ମୁମ୍ବାଇ: ଦୀପିକା ପାଦୁକୋନ୍ ଓ ରଣବୀର ସିଂ ବଲିଉଡ୍ ସେଲେବ୍ରିଟିମାନଙ୍କ ମଧ୍ୟରୁ ଜଣେ ଯିଏକି ଚଳିତ ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଉଭୟଙ୍କ ରିଲେସନ୍ସିପ୍କୁ ନେଇ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବଲିଉଡ୍ର ଏହି ଚର୍ଚ୍ଚିତ ଯୋଡ଼ି ଚଳିତ ବର୍ଷ ନଭେମ୍ବରରେ ବିବାହ କରିପାରନ୍ତି।...
ଭୁବନେଶ୍ୱର: ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କର ମୃତ୍ୟୁ। ତାଙ୍କ ନାଁ ମୁନାବର ବିଶ୍ୱାଳ। ଗତକାଲି ବିଳମ୍ବିତ ରାତିରେ ମୁନାବରଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ଅସ୍ତରଙ୍ଗର ବଳଭଦ୍ରପୁର ଅଞ୍ଚଳରେ। ମୁନାବର ତାଙ୍କ ମାଆଙ୍କୁ ହତ୍ୟା କରି ୨୦୧୫ ମସିହାରୁ ପୁରୀ ଜିଲ୍ଲା ନିମାପଡ଼ା ସବ୍ ଜେଲ୍ରେ ସଜ୍ଜା କାଟୁ ଥିଲେ।...
ନୂଆଦିଲ୍ଲୀ: ଜୈନ ମୁନି ତରୁଣ ସାଗରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ଦିଲ୍ଲୀର ରାଧାପୁରୀ ଜୈନ ମନ୍ଦିରରେ ଆଜି ଭୋର୍ ୩ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଜଣ୍ଡିସ୍ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ। ଏଥିପାଇଁ ତାଙ୍କୁ...
ସକାଳ ଜଳଖିଆରେ ହେଉ ବା ପିଲାଙ୍କ ଟିଫିନ୍ ପାଇଁ ସବୁବେଳେ ଆମେ ସୁସ୍ଥ ଓ ଅଳ୍ପ ସମୟ ମଧ୍ୟରେ ହୋଇପାରୁଥିବା ଖାଦ୍ୟ ପସନ୍ଦ କରିଥାଉ। ସେଥିପାଇଁ ବ୍ରେଡ୍କୁ ଆମେ ଏକ ସ୍ୱ୍ୟାସ୍ଥ୍ୟକର ଖାଦ୍ୟ ଭାବେ ଖାଇଥାଉ। ଅଧିକାଂଶ ଲୋକ ବ୍ରେଡ୍ ସହ ଜାମ୍ କିମ୍ବା ବଟର୍ ଲଗାଇ ଏହାକୁ...
ନୂଆଦିଲ୍ଲୀ: ଗେଟ୍ (Graduate Aptitude Test in Engineering) ୨୦୧୯ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ୍ ୱେବ୍ସାଇଟ୍ ଯାଇ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ। ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାର ଶେଷ ତାରିଖ ନଭେମ୍ବର ୧୬। ସେହିପରି ଆଡ୍ମିଟ୍...
ଭୁବନେଶ୍ୱର: ରାଜଧାନୀ ରାଜରାସ୍ତା କଡ଼ରେ ହାତୀଙ୍କ ଜଳ କ୍ରୀଡ଼ା। ଭରତପୁର ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା ଜଳାଶୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। କଳିଙ୍ଗ ଷ୍ଟୁଡିଓ ଛକ ରୁ ରେଣ୍ଟାଲ କଲୋନୀ ଛକକୁ ସଂଯୋଗ କରୁଥିବା ରାସ୍ତାର ବାମ ପାର୍ଶ୍ୱରେ ଥିବା ଜଳାଶୟରେ ପ୍ରାୟ ୪୫ ମିନିଟ୍ ଧରି...
ଭୁବନେଶ୍ୱର: ଝଡ଼ତୋଫାନ ଓ ବଜ୍ରପାତ ନେଇ ୨୧ଟି ଜିଲ୍ଲାକୁ ସତର୍କ ସୂଚନା। ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ,ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଦେବଗଡ଼, ଅନୁଗୁଳ,ଜଗତସିଂହପୁର, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର,ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଦିନ...
ଯାଜପୁର: ଲଗାଣ ବର୍ଷା ଯୋଗୁ ଯାଜପୁର ଉପକାରାଗାରର ପାଚେରି ଭୁଶୁଡ଼ି ପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଉପକାରାଗାର ବାହାର ପାଚେରି ଭୁଶୁଡ଼ି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରୁ କଏଦୀମାନେ ଓ ଉପକାରାଗାରର ଷ୍ଟାଫ୍ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କେହି କଏଦୀ ଆହତ ହୋଇ ନ ଥିବା ଜଣାପଡ଼ିଛି। ଭୁଶୁଡ଼ି ପଡ଼ିଥିବା ପାଚେରିଟି...
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଜାନୁୟାରୀ ୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ୧.୧.୨୦୧୯ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବର୍ଷ ହେଉଥିବ, ସେମାନେ ଭୋଟର ଲିଷ୍ଟ୍ରେ...
ସାଉଥାମ୍ପଟନ୍: ଭାରତ ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଭାରତ ୨୭୩ ରନ୍ କରି ଅଲ୍ ଆଉଟ ହୋଇଛି। ଏଥିସହିତ ଭାରତ ପ୍ରଥମ ଇନିଂସରେ୨୭ ରନ୍ ଆଗୁଆ ରହିଛି। ବିଦେଶ ମାଟିରେ ଫର୍ମକୁ ଫେରିଥିବା ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟସ୍ମ୍ୟାନ୍ ଚେତେଶ୍ୱର ପୂଜାରା ଶତକ ହାସଲ କରିଛନ୍ତି। ଇଂଲଣ୍ଡ ବୋଲର୍ଙ୍କ ସହ...
ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ପୁଲିସ ଅଧିକାରୀଙ୍କ ପରିବାର ଲୋକ। କାଶ୍ମୀର ଉପତ୍ୟକାର ୯ ଜଣ ପୁଲିସ କର୍ମଚାରୀଙ୍କ ଘରୁ ଆତ୍ମୀୟଙ୍କୁ ଉଠାଇନେଇଛନ୍ତି ଏହି ରକ୍ତ ପିପାଶୁ। ଗତ ତିନି ଦିନ ଭିତରେ ଏମାନଙ୍କ ପରିବାରର ୧୧ ଜଣ ସଦସ୍ୟକୁ ଅପହରଣ କରିନିଅାଯାଇଛି। କେବଳ ଗତକାଲି ରାତିରେ ସାତ ଜଣଙ୍କୁ...
ବାଲେଶ୍ୱର : ଅକ୍ସିଜେନ ସିଲିଣ୍ଡର ଫାଟି ରୋଗୀ ଅାହତ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ ସହରର ପଢୁଆଁପଦା ବିଦ୍ୟୁତ୍ ମାର୍ଗର ମାନସ ରଂଜନ ମହାନ୍ତି ମେଡ଼ିକାଲର ମେଡ଼ିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ମୁହଁରେ ଲାଗିଥିବା ବିଦ୍ୟୁତ୍ ଅକ୍ସିଜେନ ବଦଳାଇ...
ଭୁବନେଶ୍ୱର : ଜାକର୍ତ୍ତା ଏସିଅାନ୍ ଗେମ୍ସରେ ଚମକିବା ପରେ ଓଡ଼ିଶା ଫେରିଛନ୍ତି ଦୂତୀ ଚାନ୍ଦ୍। ଦୂତୀ ଅାଜି ଓଡ଼ିଶା ଫେରିବା ପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଦୂତୀଙ୍କ ପାଇଁ ଘୋଷଣା କରିଥିବା ୩ କୋଟି ଟଙ୍କାର ଚେକ୍ ମଧ୍ୟ ପ୍ରଦାନ...
ବଲାଙ୍ଗିର : ତମ ଯୋଜନାକୁ ମନା ନାହିଁ, ହେଲେ ଅାମ ଯୋଜନା ବି ଲାଗୁ କର। ଯଦି ପାରୁଛ ଅାୟୁଷ୍ମାନ ଭାରତକୁ କାର୍ଯ୍ୟକାରୀ କରି ତୁମ ବିଧାୟକ ଓ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ ବି କରାଅ। ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପଣ ଉତ୍ସବ ଅବସରରରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ...
ଜାକର୍ତ୍ତା: ଜାକର୍ତ୍ତା ଏସିଅାଡରେ ମହିଳା ହକିରେ ଟିମ ଇଣ୍ଡିଆ ରୌପ୍ୟରେ ସନ୍ତୁଷ୍ଟ ହୋଇଛି। ପୁରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଫର୍ମରେ ଥିଲା ଭାରତୀୟ ମହିଳା ହକି ଦଳ। ଦୀର୍ଘ ୨୦ବର୍ଷ ପରେ ଏସିଅାନ ଗେମ୍ସର ଫାଇନାଲକୁ ଯାଇଥିବା ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଆଶା ରଖି ଆଜି ପଡ଼ିଆକୁ ଓହ୍ଲାଇଥିଲା।...
ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ପରଦାକୁ ଅାସିଛି ‘ସ୍ତ୍ରୀ’ । ହରର୍, କମେଡି ଫିଲ୍ମ ‘ସ୍ତ୍ରୀ’କୁ ମିଳିଛି ଫ୍ୟାନ୍ଙ୍କ ଥମ୍ସ ଅପ୍ । ରାଜକୁମାର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମରେ ରହିଛି ଭରପୁର ଥ୍ରୀଲ୍। ମୁଖ୍ୟତଃ ଫିଲ୍ମରେ ବ୍ଲାକ୍ କମେଡି ଦର୍ଶକଙ୍କୁ ବେସ୍ ଅାକୃଷ୍ଟ କରିଛି। ଭୂତକୁ ନେଇ...