• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

onion
ଆସନ୍ତା ୧୦/୧୫ ଦିନ ଭିତରେ କମିବ ପିଆଜ ଦର

ଭୁବନେଶ୍ୱର : ଆସନ୍ତା ୧୦ରୁ୧୫ ଦିନ ଭିତରେ କମିବ ପିଆଜ ଦର। ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସେହିଭଳି ଦର ନିୟନ୍ତ୍ରଣ ପାଇଁ ପିଆଜ ବିକ୍ରିରେ କଣ୍ଟ୍ରୋଲ ଅର୍ଡର ଲାଗୁ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଟକରେ ୫୦୦ କ୍ୱିଣ୍ଟାଲରୁ ଅଧିକ ପିଆଜ...

tito house
ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମ୍‌ବ୍ରାଞ୍ଚର ଚଢ଼ାଉ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର ଟିଟୋର ଦିଲାଓ୍ୱରପୁର ଗାଁରେ ଥିବା ଘରେ କ୍ରାଇମ୍‌ବ୍ରାଞ୍ଚ ଓ ଜିଲ୍ଲା ପୋଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ  ଫୋର୍ସ ମୁତୟନ କରାଯାଇଛି। ଏହାସହ  ଟିଟୋର ଭାଇ ଓ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି। ଅଣ୍ଡରଓ୍ୱାର୍ଲ୍ଡା...

UP
ଟପିଗଲା ଅମାନୁଷିକତା; ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଏମିତି...

ଉନ୍ନାଓ: ଦିନକୁ ଦିନ ଟପିଯାଉଛି ଅମାନୁଷିକତା… ଆଉ ହଜି ଯାଉଛି ମାନବିକତା। ଦିନ ଦ୍ୱିପ୍ରହରରେ ମହିଳାଙ୍କ ସହ ଦୁର୍ବ୍ୟବହାର। ଖାଲି ଦୁର୍ବ୍ୟବହାର ନୁହେଁ ତା’ ସାଙ୍ଗକୁ ଟଣାଓଟରା, ଗାଳି ଗୁଳଜ ଏବଂ ଅକଥନୀୟ ଅତ୍ୟାଚାର। ଏଭଳି କିଛି ଘଟଣା ସମୟର ଭିଡିଓ ଏବେ ଭାଇରାଲ ହୋଇଛି। ସୂଚନା ଅନୁସାରେ,...

baripada
ବ୍ରେକ୍‌ ଫେଲ୍ ହୋଇ ପଥରରେ ପିଟି ହେଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ରାଇରଙ୍ଗପୁର: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ବ୍ରେକ୍‌ ଫେଲ୍ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସକାଳ ପ୍ରାୟ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା...

attack on cm convoy
ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଟମାଟୋ ମାଡ଼। ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ଆଜି ପୁରୀ ଯାଉଥିବା ସମୟରେ ତାଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇଛି। ସୂଚନା ଅନୁସାରେ, ଚକ୍ରତୀର୍ଥ ରୋଡ୍ ଆରଟିଓ ଅଫିସ୍ ଆଗରେ ଟମାଟୋ ମାଡ଼...

keonjhar..
ଶାଶୁକୁ ପନିକିରେ ହାଣିଲା ବୋହୂ

କେନ୍ଦୁଝର: ଶାଶୁକୁ ପନିକିରେ ହାଣିଲା ବୋହୂ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିରିଗିଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ ଏଭଳି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଶାଶୁ ଜେମାମଣୀ ମହାନ୍ତ ନିଜ ନାତିକୁ ଖୁଆଉ ଥିଲେ। ତଳେ ପଡିଥିବା ଖାଦ୍ୟ...

dhenkanal
ଗାଁ ସଭାପତିଙ୍କୁ ଗୁଳିମାଡ଼

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁ ସଭାପତିଙ୍କୁ ଗୁଳିମାଡ଼ ଅଭିଯୋଗ। ଖଜୁରିଆକଟା ବଜାର ଛକରେ ଆଜି ସକାଳେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗାଁ ସଭାପତି ଲିଙ୍ଗରାଜ ସାହୁ ସକାଳୁ ହାଟକୁ ଯାଇଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଲୁହା ରଡ଼୍‌ରେ ପିଟିବା...

dancing uncle
ଡ଼୍ୟାନ୍ସିଂ ଅଙ୍କଲଙ୍କ କମ୍‌ ବ୍ୟାକ୍‌, ଏଥର ଏହି ଅଭିନେତାଙ୍କ ଗୀତରେ ଧୂମ୍‌ ନାଚିଲେ

ମୁମ୍ବାଇ: ରାତାରାତି ସୋସିଆଲ ମିଡ଼ିଆରେ ଡ଼୍ୟାନ୍ସିଂ ଅଙ୍କଲ୍ ନାମରେ ଛାଇ ଯାଇଥିବା ସଞ୍ଜୀବ ଶ୍ରୀବାସ୍ତବ କିଛିଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଛନ୍ତି। ଏଥର କିନ୍ତୁ ଆଉ ଜଣେ ବଲିଉଡ଼ ସୁପରଷ୍ଟାରଙ୍କ ଏକ ଗୀତକୁ ନେଇ। ନିଜର ଡ଼୍ୟାନ୍ସିଂ ଷ୍ଟାଇଲରେ ସମସ୍ତଙ୍କ ମନ ଜିଣି ରାତାରାତି ଷ୍ଟାର ପାଲଟିଥିବା...

koraput
ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ

ଜୟପୁର: ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ। କୋରାପୁଟ ଜିଲ୍ଲା ଜୟପୁରର କୁନ୍ଦାରିଗୁଡ଼ା ଓ ବାରିଣିପୁଟ୍‌ରେ ଏହି ଅଘଟଣ ଘଟିଛି। ବିଷାକ୍ତ ଛତୁ ଖାଇ କୁନ୍ଦାରିଗୁଡାରେ ୧୧ ଜଣ ଏବଂ ବାରିଣିପୁଟ୍‌ରେ ଜଣେ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତଙ୍କୁ ଜୟପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏଡିଏମ୍ଓ ଏବଂ ପୌର...

constable killed
କନଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍। ଜାମ୍ମୁ-କାଶ୍ମୀରରର ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ମାନେ ଜଣେ କନଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ସୋପିଆନ୍‌ର ଦଙ୍ଗମରୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। କନଷ୍ଟେବଳଙ୍କ ନାଁ ହେଉଛି ଜାଭେଦ୍ ଅହମ୍ମଦ ଦର୍‌। ଆତଙ୍କବାଦୀମାନେ ଗତକାଲି କଚ୍‌ଦୋରା ସ୍ଥିତ ଜାଭେଦ୍‌ଙ୍କ ଘର ଭିତରକୁ...