ମାଲକାନଗିରି: ଆସନ୍ତାକାଲି ଉଦ୍ଘାଟିତ ହେବ ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ। ଏହାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବାକୁ ଥିବାବେଳେ ଆଜି ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେତୁ ସାଜସଜ୍ଜା, ବ୍ୟାରିକେଡ୍ ଓ ହେଲିପେଡ୍ ନିର୍ମାଣ ସରିଛି। ନିଜେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ...
ଭୁବନେଶ୍ୱର: ଚିଟ୍ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍.ଏମ୍. ଦାସ କମିଶନ ଷଷ୍ଠ ପର୍ଯାୟରେ ଚିଟ୍ଫଣ୍ଡ କମ୍ପାନୀ ମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ପ୍ରାରମ୍ଭିକ ଭାବେ ସିସୋର୍ ଓ ଅର୍ଥତତ୍ତ୍ୱ ଗ୍ରୁପ୍କୁ କମିଶନ ନୋଟିସ୍ କରିଛନ୍ତି। ଆସନ୍ତା ଅଗଷ୍ଟ ୨୭ ତାରିଖରେ ସିସୋର୍ ଏବଂ ୨୮ରେ ଅର୍ଥତତ୍ତ୍ୱ ଗ୍ରୁପ୍କୁ...
ମୁମ୍ବାଇ: ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ମହାରାଷ୍ଟ୍ରରେ ଚାଲୁଥିବା ଆନ୍ଦୋଳନ ଆଜି ମୁମ୍ବାଇରେ ପହଞ୍ଚିଛି। ଏହ ଆନ୍ଦୋଳନକୁ ତୀବ୍ର କରିବାକୁ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମୁମ୍ବାଇ ବନ୍ଦ ଡାକରା ଦିଆଯାଇଛି। ଫଳରେ ମୁମ୍ବାଇରେ ଆଜି ଜନଜୀବନ ଠପ୍ ହୋଇଯାଇଛି। ବନ୍ଦ ଫଳରେ ଟ୍ରେନ୍ ଓ ବସ୍ ସେବା...
କେନ୍ଦୁଝର/ଆନନ୍ଦପୁର: ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଘଟଣାରେ ଆନନ୍ଦପୁର ପୁଲିସ ୪ ଜଣଙ୍କୁ ଅଟକ କରିଛି। ଅଭିଯୁକ୍ତମାନଙ୍କ ଜେରା ଚାଲିଥିବା ଆନନ୍ଦପୁର ଆଇଆଇସି ସୁଦର୍ଶନ ପଣ୍ଡା କହିଛନ୍ତି । ଅଭିଯୁକ୍ତମାନେ ପ୍ରେମୀଯୁଗଳଙ୍କ ନିପର୍ସ ଓ ମୋବାଇଲ୍ ଛଡ଼ାଇ ନେଇଥିଲେ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ଆନନ୍ଦପୁରରେ ଏକ...
ଭୁବନେଶ୍ୱର: ରସଗୋଲାକୁ ଜିଆଇ ମାନ୍ୟତା ଦେବାରେ ସରକାରଙ୍କ ଆନ୍ତରିକତା ନେଇ ଉଠିଛି ପ୍ରଶ୍ନ। ଜୁନ୍ ମାସରେ ଜିଆଇ କର୍ତ୍ତୃପକ୍ଷ ଏ ସମ୍ପର୍କିତ ତଥ୍ୟ ଦେବାକୁ କହିଥିଲେ। କିନ୍ତୁ ରାଜ୍ୟ ସରକାର ଏଯାଏଁ ତଥ୍ୟ ଦେଇନାହାନ୍ତି। ତେବେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖି MSME ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି...
ନୂଆଦିଲ୍ଲୀ: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ୍ଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଯିବାର କିଛି ସମୟ ପରେ ଜାମିନ ମିଳିଛି। ତିନି ବର୍ଷ ପୁରୁଣା ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକ ଓ ଅନ୍ୟ ୨ଜଣଙ୍କୁ ଜାମିନ୍ ମିଳିଛି। ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକ ଓ ତାଙ୍କର ୨ ସହଯୋଗୀ ଲାଲ୍ଜୀ...
ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ଚାଲିଥିବା ବେଳେ ବେଲୁଚିସ୍ତାନର କ୍ୱେଟା ନିକଟ ଏକ ମତଦାନ କେନ୍ଦ୍ରରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୨୦ରୁ ଅଧିକ ମୃତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା...
ବରଗଡ଼: ବରଗଡ଼ ଜିଲ୍ଲା ସୋହେଲାରେ ଗୁଳିକାଣ୍ଡକୁ ନେଇ ଚାପା ଉତ୍ତେଜନା ଲାଗିରହିଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ସୋହେଲା ଡେଲି ମାର୍କେଟ୍ରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସତ୍ୟନାରାୟଣ ଦାଶ। ତାଙ୍କ ପେଟ ଓ ଗୋଡ଼ରେ ଗୁଳି ବାଜିଛି। ଗୁରୁତର...
ଭୁବନେଶ୍ୱର: କୁଆଖାଇ ନଦୀରେ ନିଖୋଜ ଛାତ୍ରଙ୍କୁ ଖୋଜୁଥିବା ବେଳେ ଜଣେ ଭାସି ଯାଉଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ କର୍ମଚାରୀ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଆତ୍ମହତ୍ୟା ପାଇଁ ମହିଳା ଜଣକ କୁଆଖାଇ ବ୍ରିଜ୍ ଉପରକୁ ନଦୀକୁ ଡେଇଁଥିବା ସୂଚନା ମିଳିଛି। ସୂଚନା ଥାଉ କି, ଆଜି ୬ଜଣ...
ଭୁବନେଶ୍ୱର: କୁଆଖାଇ ନଦୀରେ ନିଖୋଜ ୨ ଛାତ୍ରଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। କୁଆଖାଇ ବ୍ରିଜ୍ ନିକଟରେ ଗାଧୋଇଲା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ପାଣିରେ ଭାସି ଯାଇଥିବା ଅନ୍ୟ ଜଣେ ଛାତ୍ରଙ୍କୁ ଅଗ୍ନିଶମ କର୍ମଚାରୀ ଖୋଜୁଛନ୍ତି। ପ୍ରାୟ ୩୦ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି।...
ସମ୍ବଲପୁର: ଗତକାଲି ରାତିରେ ହୀରାକୁଦ ଡ୍ୟାମ୍ର ଆଉ ୫ଟି ଗେଟ୍ ଖୋଲାଯାଇଛି। ଏହା ସହିତ ଏବେ ମୋଟ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ରୁ ବନ୍ୟା ଜଳ ଛଡ଼ାଯାଉଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୧୬.୩୧ ଫୁଟ୍ ରହିଥିଲା। ଡ୍ୟାମ୍ରେ ପ୍ରତି ସେକେଣ୍ଡରେ...
ନୂଆଦିଲ୍ଲୀ: ଟେଲିଭିଜନ୍ ଦୁନିଆର ସବୁଠାରୁ ପପୁଲାର ଗେମ୍ ଶୋ’ ‘କୌନ୍ ବନେଗା କରୋଡ଼ପତି’ର ସିଜିନ୍ ୧୦ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଜଣେ ଗରିବ ବାପା କିଭଳି ଭାବରେ ନିଜ ପୁଅକୁ ଅଧିକ ପାଠ ପଢ଼ାଇବା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଉଛନ୍ତି ତାହା ଦେଖିବାକୁ...
ଭୁବନେଶ୍ୱର: ଦୁର୍ବଳ ହୋଇଛି ମୌସୁମୀ। ଫଳରେ ଆସନ୍ତା ୨ରୁ ୩ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ଅଳ୍ପ ବର୍ଷାର ସମ୍ଭାବନା...
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ସାଥିବାକୁଡ଼ାରେ ବୈତରଣୀ ନଦୀ ବନ୍ଧରେ ଫାଟ ଦେଖିବାକୁ ମିଳିଛି। ବୈତରଣୀରେ ଏବେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଥିବା ବେଳେ ସାଥିବାକୁଡ଼ାରେ ନୂଆ କରି ତିଆରି ହୋଇଥିବା ନଦୀ ବନ୍ଧରେ ୧୫ ଫୁଟର ଫାଟ ସୃଷ୍ଟି ହୋଇଛି। ଏବେ...
ପୁରୀ: ଆଜି ରଥଯାତ୍ରାର ଅନ୍ତିମ ଦିନ। ଆଜି ରତ୍ନ ସିଂହାସନକୁ ବିଜେ ହେବେ ଶ୍ରୀଜିଉ। ରଥାରୂଢ଼ ଚତୁର୍ଦ୍ଧା ମୂରତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯିବ। ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବା ପରେ ଶ୍ରୀସୁଦର୍ଶନ, ପରେ ବଡଭାଇ ବଳଭଦ୍ର,...
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ ଥାନା ସାନଘାଟି ଛକରେ ପୁଲିସ୍ ଏନ୍କାଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡ୍ଡୀ। ସେମାନଙ୍କଠାରୁ ୨ ଲକ୍ଷ ୨୫ ହଜାର ଟଙ୍କା, ଗୋଟିଏ କାର୍ ଓ ୨ଟି ପିସ୍ତଲ ଜବତ...