ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପାଉରି ଗରହ୍ୱାଲର ନୈନିଦଣ୍ଡା ବ୍ଲକ ଅନ୍ତର୍ଗତ ପିପାଲି-ଭୋଆନ୍ ମୋଟର୍ୱେ ନିକଟରେ ଥିବା ଏକ ପାହାଡିଆ ରାସ୍ତାରୁ ବସ୍ ଖସି ୪୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଘଟଣା...
ବ୍ରହ୍ମପୁର: ବ୍ରହ୍ମପୁରରେ ବସ୍ ଚଳାଚଳ ବନ୍ଦ। ହଳଦିଆପଦରରେ ନିର୍ମାଣ ହୋଇଥିବା ନୂତନ ବସ୍ ଟର୍ମିନାଲ୍କୁ ବିରୋଧ କରି ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆଜି ବସ୍ ଚଳାଚଳ ବନ୍ଦ କରାଯାଇଛି। ଭୁବନେଶ୍ୱର, କଟକ, ଛତ୍ରପୁର, ଆସ୍କାକୁ ବସ୍ ଚଳାଚଳ ବନ୍ଦ ଅଛି। ବ୍ରହ୍ମପୁରରୁ କୌଣସି...
ଭୁବନେଶ୍ୱର: ଗତକାଲି କିଛି ଘଣ୍ଟାର ବର୍ଷା ପରେ ଭୁବନେଶ୍ୱରରେ ପାଣି ଜମିବା ଘଟଣାକୁ ନେଇ NHAI ଉପରେ ଦୋଷ ଲଦିଛି ବିଏମ୍ସି। NHAIକୁ ଚିଠି ଲେଖି ନିଜ ମୁଣ୍ଡରୁ ଦୋଷ ଖସେଇଛି ବିଏମ୍ସି। NHAI କର୍ତ୍ତୃପକ୍ଷ କଲଭର୍ଟ ସଫା ଓ ମରାମତି କରୁ ନ ଥିବାରୁ ପାଣି ଜମି...
କନ୍ଧମାଳ: ଦୀର୍ଘ ୨୫ ବର୍ଷ ପରେ ମାଆ-ପୁଅଙ୍କ ମିଳନ, ଭାଇ-ଭାଇର ମିଳନ ଓ ଭାଇ-ଭଉଣୀର ମିଳନ। ଆଉ ଘରେ ଖେଳିଯାଇଛି ଉତ୍ସବର ମାହୋଲ। ଦିନେ ଘରୁ ରାଗି ଯାଇ ଚାଲିଯାଇଥିଲେ, ଆଉ ଏତେ ବର୍ଷ ପରେ ପୁଣି ଘରକୁ ଫେରିଲେ। ଯାହକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ନାହିଁନଥିବା...
ଭୁବନେଶ୍ୱର: ସାରା ରାଜ୍ୟରେ ମୌସୁମୀ ସକ୍ରିୟ ଅଛି। ଫଳରେ ଏହାର ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଛି। ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ୬ଟି ଜିଲ୍ଲା ଗୁଡ଼ିକ ହେଉଛି-...
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଶାହାଙ୍କ ଗସ୍ତର ଫୋକସ୍ରେ ରହିଛି ପଞ୍ଚାୟତ ପ୍ରମୁଖଙ୍କ ସହ ଭେଟ୍ଘାଟ୍। କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୨୧ଟି ବିଧାନସଭା କ୍ଷେତ୍ରର ପଞ୍ଚାୟତ...
ମସ୍କୋ : ଆଜିଠାରୁ ଆରମ୍ଭ ହେଉଛି ଫିଫା ବିଶ୍ୱକପର ଅସଲି ମୁକାବିଲା। ପ୍ରି-କ୍ୱାର୍ଟର ରାଉଣ୍ଡର ପ୍ରଥମ ଦିନରେ ଲଢ଼େଇ ହେବ ଲାଟିନ୍ ଆମେରିକା ବନାମ୍ ୟୁରୋପ୍ । ମୁହାଁ ମୁହିଁ ହେବେ ବିଶ୍ୱ ଫୁଟବଲର ଦୁଇ ପାଓ୍ୱାର ହାଉସ୍ ଫ୍ରାନ୍ସ ଓ ଆର୍ଜେଣ୍ଟିନା। ଆଉ ରାତି ସାଢେ ୧୧ଟାରେ...
ଭୁବନେଶ୍ୱର : ୨୦୧୮ ପାଇଁ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି। ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ ଅତିବଡ଼ି ପୁରସ୍କାର ପାଇବେ। ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଅତିବଡ଼ି ପୁରସ୍କାର ହେଉଛି ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ। ଏଥି ସହ...
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ବହୁ ଚର୍ଚ୍ଚିତ ସୁରେଶ ବରୁଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ୍। ସୁରେଶଙ୍କୁ ହତ୍ୟା କରି ପୋତି ଦେଇଥିବା ଭାଇ, ଭଉଣୀଙ୍କୁ ଗିରଫ କଲା ପୋଲିସ। ସେମାନଙ୍କ ଦ୍ୱାରା ମୃତଦେହ ପୋତା ହୋଇଥିବା ସ୍ଥାନ ଚିହ୍ନଟ ପରେ ଆଜି ଖୋଳାଯାଇ ଉଦ୍ଧାର କରାଯାଉଛି। ସୁନ୍ଦରଗଡ ଏସପି, ଏସଡିପିଓ ଓ...
ଭୁବନେଶ୍ୱର : ଜଗନ୍ନାଥ ଦର୍ଶନ ବେଳେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ପ୍ରଦର୍ଶନ ନେଇ ରାଷ୍ଟ୍ରପତି ଭବନରୁ ପୁରୀ ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇନଥିଲା। ଏ ନେଇ ଗଣାଧ୍ୟମରେ ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ନିରାଧାର ବୋଲି ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତିଙ୍କ ମିଡିଆ ସଚିବ ଅଶୋକ ମଲିକ। ଜାତୀୟ ଗଣମାଧ୍ୟମ-ଇଣ୍ଡିଆ...
ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ନୂଆଗାଁ ମନ୍ଦିରରୁ ଗତକାଲି ରାତିରେ ଜୟଦୁର୍ଗାଙ୍କ ଅଷ୍ଟଧାତୁ ମୂର୍ତ୍ତି ସହ ସୁନା ମୁକୁଟ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଜୟଦୁର୍ଗା ଠାକୁରାଣୀଙ୍କ ସମସ୍ତ ମୂଲ୍ୟବାନ ଅଳଙ୍କାର ସହ ନୀଳକଣ୍ଠ, ଗୋପୀନାଥ, ସୋମନାଥ ଓ...