• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

1st-T20I-
ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ

ଲଣ୍ଡନ: ଟେଷ୍ଟ ଓ ଦିନିକିଆ ସିରିଜ ପୂର୍ବରୁ ଭାରତ-ଇଂଲଣ୍ଡ ମଧ୍ୟରେ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ।  ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ମାଞ୍ଚେଷ୍ଟରରେ ଖେଳାଯିବ। ଆୟର୍ଲାଣ୍ଡ ବିପକ୍ଷରେ ବିଜୟରୁ ଗସ୍ତ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ଇଂଲଣ୍ଡରେ ନିଜ ଦବ୍‌ଦବା ଜାରି ରଖିବାକୁ ଚେଷ୍ଟା କରିବ।  ସେପଟେ ଘରୋଇ...

supremcourt
ବଦଳିଲା ଡିଜିପି ନିଯୁକ୍ତି ନିୟମ: UPSC ତାଲିକାରୁ ଜଣକୁ ବାଛିବେ ରାଜ୍ୟ ସରକାର

ନୂଆଦିଲ୍ଲୀ: ପୋଲିସ୍ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର।  ଏଣିକି ୟୁନିୟନ ପବ୍ଲିକ ସର୍ଭିସ କମିଶନ୍ ଡିଜିପି ମନୋନୀତ କରିବେ । ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର, UPSCକୁ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନା ଦେବେ। ସେହି...

elephant
ଶିମିଳିପାଳରୁ ସାତକୋଶିଅାକୁ ହାତୀ ସ୍ଥାନାନ୍ତରକୁ ବିରୋଧ

ବାରିପଦା: ଅାଜି ସକାଳୁ ଶିମିଳିପାଳରୁ୨ଟି ପୋଷା ହାତୀଙ୍କୁ ସାତକୋଶିଅା ଜଙ୍ଗଲକୁ ସ୍ଥାନାନ୍ତର କରାଯାଉଥିଲା I ତେବେ ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସ୍ଥାନାନ୍ତର ହେଉଥିବା ଦୁଇଟି ପୋଷା ହାତୀକୁ ଅଟକାଇଛନ୍ତି I ଏଥିସହ ୧୮ନମ୍ବର ଜାତୀୟ ରାଜପଥର ମୁର୍ଗାବାଡି-ଗୋଲେଇ ଛକ ନିକରେ ରାସ୍ତାରୋକ କରିଛନ୍ତି I ଏଥିଯୋଗୁ...

Time Pass Booker award
ଶକ୍ତି ମହାନ୍ତି ଓ ବାଦଲ ମହାନ୍ତି ପାଇବେ ଟାଇମପାସ୍ ବୁକର୍ ପୁରସ୍କାର

ଭୁବନେଶ୍ୱର: ଲୋକପ୍ରିୟ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ  ଓଡ଼ିଆ କଥାସାହିତ୍ୟର ଶ୍ରେଷ୍ଠ ପାଣ୍ଡୁଲିପି ପାଇଁ  ଚଳିତ ବର୍ଷ ଟାଇମପାସ୍ ବୁକର୍ ପୁରସ୍କାର’ ପାଇଁ ଦୁଇବର୍ଷର ବିଜେତାଙ୍କ ନାମ ଘୋଷଣା ହୋଇଛି ।୨୦୧୬ ପାଇଁ ବାଦଲ ମହାନ୍ତିଙ୍କ ଉପନ୍ୟାସ ପାଣ୍ଡୁଲିପି ‘ନଟୁ’ ମନୋନୀତ ହୋଇଥିବାବେଳେ ୨୦୧୭ ମସିହା ପାଇଁ ଶକ୍ତି...

Ramchandra Hansda...
ରାମଚନ୍ଦ୍ର ହାଁସଦାଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ମିଳିଲା ଜାମିନ।  ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ୨୦୧୪ରୁ ଜେଲ୍‌ରେ ଥିବା ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ।  ଏନେଇ ହାଁସଦାଙ୍କ ଓକିଲ ଅଭିଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି। ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିଥିଲେ।...

soro infight
ବାହାଘର ଭୋଜିକୁ ନେଇ ବରପକ୍ଷ-କନ୍ୟାପକ୍ଷ ସଂଘର୍ଷ

ସୋର: ବାହାଘର ଭୋଜିକୁ ନେଇ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ସଂଘର୍ଷ I ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କ ପାଇଁ ଖାଦ୍ୟ ସରିଯିବାରୁ କନ୍ୟାପକ୍ଷଙ୍କୁ ମାଡ଼ ମାରିଥିଲେ ବର ପକ୍ଷ I ଏଥିରେ ଉଭୟ ବରଯାତ୍ରୀ ଓ...

sritam das 1
ଶ୍ରୀତମଙ୍କୁ ED ଜେରା

ଭୁବନେଶ୍ୱର: ଅଭିନେତା ଶ୍ରୀତମ ଦାସଙ୍କୁ ଜେରା। ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଅଭିନେତା ଶ୍ରୀତମ ଦାସଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି। ଷ୍ଟାର କନ୍‌ସଲ୍‌ଟାନ୍‌ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଲିଙ୍କରେ ତାଙ୍କୁ ଜେରା ଚାଲିଛି। ସୂଚନା ଅନୁସାରେ, ଓଡ଼ିଆ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ ରେ...

plus three cut off mark
ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ପ୍ରକାଶ ପାଇଛି। ନାମଲେଖା ପାଇଁ ୧ ଲକ୍ଷ ୮୮ ହଜାର ୯୬୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳାରେ ୧ ଲକ୍ଷ ୧୪ ହଜାର ୩୩୧, ବାଣିଜ୍ୟରେ ୧୯ ହଜାର ୭୫୩, ଫିଜିକାଲ୍‌ ସାଇନ୍ସରେ ୨୯ହଜାର୧୩୧ ଓ...

monsoon
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ଜାଣନ୍ତୁ କେବେଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୁଣି ଲେଉଟିବ ବର୍ଷା। ୫ ତାରିଖ ଅର୍ଥାତ୍ ଗୁରୁବାରଠୁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ରହୁଛି। ଏହାର ପ୍ରଭାବରେ ୫...

iocl pipeline leak
IOCL ପାଇପ୍ ଲାଇନରେ ଫାଟ: ବୋହିନେଲେ ତେଲ

ରାଉରକେଲା: ରାଉରକେଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମା ବାହାଲ ନିକଟରେ IOCL ପାଇପ୍ ଲାଇନରେ ଫାଟ ଦେଖିବାକୁ ମିଳିଥିଲା। ଫଳରେ ଉକ୍ତ ଅଞ୍ଚଳରେ ପ୍ରବଳ ମାତ୍ରାରେ ତେଲ ଲିକ୍ ହୋଇଥିଲା। ତେବେ ତେଲ ନେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଲାଗିଥିଲା। ଏମିତିକି ଲୋକେ ଛୋଟ ବାସନ...

puri
ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଫୁଲୁରୀ ତେଲ ଲାଗି

ପୁରୀ: ଜ୍ୱରରେ ପୀଡ଼ିତ ମହାପ୍ରଭୁ। ରତ୍ନ ସିଂହାସନ ଛାଡି ଅଣସର ଘରେ ଚତୁର୍ଦ୍ଧାମୂରତି। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ସେବା। ଅନବସରର ଆଜି ପଞ୍ଚମ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ମାଲିସ କରାଯିବ। ଏହାପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ଅନୁଭବ କରିବେ। ଏହି ଫୁଲୁରୀ...

balasore
ଚାକିରୀ ନାଁରେ ଠକେଇ

କଟକ: ଚାକିରୀ ନାଁରେ ଠକେଇ। ବାଲେଶ୍ୱର ସ୍ଥିତ ଚାନ୍ଦିପୁରରେ ଥିବା DRDO ଆର୍ମିରେ ଚାକିରି କରାଇ ଦେବାକୁ କହି ସାଢ଼େ ୪କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ତିରିଗିଆ ପୋଲିସ୍। ଗ୍ୟାଙ୍ଗର ମୁଖ୍ୟ ସହଯୋଗୀ ବୋଧିଶ୍ୱତ ପରିଡ଼ାକୁ ପୋଲିସ୍‌ ଗିରଫ କରିଛି। ବୋଧିଶ୍ୱତଙ୍କ...

vlcsnap-error873
ପାଣିର ଜବାବ୍ ପାଣି

ଭୁବନେଶ୍ୱର: ପ୍ରତିବାଦର ନୂଆ ତରିକା। ଟ୍ୟାଙ୍କର ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏନ୍ଏଚ୍ଏଆଇ କାର୍ଯ୍ୟାଳୟରେ ପାଣି ଢାଳିଛନ୍ତି କଂଗ୍ରେସ କର୍ମୀ। ମୌସୁମୀ ଋତୁ ଆରମ୍ଭରୁ ରାଜଧାନୀ ଇସ୍କନ ମନ୍ଦିର ସମେତ ବହୁ ଅଞ୍ଚଳ ଜଳମଗ୍ନ ହେବାକୁ ନେଇ ଭୁବନେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ଏଭଳି ଅଭିନବ ଢଙ୍ଗରେ କରାଯାଇଛି...

vlcsnap-error049
କାହା ଚାପରେ ପକ୍ଷପାତିତା

ଭୁବନେଶ୍ୱର: କାଚ ପରି ପୂରା ସଫା ସବୁ ଘଟଣା। ଆକ୍ରମଣକାରୀ କିଏ, କାହାକୁ ହୋଇଛି ଆକ୍ରମଣ। ପୋଲିସ୍‌ର ଆଖି ସାମ୍ନାରେ ଆତଙ୍କରାଜ ଚଳାଇଲେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କଲେ କିଟ୍‌ର ଭଡ଼ାଟିଆ ଗୁଣ୍ଡା ଓ ସୁରକ୍ଷାକର୍ମୀ। ଆକ୍ରମଣର ଶିକାର ଓଟିଭି ପ୍ରତିନିଧି ଥାନାରେ ଏତଲା ଦେବା ପରେ ମାମଲା...