କେନ୍ଦ୍ରାପଡ଼ା : ରାସ୍ତା କଡ଼ରେ ଫିଙ୍ଗାଯାଇଛି ଲକ୍ଷାଧିକ ଟଙ୍କାର ମେଡିସିନ୍। କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଳକ୍ ରଙ୍କାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରର ୨୦୦ ମିଟର ଦୂରରେ ରାସ୍ତା କଡ଼ରେ ଏତେ ସଂଖ୍ୟକ ମେଡିସିନ୍ ଓ ଇଞ୍ଜେକ୍ସନ ଫୋପଡ଼ା ଯାଇଥିବା ଦେଖିବାକୁ ମିଳିଛି। ଯାହାର ଅାନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ...
ଲକ୍ଷ୍ନୌ: ‘ଯାହାକୁ ମାରିଦିଆଯାଇଥିଲା’ ସିଏ ପ୍ରେମିକକୁ ବାହା ହୋଇ ଦିଲ୍ଲୀରେ ରହୁଛି । ଏହା ଏମିତି ଏକ ରୋଚକ ଖବର ଯାହା ଆପଣ ବିଶ୍ୱାସ କରିବେ ନାହିଁ। କିନ୍ତୁ ଘଟଣା ଶତ ପ୍ରତିଶତ ସତ୍ୟ। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ। ଶାଶୁଘରୁ ଜଣେ ମହିଳା...
ନୂଆଦିଲ୍ଲୀ/ଭୁବନେଶ୍ୱର: ବ୍ୟାଙ୍କ୍ ବନ୍ଦ ହେବା ଖବର ନେଇ ଗତ କିଛିଦିନ ହେଲା ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛୁଟିଦିନ ଓ ବ୍ୟାଙ୍କ୍ କର୍ମଚାରୀଙ୍କ ଧାରଣା ଯୋଗୁଁ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ତଥା ୬ ଦିନ କାଳ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ୍ ବନ୍ଦ ରହିବ ବୋଲି...
ଭୁବନେଶ୍ୱର: ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ’। ଆଜି ନିଜ ପ୍ରଶଂସକଙ୍କୁ ଏଭଳି କହିଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍। ପପୁଙ୍କ ମୃତ୍ୟୁ ଖବରକୁ ନେଇ ସୋଶାଲ୍ ମିଡିଆରେ ଗୁଜବ ପ୍ରଚାର ହେବାପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହା ଏକ...
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅନ୍ୟକ ଲୋକ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ହଜମ ସମସ୍ୟା ଯୋଗୁ ମଧ୍ୟ ଓଜନ ବଢ଼ିଥାଏ। ଅଦା, ହଳଦୀ,ମହୁ ଇତ୍ୟାଦି ହଜମ ସମସ୍ୟା ଦୂର କରିବା ସହିତ...
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ରେ ଉଦ୍ଘାଟନ ହେବ ଝାରସୁଗୁଡ଼ା ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରର ଉଦ୍ଘାଟନ କରିବେ। ବିମାନବନ୍ଦରର ସମୀକ୍ଷା କରିବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି। ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦର ପରିଦର୍ଶନରେ ଯାଇଥିଲେ ।...
-ଓମ୍ପ୍ରକାଶ ସାହୁ ମଣିଷ ଜୀବନ ସାରା ବହୁତ ଭୁଲ୍ କରିଥାଏ। ହେଲେ ଗୋଟିଏ ଗୋଟିଏ ଭୁଲ୍ ପାଇଁ ସାରା ଜୀବନ ପସ୍ତାଇବାକୁ ପଡ଼ିଥାଏ। ଭୁଲ୍ ଠିକ୍ ବିଚାର କରିବାର ଶକ୍ତି ମଣିଷର ଥିବାରୁ ତାକୁ ସବୁଠୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ। ତଥାପି ମଣିଷ ଏମିତି ଭୁଲ୍ ପରେ...
ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ପୁଲିସ୍ ଅଫିସରଙ୍କ ପରିବାର। ଗତକାଲି ସନ୍ଧ୍ୟାରେ ଦକ୍ଷିଣ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ଆତଙ୍କବାଦୀମାନେ ପୁଲିସ୍ କର୍ମଚାରୀଙ୍କ ପରିବାରର ୫ଜଣ ସଦସ୍ୟଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ପୁଲୱାମା, ଅନନ୍ତନାଗ ଓ କୁଲ୍ଗାମ୍ ଜିଲ୍ଲାରେ ରହୁଥିବା ପୁଲିସ୍ କର୍ମଚାରୀଙ୍କ ଘର...
ଜୟପୁର: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଟାପଜରି ନିକଟରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ପୁରୀ ଜିଲ୍ଲା କାକଟପୁରର ଚୈତନ୍ୟ ପ୍ରସାଦ ମହାନ୍ତି ତାଙ୍କ ପତ୍ନୀ।...
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଅସୁରବନ୍ଧ ଗାଁରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗାଁର ୧୨ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା...
ଭୁବନେଶ୍ୱର: ବଜ୍ରପାତ ଓ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା ଓ ଗଜପତି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସକାଳ ୮ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ...
ଭୁବନେଶ୍ୱର : ପୁଲିସ ପାଶବିକତାର ନଗ୍ନ ରୂପ। ମହାକାଳପଡ଼ା ମୋବାଇଲ ଚୋରୀ ଅଭିଯୁକ୍ତର ମଳଦ୍ୱାରରେ ରୁଲବାଡି ପୁରାଇ ଦେବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଅବିନାଶଙ୍କ ବାପା-ମାଅା ପୁଲିସ ନାଁରେ ଏହି ସଂଗୀନ ଅଭିଯୋଗ ଅାଣିଛନ୍ତି। ଯାହା ପୁଲିସର କ୍ରୁରତାକୁ ବୟାନ କରୁଛି। ମୋବାଇଲ...
ଜାକର୍ତ୍ତା : ଏସିଅାନ ଗେମ୍ସର ଦ୍ୱାଦଶ ଦିନରେ ଅାଥଲେଟିକ୍ସରେ ଭାରତକୁ ଅାଉ ଦୁଇଟି ସ୍ୱର୍ଣ୍ଣ। ୧୫ ଶହ ମିଟର ପୁରୁଷ ବର୍ଗ ଦୌଡ଼ରେ ଜିନସନ୍ ଜନସନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ୮ଶହ ମିଟରରେ ରୌପ୍ୟ ପଦକ ହାସଲ କରିଥିଲେ ଜିନସନ୍। ସେପଟେ ୪ ଗୁଣା ୪ଶହ ମିଟର...
ଭୁବନେଶ୍ୱର: ରାତାରାତି ସୋସିଆଲ ମିଡିଆରେ ଡ୍ୟାନ୍ସିଂ ଅଙ୍କଲ୍ ନାମରେ ପରିଚିତ ହୋଇଥିବା ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବ ପୁଣି ଥରେ ଫେରିଛନ୍ତି ନୂଆ ଅବତାରରେ। ଏଥର ସେ ଇଣ୍ଟରନେଟ୍ରେ ନିଆଁ ଲଗାଇଛନ୍ତି ଆଉ ଜଣେ ବଲିଉଡ଼ ସୁପରଷ୍ଟାରଙ୍କ ଏକ ଗୀତକୁ ନେଇ। ଏଥର ସେ ବଲିଉଡ୍ ସୁପରଷ୍ଟାର ମିଥୁନ୍ ଚକ୍ରବର୍ତ୍ତୀଙ୍କ...
ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲାଉଦ୍ଦିନ୍ର ପୁଅ ସକିଲକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ଆଜି ଶ୍ରୀନଗରରୁ ଗିରଫ କରିଛି। ସକିଲ୍କୁ ୨୦୧୧ ମସିହା ଟେରର୍ ଫଣ୍ଡିଂ ମାମଲାରେ ଗିରଫ କରାଯାଇଛି। ସକିଲ ଅନେକ ସମୟରେ ସଲାଉଦ୍ଦିନଠାରୁ ପାଣ୍ଠି ସଂଗ୍ରହ କରୁଥିଲା ବୋଲି ଏନ୍ଆଇଏ...