• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

accident
ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା; ୨୦ରୁ ଅଧିକ ଯାତ୍ରୀ ଆହତ

ବରଗଡ଼: ବରଗଡ ବରାହଗୋଡା ସ୍ଥିତ ପରରାପାଟ ମନ୍ଦିର ନିକଟରେ ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୁଲିସ୍‌ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ...

Ambulance
ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ; ପୁଲିସ୍‌କୁ ଦେଖି ଡ୍ରାଇଭର...

ମାଲକାନଗିରି: ରୋଗୀ ବଦଳରେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ। ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ୍‌ ଆମ୍ବୁଲାନ୍ସର ପିଛା କରିଥିଲା। ହେଲେ ପୁଲିସ୍ ହାବୁଡ଼ରୁ ବଞ୍ଚିବାକୁ ଆମ୍ବୁଲାନ୍ସ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ରାସ୍ତା ତଳକୁ ଖସିଗଲା। ଏହା...

congress
ଆସନ୍ତା ୧୦ରେ ଭାରତ ବନ୍ଦ

ନୂଆଦିଲ୍ଲୀ: ତେଲ ଦରକୁ ବିରୋଧ କରି ଆସନ୍ତା ୧୦ ତାରିଖ ଦିନ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏନେଇ ଗତକାଲି ଦଳର ନେତାମାନେ ଏକ ସାମ୍ବାଦିକ ସମ୍ବିଳନୀରେ ଏହା ଘୋଷଣା କରିଛନ୍ତି। ଆନ୍ଦୋଳନରେ ସାମିଲ ହେବାପାଇଁ ଅନ୍ୟ ଦଳ ଓ ବିଭିନ୍ନ ସଂଗଠନକୁ ମଧ୍ୟ ଆହ୍ୱାନ...

Heavy-Rain
ବର୍ଷା ସହ ଝଡ଼ତୋଫାନ ସମ୍ଭାବନା; ୧୬ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଜି ରାଜ୍ୟର କିଛି ଅଞ୍ଚଳରେ ଝଡ଼ତୋଫାନ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ,କନ୍ଧମାଳ,...

school students
ଆଜି ଭୁବନେଶ୍ୱରର ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର: ପ୍ରବଳ ବର୍ଷା ସମ୍ଭାବନା ନେଇ ଆଜି ଭୁବନେଶ୍ୱରର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେହିପରି ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଆଜି ବନ୍ଦ ରହିବ। ଏନେଇ ରାଜ୍ୟ ସରକାର ଗତକାଲି ଛୁଟି ଘୋଷଣା କରିଥିଲେ । ତେବେ ଅନ୍ୟ ଜିଲ୍ଲାରେ ପରିସ୍ଥିତି ଦେଖି ସ୍କୁଲ...

school students
ଆସନ୍ତାକାଲି ସ୍କୁଲ ଛୁଟି

ଭୁବନେଶ୍ୱର : ବର୍ଷା ଦୃଷ୍ଟିରୁ ଆସନ୍ତାକାଲି ଭୁବନେଶ୍ୱରର ସବୁ ସ୍କୁଲ ଛୁଟି ରହିବ। ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଅନ୍ୟ ଜିଲ୍ଲାରେ ପାଣିପାଗର ପରିସ୍ଥିତି ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ପାଣିପାଗ ବିଭାଗ କହୁଛି ରାଜ୍ୟରେ ବର୍ଷା ଅାହୁରି...

assembly-up
ବିଧାନ ପରିଷଦ ସଂକଳ୍ପ ପାରିତ

ଭୁବନେଶ୍ୱର : ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ବିଧାନସଭାରେ ପାରିତ ହେଲା ସଂକଳ୍ପ। ସଂକଳ୍ପ ସପକ୍ଷରେ ୧୦୪ ବିଧାୟକ ଭୋଟ ଦେଇଥିବା ବେଳେ ବିପକ୍ଷରେ ଜଣେ ହେଲେ ବି ସଦସ୍ୟ ଭୋଟ୍ ଦେଇ ନଥିଲେ। ଅାଲୋଚନାରେ ଭାଗ ନେଇଥିବା ୧୪ ସଦସ୍ୟଙ୍କ ମଧ୍ୟରୁ ୮ ଜଣ ସଂକଳ୍ପ...

social-media-up
ସୋଶାଲ ମିଡିଅାକୁ ନିର୍ବାଚନ କମିଶନଙ୍କ ସତର୍କ ଦୃଷ୍ଟି

ଭୁବନେଶ୍ୱର : ବଦଳୁଛି ନିର୍ବାଚନ ପ୍ରଚାରର ଟ୍ରେଣ୍ଡ। ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପହଞ୍ଚିବା ପାଇଁ ସୋଶାଲ ମିଡିଅାକୁ ଅସ୍ତ୍ର କରୁଛନ୍ତି ରାଜନୈତିକ ଦଳ ଓ ନେତା। କାନ୍ଥବାଡ଼ରେ ଯେତିକି ପୋଷ୍ଟର ଓ ସ୍ଲୋଗାନ ଦେଖିବାକୁ ମିଳୁଛି ତାଠାରୁ ଢେର ଅଧିକ ଛାଇ ଯାଉଛି ସୋଶାଲ ମିଡିଅାରେ। ତେବେ...

sexual harassment
ସାଢ଼େ ତିନି ବର୍ଷର ଝିଅକୁ ସ୍କୁଲ୍‌ରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ତିନି ବର୍ଷର ଝିଅକୁ ପ୍ରି-ସ୍କୁଲ୍‌ରେ ଯୌନ ନିର୍ଯାତନା। ଘଟଣାଟି ଆଦୌ ବିଶ୍ୱାସଯୋଗ୍ୟ ହୋଇନଥିଲେ ମଧ୍ୟ ଏମିତି ଏକ ଅଭିଯୋଗ ଆସିଛି ରାଜଧାନୀ ନୂଆଦିଲ୍ଲୀର ମୁଖାର୍ଜୀନଗର ଅଞ୍ଚଳରୁ। କୁନି ଝିଅର ବାପା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତଦନ୍ତ...

rain---1-up
ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ

ଭୁବନେଶ୍ୱର : ମଙ୍ଗଳବାର ସନ୍ଧ୍ୟାରୁ ଅବିଶ୍ରାନ୍ତ ବର୍ଷା ଚାଲିଛି ଯେ, ଛାଡ଼ିବାର ନାଁ ନେଉନି। କେତେବେଳେ ଝିପି ଝିପି ତ ପୁଣି କେତେବେଳେ ଦୁଲୁ ଦୁଲୁ କଚାଡୁଛି। ଲଗାଣ ବର୍ଷା ପରେ ଏମିତି ଅବସ୍ଥା ହୋଇଛି ଭଦ୍ରକ ଜିଲ୍ଲା ଗୁଜିଦରଡ଼ା ପଞ୍ଚାୟତରେ। ବର୍ଷା ସାଙ୍ଗକୁ ସାଳନ୍ଦୀ ନଦୀର ପାଣି...

women
୩୦ ବର୍ଷ ବୟସ ପରେ ମହିଳାଙ୍କ କ୍ଷେତ୍ରରେ ଦେଖାଯାଏ ଏହି ସବୁ ସ୍ୱାସ୍ଥ୍ୟସମସ୍ୟା

୩୦ ବର୍ଷ ବୟସ ହୋଇଗଲା ପରେ ମହିଳାମାନଙ୍କୁ ଅନେକ ପ୍ରକାର ରୋଗର ସାମ୍ନା କରିବାକୁ ପଡ଼ିଥାଏ। ମହିଳାମାନେ ଶାରୀରିକ ଦୁର୍ବଳତା ଅନୁଭବ କରିବା ସହ ଆହୁରି ଅନେକ ରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ମହିଳାମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଜାଣନ୍ତୁ...

police-2-up
ଅଡୁଅାରେ ରସିକିଅା ଜେଲର ଚିନ୍ମୟ ପାତ୍ର

କେନ୍ଦୁଝର  : ବଢିଲା ରସିକିଅା ଜେଲର ଚିନ୍ମୟ ପାତ୍ରଙ୍କ ଅଡୁଅା। କେନ୍ଦୁଝର ବଡବିଲ ଥାନାରେ ରୁଜୁ ହେଲା ମାମଲା। ଅଭିଯୁକ୍ତଙ୍କୁ ଗିରଫ ସହ କାର୍ଯ୍ୟରୁ ସସ୍‌ପେଣ୍ଡ କରିବାକୁ ଅଭିଯୋଗକାରିଣୀ ଦାବି କରିଛନ୍ତି।  ସେପଟେ ଜେଲରଙ୍କ ଅାଉ କିଛି ଅଶ୍ଲୀଳ ଫଟୋ ସୋଶାଲ୍ ମିଡିଅାରେ ଭାଇରାଲ୍ ହୋଇଛି। ରଙ୍ଗ୍ ନମ୍ବରରୁ...

22
ଡାଇବେଟିସ୍‌ ଓ କ୍ୟାନ୍ସର ପାଇଁ ଅନେକ ଉପକାରୀ ଏହି ଗଛ

ସଦାବାହାର ଗଛ ପ୍ରାୟ ସମସ୍ତଙ୍କ ବାଡ଼ିରେ ବା ଛାତ ଉପରେ କୁଣ୍ଡରେ ଶୋଭା ପାଇଥାଏ। ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଥିବା ଏହି ଆର୍ୟୁବେଦିକ ଗଛ ଡାଇବେଟିସ୍‌ ଓ କ୍ୟାନ୍ସର ଭଳି ରୋଗର ଉପଶମ କରିପାରିବ? କେବଳ ଏତିକି ନୁହେଁ ଏହା ବ୍ଲଡ୍‌ ସୁଗାର ବା...

kolkata
ଅାଉ ଜଣଙ୍କ ମୃତଦେହ ଉଦ୍ଧାର

କୋଲକାତା  : କୋଲକାତା ମାଝେରହାଟ୍ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ବଢ଼ିଛି ମୃତକଙ୍କ ସଂଖ୍ୟା। ଅାଜି ଅାଉ ଜଣଙ୍କ ମୃତଦେହ ବ୍ରିଜ୍ ତଳୁ ବାହାରିଛି। ମିଳିଥିବା ସୂଚନା ମୁତାବକ ମୃତକ ଜଣକ ମେଟ୍ରୋ ରେଳ ପ୍ରକଳ୍ପରେ କାମ କରୁଥିବା ଶ୍ରମିକ। ଦୁର୍ଘଟଣାରେ ଏବେ ଯାଏ ୩ ଜଣଙ୍କ ମୃତ୍ୟୁ ହୋଇଥିବା...

malnutrition
ନଗଡ଼ା ପରେ ଏବେ ମନୋହରପୁରରେ ଅପପୁଷ୍ଟି ଘଟଣା

ଯାଜପୁର  : ଗୋଟେ ପଟେ ଖାଦ୍ୟାଭାବ , ଅନ୍ୟପଟେ ଛପର ନଥିବା ଘରେ ପଡିରହିଛନ୍ତି ୩ ଶିଶୁ । ଶୁଖିଲା ମୁହଁ, ଭୋକିଲା ପେଟ ବଖାଣୁଛି ଏମାନଙ୍କ ଦୁର୍ଦ୍ଦଶାର କାହାଣୀ। ଯାଜପୁର ଦାନଗଦୀ ବ୍ଲକ୍ ମନୋହରପୁର ଗାଁରେ ଏଇ ବେସାହାରା ପିଲାଙ୍କ ଅବସ୍ଥା ଦୋହରାଇଛି ନଗଡାର ଅପପୁଷ୍ଟି ଘଟଣାର...

smart-child-up
କେମିତି ଆପଣଙ୍କ ପିଲାର ସ୍ମୃତିଶକ୍ତି ପ୍ରଖର କରିବେ, ପଢନ୍ତୁ କିଛି ଟିପ୍‌ସ

ଏକ ଗବେଷଣାରୁ ଜଣାପଡିଛି ଯେ କୈାଣସି ପିଲାର ଶିଖିବାର କ୍ଷମତା ବଢିବା ଓ  ବୈାଦ୍ଧିକ ସ୍ତରରେ ପ୍ରଗତି କରିବା ,ତାର ଲାଳନପାଳନ ଆରମ୍ଭର ୪ ବର୍ଷ ଉପରେ ନିର୍ଭର କରିଥାଏ । କୈାଣସି ନୂଆ ଜିନିଷ ବିଷୟରେ ଶିଖିବା ପାଇଁ ପିଲାଙ୍କ ବ୍ରେନ୍ ୨ରୁ୪ ବର୍ଷ ବୟସରେ ବିକଶିତ...

patkura-up
ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ ପ୍ରଭାବିତ

କେନ୍ଦ୍ରାପଡ଼ା  : ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ୍‌ ପ୍ରଭାବିତ ହୋଇଛି। ପାଣି ଜମି ରହିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରାପଡ଼ା ପୌରପାଳିକାର ବିଭିନ୍ନ ଓ୍ୱାର୍ଡରେ ପାଣି ପଶିଛି। ରଣପଡ଼ା, ଜୟପୁର, ମହିପାଳ, କଜଳା ଅାଦି ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି। ଗୋବରୀ...

rain
ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ବର୍ଷା ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଏବେ ପଶ୍ଚିମବଙ୍ଗ ଏବଂ ଓଡିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦୀଘା ନିକଟରେ ରହିଛି। ଫଳରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା...

telengana-up
ତେଲେଙ୍ଗାନା ବିଧାନସଭା ଭଙ୍ଗ କଲେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ : ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା। ଅାଜି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ ରାଜ୍ୟପାଳ ଇଏଏସଏଲ୍ ନରସିଂହାଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇବା ପରେ ସୁପାରିଶକୁ ଗ୍ରହଣ କରିନେଇଛନ୍ତି ରାଜ୍ୟପାଳ। ଏଥିସହ ଚନ୍ଦ୍ରଶେଖର ରାଓଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ଦେଇଛନ୍ତି ରାଜ୍ୟପାଳ। ନିକଟରେ ତେଲେଙ୍ଗାନା ଗଠନକୁ ୪ ବର୍ଷ ପୂରଣ...

Payel Chakraborty
ହୋଟେଲ୍‌ ରୁମ୍‌ରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

କୋଲକାତା: ବେଙ୍ଗଲୀ ଟିଭି ଓ ଫିଲ୍ମ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ସନ୍ଦେହଜନକ ମୃତ୍ୟୁ।  ଗତକାଲି ସନ୍ଧ୍ୟାରେ ପଶ୍ଚିମବଙ୍ଗ ସିଲିଗୁଡ଼ି ସ୍ଥିତ ଏକ ହୋଟେଲ ରୁମ୍‌ରୁ ପାୟଲଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ତାଙ୍କର ମୃତ୍ୟୁର କାରଣ ସମ୍ପର୍କରେ ସବିଶେଷ ଜଣାପଡ଼ିନାହିଁ। ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅଭିନେତ୍ରୀ ପାୟଲ...