବନେଶ୍ୱର : ନବୀନ ନନ୍ଦ ନିଖୋଜ । ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ହୋଇଥିବା ସୂଚନା ମିଳିଛି। କୋଲକାତା ଯାଇଥିବା ନବୀନ ଆଜି ବିମାନରେ ଫେରିବାର ଥିଲା। ଆଜି ସକାଳ ୭ଟାରେ ବିମାନ କୋଲକାତା ଛାଡ଼ିବାର ଥିଲା। ଦୀର୍ଘ ସମୟ ଧରି ନଫେରିବାରୁ ନବୀନଙ୍କ ପୁଅ...
ସବୁଠୁ ଭୟାବହ କ୍ୟାନସର ରୋଗ ଆଜିକାଲିର ନୁହେଁ I ଆଜିକୁ 1500ରୁ 3000 ବର୍ଷ ତଳେ ମଧ୍ୟ କ୍ୟାନସର ଜୀବାଣୁ ଥିଲା I ସେତେବେଳେ କ୍ୟାନସରରେ ପ୍ରତି 1000 ରେ 5 ଜଣ ଆକ୍ରାନ୍ତ ହେଉଥିଲେ I ପ୍ରାଚୀନ ମିଶରୀୟମାନଙ୍କ କଙ୍କାଳ ଅନୁଧ୍ୟାନ କଲା ବେଳେ ଛ’ ଟି...
ଭୁବନେଶ୍ୱର: ଓଟିଭି ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା ନେଇ ଏତଲା ପରେ ବି ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନି ପୋଲିସ। ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୋଲିସ। ଗତକାଲି ଇନଫୋସିଟି ଥାନାରେ ଏ ସଂକ୍ରାନ୍ତରେ ଏକ ଏତଲା ଦିଆଯାଇଥିଲା। ଏହି ଏତଲା ଭିତ୍ତିରେ...
ନୂଆଦିଲ୍ଲୀ: ଦିଲ୍ଲୀର ବୁରାରି ଅଞ୍ଚଳରେ ଅଭାବନୀୟ ଘଟଣା। ଗୋଟିଏ ପରିବାରର ଏକାସଙ୍ଗେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୧୦ଜଣଙ୍କ ମୃତଦେହ ଲୁହା ଗ୍ରିଲ୍ରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଥିବାବେଳେ ଆଉ ଜଣେ ବୃଦ୍ଧାଙ୍କ ମୃତଦେହ ତଳେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଆଖିରେ...
ଭୁବନେଶ୍ୱର: ସିସୋର ଚିଟ୍ଫଣ୍ଡ ମାମଲାରେ ୨ ଜଣ IAS ଅଫିସରଙ୍କୁ ସିବିଆଇ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ସେମାନେ ହେଲେ ପରାଗ ଗୁପ୍ତା ଓ ସଂଗ୍ରାମ କେଶରୀ ରାୟ। ପରାଗ ଗୁପ୍ତା ହେଉଛନ୍ତି ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ। ସେ ଏବେ କେନ୍ଦ୍ର ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ...