• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bbsr new
ଉଦ୍‌ଘାଟନ ହେବ ନ୍ୟୁ ଭୁବନେଶ୍ୱର ଷ୍ଟେସନ

ଭୁବନେଶ୍ୱର : ଆସନ୍ତା ୭ ତାରିଖରେ ଉଦ୍‌ଘାଟନ ହେବ ନ୍ୟୁ ଭୁବନେଶ୍ୱର ଷ୍ଟେସନ। ଏଥିପାଇଁ ଜୋରସୋରରେ କାମ ଚାଲିଛି। ଆସନ୍ତା ୭ ତାରିଖରୁ ନ୍ୟୁ ଷ୍ଟେସନରୁ ଗଡ଼ିବ ଟ୍ରେନ୍। ଏଥିପାଇଁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍ ଭଳି ସମସ୍ତ ସୁବିଧା ଉପଲବ୍ଧ ରହିଛି। ବାରଙ୍ଗ-ମଞ୍ଚେଶ୍ୱର ମଧ୍ୟରେ ଥିବା ଏହି ନ୍ୟୁ...

anandapur
ମେଡିକାଲ୍ ବାରଣ୍ଡାରେ ମୃତଦେହ ; ପୋଷ୍ଟମର୍ଟମରେ ଅହେତୁକ ବିଳମ୍ବ

ଆନନ୍ଦପୁର : ଆନନ୍ଦପୁର ମେଡିକାଲରେ ପଡି ରହିଛି ମୃତଦେହ। ପୋଷ୍ଟମର୍ଟମ ପାଇଁ ଗତକାଲିଠାରୁ ମୃତଦେହ ଆସିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଷ୍ଟମର୍ଟମ ହୋଇନଥିବା ଜଣାପଡିଛି। ମେଡିକାଲ ବାରଣ୍ଡାରେ ପଡି ରହିଛି ମୃତଦେହ। ପୋଷ୍ଟମର୍ଟମରେ ଅହେତୁକ ବିଳମ୍ବ ହେବାରୁ ପୁଅର ମୃତଦେହକୁ ବାରଣ୍ଡାରେ ଧରି କାନ୍ଦୁଛି ମାଅ। ଗତକାଲି ବିଦ୍ୟୁତ ଆଘାତରେ...

child
୨୩ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ଭୁବନେଶ୍ୱର : ତାମିଲନାଡ଼ୁ ଓ ହାଇଦ୍ରାବାଦକୁ ଚାଲାଣ ହେଉଥିବା ବେଳେ ଭୁବନେଶ୍ୱରରରୁ ୧୯ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଚାଇଲ୍ଡଲାଇନ। ଏଥିସହ ବାଲିପାଟଣାରୁ ୨ ଓ ଚନ୍ଦ୍ରଶେଖରପୁରରୁ ୨ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ମୋଟ ୨୩ ଜଣ ଶିଶୁଙ୍କ ମଧ୍ୟରେ ୩ଜଣ ନାବାଳିକା ଅଛନ୍ତି । ଖୋର୍ଦ୍ଧା ଶିଶୁ ମଙ୍ଗଳ...

police traing
ପୋଲିସ ଟ୍ରେନିଂ ବେଳେ ଅଘଟଣ

ଅନୁଗୁଳ: ଅନୁଗୁଳରେ ପୋଲିସ ଟ୍ରେନିଂ ବେଳେ ଅଘଟଣ। ଶରଧାପୁରରେ ଥିବା ପ୍ରାକ୍ଟିସ୍ ଗ୍ରାଉଣ୍ଡରେ ଫାୟାରିଂ ପ୍ରାକ୍ଟିସ୍ ବେଳେ ଜଣେ ବୃଦ୍ଧାଙ୍କ ଛାତିରେ ଗୁଳି ବାଜିଛି। ଗୁଳିମାଡ଼ରେ ଗୁରୁତର ବୃଦ୍ଧାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ସେହି ଶରଧାପୁର ଗାଁର ବୋଲି ଜଣାପଡ଼ିଛି ।

Govt
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । କ୍ୱିଣ୍ଟାଲ ପିଛା ଏହା ୨ ଶହ ଟଙ୍କା ବୃଦ୍ଧି ହୋଇପାରେ  ଯଦି ଏହି ନିଷ୍ପତ୍ତି ନିଆଯାଏ, ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କା ହେବ। ଆଜି ଆର୍ଥିକ...

rain1-750x430
ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପୁଣି ଲେଉଟିବ ବର୍ଷା। ୫ ତାରିଖ ଅର୍ଥାତ୍ ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ରହୁଛି। ଏହା ପ୍ରଭାବରେ ଆସନ୍ତାକାଲିଠାରୁ...

Sushma-Swaraj-
ଟ୍ରୋଲିଂର କଡ଼ା ଜବାବ ଦେଲେ ସୁଷମା

ନୂଆଦିଲ୍ଲୀ: ଘୃଣା, ଗାଳିଗୁଲଜ, ଅସମ୍ମାନ ଓ ହିଂସାତ୍ମକ ଧମକ। ସୋସିଆଲ୍ ମିଡିଆରେ ଗୁଣ୍ଡାଗିରିର। ନୂଆ ଟ୍ରେଣ୍ଡ –ଟ୍ରୋଲ୍‌କୁ ନେଇ ଘମାସାନ। ଏକ ଭିନ୍ନଧର୍ମୀ ଦମ୍ପତିଙ୍କୁ ଦୂର୍ବ୍ୟବହାର ପ୍ରସଙ୍ଗରେ ଲକ୍ଷ୍ନୌରେ ଜଣେ ପାସପୋର୍ଟ ଅଧିକାରୀଙ୍କ ବଦଳିକୁ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ରୋଲିଂ ଥମୁନଥିବା ବେଳେ ସୁଷମା ବି...

vlcsnap-error398
ଏଣିକି ଡିଜିପି ବାଛିବ UPSC

ନୂଆଦିଲ୍ଲୀ: ଦେଶର ପୋଲିସ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର। ଏଣିକି ଡିଜିପି ବାଛିବ UPSC। ଡିଜିପି ନିଯୁକ୍ତି ନେଇ ରାଜ୍ୟ ସରକାର ବରିଷ୍ଠତା ଭିତ୍ତିରେ ଯୋଗ୍ୟ ଅଫିସରଙ୍କ ନାଁ UPSCକୁ ପଠାଇବେ। UPSC ଏହି ତାଲିକାରୁ ୩...

vinod kumar file image
ORHDC ଅନିୟମିତତା: ବରିଷ୍ଠ ଆଇଏଏସ୍ ବିନୋଦ କୁମାର ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର: ORHDC ର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ଆଇଏଏସ୍ ବିନୋଦ କୁମାର ଦୋଷୀ ସାବ୍ୟସ୍ତ । ୨୦୦୦ ମସିହାରେ  ଓଅାରଏଚଡିସି ରେ ୫୫ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିନୋଦ କୁମାରଙ୍କ ସହିତ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି...

vlcsnap-error281
ଜଳ ନିଷ୍କାସନ ନାଳ ଅବରୋଧ: ଶହ ଶହ ଚାଷ ଜମି ଜଳମଗ୍ନ

ଭଦ୍ରକ: ସେପଟେ ଲଗାଣ ବର୍ଷା ଆଉ ଏପଟେ ଜଳ ନିଷ୍କାସନ ନାଳ ଅବରୋଧ । ବନ୍ୟା ନ ଆସୁଣୁ ବନ୍ୟା ପ୍ରାୟ ପରିସ୍ଥିତି ।  ଲଗାଣ ବର୍ଷା ଯୋଗୁଁ ପାଣି ନିଷ୍କାସନ ହୋଇନପାରି ଶହ ଶହ ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ଧାନ ତଳି ଓ ବୁଣା ଜମି...

vlcsnap-error054
ଫୁଲବାଣୀ ଓ ନବରଂଗପୁରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଫୁଲବାଣୀ: କେବଳ ରାସ୍ତା ନୁହେଁ, ବିଭିନ୍ନ ୱାର୍ଡ, ସାହି ଏବଂ ବସ୍ତିରେ ଗଦା ହେଉଛି କୁଢ଼ କୁଢ଼ ମଇଳା। ଦୀର୍ଘ ଦିନ ହେଲା ମଇଳା ସଫା କରାଯାଉନଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ପୌରପାଳିକା ଅଞ୍ଚଳର । ଅଭିଯୋଗ ଅନୁସାରେ, ସହରର...

vlcsnap-error970
ପୁଣି MSP ବୃଦ୍ଧି ପ୍ରସଙ୍ଗ ଉଠାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ପୁଣି ଚଳିତ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି ପ୍ରସଙ୍ଗ ଉଠାଇଲେ ରାଜ୍ୟ ସରକାର। ସାଧାରଣ ଧାନର MSP କ୍ୱିଣ୍ଟାଲ ପ୍ରତି ୨୯୩୦ ଏବଂ ଏ’ ଗ୍ରେଡ ଧାନ ୨୯୭୦ ଟଙ୍କା ପାଇଁ ଦାବି କରି କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ...

black-rose.
ବ୍ଲାକ୍‌ରୋଜ ଜାହାଜର ଯାଜପୁର ଲିଙ୍କ୍

ଭୁବନେଶ୍ୱର: ବ୍ଲାକ୍‌ରୋଜ ବୁଡ଼ି ଘଟଣାରେ ଯାଜପୁରର ଜଣେ ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେପି। ଦଳର ଉପସଭାପତି ସମୀର ମହାନ୍ତି ଏକ ପ୍ରେସ୍‌ମିଟ୍ କରି ବ୍ଲାକ୍‌ରୋଜ ସହ ବିଧାୟକଙ୍କ ଭାଇଙ୍କର ବ୍ୟାବସାୟିକ ସମ୍ପର୍କ ଥିବା କହିଛନ୍ତି। ଯାଜପୁର ପୌରପରିଷଦର ଶତବାର୍ଷିକୀ ଉତ୍ସବରେ...

MANSAROVAR
ନେପାଳରେ ପ୍ରବଳ ବର୍ଷା: ମାନସରୋବର ଯାତ୍ରାରେ ଫସିଲେ ୧୫ଶହରୁ ଅଧିକ ଶ୍ରଦ୍ଧାଳୁ

କାଠମାଣ୍ଡୁ: ନେପାଳରେ ପ୍ରବଳ ବର୍ଷା ଯୋଗୁଁ ମାନସରୋବର ଯାତ୍ରାରେ ଥିବା ପ୍ରାୟ ୧୫ଶହରୁ ଅଧିକ ଶ୍ରଦ୍ଧାଳୁ ଅଧାବାଟରେ ଫସି ରହିଛନ୍ତି। ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ୫୨୫ ତୀର୍ଥଯାତ୍ରୀ ସିମିକୋଟରେ ଫସି ରହିଥିବାବେଳେ ତିବ୍ବତ ଅଞ୍ଚଳରେ ୫୦୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି।ଅଟକ ରହିଥିବା...