କେନ୍ଦୁଝର: ସାମାଜିକ ସ୍ତରରେ ସାହାଯ୍ୟ ସହଯୋଗ ଓ ଚିକିତ୍ସା ଅଭାବରୁ ଜୀବନ ହାରିଲେ HIV ପୀଡ଼ିତ। ସରକାରୀ ସ୍ତରରେ ବ୍ୟାପକ ପ୍ରଚାର ପ୍ରଚାର ଓ ସଚେତନତା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳର ଜଣେ ଏଡ୍ସ ରୋଗୀ କୌଣସି ଚିକିତ୍ସା ସହୟତା ନପାଇ ଆତ୍ମହତ୍ୟା କରିଛନ୍ତି। ଯୁବକ...
ଭୁବନେଶ୍ୱର: ଜୁନ ୧୩ରେ ପୌର ପ୍ରଶାସକ କହିଥିଲେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ରଖିବା ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ ସରକାର। କିନ୍ତୁ ପାଖାପାଖି ଦେଢ଼ମାସ ହୋଇଯାଇଥିଲେ ବି ଚୁପ୍ ବସିଛନ୍ତି ସରକାର। ନଗର ଉନ୍ନୟନ ବିଭାଗର ସୂଚନା ଅନୁସାରେ ମାମଲା...
ଭୁବନେଶ୍ୱର: ଆଉ ଭୟ ନାହିଁ, ରାଜ୍ୟରେ ଟଳିଲା ବନ୍ୟା ଆଶଙ୍କା। ଗତ ୨୪ ଘଣ୍ଟା ଭିତରେ ସେଭଳି ବର୍ଷା ନାହିଁ କି ଦୁଇ ପ୍ରମୁଖ ନଦୀ, ମହାନଦୀ ଓ ବୈତରଣୀ ଆଉ ଫୁଲୁ ନାହାନ୍ତି। ତେଣୁ ମହାନଦୀ ଅବବାହିକା ଜିଲ୍ଲା ସହ ବୈତରଣୀ ପ୍ରବାହିତ ଭଦ୍ରକ ଜିଲ୍ଲାରେ ବନ୍ୟା...
ଭୁବନେଶ୍ୱର: ରାଜ୍ୟର ସବୁ ଟ୍ରକ୍ ଟର୍ମିନାଲ୍ ଫୁଲ୍। ରାସ୍ତାକଡ଼ରେ ଲମ୍ବା ଲମ୍ବା ଧାଡ଼ି ବି ଲାଗିଛି। ବିଭିନ୍ନ ସ୍ଥାନରେ ପିକେଟିଂ ସାଙ୍ଗକୁ ବିକ୍ଷୋଭ ବି ଚାଲିଛି। ଜାତୀୟ ରାଜପଥରେ କ୍ଷୀର, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ବାକି ସବୁ ଟ୍ରକ୍ ଅଖ-ଚକ ବନ୍ଦ। ଏପଟେ ଧର୍ମଘଟ...
କେନ୍ଦୁଝର: ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲକୁ ନେଇ କେନ୍ଦୁଝର ଆନନ୍ଦୁପର ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି। ଆନନ୍ଦପୁର ନିକଟବର୍ତ୍ତୀ ଏକ ପୁରାତନ ପର୍ଯ୍ୟଟନସ୍ଥଳୀକୁ ଆସିଥିବା ଏହି ପ୍ରେମୀଯୁଗଳ ଯୁବକମାନଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡିଛି। ପ୍ରେମୀଯୁଗଳଙ୍କ ଭିଡିଓ ସୁଟିଂ ପରେ ଏହା ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଯୁବତୀ...
ଭୁବନେଶ୍ୱର: ଭୁବନେଶ୍ୱର ରାଜରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ତ, ଆଉ କେଉଁଠି ଘର ଭିତରେ ଅଣ୍ଟାଏ ପାଣି। ସ୍ମାର୍ଟ ସିଟି ଭୁବନେଶ୍ୱରର ଏହି ଚେହେରା ବର୍ତ୍ତମାନ ସରକାର ଓ ପ୍ରଶାସନର ପାରିବାପଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏହି ସମସ୍ତ ସମସ୍ୟାକୁ ନେଇ ଅଭିନବ ପ୍ରତିବାଦ କରିଛି...
ପୁରୀ: ଘୋଷଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ସେଲଫି ମାନିଆ। ବଦଦାଣ୍ଡରେ ଭିଡ଼ ସତ୍ତ୍ୱେ ତିନି ରଥ ଆଗରେ ସେଲଫି ନେବାକୁ କିନ୍ତୁ ଭୁଲି ନଥିଲେ ଭକ୍ତ। ଗତକାଲି ଶ୍ରୀଜୀଉଙ୍କର ସୁନାବେଶ ଥିବାରୁ ମହଣ ମହଣ ଅଳଙ୍କାରରେ ସଜେଇ ହୋଇଥିଲେ ମହାପ୍ରଭୁ। ଆଉ ଏହି ଦୃଶ୍ୟକୁ ନିଜ ନିଜ...
ମୁମ୍ବାଇ: ୨୦୦୪ରେ ସୋନିଆଙ୍କ ପ୍ରତି ପ୍ରସନ୍ନ ହେଲେନି ଭାଗ୍ୟ ଦେବୀ। ଆକସ୍ମିକ ପ୍ରଧାନମନ୍ତ୍ରୀ ବନି ଗଲେ ଡକ୍ଟର ମନମୋହନ ସିଂହ। ଅର୍ଥନୀତିଜ୍ଞରୁ ଦେଶ ଶାସନର ସର୍ବୋଚ୍ଚ ପଦବି। ପୂରା ଘଟଣାଚକ୍ରକୁ ନେଇ ତିଆରି ହେଉଛି ବଲିଉଡ୍ ଚଳଚ୍ଚିତ୍ର ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର। ୨୦୦୪ ସାଧାରଣ ନିର୍ବାଚନରେ ସଂଖ୍ୟା...
ଆସିକା: ବାଦ୍ୟ ମହୁରୀରେ ପ୍ରକମ୍ପିତ ପରିବେଶ। ବାଜା ବଜାଇ ରାଜ ପାଲିଙ୍କିରେ ରାଜକୁମାରୀଙ୍କୁ ନେଲେ ଲୋକେ। ଧରାକୋଟର ବାହୁଡ଼ାଯାତ୍ରାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପରମ୍ପରାକୁ ବଜାୟ ରଖି ବାପା କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁ ପରେ ପ୍ରଭୁ ଜଗନ୍ନାଥଙ୍କ ସେବା ଲାଗି ବାହାରିଛନ୍ତି ତାଙ୍କ ଝିଅ...
ବାଲେଶ୍ୱର: ବାଲେଶ୍ୱର ସହରରେ ଦୁର୍ଘଟଣା ପରେ ଲଙ୍କାକାଣ୍ଡ। ବାଲେଶ୍ୱର ଷ୍ଟେସନ୍ ଗୋଧିବସା ଅଞ୍ଚଳରେ ଟ୍ରକ୍ ଚାପାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଘଟିଛି ତୁମୁଳକାଣ୍ଡ। ଉତ୍ତ୍ୟକ୍ତ ଲୋକେ ମାଲଗୋଦାମରେ ପଶି ୭୦ରୁ ଅଧିକ ଟ୍ରକ୍ର କାଚ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସେମାନେ ଟ୍ରକ୍ ଆସୋସିଏସନ୍ କାର୍ଯ୍ୟାଳୟରେ ବି ପଶି...
ବୌଦ୍ଧ: ମହାନଦୀ ସୁରକ୍ଷା ଓ ମହାନଦୀର ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ସବୁଜ ମହାନଦୀ ଅଭିଯାନ। ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୌଦ୍ଧ ବନଖଣ୍ଡ ମନମୁଣ୍ଡା ରେଞ୍ଜ୍ରେ ଦେଉଳି ଠାରେ ମୁଖ୍ୟମନ୍ତ୍ରୀ ବୃକ୍ଷରୋପଣ କରିଛନ୍ତି। ଏହି ଅଭିଯାନ ଜରିଆରେ...
ବଲାଙ୍ଗିର: ଗତ ପାଞ୍ଚ ଦିନ ଧରି ବନ୍ଦ ରହିଛି ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ସ୍ପିଲ୍ ୱେ ନିର୍ମାଣ କାମ। ଏକକାଳୀନ କ୍ଷତିପୂରଣ ଓ ଉପଯୁକ୍ତ ଥଇଥାନ ଦାବିରେ ପରଧିଆପାଲି ବାସିନ୍ଦାଙ୍କ ଆନ୍ଦୋଳନ ଯୋଗୁଁ ଏହି କାମ ବନ୍ଦ ରହିଛି। ପ୍ରତି ମାସରେ ଜନଶୁଣାଣି ହେବା ସତ୍ୱେ ୨୦୧୩...
ସୁନ୍ଦରଗଡ଼: ପିଲାଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ଗହଣରେ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଆମଗୋଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଆମଗୋଭା ଗାଁରେ ଜନ ଅଭିଯୋଗ...
ପୁରୀ:ଆସନ୍ତାକାଲି ନୀଳାଦ୍ରି ବିଜେରେ ମହାପ୍ରଭୁ ରତ୍ନତ୍ସିଂହାସନରେ ବିଜେ ହେବେ। ତେଣୁ ଏହା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଗର୍ଭଗୃହକୁ ଟିକନିଖି ଯାଞ୍ଚ କରାଯାଇଛି। ବିଶେଷ କରି ଗର୍ଭଗୃହର କେମିକାଲ୍ କ୍ଳିନିଙ୍ଗ, ଷ୍ଟିଲ କ୍ରସ୍ ଚେକିଂ କରାଯାଇଛି। ଏହାସହ କନକମୁଣ୍ଡି ଓ ଉପର ଜାଲିକୁ ରଙ୍ଗ ଦିଆଯିବା...
ରାଉରକେଲା: ବାପା, ପୁଅଙ୍କ ଜୀବନ ନେଲା ବିଦ୍ୟୁତ୍। ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ମନ୍ଦିର ରୋଡ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସତ୍ୟନାରାୟଣ ସାହା ଏବଂ ତାଙ୍କ ପୁଅ ସଞ୍ଜୟ ସାହା। ସୂଚନା ଅନୁସାରେ, ରାଉରକେଲାରେ ପ୍ରବଳ ବର୍ଷା ହେଉଥିବାରୁ ସତ୍ୟନାରାୟଣଙ୍କ ଘରେ...
ଆପଣ ସବୁବେଳେ ମସଲା ଦିଆ ମଟନ୍ କଷା ଖାଇଥିବେ। କିନ୍ତୁ କେବେ ବିନା ପିଆଜ ରସୁଣରେ ମଟନ୍ କଷା ଖାଇଛନ୍ତି କି? ତେବେ ବିନା ପିଆଜ ରସୁଣରେ ତିଆରି କରନ୍ତୁ ସ୍ୱାଦିଷ୍ଟ କଞ୍ଚାଲଙ୍କା ମଟନ୍। ଆବଶ୍ୟକୀୟ ସାମଗ୍ରୀ: ମଟନ୍, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଟା ଟମାଟୋ, କସ୍ତୁରି ମେଥି,...
ଭୁବନେଶ୍ୱର: ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍। ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ କଳ୍ପନା ଛକ ନିକଟରେ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସ୍ରେ ୫୦ ରୁ ୬୦ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ବ୍ରେକ୍ ଫେଲ୍ ହେବାରୁ ଏହି ଦୁର୍ଘଟଣା...