• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ambulance1
ଦୁର୍ଭାଗ୍ୟ: ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର, ଜଳିଗଲେ ରୋଗୀ

ଥିରୁଅନନ୍ତପୁରମ୍‌: କେରଳରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ରୋଗୀକୁ ନେଇ ମେଡିକାଲ ନେଇଯାଉଥିବା ବେଳେ ଅକ୍ସିଜେନ୍‌ ସିଲିଣ୍ଡର ଫାଟି ତାଙ୍କର ମୃତ୍ୟୁ ହୋଇଛି। ବୁଧବାର ସନ୍ଧ୍ୟାରେ କେରଳର ଆଲାପୁଜାଃ ଜିଲ୍ଲାରେ ଥିବା ଚମ୍ପାକୁଲମ୍‌ ହସ୍ପିଟାଲର ଠିକ୍‌ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ରୋଗୀ...

Minister
ଚାରା ଘୋଟାଲା ନେଇ ପୁଣି ବାଣ ମାରିଲେ ଦାମ

ଭୁବନେଶ୍ୱର: ଚାରା ଘୋଟାଲା ନେଇ ଅାଜି ପୁଣି ବାଣ ମାରିଛନ୍ତି ଦାମ। ସେ ପୁଣି ତଥାକଥିତ ଢଙ୍ଗରେ ଉଠାଇଛନ୍ତି ଗଡ୍‌ଫାଦରଙ୍କ କଥା। ଗଡ୍‌ଫାଦରଙ୍କୁ ସମସ୍ତେ ଜାଣନ୍ତି, ଗଣମାଧ୍ୟମ ଖୋଜି ବାହାର କରୁ ବୋଲି ଦାମ କହିଛନ୍ତି। ଘୋଟାଲାରେ ସଂପୃକ୍ତ ଅଫିସରଙ୍କୁ ନିଲମ୍ବନ କରି ମନ୍ତ୍ରୀପଦ ଗଲା ଓ ପଦ...

Section 377
ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଦେଇଛନ୍ତି। ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି। ଏ ସଂପର୍କିତ ପୁରୁଣା ଆଇନ ଠିକ୍ ନଥିଲା ବୋଲି କୋର୍ଟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ...

hospital
ଏକ୍ସପାଏରୀ ଇଞ୍ଜେକ୍‌ସନ୍‌କୁ ନେଇ ଉତ୍ତେଜନା

ମାଲକାନଗିରି: ଜଣେ ରୋଗୀଙ୍କୁ ଏକ୍ସପାଏରୀ ଇଞ୍ଜେକ୍‌ସନ୍‌ ଦେବା ନେଇ ମାଲକାନଗିରି ଜିଲ୍ଲା ଏମ୍‌.ଭି ୧୯ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଯେଉଁ ଔଷଧ ଦୋକାନୀ ଏହି ଇଞ୍ଜେକ୍‌ସନ୍ ଦେଇଥିଲେ ତାଙ୍କ ଦୋକାନ ବନ୍ଦ କରି ଦେବାକୁ ମଧ୍ୟ ଲୋକେ ଦାବି କରିଛନ୍ତି। ମିଳିଥିବା...

paradip
ଲଗାଣ ବର୍ଷାରେ ପାରାଦୀପ ସହର ବେହାଲ

ପାରାଦୀପ: ଲଗାଣ ବର୍ଷାରେ ପାରଦୀପ ସହର ବେହାଲ। ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି। ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆ ବଜାର, ମଧୁବନ, ବଡ଼ପଡ଼ିଆ, ବୃନ୍ଦାବନ କଲୋନୀ, ଜିଜେଏଆଇ କଲୋନୀ, ଭୂୟାଁ ଛକ ଅଞ୍ଚଳ...

monsoon
ଆହୁରି ୩୬ ଘଣ୍ଟା ବର୍ଷିବ!

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆହୁରି ୩୬ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବା ନେଇ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ଷା ସହିତ ଝଡ଼ତୋଫାନ, ବଜ୍ରପାତ ନେଇ ୧୭ ଜିଲ୍ଲାକୁ...

school close
ଲଗାଣ ବର୍ଷା ପାଇଁ କଟକରେ ସବୁ ସ୍କୁଲ ଓ କଲେଜ ଛୁଟି

କଟକ: ପ୍ରବଳ ବର୍ଷା ଯୋଗୁଁ କଟକରେ ଆଜି ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି। ଏତେ ବର୍ଷା ଯେ ଘରୁ ବାହାରି ହେଉନାହିଁ। ତେଣୁ ପିଲାଙ୍କ ସୁରକ୍ଷାକୁ ଦେଖି ତଥା ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନକ ପାଇଁ ସମସ୍ତ...

vlcsnap-error187
୫ ଘଣ୍ଟା ଅନ୍ଧାରରେ କଟକ ବଡ଼ ମେଡିକାଲ

କଟକ: କଟକ ବଡ଼ ମେଡିକାଲରେ ଦୀର୍ଘ ୫ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍ ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସକାଳ ୯ଟା ୨୦ରେ ଏସସିବି ମେଡିକାଲର କାଜୁଆଲ୍‌ଟି ବିଲ୍ଡିଂରେ ହଠାତ୍ ବିଦ୍ୟୁତ କଟିଯାଇଥିଲା। କାଜୁଆଲ୍‌ଟି ସମେତ ନ୍ୟୁ ଡେଙ୍ଗୁ, ପେଡିଆଟିକ୍ ଓ ଟ୍ରମା କେୟାର ବିଭାଗ ସଂପୂର୍ଣ୍ଣ ଅନ୍ଧାର...

vlcsnap-error204
ପାଟିରେ ୫୩୩ ଷ୍ଟ୍ର’ ରଖିଲେ ବ୍ରହ୍ମପୁରର ଯୁବକ

ବ୍ରହ୍ମପୁର: ପାଟିରେ ଏକାଥରକେ ୫୩୩ଟି ଷ୍ଟ୍ର’କୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ପୁରାଇ ଗିନିସ୍ ବୁକ୍ ଅଫ ୱାର୍ଲଡ୍‌ ରେକର୍ଡ ଲକ୍ଷରେ ବ୍ରହ୍ମପୁରର ମନୋଜ ମହାରଣା। ଏହା ପୂର୍ବରୁ ମୁମ୍ବାଇର ଜଣେ ଯୁବକ ୪୯୬ଟି ପାଇପ୍ ପୂରାଇ ରେକର୍ଡ କରିଥିଲେ। ସେହିପରି ୪୦ଟି ଜ୍ୱଳନ୍ତା ମହମବତୀକୁ ଏକାସଙ୍ଗେ ୪୦ ସେକେଣ୍ଡ...

SWASATA PANTHI
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କର କେତେ ନିଜସ୍ୱ ତାକୁ ନେଇ ଦ୍ୱନ୍ଦ୍ୱ? କାରଣ  ଅାଜି ଅତିରିକ୍ତ ବଜେଟ ସଂପର୍କରେ ସୂଚନା ଦେଇ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ ଯେଉଁ ସୂଚନା ଦେଇଥିଲେ ତାହା ରାଜ୍ୟ ସରକାରଙ୍କ ଅସଲ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।...

ELECTION
ପିନାକୀ ନିର୍ବାଚନ କମିଶନଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଧାର୍ଯ୍ୟ ସମୟ ସୀମା ପୂର୍ବରୁ ଦେଶରେ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତିକୁ ଦେଖି ବିଜେଡିର ତତ୍ପରତା। ଲୋକସଭା ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକା ସଙ୍ଗରେ ହେବା ଦଳ ଚାହୁଁଛି। ବିଜେଡି ସାଂସଦ ପିନାକୀ ମିଶ୍ର ଆଜି ନିର୍ବାଚନ କମିଶନଙ୍କୁ ଭେଟି ଏକା...

vlcsnap-error735
ସୁପ୍ରିମକୋର୍ଟରେ ପହଞ୍ଚିଲା ରାଫେଲ୍ ଡିଲ୍ ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଛି ରାଫେଲ୍ ଡିଲ୍ ମାମଲା। ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ରାଫେଲ୍ ଡିଲ୍‌କୁ ରଦ୍ଦ କରିବା ସହ ଏନେଇ ମାମଲା ଦାଏର କରିବା ପାଇଁ ଅାବେଦନ ଦାଏର ହୋଇଛି। ଯାହାକୁ ଗ୍ରହଣ କରିଛନ୍ତି ଅଦାଲତ। ମାମଲାର ତ୍ୱରିତ ଶୁଣାଣି...

vlcsnap-error092
ଏସିଅାନ୍ ଗେମ୍ସ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ଜାକର୍ତ୍ତା ଏସିଅାଡରେ ପଦକ ଜିତିଥିବା ଭାରତୀୟ ଅାଥଲେଟମାନଙ୍କୁ ସମ୍ବଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀରେ ଅାୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୁଇଟି ରୌପ୍ୟ ପଦକ ଜିତିଥିବା ଓଡିଶାର ଦୂତୀ ଚାନ୍ଦ, ହେପଟାଥଲନ ସ୍ୱର୍ଣ୍ଣ ପଦକ ବିଜେତା ସ୍ୱପ୍ନା ବର୍ମନ,...

vlcsnap-error520
ରଙ୍ଗିଲା ଜେଲର୍‌ଙ୍କ ଆଉ ଏକ କାରନାମା

ଭୁବନେଶ୍ୱର: ଏକାଧିକ ଯୁବତୀ ଏବଂ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ଭଦ୍ରକ ଜେଲର୍ ଚିନ୍ମୟ ପାତ୍ର। ଜଣଙ୍କ ପରେ ଜଣେ ମହିଳା ଚିନ୍ମୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କିଛି ଦିନ ତଳେ ଜଣେ ଇଂଜିନିୟରିଂ ଛାତ୍ରୀ ଚିନ୍ମୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏବେ ଅାଉ...

vlcsnap-error596
ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ, ୫ ଅାହତ

କଟକ: କଟକ-ପାରାଦୀପ ରାସ୍ତାର ପଥୁରିଆଗଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ଅାହତ ହୋଇଛନ୍ତି। ଦ୍ରୁତ ଗତିରେ ଯାଉଥିବା କାର୍‌ଟି ସ୍କୁଟିକୁ ଧକ୍କା ଦେଇ କାରଟି ଓଲଡି ପଡ଼ିଥିଲା। ଘଟଣାସ୍ଥଳରେ ସ୍କୁଟିରେ ଯାଉଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ସହ କାର୍‌ରେ...

pinaki
ଅାଗୁଅା ନିର୍ବାଚନ ସପକ୍ଷରେ ବିଜେଡି, ନିର୍ବାଚନ କମିଶନଙ୍କୁ ଭେଟିଲେ ପିନାକୀ

ଭୁବନେଶ୍ୱର: ଓଡ଼ିଶାରେ ବି ହୋଇପାରେ ଅାଗୁଅା ନିର୍ବାଚନ। ଅାଜି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଭେଟି ଅାଲୋଚନା କରିଛି ବିଜେଡି। ଦଳ ପକ୍ଷରୁ ସାଂସଦ ପିନାକୀ ମିଶ୍ର ନିର୍ବାଚନ କମିଶନଙ୍କୁ ଭେଟି ଏ ନେଇ ଅାଲୋଚନା କରିଛନ୍ତି। ନିର୍ବାଚନ କମିଶନଙ୍କୁ ଭେଟି ଫେରିବା ପରେ ପିନାକୀ ମିଶ୍ର କହିଛନ୍ତି,...

sashi bhushan
ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ

ଭୁବନେଶ୍ୱର : ହୋ ହାଲ୍ଲା ଭିତରେ ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ। ଗୃହରେ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଶିକ୍ଷା ସହାୟକଙ୍କ ଦରମା ବାବଦକୁ ୭୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଋଣର...