• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

dama---on-sapling-up
ବିଜେଡିର ବରିଷ୍ଠ ନେତା ଦାମ ରାଉତଙ୍କ ଅାଉ ଏକ ବାଣ

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ଅାଉ ଏକ ବାଣ। ୧୭ କୋଟି ନୁହେଁ, ୧୦୦ କୋଟି ଟଙ୍କାର ଚାରା ଘୋଟାଲା ହୋଇଥିବା ଅଭିଯୋଗ ଅାଣିଛନ୍ତି ଦାମ। ଗତକାଲି ଗୃହରେ କୃଷିମନ୍ତ୍ରୀଙ୍କ ଉତ୍ତର ଉପରେ ଅାଜି ଦାମ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୧୭ କୋଟି...

delhi-up
ରାଜଧାନୀ ଦିଲ୍ଲୀରେ ଗର୍ଜିଲେ ଶ୍ରମିକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଳୀରେ ଗର୍ଜିଲେ ଶ୍ରମିକ। ରାମଲିଲା ମଇଦାନରେ କିଷାନ ସଂଗଠନ ପକ୍ଷରୁ ସଂଘର୍ଷ ରାଲିର ଆୟୋଜନ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରୁ ଶ୍ରମିକ ଏହି ରାଲିରେ ଯୋଗ ଦେଇଛନ୍ତି। ପାର୍ଲାମେଣ୍ଟ ରୋଡ୍‌ରୁ ବାହାରି ରାମ ଲିଲା ମଇଦାନ ଯାଏ ଏକ ବିଶାଳ ରାଲିର ଆୟୋଜନ...

ଉସୁକାଇଲା ସାବତ ମା, ଭଉଣୀକୁ ଦୁଷ୍କର୍ମ କରି ଜାଳିଦେଲା ସାବତ ଭାଇ

ଶ୍ରୀନଗର: ସୀମା ଡେଇଁଛି ସମସ୍ତ ଅମାନୁଷିକତା। ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଛି ସାବତ ଭାଇ। ଆଉ ତା ପରେ ଏସିଡ୍‌ ପକାଇ ପୋଡ଼ି ମାରି ଦେଇଛି। ଜାମ୍ମୁ ଓ କାଶ୍ମୀରରୁ ଏପରି ସଙ୍ଗୀନ ଅଭିଯୋଗ ଆସିଛି। ବାରମୁଳା ଜିଲ୍ଲା ବୋନିୟାରର ଜଣେ ୯ ବର୍ଷର ନାବାଳିକା ସହ ଏଭଳି...

cbi-up
ତାମିଲନାଡୁ ଡିଜିପି ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ରେଡ୍

ଚେନ୍ନାଇ: ବହୁ ଚର୍ଚ୍ଚିତ ତାମିଲନାଡ଼ୁ ଗୁଟଖା ଦୁର୍ନୀତି ମାମଲାରେ ବଡ଼ ଧରଣର ରେଡ୍ ହୋଇଛି। ତାମିଲନାଡ଼ୁ ଡିଜିପି ଟିକେ ରାଜେନ୍ଦ୍ରନ୍‌ଙ୍କ ଘରେ ସିବିଆଇ ଚଢ଼ଉ କରିଛି। ଡିଜିପିଙ୍କ ଚେନ୍ନାଇ ସ୍ଥିତ ମୋଗାପେର୍ ବାସଭବନରେ ଯାଞ୍ଚ ହୋଇଛି। ଏହାସହ ସ୍ୱାସ୍ଥମନ୍ତ୍ରୀ ସି. ବିଜୟଭାସ୍କରଙ୍କ ଘରେ ରେଡ଼୍‌ ହୋଇଛି। ତାମିଲନାଡ଼ୁର ପୂର୍ବତନ...

bridge--2-up
କୋଲକତାରେ ଓଭରବ୍ରିଜ ଭୁଶୁଡିବା ଘଟଣା

କୋଲକତା : କୋଲକତାର ମାଜେରହାଟ୍‌ରେ ଓଭରବ୍ରିଜ ଭୁଶୁଡିପଡିଥିବା ଘଟଣାସ୍ଥଳରେ ଏବେବି  ଜାରି ରହିଛି ଉଦ୍ଧାର କାର୍ଯ୍ୟ। NDRFର ୫ କମ୍ପାନୀ,  କୋଲକତା ପୁଲିସ, ଟ୍ରାଫିକ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷକୁ ହଟାଇବାପାଇଁ ୭ଟି ଜେସିବି ମେସିନ ନିୟୋଜିତ କରାଯାଇଛି। ଏବେବି...

jio1
Jio ୟୁଜର୍ସଙ୍କ ପାଇଁ କରୋଡ୍‌ପତି ହେବାର ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଯଦି ଆପଣ Jio ନମ୍ବର ବ୍ୟବହାର କରୁଛନ୍ତି, ତା’ ହାଲେ ଆପଣଙ୍କ ପାଇଁ କରୋଡ୍‌ପତି ହେବାର ସୁବର୍ଣ୍ଣ ସୁଯୋଗ ଆସି ପହଞ୍ଚିଛି। ଏଥିପାଇଁ ଆପଣଙ୍କୁ କେଉଁଠି ଯିବାକୁ ପଡ଼ିବ ନାହିଁ। ଘରେ ବସି ଆପଣ ଏହା କରିପାରିବେ। Sony ଟିଭିରେ ପ୍ରସାରିତ ହେଉଛି କୌନ୍‌ ବନେଗା କରୋଡ୍‌ପତିର...

momo
ମୋମୋ ଅାଣିଲା ମୃତ୍ୟୁ!

କଟକ  : ମୋମୋ ଅାଣିଲା ମୃତ୍ୟୁ। ମୋବାଇଲରେ ମୋମୋ ଗେମ୍ ଖେଳି ଜଣେ ଯୁବକ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ମାହାଙ୍ଗା ବ୍ଳକ୍‌ ଉମର ଗାଁରୁ ଅାସିଛି ଏହି ଅଭିଯୋଗ । ମୃତ ଯୁବକ ହେଉଛନ୍ତି ଉମାକାନ୍ତ ବେହେରା । ଯୁବକ ଜଣଙ୍କ ୨ ମାସ...

ass
ଅାରମ୍ଭରୁ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର : ଅାଜି ବିଧାନସଭା ଅାରମ୍ଭରୁ ହଟ୍ଟଗୋଳ ହୋଇଛି। ଗୃହକାର୍ଯ୍ୟ ଅାରମ୍ଭ ହେବା ମାତ୍ରେ ବିରୋଧୀମାନେ ହଙ୍ଗାମା କରିଥିଲେ। ତେଣୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ କରିଥିଲେ। ଅାଜି ବିଧାନସଭାରେ ଉପସ୍ଥାପିତ ହେବାର ଅଛି ଅତିରିକ୍ତ ବଜେଟ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ...

chena murki
ଏହି ତିନୋଟି ଜିନିଷରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଛେନା ମୁଡୁକି

ଛେନା ତରକାରୀ, ରସଗୋଲା ଏବଂ ଛେନାରେ ତିଆରି ହୋଇଥିବା ଅନେକ ଆଇଟମ୍‌ ଆପଣ ଖାଇଥିବେ। କିନ୍ତୁ କେବେ ଛେନାରେ ତିଆରି ମୁଡୁକି ଖାଇଛନ୍ତି କି? ଏହାର ସ୍ୱାଦ ସବୁ ମିଠା ଜିନିଷ ଠାରୁ ଅଲଗା ହୋଇଥାଏ। ତେବେ ବହୁତ କମ୍‌ ସାମଗ୍ରୀରେ ଆଜି ଘରେ ପ୍ରସ୍ତୁତ କରନ୍ତୁ ଛେନା...

thumb1
୨୪ଟି ଆଙ୍ଗୁଠି ଥିବାରୁ ପିଲାଟିକୁ ବଳିଦେବାକୁ କହିଲା ତାନ୍ତ୍ରିକ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାରାବାଙ୍କି ନାମକ ସ୍ଥାନରେ ଏକ ପିଲାର ଗୋଡ଼ ଓ ହାତ ଆଙ୍ଗଠିକୁ ମିଶାଇ ୨୪ଟି ଆଙ୍ଗୁଠି ରହିଛି। ୨୪ଟି ଆଙ୍ଗୁଠି ରହିଥିବାରୁ ଏବେ ତା ଉପରେ ବିପଦ ଦେଖାଦେଇଛି। ବିକାରଗ୍ରସ୍ତ ପିଲାକୁ ବଳି ଦେଲେ ସେମାନେ ଧନୀ ହୋଇଯିବେ ବୋଲି ଜଣେ ତାନ୍ତ୍ରିକ ପିଲାଟିର...

rain-up
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।  ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ବର୍ଷା ଲାଗି ରହିଛି। ବର୍ଷା ସହିତ ଝଡ଼ତୋଫାନ, ବଜ୍ରପାତ ନେଇ  ୧୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର,...

temple-up
ଅାଜି ହେବନି ଶ୍ରୀମନ୍ଦିର ଶୁଣାଣି

ଭୁବନେଶ୍ୱର : ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ଶୁଣାଣି ଅାଜି ସୁପ୍ରିମ୍‌କୋର୍ଟରେ ହେବନି। ଅାଜି ହେବାକୁ ଥିବା ଶୁଣାଣି ଘୁଞ୍ଚି ଯାଇଛି। ସୁପ୍ରିମ୍‌କୋର୍ଟଙ୍କୁ ଅାଉ ୪ ସପ୍ତାହ ସମୟ ମାଗିଛନ୍ତି ଅାମିକ୍‌ସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍।   ଶ୍ରୀମନ୍ଦିର ଯାଞ୍ଚ କରି ରିପୋର୍ଟ ପରେ ପରବର୍ତ୍ତୀ ଶୁଣାଣି ହେବ। ଏ ସମ୍ପର୍କରେ...

guru-up
ଅାଜି ଗୁରୁ ଦିବସ

ଅାଜି ଗୁରୁ ଦିବସ । ଗୁରୁଙ୍କୁ ପୂଜା, ସ୍ମରଣ ଓ ଗୁରୁଙ୍କ ଅାଦର୍ଶରେ ନିଜକୁ ଅନୁପ୍ରାଣିତ କରିବାର ଏକ ପବିତ୍ର ଅବକାଶ । ୧୮୮୮ ମସିହା ସେପ୍ଟେମ୍ବର ଅାଜିର ଦିନରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମଗ୍ରହଣ କରିଥିଲେ । ରାଷ୍ଟ୍ରପତି ଥିବା ସମୟରେ ତାଙ୍କ...

temple-up
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜନସ୍ୱାର୍ଥ ସମ୍ପର୍କିତ ମାମଲାର ଶୁଣାଣି ଅାଜି ହେବ। ପୂର୍ବରୁ ଜୁନ୍ ୮ ଓ ଜୁଲାଇ ୫ ତାରିଖରେ ଦୁଇଥର ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ୧୨ଟି ଅାଦେଶ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ୧୨ଟି ମଧ୍ୟରୁ ୯ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ...