ନୂଆପଡ଼ା: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ନୂଆପଡ଼ା କୁରୁମପୁରୀ ଦଲଦଲି ଗାଁର ଏକ ପୋଖରୀ ହୁଡ଼ାରୁ ଜୀବନ୍ତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଆଜି ସକାଳୁ କିଛି ଗାଁ ଲୋକ ଶିଶୁଟି କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ପୋଖରୀ ହୁଡ଼ାରୁ ଶିଶୁଟିକୁ ପ୍ରଥମେ ଉଦ୍ଧାର କରାଯାଇ ଚାଇଲ୍ଡ...
ମୁମ୍ବାଇ: କ୍ୟାନସର ସହ ଯୁଝୁଥିବା ବଲିଉଡ଼୍ ଚାର୍ମିଙ୍ଗ କୁଇନ୍ ସୋନାଲି ବେନ୍ଦ୍ରେଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନେକ ବଲିଉଡ୍ କଳାକାର। ସେ ଖୁବଶୀଘ୍ର ଭଲ ହୋଇ ଯାଆନ୍ତୁ ବୋଲି ସମସ୍ତେ ଆଶା ରଖିଛନ୍ତି। କ୍ୟାନସରରେ ପୀଡିତ ଥିବା ସଂପର୍କରେ ସୋନାଲି ନିଜେ ଉଭୟ ଟ୍ୱିଟରରେ ଓ ଇନ୍ଷ୍ଟାଗ୍ରାମରେ...
ମାଲକାନଗିରି: ଅଭିନବ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ। ତା’ବି ପୁଣି ନକଲି ଆମ୍ବୁଲାନ୍ସ ଭିତରେ। ମାଲକାନଗିରି ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ କାରବାରର ପର୍ଦ୍ଦାଫାସ ହୋଇଛି। ମୃତଦେହ ନେବା ପରି ଗଞ୍ଜେଇକୁ ଧଳା କପଡ଼ାରେ ଗୁଡ଼ାଇ ଏକ ନକଲି ଆମ୍ବୁଲାନ୍ସରେ ନିଆଯାଉଥିଲା। ତେବେ...
ଭୁବନେଶ୍ୱର: ରାଜଧାନୀରେ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ। ଭଡ଼ାରେ ଯିବା ବାହାନାରେ କାର୍ ବୁକ୍ କରି ଲୁଟିନେଲେ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ତପୋବନ ଛକରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଭଡ଼ାରେ ଯିବା ବାହାନାରେ ୨ଜଣ ଦୁର୍ବୃତ୍ତ ପ୍ରଥମେ କାର୍ ବୁକ୍ କରିଥିଲେ। କାର୍ ଆସି...
ଭୁବନେଶ୍ୱର: ପୁଣି ଲେଉଟିବ ବର୍ଷା। ଆଜିଠୁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ରହୁଛି। ଏହା ପ୍ରଭାବରେ ଆଜିଠାରୁ ଦକ୍ଷିଣ ଓଡ଼ିଶାର ଗୋଟିଏ...
ରାଉରକେଲା: ସାବଧାନ ଅାପଣଙ୍କୁ ପିଛା କରୁଛନ୍ତି ଏଟିଏମ୍ ଲୁଟେରା। କେବେ ବି, କୌଣସି ସମୟରେ ଅାପଣଙ୍କ ବ୍ୟାଙ୍କ ଅାକାଉଣ୍ଟରେ କଳାକନା ବୁଲାଇ ଦେଇପାରନ୍ତି ଦୁର୍ବୃତ୍ତ। ରାଉରକେଲା ହକିଛକରେ ଏମିତି ଏଟିଏମ୍ ଡକାୟତି ଯୋଜନା ବେଳେ ୧୧ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ। ଅାଉ ଜବତ କରିଛି ନଗଦ ୪...
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅାନ୍ଧ୍ର-ଓଡ଼ିଶା ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଅା ପଞ୍ଚାୟତ । କିଛି ଦିନର ନିରବତା ପରେ ଅାନ୍ଧ୍ର ପ୍ରଶାସନ ପୁଣି ସେଠି ଅାରମ୍ଭ କଲାଣି ଉନ୍ନୟନମୂଳକ କାମ। ତେଣେ କିନ୍ତୁ ଓଡ଼ିଶା ସରକାରଙ୍କ ଘୋଷଣା ମୁତାବକ ୧୫୦ କୋଟି ଟଙ୍କାର ଉନ୍ନୟନମୂଳକ କାମରୁ ଗୋଟିଏ ବି...
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ପ୍ରକୃତିର କୋପ। ଗତ କିଛି ଦିନ ଧରି ଉତ୍ତରଖଣ୍ଡରେ ଲାଗି ରହିଥିବା ବର୍ଷା, ସାରା ରାଜ୍ୟରେ ବିତ୍ପାତ ସୃଷ୍ଟି କରିଛି। ହିମାଳୟ ପାଦ ଦେଶରେ ହେଉଥିବା ଏହି ବର୍ଷା ଗତ ୬୮ ବର୍ଷର ରେକର୍ଡ ଭାଙ୍ଗିଛି। ତେଣୁ ପର୍ଯ୍ୟଟକଙ୍କୁ ବର୍ତ୍ତମାନ ପାଇଁ ଉତ୍ତରାଖଣ୍ଡ ନଯିବାକୁ ପରାମର୍ଶ...
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଗରୁଡ଼ବସା ଗାଁରେ ଗତ ୧୫ ତାରିଖରେ ଘଟିଥିବା ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋଲିସର ଚାର୍ଜସିଟ। ମାତ୍ର ୧୭ ଦିନ ଭିତରେ ପୋଲିସ ଚାର୍ଜସିଟ କରି ଅଭିଯୁକ୍ତକୁ ଦଣ୍ଡ ଦେବାପାଇଁ ଏକ ବଡ ପଦକ୍ଷେପ ନେଇଛି। ସାମ୍ବାଦିକ ସମ୍ମିଳନୀ କରି ମୟୁରଭଂଜ...
ଭଦ୍ରକ: ଆର୍ଥିକ ଅଭାବରୁ ସୃଷ୍ଟି ହେଲା ସୁଯୋଗ । ବାଇକ୍ ନ ଥିବାରୁ ସାଇକେଲକୁ ବନାଇଲେ ଅଟୋମେଟେଡ୍ ସୋଲାର ସାଇକେଲ। ନିଜର ଜ୍ଞାନ ଏବଂ ପରିଶ୍ରମ ବଳରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କୁଲଣା ଗାଁର ରାକେଶ ନାୟକ ତିଆରି କରଛନ୍ତି ଏହି ସୋଲାର ସାଇକେଲ। ଏକ ବ୍ୟାଟେରୀ, ମୋଟର ଏବଂ...
ଭଦ୍ରକ: ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଫାଣ୍ଡି ଅଞ୍ଚଳରେ ଲଜ୍ଜାଜନକ ଘଟଣା। ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଧରି ଆଣ୍ଠେଇ ଆଣ୍ଠେଇ ଯାଇ ମହିଳାଙ୍କୁ ଭୁଲ ମାଗିବାକୁ କହିଥିଲେ। ଏଥିସହ ଆଣ୍ଠେଇକି...
ନୂଆଦିଲ୍ଲୀ : ଦିଲ୍ଲୀ ଶାସନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ବାଚିତ ସରକାର ପାଖରେ ହିଁ ରହିବ ପ୍ରକୃତ କ୍ଷମତା। ମନ୍ତ୍ରୀ ପରିଷଦ ପରାମର୍ଶ ମାନିବାକୁ ଉପରାଜ୍ୟପାଳ ବାଧ୍ୟ। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିପାରିବେନି ଉପରାଜ୍ୟପାଳ। ସର୍ବୋଚ୍ଚ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଦିଲ୍ଲୀରେ କେଜ୍ରିଓ୍ୱାଲ୍...
ପାଟଣାଗଡ଼ : ଦୁର୍ଘଟଣା ପରେ ବସ ଜାଳିଦେଲେ ଲୋକେ। ପାଟଣାଗଡ଼ ବ୍ରହ୍ମପୁରା ନିକଟରେ ଘଟିଛି ଏହି ଅଘଟଣ। ବସ-ବାଇକ ଧକ୍କା ହେବାପରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ବସକୁ ଜାଳି ଦେଇଛନ୍ତି। ବସ୍ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହେବାପରେ ଘଟିଛି ଏହି ଲଙ୍କାକାଣ୍ଡ। ଦୁର୍ଘଟଣାରେ ବାଇକ ଚାଳକ...
ମୁମ୍ବାଇ: ବଲିଉଡ ପାଇଁ ଖରାପ ଖବର । ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡ଼ିତ । ଡାଇଗ୍ନୋସିସ ପରେ ସେ କ୍ୟାନସର ପୀଡ଼ିତ ଥିବା ଜଣାପଡ଼ିଛି । ଆଜି ସୋନାଲି ନିଜ ଟ୍ୱିଟର ପୃଷ୍ଠାରେ ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ବଲିଉଡର ଏହି ଚାର୍ମିଙ୍ଗ ଷ୍ଟାର୍ ବର୍ତ୍ତମାନ ନ୍ୟୁୟର୍କରେ...
ନୂଆଦିଲ୍ଲୀ : ଆସନ୍ତାକାଲି ଯାଏ ସଂରକ୍ଷିତ ରହିଲା ଶଶି ଥରୁର୍ଙ୍କ ଆଗୁଆ ଜାମିନ୍ ଆବେଦନ ଉପରେ ଶୁଣାଣି। ଦିଲ୍ଲୀ ପତିଆଲା ହାଉସ୍ କୋର୍ଟ ଆସନ୍ତାକାଲି ଶଶି ଥରୁରଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିବେ। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାକୁ ନେଇ ଶଶି ଆଗୁଆ ଜାମିନ୍ ଆବେଦନ...
ଭୁବନେଶ୍ୱର : ଆଜିଠାରୁ ଯୁକ୍ତ ତିନି ନାମଲେଖା ଆରମ୍ଭ। ଯୁକ୍ତ ୩ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ପ୍ରକାଶ ପାଇ ସାରିଛି। ନାମଲେଖା ପାଇଁ ୧ ଲକ୍ଷ ୮୮ ହଜାର ୯୬୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳାରେ ୧ ଲକ୍ଷ ୧୪ ହଜାର ୩୩୧, ବାଣିଜ୍ୟରେ...
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଏ. ମୋହାତାଙ୍କ ପରଲୋକ ହୋଇଯାଇଛି। ମହାରାଷ୍ଟ୍ର ନାଗପୁର ଅକୋଲାରେ ଗତକାଲି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ ୨୮-୯-୧୯୯୪ରୁ ୨୫-୪-୧୯୯୫ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି...