• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Baijayant Panda
ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକକୁ ନିନ୍ଦା କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଳାସପୁର ଜେଲ୍‌ରୁ ଜଣେ କଏଦୀର ଧମକ ଦେବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। Condemnable!I've been pressing for reforms in our criminal justice system, of which the jail system is a crucial...

vlcsnap-error741
ଓଡିଶା ସୀମାରେ ପୁଣି ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ

ଗଜପତି: ଓଡିଶା ସୀମାରେ ପୁଣି ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ।  ଓଡିଶା ସରକାରଙ୍କ ବିନା ଅନୁମତିରେ ହେଉଛି ରାସ୍ତା କାମ। ଏପରି ଘଟଣା ଗଜପତି ଜିଲ୍ଲା ଖିଙ୍ଗା ଗାଁ ସୀମାରେ ନଜରକୁ ଆସିଛି। ଆନ୍ଧ୍ର ସରକାରଙ୍କୁ ଏପରି ଅନୁପ୍ରବେଶକୁ ନେଇ ଅଞ୍ଚଳବସୀ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।...

plane crash
ହୁତୁହୁତୁ ହୋଇ ଜଳିଗଲା ବାୟୁସେନାର ଲଢୁଆ ବିମାନ MiG-27

ଜୟପୁର: ବାୟୁସେନାର ଲଢୁଆ ବିମାନ MiG-27 ଦୁର୍ଘଟଣାଗ୍ରସ୍ତ। ରାଜସ୍ଥାନ ଯୋଧପୁରରେ ଆଜି ସକାଳେ ଏହି ଅଘଟଣ ଘଟିଛି।  ଏଥିରେ ଲଢୁଆ ବିମାନଟି ପୁରା ଜଳି ଯାଇଛି। ତେବେ ପାଇଲଟ ଓ କୋ-ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି।  ସେମାନେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ଘଟଣାସ୍ଥଳରେ ବାୟୁ ସେନାର ଅଧିକାରୀ...

tiffin box
ମ୍ୟୁଜିଅମ୍‌ରୁ ସୁନା ଟିଫିନ୍‌ ବାକ୍ସ ସମେତ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ସାମଗ୍ରୀ ଚୋରି

ହାଇଦ୍ରାବାଦ: ହାଇଦ୍ରାବାଦ ନିଜାମ୍‌ ମ୍ୟୁଜିଅମ୍‌ରୁ ଚୋରି। ହାଇଦ୍ରାବଦ ପୁରୁଣା ହାଭେଲି ସ୍ଥିତ ଏହି ମ୍ୟୁଜିଅମ୍‌ରୁ ସୁନା ଟିଫିନ୍‌ ବାକ୍ସ (ଯାହାର ଓଜନ ୨ କି.ଗ୍ରା.), ହୀରା ଖଚିତ କପ୍‌, ପ୍ଲେଟ୍‌ ଓ ଚାମଚ୍‌ ସମେତ ଅନେକ କଳାକୃତି ଯାହାକି ନିଜାମ୍‌ ଯୁଗର ବୋଲି କୁହାଯାଉଛି ସବୁ ଚୋରି ହୋଇଯାଇଛି।...

phulbani
ପୂର୍ବତନ ବିଧାୟକଙ୍କ ନାଁରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଫୁଲବାଣୀ: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣକ ଦେବେନ୍ଦ୍ର ଓ ତାଙ୍କର ଡ୍ରାଇଭର ରିଙ୍କୁ ସାହୁ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ଦେବେନ୍ଦ୍ର ଓ ରିଙ୍କୁ ସଦର ଥାନା ଅନ୍ତର୍ଗତ ଗୌଡପଡ଼ାରେ...

Odisha CM
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ। ଛତିଶଗଡ଼ ବିଳାସପୁର ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀର ଏମିତି ଏକ ଧମକପୂର୍ଣ୍ଣ ଚିଠିକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ସମ୍ବାଦ ସରବରାହ ସଂସ୍ଥା PTI   ପକ୍ଷରୁ ମଧ୍ୟ ଏହି ସୂଚନା ମିଳିଛି। ଏକ ଚିଠିରେ...

momop4
ଘାତକ ମୋମୋ ଚ୍ୟାଲେଂଜ୍ ଗେମ୍

ଭୁବନେଶ୍ୱର: ଘାତକ ମୋମୋ ଚ୍ୟାଲେଂଜ୍ ଗେମ୍ ବିରୋଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ। କମିଶନରେଟ୍ ପୁଲିସ ପକ୍ଷରୁ ଚାଲୁଥିବା ‘ନୋ ଇୟୋର ପୁଲିସ’ ସ୍କିମରେ ସ୍କୁଲ ପିଲାମାନଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଚଳିତ ସପ୍ତାହରେ ୨ଟି...

iic4
ଲାଞ୍ଚ ନେଇ ଜଟଣୀ ଥାନା IIC ଗିରଫ

ଖୋର୍ଦ୍ଧା :  ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅାଇଅାଇସି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା IIC ସଞ୍ଜୀବ ମହାନ୍ତି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ , ଆଜି ସନ୍ଧ୍ୟାରେ  ସ୍ଥାନୀୟ...

assembly-up
ଆସନ୍ତା କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଆସନ୍ତା କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ। ତା ପୂର୍ବରୁ ଅାଜି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଦୁର୍ନୀତି, ମହିଳା ନିର୍ଯାତନା, ଅାଇନଶୃଙ୍ଖଳା, ଚାଷୀ ସମସ୍ୟା, ଅଘୋଷିତ ବିଜୁଳି କାଟ ସାଙ୍ଗକୁ ଅାୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ...

police
ଆଇପିଏସ୍‌ ଝିଅକୁ ସାଲ୍ୟୁଟ୍‌ କଲେ ଡିସିପି ବାପା

ହାଇଦ୍ରାବାଦ: କୁହାଯାଏ କର୍ମ ହିଁ ଭଗବାନ। କର୍ତ୍ତବ୍ୟ ଆଗରେ ସମ୍ପର୍କ ବି ସଜ୍ଞା  ହୀନ ହୋଇପଡ଼େ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାର ଏକ ସାଧାରଣ ସଭାସ୍ଥଳରେ। ଗୋଟିଏ ବିଭାଗରେ ବାପା କନିଷ୍ଠ ଅଫିସର ଥିବାବେଳେ ସେହି ବିଭାଗରେ ତାଙ୍କ ଝିଅ ଉଚ୍ଚ ଅଫିସରେ ଭାବେ ଡ୍ୟୁଟି କରୁଥିଲେ।...

rain-3-up
ଅାସନ୍ତା ୫ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର : ଅାସନ୍ତା ୫ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ। ଏଭଳି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ । ବିଶେଷ କରି ଉତ୍ତର ଓଡିଶା ଓ ଉତ୍ତର...

hadrik-up
ନବମ ଦିନରେ ହାର୍ଦ୍ଦିକଙ୍କ ଅାମରଣ ଅନଶନ

ନୂଆଦିଲ୍ଲୀ : ଦାବି ପୂରଣ ପାଇଁ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଅାମରଣ ଅନଶନ ନବମ ଦିନରେ ପହଞ୍ଚିଛି।  ମେଡିକାଲ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବାକୁ ଯାଇଥିଲେ ମଧ୍ୟ ସେଥିପାଇଁ ସେ ଅନୁମତି ଦେଇ ନଥିଲେ। ଏପରିକି ଅନଶନ ଯୋଗୁଁ ତାଙ୍କର ମୃତ୍ୟୁ ହେବାର ଅାଶଙ୍କା କରି...

nuakhai4
ନୂଆଁଖାଇ ଲାଗି ପାଇଁ ସ୍ଥିର ହେଲା ଶୁଭ ଲଗ୍ନ

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କଠାରେ ନୂଅାଁଖାଇ ଲାଗି ପାଇଁ ସ୍ଥିର ହେଲା ଶୁଭ ଲଗ୍ନ। ଅାସନ୍ତା ୧୪ ତାରିଖ ସକାଳ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ମା’ଙ୍କ ଠାରେ ଲାଗି ହେବ ନବାନ୍ନ।  ଅାଜି ସମ୍ବଲପୁର ଝାଡୁଅାପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ବସିଥିବା ପଣ୍ଡିତ...

income tax
ଚଳିତ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ୭୦% ବୃଦ୍ଧି

ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷରେ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ ୭୦% ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୨୦୧୭ ଅଗଷ୍ଟ ସୁଦ୍ଧା ୩.୧୭ କୋଟି ଆୟକର ରିଟର୍ଣ୍ଣ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏହା ବୃଦ୍ଧି ପାଇ ୫.୪୨ କୋଟିରେ ପହଞ୍ଚିଛି। ମନ୍ତ୍ରାଳୟ କହିଛି ଯେ,...

ganjam
ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଏସ.ଡୁଣ୍ଡୁରିବାଡ଼ି ନିକଟ ଡିହପଦର ଗାଁରେ ହତ୍ୟାକାଣ୍ଡ। ମୃତକ ହେଉଛନ୍ତି ବାଞ୍ଛାନିଧି ଗୌଡ଼। ଛେଳି ଚୋରିକୁ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ବାଞ୍ଚାନିଧିଙ୍କୁ ସେହି ଗ୍ରାମର ଗଙ୍ଗା ସେଠୀ ଓ ଅଙ୍ଗାର ମଳିକ ହତ୍ୟା...

pilot
ଚଳନ୍ତା ବିମାନ ଛାଡ଼ି କିକି ଡ୍ୟାନ୍ସ କଲେ ପାଇଲଟ୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଥମେ ବାଇକ୍‌ ତା’ ପରେ କାର୍‌, ଆଉ ଏବେ ଏହା ସିଧା ଯାଇ ପହଞ୍ଚିଛି ଉଡ଼ାଜାହାଜରେ। ନିକଟରେ ସାରା ବିଶ୍ୱର ନିଦ ହଜାଇଦେଇଥିବା କିକି ଚ୍ୟାଲେଞ୍ଜ କବଳରୁ ରକ୍ଷା ପାଇପାରୁନାହାନ୍ତି ଯୁବପିଢ଼ି। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ବି ନିଆଯାଉଛି। କିନ୍ତୁ ଲୋକମାନଙ୍କର...

puri--1-up
ଜଳବନ୍ଦୀ ଜୀବନ

ପୁରୀ : ରଥଯାତ୍ରା ପରଠୁ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ପୁରୀ ମାଟିତୋଟା ଓ ସୁଜାତା ନଗର ଅଞ୍ଚଳର ଲୋକେ।  ରଥଯାତ୍ରା ପରଠୁ ଏହି ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ଘରେ ବେଙ୍ଗ, ସାପର ଭୟ। ମାଟି ଘର ଭୁଶୁଡ଼ିବାକୁ ବସିଲାଣି। ଅାଜି ପର୍ଯ୍ୟନ୍ତ ଏମାନଙ୍କ ଦୁର୍ଦ୍ଦଶା ପ୍ରତି...