ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ବିଡ଼ାରପାକନା ଗାଁର ଅର୍ଜୁନ ଖରାଙ୍କ ସ୍ତ୍ରୀ ଗତକାଲି ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଫୋନ୍ ଲାଗି ନଥିଲା। ଏଥିପାଇଁ ପରିବାର ଲୋକେ ତାଙ୍କୁ ଏକ ଖଟିଆରେ ବୋହି ପ୍ରାୟ ୬ କିଲୋମିଟର ଆଣିଥିଲେ।...
ପୁରୀ: ସମୁଦ୍ରରେ ଭାସିଗଲେ ୨ ଛାତ୍ର। ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଭାସିଯାଇ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ରଜତ ପାଣ୍ଡେ ଓ ମହମ୍ମଦ ଇବାଦ। ଉଭୟେ କଟକ ପିଲୁ ମୋଦି କଲେଜ୍ ଅଫ୍ ଆର୍କିଟେକ୍ଚରର ଛାତ୍ର ବୋଲି ଜଣାପଡ଼ିଛି। ଆଜି ସକାଳେ...
ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ମଧ୍ୟ କିଛି ଅଞ୍ଚଳରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ୩୦ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା...
ବାଲେଶ୍ୱର: ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟାର ଫିରିଙ୍ଗିପାଟଣାରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କ ନାଁ ମାନସ ଦାସ। ସୂଚନା ଅନୁସାରେ, ମାନସ ରାତିରେ ଘରକୁ ଫେରି ଗେଟ୍ ଖୋଲୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ...
ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀକୁ ନେଇ ସମଗ୍ର ରାଜ୍ୟ ଉତ୍ସବ ମୁଖର । ଏହି ଅବସରରେ ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତିର ଆୟୋଜନ ମଧ୍ୟ ହୋଇଛି। ଭକ୍ତମାନେ ଉପବାସ ରଖି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ...
ନୂଆଦିଲ୍ଲୀ: ଯମ ପୁରରୁ ଫେରି ଆସିଥିବା ଝିଅ ଏବେ ବୋହୂ ସାଜିବେ । ଆଉ ଯିଏ ତାଙ୍କୁ ସେହି ନର୍କରୁ ଉଦ୍ଧାର କରିଥିଲେ ସିଏ ହେବେ ତାଙ୍କର ଜୀବନ ସାଥି। ତାଙ୍କରି ହାତ ଧରି ସାରା ଜୀବନ ଚାଲିବାକୁ ସେ ନେଇଛନ୍ତି ନିଷ୍ପତ୍ତି। ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ଦ୍ୱାରା...
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ବ୍ରାହ୍ମଣପୋଖରୀ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଖଇରା ପୁଲିସ୍। ୨ଲୁଟେରା ହେଲେ ରାଜଗାଙ୍ଗପୁରର ବଳରାମ ପଟ୍ଟନାୟକ ଓ ସୋର ଅଞ୍ଚଳର ଦୀନବନ୍ଧୁ ସାହୁ। ସେମାନଙ୍କ ନିକଟରୁ ବନ୍ଧୁକ, ମାରାଣାସ୍ତ୍ର ସମେତ...
ନୂଆଦିଲ୍ଲୀ: ପଡ଼ିଆରେ ଡ୍ରେସ୍ ଓହ୍ଲାଇ ହଟହଟା ହେଲେ ଫ୍ରାନ୍ସ ଟେନିସ୍ ତାରକା ଏଲ୍ଜି କୋର୍ଣ୍ଣେଟ୍। ଖେଳ ମଝିରେ ତାଙ୍କର ଏଭଳି ହରକତ୍ ପାଇଁ ଦେଖାଦେଇଛି ବିବାଦ। ଏହି ଖେଳାଳି ଜଣଙ୍କ ଡ୍ରେସ୍କୁ ଓଲଟା ପିନ୍ଧି ପଡ଼ିଆକୁ ଚାଲିଆସିଥିଲେ। ପରେ ଯେତେବେଳେ ତାଙ୍କୁ ଏହି କଥା ଜଣାପଡିଲା ସେ ସେହିଠାରେ...
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଡେଙ୍ଗୁର ପ୍ରାଦୁର୍ଭାବ। ପ୍ରତିଦିନ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦ରୁ ଅଧିକ ଡେଙ୍ଗୁ ରୋଗୀ ଅାସୁଥିବା ଜଣାପଡ଼ିଛି। ତେବେ ନିଦା ବିଷ୍ଣୁ ପାଲଟିଛି ପ୍ରଶାସନ । ଡେଙ୍ଗୁ ରୋକିବା ଲାଗି କୌଣସି ପଦକ୍ଷେପ ନିଅାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି। ଏପରିକି ନୟାଗଡ଼ ଜିଲ୍ଲା...
କନ୍ଧମାଳ : ଅାସନ୍ତାକାଲି ଜନ୍ମାଷ୍ଟମୀ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଫୁଲବାଣୀରେ ସ୍ମୃତିସଭା ଓ ଶ୍ରାଦ୍ଧବାର୍ଷିକୀ ଉତ୍ସବର ଅାୟୋଜନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଚକାପାଦ...
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପ୍ରଖ୍ୟାତ ଅଭିନେତା ତଥା ରାଜନେତା ନନ୍ଦାମୁରୀ ହରିକ୍ରୀଷ୍ଣାଙ୍କ ମରଶରୀର ସହ ସେଲ୍ଫି ନେଇ ବିଦା ହେଲେ ମେଡିକାଲ ଷ୍ଟାଫ୍। ସେଲ୍ଫି ନେଇଥିବା ୪ ଜଣ ସଦସ୍ୟଙ୍କୁ କେମିନେନୀ ହସ୍ପିଟାଲ୍ କର୍ତ୍ତୃପକ୍ଷ ବରଖାସ୍ତ କରିଛନ୍ତି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ଯୋଗୁ ହରିକ୍ରୀଷ୍ଣାଙ୍କ ବୁଧବାର...
ରାଉରକେଲା : ରାଉରକେଲା ଛାତ୍ରଙ୍କୁ ରୋଷେୟାଙ୍କ ମାଡ଼ ଅଭିଯୋଗ। ରାଉରକେଲା ଉଦିତନଗର ହାଇସ୍କୁଲ ଛାତ୍ରବାସରେ ୫ଜଣ ଛାତ୍ରଙ୍କୁ ରୋଷେୟା ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରମାନେ ମୋବାଇଲ୍ରେ ଗେମ୍ ଖେଳୁଥିବାରୁ ରୋଷେୟା ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଉଦିତନଗର ଥାନାରେ ରୋଷେୟା ନାଁରେ ଅଭିଭାବକମାନେ ଅଭିଯୋଗ...
ନୂଆଦିଲ୍ଲୀ : ଅାଗାମୀ ସାଧାରଣ ନିର୍ବାଚନରେ ଭୋଟିଂ ବ୍ୟବସ୍ଥାକୁ ଅାହୁରି ସରଳ କରିବାକୁ ଉଦ୍ୟମ କରିଛନ୍ତି ନିର୍ବାଚନ କମିଶନ। ଏହି କ୍ରମରେ ଦେଶରେ ପ୍ରଥମଥର ଲାଗି ସୁଗମ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ଅାଜି ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାଓ୍ୱତ। ଅାଜି...
ଜାକର୍ତ୍ତା: ଏସିଆନ୍ ଗେମ୍ସରେ ଆଜି ଭାରତକୁ ବକ୍ସିଂ ଓ ପୁରୁଷ ବ୍ରିଜ୍ରେ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୪୯ କେଜି ବର୍ଗରେ ଅମିତ୍ ପଙ୍ଘଲଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ଅମିତ ଉଜ୍ବେକିସ୍ତାନର ୨୦୧୬ ଅଲମ୍ପିକ୍ ଚାମ୍ପିଅନ୍ ହାସନବୟ ଦୁସ୍ମାତୋଭ୍ଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ପୁରୁଷ...