• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

govt official
ଛଟେଇ ହେବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

ଭୁବନେଶ୍ୱର: ଛଟେଇ ହେବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଏଣିକି ଆଉ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯିବ ନାହିଁ। ରାଜ୍ୟର ବିଭିନ୍ନ ବିଭାଗରେ କାମ କରୁଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ଅବସର ପରେ ଗତ ୪ ବର୍ଷ ଧରି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିବା...

england
ଚତୁର୍ଥ ଟେଷ୍ଟ୍‌ରେ ହାରିଲା ଭାରତ

ସାଉଥାମ୍ପଟନ୍‌: ସାଉଥାମ୍ପଟନ୍‌ର ରୋଜ୍ ବାଉଲ୍ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ-ଇଂଲଣ୍ଡ ୫ଟିକିଆ ସିରିଜ୍‌ର ଚତୁର୍ଥ ଟେଷ୍ଟ୍‌ରେ ଭାରତର ପରାଜୟ ହୋଇଛି। ୨୪୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ୍‌ରେ ଭାରତ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଘରୋଇ ଦଳର ଆକ୍ରମଣାତ୍ମକ ବୋଲିଂ ଆଗରେ ଭାରତ ୧୮୪  ରନ୍‌...

swami
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ ପାଳିତ

କନ୍ଧମାଳ  : କନ୍ଧମାଳ ଜିଲ୍ଲା ଜଲେଶପେଟ୍ଟାରେ ପାଳିତ ହୋଇଯାଇଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ଅାଜି ସକାଳୁ ଅାଶ୍ରମର ଅନ୍ତେବାସୀମାନେ ରାହୁଲ୍ ନଦୀରୁ ଯଜ୍ଞମଣ୍ଡପ ପର୍ଯ୍ୟନ୍ତ ଏକ କଳସ ଶୋଭାଯାତ୍ରା କରିଥିଲେ । ସ୍ୱାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ସାରା ଜିଲ୍ଲାରେ କଡ଼ା...

naxal
ପୁଣି ଟଳିଲେ ମାଓବାଦୀ

ମାଲକାନଗିରି  : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୪ ମାଓବାଦୀ ନିହତ। ଛତିଶଗଡ଼ ଗୁମିଅାବେଡ଼ା ଜଙ୍ଗଲରେ ୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା...

vlcsnap-error103
ପାକିସ୍ତାନ ଉପରେ ଅାମେରିକା ଲଗାଇଲା ଅାର୍ଥିକ କଟକଣା

ଇସ୍‌ଲାମାବାଦ୍‌: ଇମ୍ରାନ ସରକାରକୁ ଅାମେରିକାର ଝଟ୍‌କା। ଅାତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଚେତାବନୀ ପରେ ଅାମେରିକା ନେଇଛି କଡା ପଦକ୍ଷେପ। ଅାମେରିକା ପାଖାପାଖି ୩୦୦ ମିଲିୟନ ଡଲାରର ଅାର୍ଥିକ ସହାୟତା ବନ୍ଦ କରିଦେଇଛି। ଅାତଙ୍କବାଦକୁ ରୋକିବା ପାଇଁ ପାକିସ୍ତାନର ବିଫଳତା ପରେ ଟ୍ରମ୍ପ ପ୍ରଶାସନ ନେଇଛି...

vlcsnap-error171
ସେନା କ୍ୟାମ୍ପ ପରିଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଆଗୁୱା ଘାଟିରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରତିରକ୍ଷା ମନ୍ତ୍ରୀ ଘାଟିରେ ସେନାର ବିଭିନ୍ନ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ଏଥିସହ ଯବାନମାନଙ୍କ ସହ ଅାଲୋଚନା କରିଛନ୍ତି। ଗତ କିଛି ଦିନ ହେଲା ସେନା ଓ ପୁଲିସ ଅଧିକାରୀଙ୍କ ପରିବାର ଲୋକଙ୍କୁ ଅାତଙ୍କବାଦୀମାନେ ଟାର୍ଗେଟ...

firing
ଭୁବନେଶ୍ୱରରେ ପୁଣି ଗୁଳିମାଡ଼

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଫୁଟିଲା ଗୁଳି। ଟଙ୍କପାଣିରୋଡ଼ ବ୍ରିଜ୍ ନିକଟରେ ଏହି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଗୁରୁତର ଅାହତ ହୋଇଛନ୍ତି। କାରରେ ଅାସି ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳି ଫୁଟାଇ ଛୁ ମାରିଥିଲା। ଗୁଳିମାଡ଼ରେ ଗୁରୁତର ଅାହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ...

ARMY
ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା

ଜମ୍ମୁ -କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା। ବାନ୍ଦିପୋରାରେ ତିନି ଅାତଙ୍କବାଦୀକୁ ନିପାତ କରିଛି ସେନା। ଅାତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଁ ସୁରକ୍ଷାକର୍ମୀଙ୍କ ତରଫରୁ ମିଳିତ ଅପରେସନ ଅାରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଅାତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ...

atal asthi
ଆମାଜୋନ୍‌ରେ ଅଟଳଜୀଙ୍କ ଅସ୍ଥି ମିଳୁଥିବା ନେଇ ମିଛ ଖବର ଭାଇରାଲ୍‌

ନୂଆଦିଲ୍ଲୀ: ଯଦି ଆପଣ ରେଗୁଲାର ସୋଶାଲ୍‌ ମିଡିଆ ବିଶେଷ କରି ହ୍ୱାଟ୍‌ସଆପ୍‌ ବ୍ୟବହାର କରୁଛନ୍ତି। ତା’ହେଲେ ଆପଣ ଜାଣିଥିବେ ଏଥିରେ ମିଥ୍ୟା ଖବର ଗୁଡ଼ିକ କେମିତି ବ୍ୟାପିଥାଏ। ଜଣେ ଲୋକ ଏଠାରେ କିଛି ଲେଖିବା ମାତ୍ରେ , ଲୋକମାନେ ଏହାର ସତ୍ୟତା ନପରଖି ସାଙ୍ଗେ ସାଙ୍ଗେ ସେୟାର କରିଥାନ୍ତି।...

strike-up
ଜେ.କେ ପେପର ମିଲରେ ଶ୍ରମିକଙ୍କ ଅାନ୍ଦୋଳନ ସ୍ଥଗିତ

ରାୟଗଡ଼ା  : ରାୟଗଡ଼ା ଜେ.କେ ପେପର ମିଲରେ ୧୪ ଦଫା ଦାବି ପୂରଣ ନେଇ ଠିକା ଶ୍ରମିକ ଓ କର୍ମଚାରୀ ସଂଘର ଅାନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତେବେ କମ୍ପାନୀ ଗେଟଅାଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଶ୍ରମିକ। ଶନିବାର ଦୁଇ ସଂଘ ବିଶାଳ ରାଲି କରି କମ୍ପାନୀ...

sachin
ଇଶାନ୍ତଙ୍କୁ ଜନ୍ମଦିନରେ ଏମିତି ଶୁଭେଚ୍ଛା ଜଣାଇଲେ ସଚିନ

ମୁମ୍ବାଇ: ମଜାଦାର ଟ୍ୱିଟ୍‌ ପାଇଁ ବୀରେନ୍ଦ୍ର ସେହ୍ୱାଗ ବେଶ୍‌ ପରିଚିତ। ବିଶେଷ କରି କାହାକୁ ଜନ୍ମଦିନ କିମ୍ବା ବିବାହ ବାର୍ଷିକ ଶୁଭେଚ୍ଛା ଜଣାଇବା ସମୟରେ ସେ ମଜାଦାର ଟ୍ୱିଟ୍‌ ମାଧ୍ୟମରେ ବଧାଇ ଜଣାଇଥାନ୍ତି। ଏଥର କିନ୍ତୁ ସେହ୍ୱାଗଙ୍କ ବଦଳରେ ଏହି ତାଲିକାରେ ସାମିଲ ହୋଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍‌...

jailor
ଜେଲର୍‌ଙ୍କ କାରନାମା: ଲୁଚେଇ ବାହାହୋଇ କଣ୍ଢେଇ ଭଳି ଖେଳିଲେ, ଏବେ ବ୍ଲାକ୍‌ମେଲ୍‌

ଭଦ୍ରକ: ଲୁଚେଇ ଲୁଚେଇ ବାହାହୋଇ କଣ୍ଢେଇ ଭଳି ଖେଳିଲେ। ପରେ ଶାରୀରିକ ଓ ମାନସିକ ନିର୍ଯାତନା ଏବଂ ବ୍ଲାକ୍‌ମେଲିଂ। ଭଦ୍ରକ ଜେଲର୍‌ ଚିନ୍ମୟ ପାତ୍ରଙ୍କ ବିରୋଧରେ ଏମିତି ଗୁରୁତର ଅଭିଯୋଗ ଅାଣିଛନ୍ତି ଜଣେ ଇଂଜିନିୟରିଂ ଛାତ୍ରୀ। ଏ ନେଇ ଭଦ୍ରକ ଟାଉନଥାନାରେ ଏତଲା ଦାଏର କରିଛନ୍ତି ସମ୍ପୃକ୍ତ ଇଂଜିନିୟରିଂ ଛାତ୍ରୀ।...

food1
ସାବଧାନ! ଏହି ସବୁ ଜିନିଷ ଖାଇଲେ କମ୍‌ ବୟସରେ ବୁଢ଼ା ଭଳି ଦେଖାଯିବେ

ଆମେ ଫିଟ୍‌ ଆଉ କମ୍‌ ବୟସର ଦେଖାଯିବାକୁ ସବୁବେଳେ ଚେଷ୍ଟା କରିଥାଉ। ତେଣୁ ଆମେ ଯେଉଁଭଳି ଖାଦ୍ୟ ଖାଇଥାଉ ଆମ ଶରୀରରେ ମଧ୍ୟ ସେହିଭଳି ପ୍ରଭାବ ପଡ଼ିଥାଏ। ଏପରି କିଛି ଜିନିଷ ରହିଛି ଯାହାକୁ ଆପଣ ଖାଇଲେ ଆପଣଙ୍କ ବୟସ କମ୍‌ ହୋଇଥିଲେ ମଧ୍ୟ ଆପଣ ବୃଦ୍ଧଙ୍କ ଭଳି...

aamir khan
ଏହି ହିଟ୍‌ ଶୋ' ସହିତ ପୁଣିଥରେ ଟିଭି ପରଦାକୁ ଫେରିବେ ଆମିର୍‌ !

ମୁମ୍ବାଇ: ଖୁବ୍‌ ଶୀଘ୍ର ବଲିଉଡ୍‌ ସୁପରଷ୍ଟାର ଆମିର୍‌ ଖାନ୍‌ଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିବ। ବଲିଉଡର ମିଷ୍ଟର୍‌ ପର୍‌ଫେକ୍ସନିଷ୍ଟ୍‌ କୁହାଯାଉଥିବା ଆମିର୍‌ ଖାନ୍‌ଙ୍କୁ ପୁଣିଥରେ ତାଙ୍କର ଲୋକପ୍ରିୟ ରିଅଲିଟି ଶୋ’ ‘ସତ୍ୟମେବ ଜୟତେ’ ସିଜନ୍‌ ୩ ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ। ୨୦୧୪ ପରଠୁ ଏହି ରିଅଲଟି ଶୋ’କୁ...

flood
ଆନନ୍ଦପୁରରେ ବନ୍ୟା ପରିସ୍ଥିତି ; ଅନେକ ଚାଷ ଜମି ଜଳମଗ୍ନ

ଆନନ୍ଦପୁର: ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ରେମ୍ଭାଳ, କୁଶେଇ ଓ ଘାଗରା ନଦୀରେ ବନ୍ୟା ଆସିଛି। ଫଳରେ ଆନନ୍ଦପୁର ଓ ଘଷିପୁରା ବ୍ଳକ୍‌ର ମୋଗିନ୍ଦା, ଗାଳବଣୀ, କଣ୍ଟିପାଳ, ତରତରା, ଦଉଡ଼ିପାଳ, ପଞ୍ଚୁପୁଲି, ଦଳସୁଆଁ, ତରିମୂଳ, ବଳରାମପୁର,ବେଳବାହାଳି...

sonam oversized dress
ଓଭରସାଇଜ୍‌ ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ସୋନମ କପୁର

ମୁମ୍ବାଇ/ଭୁବନେଶ୍ୱର: ସେଲିବ୍ରିଟିମାନେ ଅନେକ ସମୟରେ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଥାନ୍ତି। କେବେ ତାଙ୍କର ବେଶ ପୋଷାକକୁ ନେଇ ତ ଆଉ କେବେ ଅନ୍ୟ କିଛି କାରଣରୁ। ସେହିଭଳି ସୋନମ୍‌ କପୁରଙ୍କର ବେଶ ପୋଷାକ ସବୁବେଳେ ଅଲଗା ଢଙ୍ଗର ହୋଇଥିବାରୁ ସେ ପ୍ରାୟ ସବୁବେଳେ ସୋଶାଲ ମିଡିଆରେ ଟ୍ରୋଲ୍‌ର...

kendrapara
ପୁଲିସ୍‌କୁ ଚକ୍‌ମା ଦେଖାଇ ଅଭିଯୁକ୍ତ ଚମ୍ପଟ୍‌

ଭୁବନେଶ୍ୱର: ପୁଲିସ୍‌କୁ ଚକ୍‌ମା ଦେଖାଇ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ୍‌। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଅଭିଯୁକ୍ତ ଖସି ପଳାଇଛି। ତା’ ନାଁ ରାଜୁ ଜେନା। ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଭେକ୍ଟା ଗାଁରେ ତାର ଘର। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗତ ୨୭ ତାରିଖରେ ପୁଲିସ୍...

food
ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ କଲରା କଖାରୁ ପତ୍ର ପିଠଉ

ଛୋଟ ଛୋଟ ଛୁଆମାନେ କଲରା ଖାଇବାକୁ ଭଲ ପାଆନ୍ତି ନାହିଁ। କାହିଁକି ନା ଏହା ବହୁତ ପିତା ଲାଗିଥାଏ। ଏହା ପିତା ଲାଗିଲେ ବି ଶରୀର ପାଇଁ ବହୁତ ହିତକର। ଯଦି କଲରାକୁ ଆମେ ନୂଆ ଟେଷ୍ଟ ଦେବା ଅର୍ଥାତ୍‌ ଏଥିରେ କିଛି ଚଟ୍‌ପଟା ଜିନିଷ ତିଆରି କରିବା...