ଭୁବନେଶ୍ୱର: ମାରାଥନ ମନ୍ତ୍ରଣା, କବାଟ କିଳା ଆଲୋଚନା, ଓ୍ୱାର୍ମ ଅପ କଲେ ଯୋଶ୍ ବି ଭରିଲେ। ସଂଗଠନ ପାଇଁ ୯ ଘଣ୍ଟା ଧରି ନିରନ୍ତର ମାନସ ମନ୍ଥନ ପରେ ଦେଲେ ହେଭି ଟାସ୍କ। ପଞ୍ଚାୟତ ପ୍ରମୁଖରୁ ଆରମ୍ଭ କରି ବିସ୍ତାରକ ଓ କୋର ଟିମର ସଦସ୍ୟଙ୍କୁ ଅମିତ ଶାହା...
ଭୁବନେଶ୍ୱର: ବିଜେଡିରୁ ନିଲମ୍ବନ ହେଲେ ପୂର୍ବତନ ବିଧାୟକ ନବୀନ ନନ୍ଦ। ନବୀନଙ୍କ ନିନ୍ଦନୀୟ ଆଚରଣ ସଂପର୍କିତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରଯାଇଛି। ଯାହାକି ନବୀନ ନନ୍ଦ ନିଖୋଜ ଘଟଣାରେ ଟୁଇଷ୍ଟ ଦଖାଦେଇଛି। କୋଲକାତା ଯାଇଥିବା ନବୀନ ନିଖୋଜ ନଥିଲେ ବରଂ ପୋଲିସ୍ ଦ୍ୱାରା ଗିରଫ ହୋଇ ବେଲ୍ରେ...
ଭୁବନେଶ୍ୱର: ସିବିଆଇ ନେବ ବହୁଚର୍ଚ୍ଚିତ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ଭାର। ପାରାଦୀପ ସମୁଦ୍ର ଉପକୂଳରେ କେମିତି ବୁଡ଼ିଲା ଏମଭି ବ୍ଲାକରୋଜ ଜାହାଜ ? କିଏ ଏହାର ମାଲିକ ଓ କେଉଁଠୁ ଆସି ଏଥିରେ ଲୋଡିଂ ହୋଇଥିଲା ଶହ ଶହ ଟନ୍ ଲୁହାପଥର ? ତାର ହେବ...
ଭୁବନେଶ୍ୱର: ବଜ୍ରକାପ୍ତା କାତି ଚୋରା କାରବାରରେ ବିଦେଶୀ ଲିଙ୍କ୍। ଓଡିଶାରୁ ଉତ୍ତର ପୂର୍ବ ରାଜ୍ୟ ଦେଇ ଚୀନ, ଇଣ୍ଡୋନେସିଆକୁ ହେଉଛି କାତି ଚାଲାଣ। ବଜ୍ରକାପ୍ତା ଚୋରା ଚାଲାଣର ଓଡିଶା ମାଷ୍ଟର ମାଇଣ୍ଡ ସାମଦୁଦ୍ଦିନକୁ ଜେରା ପରେ ଏସଟିଏଫ୍ ହାତରେ ଧରାପଡିଛି ଆଉଜଣେ ମାଷ୍ଟର ମାଇଣ୍ଡ। ମିଜୋରୋମରୁ ଆଉ ଜଣେ...
ମହାରାଷ୍ଟ୍ର: ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ ପିଟିପିଟି ହତ୍ୟା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମହାରାଷ୍ଟ୍ର ସୋଲାପୁର ଜିଲ୍ଲରେ। ଧୁଲେ ଗାଁରେ ୫ଜଣ ଲୋକଙ୍କୁ ପିଟିପିଟି ମାରିଦେଇଛନ୍ତି ଗାଁ ଲୋକ। ଏହି ଘଟଣାରେ ପୋଲିସ ୨୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଧୁଲେ ଠାରୁ ୧୪୦...
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା। ଗତ ୧୨ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ମୁନ୍ସ୍ୟାରୀ ତହସିଲ ଓ ପିଥୋରଗଡ଼ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ରବିବାର ରାତିରେ ଓ ସୋମବାର ସକାଳେ ମୁନ୍ସ୍ୟାରୀ ୨୫୦mm ବର୍ଷା ରେକର୍ଡ଼ କରାଯାଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମଙ୍ଗଳବାର...
ମୁମ୍ବାଇ: ବଲିଉଡ ଓ ହଲିଉଡରେ ନିଜର ଅଭିନୟରେ ଦର୍ଶକଙ୍କ ମନ ଜିଣିଛନ୍ତି ଇରଫାନ ଖାନ୍ । ଅନେକ ଦିନରୁ ସେ ନ୍ୟୁରୋଏଣ୍ଡୋକ୍ରୀନ ଟ୍ୟୁମରରେ ପୀଡ଼ିତ ଅଛନ୍ତି । ତାଙ୍କର ଅନେକ ଦିନରୁ ଲଣ୍ଡନରେ ଚିକିତ୍ସା ଚାଲିଛି । ତାଙ୍କୁ ପୁଣି ପରଦାରେ ଦେଖିବାକୁ ତାଙ୍କ ଫ୍ୟାନମାନେ ଅପେକ୍ଷା କରିରହିଛନ୍ତି...
ଭୁବନେଶ୍ୱର: ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭି ପ୍ରତିନିଧିଙ୍କୁ କିଟ୍ ଗୁଣ୍ଡାଙ୍କ ଆକ୍ରମଣ ଘଟଣାକୁ ୪୮ ଘଣ୍ଟା ବିତିଗଲାଣି ହେଲେ ଏ ପର୍ଯ୍ୟନ୍ତ କମିଶନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍। ସେପଟେ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଆକ୍ରମଣର ଶିକାର ହୋଇଥିବା ଓଟିଭି ପ୍ରତିନିଧି ଓ କ୍ୟାମେରା ପର୍ସନଙ୍କ ନାଁରେ କିଟ୍ର...
ପୁରୀ: ପୁରୀ ରଥଯାତ୍ରାର ଅନ୍ତିମ ସମନ୍ୱୟ କମିଟି ବୈଠକ ଘୁଞ୍ଚିଲା। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକକୁ ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ବୈଠକକୁ ବର୍ଜନ ଲାଗି ସେବାୟତ ସମ୍ମିଳନୀ ପୂର୍ବରୁ ଆହ୍ୱାନ ଦେଇଥିଲେ। ପୋଷ୍ଟର ଜରିଆରେ ଏଭଳି ଆହ୍ୱାନ ଦେଇଥିଲା...
ନୂଆଦିଲ୍ଲୀ: ଦିଲ୍ଲୀର ବୁରାରି ଅଞ୍ଚଳରେ ଗୋଟିଏ ଘରୁ ୧୧ଜଣଙ୍କ ମୃତଦେହ ଉଦ୍ଧାର ଘଟଣାର ଗୁମର ଫିଟୁଛି। ମୃତଦେହ ଜବତ ହୋଇଥିବା ଘରୁ ବହୁ ପରିମାଣର ହାତଲେଖା ନୋଟ୍ ମିଳିଛି। ନୋଟ୍ରେ ଲେଖାଯାଇଥିବା କିଛି ତଥ୍ୟକୁ ଆଧାର କରି ବିଚିତ୍ର ଧର୍ମ ବିଶ୍ୱାସ ଯୋଗୁଁ ଏହି ଘଟଣା ଘଟିଥିବା ଜଣାପଡ଼ିଛି।...
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ହରିଡ଼ାମୂଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋକୁ ପଛପଟୁ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ...