ଭୁବନେଶ୍ୱର: ବନ୍ୟା ପାଇଁ ୪ ଜିଲ୍ଲାକୁ ସତର୍କ କଲେ ରାଜସ୍ୱ ମନ୍ତ୍ରୀ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝରକୁ ବନ୍ୟା ପାଇଁ ସତର୍କ କରାଯାଇଛି। ବନ୍ୟା ଯୋଗୁଁ ୧୦ ରୁ୧୨ଟି ତହସିଲ ଅଞ୍ଚଳ ପ୍ରଭାବିତ ହେବ ବୋଲି କୁହାଯାଇଛି। ଏଥିପାଇଁ କାଲି ଏହି ୪ଟି ଜିଲ୍ଲାର ସବୁ ସରକାରୀ ଛୁଟି...
ଭୁବନେଶ୍ୱର: ଓମ୍ଫେଡ୍ ପଲିଥିନ୍ ପାଉଚ୍ କିଣାରେ ହୋଇଛି ୨୪ କୋଟି ଟଙ୍କାର କିକ୍ ବ୍ୟାକ୍। ଗତକାଲି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଅାଣିଥିବା ଏହି ଅଭିଯୋଗର ସତ ପରଖିଛି ଓଟିଭି। କେବଳ ଦାମ ନୁହଁନ୍ତି, ଘୋଟାଲାକୁ ନେଇ ପୂର୍ବରୁ ତତ୍କାଳୀନ ଓମ୍ଫେଡ୍ ଏମ୍ଡି ମଧୁସୂଦନ ପାଢ଼ୀ...
ଭୁବନେଶ୍ୱର: ତେଲେଙ୍ଗାନାରେ ବିଧାନସଭା ଭଙ୍ଗ ଓ ରାଜନୈତିକ ହଲଚଲ୍ ପରେ ଓଡିଶାରେ ପଡ଼ିଛି ସାଇଡ୍ ଇଫେକ୍ଟ। ତେବେ ବିଜେଡି ଟିଅାରଏସ ରାସ୍ତାରେ ଯିବ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା। ଏଣେ ଅାଗୁଅା ନିର୍ବାଚନ ଚର୍ଚ୍ଚା ଭିତରେ ଧୀରେ ଧୀରେ କାର୍ଡ ଖୋଲୁଛି ବିଜେଡି। କେନ୍ଦ୍ର ସରକାର ଯଦି...
କଟକ: ଶପିଂ ମଲ୍ରେ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ। ଆଜି ଏମିତି ଏକ ହୃଦୟବିଦାରକ ଘଟଣା କଟକରେ ଘଟିଛି। କମିଶନରେଟ୍ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଭଗତପୁର ଯୁବତୀ ଜଣକ କଟକ ବଜ୍ରକବାଟି ରୋଡ ସ୍ଥିତ ଏକ ଶପିଂ ମଲ୍ରେ କାମ କରନ୍ତି। ଆଜି ଅପରାହ୍ନ...
ବ୍ରହ୍ମପୁର: ବୁଗୁଡ଼ା ଟ୍ରେଜେରୀ ଅଫିସ୍ ହତାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘରୁ ଡାକି ଅାଣି ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କର ଜଣେ ସାଙ୍ଗ ମିଶି ଗଣଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଅାସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରୁ। ଅାଜି ବୁଗୁଡ଼ା ମୁଖ୍ୟ ବଜାରରେ ଯୁବତୀ ଅଚେତ ହୋଇପଡ଼ିଥିଲେ।...
ଭୁବନେଶ୍ୱର: ତୈଳ ଦର ବୃଦ୍ଧିକୁ ନେଇ ବିଜେଡିର ବିକ୍ଷୋଭ ପ୍ରଦର୍ଶନ ବେଳେ ଗୁଳିମାଡ଼। ପ୍ରତିବାଦରେ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିକଟରେ ବିଜେପିରୁ ଆଶି ବିଜେଡିରେ ମିଶିଥିବା ରବିପାତ୍ରଙ୍କ ଅଭିଯୋଗ ହେଲା, ପେଟ୍ରୋଲ ପମ୍ପ ଅାଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ବେଳେ ଚିନ୍ମୟ ବଡ଼ଜେନା ନାମକ ଜଣେ...
ନୂଆଦିଲ୍ଲୀ: ଦିଲ୍ଲୀରେ ଅାଇଏସ୍ ଅାତଙ୍କବାଦୀ। ଅାତଙ୍କବାଦୀ ସଂଗଠନ ଅାଇଏସ୍ର ଦୁଇଜଣ ସନ୍ଦିଗ୍ଧ ସମର୍ଥକଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅାତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ସୋପିଅାନ୍ ଜିଳ୍ଲାର। ଏହି ଅାତଙ୍କବାଦୀମାନଙ୍କର ଇସଲାମିକ୍ ଷ୍ଟେଟ ସଂଗଠନ ସହ ଲିଙ୍କ୍ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଲାଲକିଲ୍ଲା ନିକଟରୁ ଦିଲ୍ଲୀ ପୁଲିସ୍ର...
ଓଭାଲ୍: ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ୍ ସିରିଜ୍କୁ ୩-୧ରେ ଇଂଲଣ୍ଡ ଜିତିସାରିଛି। ସିରିଜ୍କୁ ହାତଛଡ଼ା କରିଥିବା ଟିମ୍ ଇଣ୍ଡିଆ ଆଜି ସମ୍ମାନ ରକ୍ଷା ପାଇଁ ଓଭାଲ୍ ପଡ଼ିଆକୁ ଓହ୍ଲାଇଛି। ବ୍ୟାଟସ୍ମ୍ୟାନ୍ଙ୍କୁ ସୁହାଉଥିବା ଓଭାଲ୍ ଗ୍ରାଉଣ୍ଡରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ...
ଭୁବନେଶ୍ୱର:ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ। ହଟ୍ଟଗୋଳ ଯୋଗୁ ଗୃହକୁ ବାରମ୍ବାର ମୁଲତବି କରିଛନ୍ତି ବାଚସ୍ପତି। ଅାଜି ଗୃହ ଅାରମ୍ଭ ହେବା ମାତ୍ରେ ତୈଳ ଦରବୃଦ୍ଧିକୁ ନେଇ ବିଜେଡି ବିଧାୟକମାନେ ହୋ ହଲ୍ଲା କରିଥିଲେ। ଲଗାତାର ତେଲ ଦର ବଢ଼ୁଥିବାରୁ ଗୃହରେ ଏହାର ପ୍ରତିବାଦ କରିଛି ଶାସକ ଦଳ।...
ମୁମ୍ବାଇ: ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଅାର ନୂଅା ଜର୍ସି ଉନ୍ମୋଚିତ ହୋଇଛି। ମୁମ୍ବାଇରେ ଅାୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଟିମ ଇଣ୍ଡିଅାର ଖେଳାଳିମାନେ ନୂଅା ଜର୍ସି ପିନ୍ଧିଛନ୍ତି। ଉନ୍ମୋଚନ ଉତ୍ସବରେ ଟିମ ଇଣ୍ଡିଅାର କ୍ୟାପଟେନ ପି.ଅାର. ଶ୍ରୀଜେଶଙ୍କ ସହ ଅନ୍ୟ ଖେଳାଳିମାନେ ଉପସ୍ଥିତ ଥିଲେ।...
ଭୁବନେଶ୍ୱର: କେନ୍ଦ୍ର ସରକାର ବାରମ୍ବାର ତେଲ ଦର ବୃଦ୍ଧି କରୁଥିବା ଅଭିଯୋଗ କରି ବିଜେଡି ଆଜି ରାସ୍ତାକୁ ଓହ୍ଲାଇଛି। ଦଳର ଯୁବ, ଛାତ୍ର ସଂଗଠନ ଓ ମହିଳା ମୋର୍ଚ୍ଚା ତରଫରୁ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଥିଲା। ୧୦ଟାରୁ ୧୨ଟା ଯାଏ ୨ ଘଣ୍ଟା...
ଭୁବନେଶ୍ୱର: ଲକ୍ଷ୍ମୀସାଗରର ହଳଦୀପଡ଼ିଆ ବସ୍ତିରେ କଟକର ଅବକାରୀ ବିଭାଗ ଚଢ଼ଉ କରି ବ୍ରାଉନ୍ସୁଗାର ଜବତ କରିଛି। ଏହି ନିଶା ଦ୍ରବ୍ୟର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଅନ୍ୟ ଦୁଇଟି ସ୍ଥାନରେ...
ଡେରାଡୁନ୍: ଉତ୍ତରାଖଣ୍ଡ ଅଲ୍ମୋରା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଘାଟି ତଳକୁ ବସ୍ ଖସି ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ଜଣ ଆହତ ହୋଇଛନ୍ତି। ଭାତ୍ରୋଜ୍ଖାନ-ଭିକିୟାସନ୍ ରାସ୍ତାରେ ଯାଉଥିବା ସମୟରେ ମୋହର୍ନି ନିକଟରେ ବସ୍ଟି ୫୦ଫୁଟ୍ ତଳକୁ ଖସି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ବସ୍ରେ...
ପୁରୀ: ଜଳବନ୍ଦୀରୁ ମୁକ୍ତ ହେବେ ପୁରୀ ପୌର ପରିଷଦ ୧ ନମ୍ବର ୱାର୍ଡ ସୁଜାତାନଗର ଅଞ୍ଚଳର ହଜାର ହଜାର ଲୋକ। ଗତ ରଥଯାତ୍ରା ସମୟରୁ ଏହି ଅଞ୍ଚଳ ଜଳାର୍ଣ୍ଣବ ହୋଇଥିଲା। ଗତକାଲି ମଧ୍ୟରାତ୍ରିରୁ ଜାତୀୟ ରାଜପଥକୁ କଟାଯାଇ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣାସ୍ଥଳରେ NH...
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୂଆ ଭୁବନ ଗାଁରେ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଯିବାରୁ ଜଣେ ମହିଳା ଓ ତାଙ୍କ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଦ୍ୱୟ ହେଲେ ମମତା ପୋଥାଳ ଓ ତାଙ୍କ ଝିଅ ଜ୍ୟୋତ୍ସ୍ନାମୟୀ। ମମତାଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ମଧ୍ୟ...
ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଛକରେ ସଡ଼କ ଦୁର୍ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ। ବନ୍ଧମୁଣ୍ଡା ଛକରେ ସ୍କୁଲ୍ ପିଲାଙ୍କୁ ଏକ ବସ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସ୍କୁଲ ଯିବାପାଇଁ ଆଜି ସକାଳେ ୨ ଛାତ୍ର ବସ୍କୁ ଅପେକ୍ଷା କରିଥିଲେ। ଏହି...
-ଓମ୍ପ୍ରକାଶ ସାହୁ ପିତା ଧର୍ମ ପିତା ସ୍ୱର୍ଗ ପିତା ହି ପରମଂ ତପ ପିତରି ପ୍ରିତିମା ପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ ସଂସ୍କୃତରେ କୁହାଯାଏ ପିତା ହେଉଛନ୍ତି ସ୍ୱର୍ଗ, ସେ ହେଉଛନ୍ତି ଧର୍ମ। ସେ ସବୁ ଦେବଦେବୀଙ୍କ ଠାରୁ ଊର୍ଦ୍ଧ୍ୱରେ। ବାପା ହେଉଛନ୍ତି ଦୟାସାଗର। ଉପରେ ଉପରେ ଯେତେ ଗାଳିଗୁଲଜ...