• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

woman
ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମହିଳା ଗର୍ଭବତୀ

ଚାନ୍ଦବାଲି: ପୁଣି ଫେଲ୍ ମାରିଲା ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର। ଅସ୍ତ୍ରୋପଚାର ପରେ ମଧ୍ୟ, ଜଣେ ମହିଳା ଗର୍ଭବତୀ ଥିବା ନେଇ ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଲିଦା ଗାଁରେ ଏହି ଘଟଣା ଘଟିଛି। ତେନ୍ତୁଲିଦା ଗାଁର ସୁଶାନ୍ତ ଦାସଙ୍କ ପତ୍ନୀ ଦେବୀ ଦାସ ଗତ...

child labour
ରେଲୱେ ଷ୍ଟେସନରୁ ୧୫ ଶିଶୁ ଶ୍ରମିକ ଉଦ୍ଧାର

ରାୟଗଡ଼ା: ଚାଲାଣ ବେଳେ ଉଦ୍ଧାର ହେଲେ ଶିଶୁ ଶ୍ରମିକ। ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣବେଳେ ୧୫ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ରାୟଗଡ଼ା ରେଲୱେ ପୁଲିସ୍‌ ସମସ୍ତଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକଙ୍କ ମଧ୍ୟରେ ୧୧ ଜଣ ନାବାଳିକା ଓ ୪ ଜଣ ନାବାଳକ ଅଛନ୍ତି ବୋଲି...

vlcsnap-error758
ପୂଜାରେ ଚାନ୍ଦା ଅାଦାୟକାରୀଙ୍କ ପ୍ରତି କଠୋର ହେଲା ପୁଲିସ

ଭୁବନେଶ୍ୱର: ପୂଜା ଋତୁରେ ଚାନ୍ଦା ଅାଦାୟକାରୀଙ୍କ ପ୍ରତି କଠୋର ହେଲା ପୋଲିସ। ଚାନ୍ଦା ଅାଦାୟକାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଯାନବାହନରୁ ଚାନ୍ଦା ଅାଦାୟକୁ ରୋକିବା ପାଇଁ ପାଟ୍ରୋଲିଂ କରିବାକୁ ରାଜ୍ୟର ସମସ୍ତ ଥାନାର IIC ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। କମ୍ୟୁନିଟି...

vlcsnap-error593
ଗୋଟିଏ ମଇଦାନରେ ରାଜନେତା, ବ୍ୟୁରୋକ୍ରାଟ୍ ଓ ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର: ହାତରେ ବ୍ୟାଣ୍ଡ, ମୁଣ୍ଡରେ କ୍ୟାପ୍ ଏବଂ ନିଜ ନିଜ ଦଳର ଜର୍ସି  ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ରାଜନେତା, ବ୍ୟୁରୋକ୍ରାଟସ୍ ଏବଂ ଗଣମାଧ୍ୟମ ପ୍ରତିନିଧି। ନିଜ ନିଜ କାମ ଚାପରୁ ଦୂରେଇ ଖେଳିଛନ୍ତି ଫୁଟବଲ୍ ମ୍ୟାଚ୍। ଟାଟାଷ୍ଟିଲ୍ ପକ୍ଷରୁ ଅାୟୋଜିତ ଏହି ଫ୍ରେଣ୍ଡଲି ଫୁଟବଲ୍ ଟୁର୍ଣ୍ଣମେଣ୍ଟ୍‌ ଭୁବନେଶ୍ୱର କଳିଙ୍ଗ...

vlcsnap-error722
ଅାଲିବାବା ପ୍ରତିଷ୍ଠାତାଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ବିଶ୍ୱର ନାମୀ ଇ-କମର୍ସ ସଂସ୍ଥା ଅାଲିବାବାର ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ମା ଅବସର ଘୋଷଣା କରିଛନ୍ତି। ଏକ ଛୋଟ ବାଣିଜ୍ୟ ଭିତ୍ତିକ ୱେବ୍‌ସାଇଟ୍‌ ନିର୍ମାଣ କରି ରାତାରାତି କୋଟିପତି ପାଲଟିଥିବା ଜ୍ୟାକ୍ ମା ଅାସନ୍ତା ସୋମବାର ନିଜ ସଂସ୍ଥାରୁ ଅବସର ନେବେ। ଅବସରେ ପରେ ଶିକ୍ଷା...

vlcsnap-error734
ଅନନ୍ତନାଗ ଜିଲ୍ଲାରେ ଏନ୍‌କାଉଣ୍ଟର, ଜଣେ ଅାତଙ୍କବାଦୀର ମୃତ୍ୟୁ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଏନ୍‌କାଉଣ୍ଟର। ଅାତଙ୍କବାଦୀମାନେ ପୁଲିସ ପୋଷ୍ଟ ଉପରକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଅାତଙ୍କବାଦୀର ମୃତ୍ୟୁ ହାଇଛି। ଅାତଙ୍କବାଦୀଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେ ଲସ୍କର – ଇ ତୋଇବା ସଂଗଠନ ସହ ସାମିଲ ଥିଲା। ସେ...

vlcsnap-error105
ରାଜଧାନୀ ଦିଲ୍ଲୀରେ ୮୦ ଟଙ୍କା ଟପିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ବେଲଗାମ ତେଲ ଦର। ଲଗାତର ଭାବେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ୍ ଦର୍। ଦିଲ୍ଲୀରେ ରେକର୍ଡ ଦରରେ ବିକ୍ରି ହେଉଛି ପେଟ୍ରୋଲ। ପ୍ରଥମ ଥର ୮୦ ଟଙ୍କାରେ ପହଞ୍ଚିଛି ପେଟ୍ରୋଲ ଦର।  ଗତକାଲି ୭୭ ଟଙ୍କା ୯୯ ପଇସା ଥିବାବେଳେ ଆଜି ୩୯ ପଇସା ବୃଦ୍ଧି...

representational
ବନ୍ଦ କୋଠରୀରେ ୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ନୀଳଗିରି: ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ପ୍ରଧାନଶିକ୍ଷକ ବିରୋଧରେ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ସ୍ଥିତ ନିଜଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ପଣ୍ଡାଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି। ୩ ଜଣ ଛାତ୍ରୀଙ୍କୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ତାଙ୍କୁ...

Cuttack
କଟକରେ ଦବି ଗଲା ରାସ୍ତା

କଟକ: କଟକ ସିଡିଏ ସେକ୍ଟର -୯ ନିକଟରେ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି। ଟନ୍‌ପେ ନିକଟରେ ରାସ୍ତାର କିଛି ଅଂଶ ଦବି ଯାଇ ଏକ ବିରାଟ ଗାତ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ...

vlcsnap-error388
ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ମୋହନା: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡମ୍ବଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ସେହି ଗାଁର ମାଗଦା ପ୍ରଧାନଙ୍କ ପୁଅ...

vlcsnap-error738
ଏଡିଏମ୍‌ଙ୍କୁ ମିଳିଲାନି ସରକାରୀ ଗାଡ଼ି; ଚାଲି ଚାଲି ଗଲେ ଅଫିସ୍‌

ମାଲକାନଗିରି: ଅତିରିକ୍ତ ଜିଲ୍ଲାପାଳଙ୍କୁ ମିଳିଲାନି ସରକାରୀ ଗାଡ଼ି। ସରକାରୀ ଗାଡ଼ି ଖରାପ କାରଣରୁ ଦେଢ଼ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଅଫିସ୍‌ ଗଲେ ଅତିରିକ୍ତ ଜିଲ୍ଲାପାଳ। ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ଶତପଥୀ ଗତକାଲି ନିଜ ବାସଭବନରୁ ଅଫିସକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ଏ...

elephant
ଖାଲରୁ ଉଦ୍ଧାର ହେବା ପରେ ଫରେଷ୍ଟରଙ୍କ ଏମିତି ଅବସ୍ଥା କଲା ହାତୀ

ତେଲକୋଇ: ଧାନ ଖାଇବାକୁ ଆସିଥିବା ବେଳେ ପାଣି ଭର୍ତ୍ତି ଏକ ଖାଲରେ ପଡ଼ି ଯାଇଥିଲେ ଦୁଇଟି ହାତୀ। ସେଥିରୁ ଗୋଟିଏ ବାହାରି ପଳାଇ ଯାଇଥିବା ବେଳେ ଆଉ ଗୋଟିଏ ରହି ଯାଇଥିଲା। ବନ କର୍ମଚାରୀମାନେ ହାତୀଟିକୁ ସେଠାରୁ ଉଦ୍ଧାର କରି ଥିଲେ। କିନ୍ତୁ ଖାଲରୁ ଉଦ୍ଧାର ହେବା ପରେ...

cabinet
ଏଣିକି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ପଦ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର: ଏଣିକି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଭୋଟରମାନେ ସିଧାସଳଖ ଭୋଟ ଦେଇ ଏମାନଙ୍କୁ ଚୟନ କରିବେ। ଏପରିକି ଉପାଧ୍ୟକ୍ଷ, ଡେପୁଟି ମେୟର ପଦ ପାଇଁ ମଧ୍ୟ ପ୍ରତ୍ୟକ୍ଷ ନିର୍ବାଚନ ହେବ।  ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

otv2
ବୈତରଣୀରେ ବନ୍ୟା; ଅନେକ ଅଞ୍ଚଳ ପ୍ରଭାବିତ

ଭୁବନେଶ୍ୱର: ବୈତରଣୀରେ ବନ୍ୟା ପରିସ୍ଥିତି। ଏଥିପାଇଁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝର ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ୧୮.୪୭ମିଟର ଉପରେ ଜଳ ପ୍ରବାହିତ ହେଉଛି।  ଏଥିଯୋଗୁ ଭଣ୍ଡାରୀ ପୋଖରୀ ବ୍ଲକର ୯ଟି ପଞ୍ଚାୟତ ସହ ଧାମନଗରର...

NALI AKHI KU
ନିଲମ୍ବନ ନାଲିଅାଖିକୁ ଶିକ୍ଷକଙ୍କ ବେଖାତିର

ଭୁବନେଶ୍ୱର: ଖରା ବର୍ଷାରେ ଅହୋରାତ୍ର ଅାନ୍ଦୋଳନକୁ ବିତିଲାଣି ୨୩ ଦିନ। ଦାବି ପୂରଣ ପାଇଁ ସରକାରଙ୍କ ଦରଦ ତ ନାହିଁ ବରଂ ନିଲମ୍ବନର ନାଲି ଅାଖି ଦେଖାଇ ଶିକ୍ଷକ ଅାନ୍ଦୋଳନକୁ ଭଣ୍ଡୁର କରିବାକୁ ଚାଲିଥିବା ଚକ୍ରାନ୍ତକୁ ନେଇ ତାତିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ସଫା ସଫା ଶୁଣାଇଛନ୍ତି...