( ପ୍ରଦୀପ ଭାରତୀ) : ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଆମେ ଗୁରୁ ଦିବସ ଭାବେ ପାଳନ କରିଥାନ୍ତି। ଏହି ଦିନରେ ଛାତ୍ରଛାତ୍ରୀ ତଥା ବିଭିନ୍ନ ବର୍ଗର ଲୋକ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ସମ୍ମାନ ଓ ଭକ୍ତି ଜଣାଇଥାନ୍ତି। ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ସମାଜରେ ଗୁରୁମାନଙ୍କ...
ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଉଜ୍ଜ୍ଵଳା ଯୋଜନାରେ ଛେପିଲିପାଲି ପଞ୍ଚାୟତର ନାଏବ ସରପଞ୍ଚ ତଥା ଶୁଳିଆ ଗାଁର ପ୍ରତିଭା ପ୍ରଧାନଙ୍କୁ ଏକ ଗ୍ୟାସ ସଂଯୋଗ ମିଳିଥିଲା। ଆଜି ପ୍ରତିଭା ଓ ତାଙ୍କ ସ୍ୱାମୀ ଶରତ ଗ୍ୟାସ୍ ଖୋଲି ଗ୍ୟାସ ଚୁଲାରେ ଅଗ୍ନି ସଂଯୋଗ...
ଭୁବନେଶ୍ୱର : କୋର୍ଟ ପରିସରରେ ବି ଲାଞ୍ଚୁଅା IICଙ୍କୁ ଛାଡ଼ିଲେନି ସାଧାରଣ ଲୋକେ। କୋର୍ଟ ଭିତରେ ଲୋକଙ୍କ ରୋଷର ଶିକାର ହେଲେ ଭିଜିଲାନ୍ସ ଦ୍ୱାରା ଗିରଫ ଜଟଣୀ ଥାନା ଅଧିକାରୀ ସଞ୍ଜିବ ମହାନ୍ତି । ସଞ୍ଜୀବଙ୍କୁ ଅାଜି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିବା ବେଳେ ସେଠାରେ ତାଙ୍କୁ ପ୍ରବଳ...
ଇସଲାମାବାଦ: ଭାରତୀୟ ଗୀତ ଗାଇ ନିଲମ୍ବନ ହେଲେ ପାକିସ୍ତାନ ଏୟାରପୋର୍ଟ ସିକ୍ୟୁରିଟି ଫୋର୍ସର ମହିଳା କର୍ମଚାରୀ। ପାକିସ୍ତାନ ଏୟାରପୋର୍ଟ ସିକ୍ୟୁରିଟି ଫୋର୍ସରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀ ଭାରତୀୟ ଗୀତ ଗାଉଥିବାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଏଥିସହିତ...
ଭୁବନେଶ୍ୱର :୨୦ ଦିନରେ ପହଞ୍ଚିଲା ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଅାନ୍ଦୋଳନ। ହେଲେ ଏଯାଏ କୌଣସି ସମାଧାନର ବାଟ ବାହାର କରିପାରିନାହାଁନ୍ତି ସରକାର। ପୂର୍ବ ଘୋଷଣା ଅନୁଯାୟୀ ଅାସନ୍ତାକାଲି ଗୁରୁ ଦିବସକୁ ମିଳିତ ମଞ୍ଚ ପକ୍ଷରୁ କଳା ଦିବସ ଭାବେ ପାଳନ କରାଯିବ ବୋଲି...
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଶାମଲି ଜିଲ୍ଲାର ଏକ ଇଣ୍ଡିଆନ୍ ବ୍ୟାଙ୍କରେ ଆଲାର୍ମ ବାଜିଲା। ସମସ୍ତେ ଭାବିଥିଲେ ବ୍ୟାଙ୍କରେ ଚୋରି କରିବା ପାଇଁ ଚୋର ପଶିଛନ୍ତି। ସେଥିପାଇଁ ବ୍ୟାଙ୍କ କର୍ମଚାରୀ, ସମେତ ପୁଲିସ ଚୋର ଧରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ହେଲେ ସେମିତି କିଛି ଘଟିନଥିଲା। ବ୍ୟାଙ୍କର ଏକ ଜାଗାରେ...
ବଲାଙ୍ଗିର : ବଲାଙ୍ଗିରରେ ସରକାରୀ ପଲିଟେକ୍ନିକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଶାନ୍ତିପଡ଼ାସ୍ଥିତ ଭଡ଼ାଘରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ। ମୃତକ ହେଉଛନ୍ତି ଡିପ୍ଲୋମା ଶେଷ ବର୍ଷର ଛାତ୍ର ଚନ୍ଦ୍ରଶେଖର ବେହେରା। ସେ ବେକରେ ରଶି ଲଗାଇ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ...
ନୂଆଦିଲ୍ଲୀ: ଯେତେବେଳେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍ କରିବା କଥା ଆସେ, ପ୍ରେମିକମାନେ ସେତେବେଳେ ବିଭିନ୍ନ ନୂଆ ନୂଆ କୌଶଳ ଆପଣେଇଥାନ୍ତି। ଝିଅଟି ମୁଁହରୁ ହଁ ଶୁଣିବା ପାଇଁ ପୁଅମାନେ ବିଭିନ୍ନ ଉପାୟ ଆପଣାଇଥିଲେ ବି ବହୁତ ଥର ତାଙ୍କୁ ଏଥିରେ ସଫଳତା ମିଳିନଥାଏ। କାରଣ ଝିଅମାନେ ସର୍ବଦା ଚାହାନ୍ତି...
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଭାବି ସ୍ୱାମୀ ନିକ୍ ଜୋନ୍ସ୍ଙ୍କ ସହ ଏବେ କାର୍ଲିଫର୍ନିଆରେ ଛୁଟି କଟାଉଛନ୍ତି। ସୋମବାର ନିକ୍ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ପାଇଁ ସେ ପ୍ରିୟଙ୍କାଙ୍କୁ କ୍ରେଡିଟ ଦେଇଛନ୍ତି। ଫଟୋରେ ଦେଖାଯାଉଛି ସେ ହାତରେ ଏକ ବିୟର...
ଭୁବନେଶ୍ୱର : ଗୃହରେ ଶୋକ ପ୍ରସ୍ତାବକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଶ୍ରଦ୍ଧାଞ୍ଜଳି ବେଳର ଭାଷଣକୁ ପ୍ରତିବାଦ କଲେ ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟ । କେଭି କାହିଁକି ରାଜନୈତିକ ଭାଷଣ...
ଭୁବନେଶ୍ୱର: ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। କ୍ରମବର୍ଦ୍ଧିଷ୍ଣୁ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି। ଆସନ୍ତା ୭, ୮, ୯ ତାରିଖ ୩ ଦିନ ଧରି ଦଳ ପର୍ଯ୍ୟାୟ କ୍ରମେ ସାରା ରାଜ୍ୟରେ...
କଳାହାଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେସିଙ୍ଗା ବ୍ଲକ ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଏବଂ ଜଳ ବିଭାଜିକା ଓଭରସିୟର୍ ପୀତବାସ ମହାକୁଡ଼ଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍ ମଦନପୁର-ରାମପୁରରେ ଥିବା ଉଭୟ...
ଲକ୍ଷ୍ନୌ: ଆଡ୍ମିଟ୍ କାର୍ଡରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଫଟୋ । ଜଣେ ବିଇଡି ଛାତ୍ରଙ୍କ ଆଡ୍ମିଟ୍ କାର୍ଡରେ ଏଭଳି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଏକ ବିଶ୍ୱବିଦ୍ୟାଳୟ ଏହି ଆଡ୍ମିଟ୍ କାର୍ଡ ଜାରି କରିଛି। ରବିନ୍ଦ୍ର ସିଂ ସ୍ମାରକ ମହାବିଦ୍ୟାଳୟର ବିଇଡି ଦ୍ୱିତୀୟ...
ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ମଧ୍ୟ କିଛି ଅଞ୍ଚଳରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ସାଢ଼େ ଗୋଟାଏ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା...