• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

karan
ଧାରା ୩୭୭: କରଣ ଜୋହରଙ୍କୁ ଏମିତି ରସମଲାଇ କଥା କହିଲେ ରଣବୀର ସିଂ

ମୁମ୍ବାଇ: ଧାରା ୩୭୭ ଉଚ୍ଛେଦ ପ୍ରସଙ୍ଗରେ ଟ୍ୱଙ୍କିଲ ଖାନ୍ନାଙ୍କ  ‘ପାଇଜାମା’ ପୁସ୍ତକ ଉନ୍ମୋଚନ ଉତ୍ସବରେ କରନ୍‌ ଜୋହରଙ୍କୁ ଟ୍ରୋଲ କରିଛନ୍ତି ରଣବୀର ସିଂ । ଧାରା ୩୭୭ ଉଚ୍ଛେଦ ହେବା ପରେ ଜଣାଶୁଣା ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହାର ଟ୍ୱିଟରରେ ନିଜର ଖୁସି ବ୍ୟକ୍ତ କରିଥିଲେ। କରଣ ତାଙ୍କ ଟ୍ୱିଟରରେ ଲେଖିଥିଲେ,“...

mokkil-up
ମହମ୍ମଦ ମୋକିମଙ୍କ ସମେତ ୧୭ ଜଣଙ୍କୁ ଜାମିନ୍

କଟକ  : କଟକ ପୁରୀଘାଟ ପୁଲିସ ଦ୍ୱାରା ରାତି ଅଧିଅା ଗିରଫ ହୋଇଥିବା କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ଙ୍କୁ ମିଳିଛି ଜାମିନ୍। କଟକ SDJMଙ୍କ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ସହ ସମସ୍ତ ୧୭ ଜଣଙ୍କୁ ମଧ୍ୟ ଜାମିନ୍ ମିଳିଛି। ପୁରୀଘାଟ ଥାନାରେ...

encounter
ଜମ୍ମୁ ଓ କାଶ୍ମୀରର ରିଅାସି ଜିଲ୍ଲାରେ ଏନକାଉଣ୍ଟର

ଜମ୍ମୁ : ଜାମ୍ମୁ ଓ କାଶ୍ମୀରର ରିଅାସି ଜିଲ୍ଲାରେ ଏନକାଉଣ୍ଟର। ଗୁଳି ବିନିମୟରେ ତିନି ଜଣ ଜୈସି ଇ ମହମ୍ମଦ ଅାତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି   ରିଅାସି ଜିଲ୍ଲାର ଏକ ଘରେ ଅାତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସର୍ଚ୍ଚ ଅପରେସନ...

mallya
ପଳାତକ ବିଜୟ ମାଲ୍ୟାଙ୍କ ମନ୍ତବ୍ୟ ପରେ ରାଜନୈତିକ ଝଡ଼

ନୂଆଦିଲ୍ଲୀ : ପଳାତକ ବିଜୟ ମାଲ୍ୟାଙ୍କ ମନ୍ତବ୍ୟ ପରେ ଏବେ ରାଜନୈତିକ ଝଡ  ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  ଓ ବିଜୟ ମାଲ୍ୟାଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଥିବା କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି। ସେମାନଙ୍କ ଭିତିରି ବୁଝାମଣାରେ ହିଁ ବିଜୟ ମାଲ୍ୟା ଫେରାର ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ...

snake-up up
ସାପ କାମୁଡ଼ାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ମାଲକାନଗିରି  : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କେଣ୍ଡାପାଲ୍ଲୀ ଗାଁରେ ସାପ କାମୁଡ଼ାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ମୃତକ ହେଲେ କେଣ୍ଡାପାଲ୍ଲୀ ଗାଁର ଯୋଡ଼ି ସୁକି। ଗତ ରାତିରେ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଏମଭି-୭୯ ହସ୍‌ପିଟାଲକୁ ନେଇଥିଲେ। ସେଠାରେ...

00
ସୋଶାଲ୍‌ ମିଡିଆରେ ଫ୍ୟାନ୍‌ଙ୍କୁ କିମିଆ କରିଛନ୍ତି ଏହି ବିଦେଶୀ ଗାୟିକା

ସେ ଦେଖିବାକୁ ଯେତିକି ସୁନ୍ଦରୀ ତାଙ୍କ ଗୀତର ମାଧୁର୍ଯ୍ୟ ଆହୁରି ଅଧିକ ସୁନ୍ଦର। ଆପଣ ଥରେ ତାଙ୍କ ଗୀତ ଥରେ ଶୁଣିଲେ ମନ ଲାଖିଯିବ। ଆପଣଙ୍କୁ ସବୁବେଳେ ସେହି ଗୀତ ଶୁଣିବାକୁ ଇଚ୍ଛା ହେବ। ସେ ଅନେକ ଭାଷାରେ ଗୀତ ଗାଇ ପାରନ୍ତି। ସେ ବହୁତ ହିନ୍ଦୀ ଗୀତ...

train 5
ରେଳ ବଗି ସଦୃଶ ନିର୍ମାଣ ହୋଇଛି ଶ୍ରେଣୀ ଗୃହ

ମାଲକାନଗିରି : କୁନି କୁନି ପିଲା ପଢୁଛନ୍ତି ରେଳ ଡବା ଭିତରେ। ପୁଣି ରେଳ ଡବାର ଡୋର ନିକଟରେ ପିଲାମାନେ ଭିଡ଼ ଜମାଇ ଥିବା ଭଳି ଜଣାପଡୁଛି। ଏହା ଭ୍ରମ ସୃଷ୍ଟି କରୁଥିଲେ ବି ପ୍ରକୃତରେ ଏହା ହେଉଛି ଶ୍ରେଣୀ ଗୃହ। ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା...

pahur-up
ରାତି ପାହିଲେ ନୂଆଁଖାଇ

ଭୁବନେଶ୍ୱର : ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପୀଠ, ମନ୍ଦିର, ଘର, ଦ୍ୱାର ସବୁଠି ସରିଛି ସଜବାଜ। ଜମିବ ଖିଅାପିଅା, ନାଚଗୀତରେ ଦୁଲୁକିବ ଗାଁରୁ ସହର। ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବାବେଳେ ଅପେକ୍ଷା ନିର୍ଦ୍ଧାରଣ ହୋଇଥିବା ଅାସନ୍ତାକାଲିର ସେହି ଶୁଭ ମୂହୁର୍ତ୍ତକୁ। ଘରେ ଘରେ ପ୍ରସ୍ତୁତି...

accident
ଯାତ୍ରାପାର୍ଟି ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି ଏକ ଦୁର୍ଘଟଣା । ଗଣେଶ ପୂଜାରେ ଦୁଇ ସାଙ୍ଗ ପୂଜା ପରେ ବାଇକ୍‌ରେ ବୁଲିବାକୁ ଯାଉଥିଲେ। ହେଲେ ଅଧା ରାସ୍ତାରେ ଧକ୍କା ଦେଲା ଯାତ୍ରା ପାର୍ଟି ଟ୍ରକ୍‌। ଘଟଣାସ୍ଥଳରେ ହିଁ ଶେଷ ଯାତ୍ରାରେ ଚାଲିଗଲେ ଦୁଇ ସାଙ୍ଗ। ସୂଚନା ଅନୁସାରେ...

naveen
ଦିଲ୍ଲୀରୁ ଫେରିବା ପରେ ପ୍ରତିକ୍ରିୟା ରଖିଲେ ନବୀନ

ଭୁବନେଶ୍ୱର : ଦିଲ୍ଲୀରୁ ଫେରିବା ପରେ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାମ ବାବୁ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି । ତାଙ୍କ ଅଭିଯୋଗ ସବୁବେଳେ ନିଷ୍ଫଳ ଏବଂ ହାସ୍ୟାସ୍ପଦ ବୋଲି କହିଛନ୍ତି ନବୀନ। ଦାମ ନୂଅା...

gamvir 2
ଗୌତମ ଗମ୍ଭୀରଙ୍କ ନୂଆ ରୂପ

ନୂଆଦିଲ୍ଲୀ: କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ଖେଳିବା ବ୍ୟତୀତ ସମାଜ ସେବାରେ ମଧ୍ୟ ସକ୍ରିୟ ଥିବାର ଦେଖାଯାଏ। ଛତିଶଗଡ଼ ନକ୍ସଲ ହିଂସାରେ ଶହୀଦ ହୋଇଥିବା ଯବାନଙ୍କ ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ ହେଉ ଅବା କାଶ୍ମୀରରେ ଶହୀଦ ହୋଇଥିବା ଏଏସ୍‌ଆଇ ଅବ୍ଦୁଲ ରଶୀଦଙ୍କ ଝିଅକୁ ସହାଯ୍ୟ କରିବା, ସବୁ ଜାଗାରେ...

vlcsnap-error501
ଦଳରୁ ବହିଷ୍କାର ପରେ ନବୀନଙ୍କୁ ଦାମଙ୍କ ସିଧା ହମ୍‌ଲା

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ନବୀନଙ୍କୁ ସିଧା ହମ୍‌ଲା କରିଛନ୍ତି। ସେ ଆକ୍ରମଣକୁ ଶାଣିତ କରି କହିଛନ୍ତି ନବୀନ ଯେତେ ଶୀଘ୍ର ଓଡ଼ିଶାରୁ ଯିବେ ରାଜ୍ୟର ମଙ୍ଗଳ ହେବ। ନବୀନ ପଟ୍ଟନାୟକ ନିଜର ସ୍ଥିତି ରକ୍ଷା କରିବାପାଇଁ ଯେଭଳି ନୀତି ବଦଳାଉଛନ୍ତି ତାହା ବିଜୁ...

banned medicine
ପୀଡ଼ାନାଶକ ଔଷଧ ସମେତ ୩୨୮ ଡ୍ରଗ୍ସ ଉପରେ ବ୍ୟାନ୍‌ ଲଗାଇଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପୀଡ଼ାନାଶକ ଔଷଧ ସାମୟିକ ଭାବେ ଆଶ୍ୱସ୍ତି ଦେଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏ ନେଇ ରିପୋର୍ଟ ଆସିବା ପରେ ପୀଡ଼ାନାଶକ ଔଷଧଗୁଡିକ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯାଇଛି। ବିଶେଷ କରି ମୁଣ୍ଡବ୍ୟଥା, ସର୍ଦ୍ଦି, କାଶ ଓ ପେଟବ୍ୟଥାର ଉପଶମ ପାଇଁ ଏହି ଔଷଧ ଗୁଡିକର...

k
ମହୁମାଛି ଆକ୍ରମଣରେ ଛାତ୍ର ମୃତ

ରାୟଗଡ଼ା: ମହୁମାଛି ଆକ୍ରମଣରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଛାତ୍ର ଗୁରୁତର ଆହତ  ହୋଇଛନ୍ତି। ସୂଚନା ଅନୁସାରେ, ଛାତ୍ରମାନେ ଗଣେଶ ପୂଜା ପାଇଁ ଜଙ୍ଗଲକୁ ପତ୍ର ଆଣିବାକୁ ଯାଇଥିବା ବେଳେ ମହୁମାଛି ତାଙ୍କୁ ଆକ୍ରମଣ କରିଥିଲା। ସମସ୍ତେ ରାୟଗଡ଼ା କାରୁବାଇ ଆଶ୍ରମ ସ୍କୁଲର ଛାତ୍ର।...

medical
ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

ମାଲକାନଗିରି: ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ମାଲକାନଗିରି ଜିଲ୍ଲା ବାଲିମେଳା ଅର୍କେଲ୍ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁସାରେ, ରାଜୁ ବାଘା ନାମକ ଜଣେ ରୋଗୀଙ୍କୁ ଜ୍ୱର ହୋଇଥିବାରୁ ଆଜି ଭୋର୍‌ ୪ଟାରେ ପରିବାର ଲୋକେ ତାଙ୍କୁ ଅର୍କେଲ ହସ୍ପିଟାଲ ନେଇ ଯାଇଥିଲେ। ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ...

Baijayant Panda meets Damodar Rout
ବୈଜୟନ୍ତ କହିଲେ, ‘ଦାମ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅନ୍ୟାୟ ଭଳି ଲାଗୁଛି’

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଭେଟିଛନ୍ତି। ଦାମୋଦର ରାଉତ ବିଜେଡିରୁ ବହିଷ୍କାର ପରେ ବୈଜୟନ୍ତ ପଣ୍ଡାଙ୍କ ଏହା ହେଉଛି ପ୍ରଥମ ସାକ୍ଷାତ। ଦାମୋଦର ରାଉତଙ୍କୁ ଭେଟିବା ପରେ ବୈଜୟନ୍ତ...

Mohammed Moquim
କଂଗ୍ରେସ ନେତା ମହମ୍ମଦ ମୋକିମ୍‌ ଗିରଫ

କଟକ: କଟକ ପୁରୀଘାଟ ଥାନାରେ କଂଗ୍ରେସର ଭଙ୍ଗାରୁଜା ଅଭିଯୋଗ ଘଟଣାରେ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ଙ୍କୁ ପୁଲିସ୍‌ ଗିରଫ କରିଛି। ଏହି ଘଟଣାରେ ୩ଜଣଙ୍କ କର୍ପୋରେଟର୍‌ଙ୍କ ସମେତ ୧୩ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି। ମୋକିମ୍‌ ଗିରଫ ହେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି –...