• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Ajira-Anuchinta-1
ଦୁଃଖ ଓ ବିପଦ ସମୟରେ ଆଦୌ ଭାଙ୍ଗି ପଡ଼ନ୍ତୁ ନାହିଁ

ଦୁଃଖ ଓ ବିପଦ ସମୟରେ ଆଦୌ ଭାଙ୍ଗି ପଡ଼ନ୍ତୁ ନାହିଁ। ଦୁଃଖକୁ ଧୈର୍ଯ୍ୟ ଓ ସାହସର ସହିତ ମୁକାବିଲା କରନ୍ତୁ। ଆକାଶରେ କଳାବାଦଲ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସୂର୍ଯ୍ୟଙ୍କୁ ଢାଙ୍କି ଦିଏ। କିନ୍ତୁ ସେ ପୁଣି ସାରା ଦୁନିଆକୁ କିରଣ ଦିଅନ୍ତି। ସେମିତି ଆମ ଜୀବନଚକ୍ରରେ କିଛି...

mobile
ମୋମୋ ଗେମ୍‌ସ୍‌ ପରେ ‘ଅଲିଭିଆ’ ଆତଙ୍କ; ସତର୍କ କଲା କ୍ରାଇମ୍‌ବ୍ରାଞ୍ଚ୍‌

ଭୁବନେଶ୍ୱର: ମୋମୋ ଗେମ୍‌ସ୍‌ ପରେ ‘ଅଲିଭିଆ’ ଆତଙ୍କ ଦେଖାଦେଇଛି। ‘ଅଲିଭିଆ’ ନାଁରେ ଆସୁଥିବା ମେସେଜ୍ ପ୍ରତି ସତର୍କ ରହିବାକୁ ଓଡିଶା କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି। କୌଣସି ଅଜଣା କିମ୍ବା ସନ୍ଦେହଜନକ ବ୍ୟକ୍ତିଙ୍କ ମେସେଜ୍‌ ଗ୍ରହଣ ନ କରିବା ପାଇଁ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛି...

ganesh
ଦେଖନ୍ତୁ ସୁନାରେ ଝଟକୁଛନ୍ତି ଗଣେଶ, ଜଗିଛି ଡ୍ରୋନ୍‌ କ୍ୟାମେରା

ମୁମ୍ବାଇ: ଦେଶର ବିଭିନ୍ନ ସ୍ଥାନରେ ଧୁମ୍‌ଧାମ୍‌ରେ ଗଣେଶ ପୂଜା ପାଳିତ ହୋଇଛି। ବିଜ୍‌ନେସ୍‌ ସେଣ୍ଟର କହୁଯାଉଥିବା ମୁମ୍ବାଇ ସହରରେ ମଧ୍ୟ ଗଣେଶ ପୂଜା ପାଳିତ ହୋଇଛି। ମହାରାଷ୍ଟ୍ରରେ ଗଣେଶ ପୂଜାର ସ୍ୱତନ୍ତ୍ରତା ସବୁଠାରୁ ଅଲଗା। ଚଳିତ ବର୍ଷ ଗଣେଶ ପୂଜା ଅବସରରେ ମୁମ୍ବାଇର ସିଅନ୍‌ ଇଷ୍ଟ୍‌ ସ୍ଥିତ ଗଣେଶଙ୍କ...

gan-bbsr
ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ନିଆରା ଗଣେଶ ମୂର୍ତ୍ତି

ଭୁବନେଶ୍ୱର: ରାଜଧାନୀରେ ଗଣେଶ ପୂଜା ବହୁତ ଜାକଜମକରେ ପାଳିତ ହୋଇଯାଇଛି। ସ୍କୁଲ କଲେଜ ସହିତ ବିଭିନ୍ନ କ୍ଲବ, ବ୍ୟବସାୟିକ ସଂଘ ଓ ସଂଗଠନ ପକ୍ଷରୁ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ପୂଜା ମଣ୍ଡପ ସଜେଇ ହୋଇଥିଲା। ଏହା ସହିତ ରାଜଧାନୀର ଅନେକ...

niranjan
ଶ୍ରୀକାନ୍ତଙ୍କ ଘରେ ନିରଞ୍ଜନ

ଭୁବନେଶ୍ୱର: ଶ୍ରୀକାନ୍ତଙ୍କ ଘରେ ନିରଞ୍ଜନ। ଗଣେଶ ଚତୁର୍ଥୀ ଅବସରରେ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କ ଘରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା। ଗତକାଲି ଶ୍ରୀକାନ୍ତ ଜେନାଙ୍କ ଘରେ ଗଣେଶ ପୂଜା ଆୟୋଜିତ ହୋଇଥିଲା। ନିରଞ୍ଜନଙ୍କ ସହ ଦଳର ଅନ୍ୟ କିଛି ନେତା ଏହି...

acsi
ଅଟୋ-ଟ୍ୟାଙ୍କର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ

ରାୟଗଡ଼ା: ଯାତ୍ରୀବାହୀ ଅଟୋ ଓ ଟ୍ୟାଙ୍କର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା। ରାୟଗଡ଼ା ଜିଲ୍ଲା ଜେକେପୁର ନାଇଡ଼ୁପେଟା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ଆମ୍ମା।...

gulii
ଗୁଳିମାଡ଼ରେ ଢାବା ମାଲିକ ଆହତ

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ଗୁଳି। ଗତକାଲି ଗଣେଶ ପୂଜାକୁ ନେଇ ରାଜଧାନୀ ଉତ୍ସବମୁଖର ଥିବାବେଳେ ଖଣ୍ଡଗିରି କଳିଙ୍ଗ ଷ୍ଟୁଡ଼ିଓ ନିକଟରେ ଗୁଳି ଫୁଟିଛି। ଗୁଳିମାଡ଼ରେ ଜଣେ ଢାବା ମାଲିକ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଆହତ ଢାବା ମାଲିକଙ୍କୁ ଏକ...

Nuakhai
ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠ ବି ଚଳଚଞ୍ଚଳ। ଆଜି ଭୋର ସାଢ଼େ ୪ଟାରେ ମାଆ ସମଲେଶ୍ୱରୀଙ୍କ ମନ୍ଦିର ଖୋଲା ଯାଇଥିଲା। ନୂଆ ଶାଢ଼ୀ ସହ ଅଳଙ୍କାର ଧାରଣ ପରେ...

ANNA
ଦୁର୍ନୀତି ବିରୁଦ୍ଧରେ ଅାନ୍ନାଙ୍କ ଭଳି ବୁଲିବି ସାରା ରାଜ୍ୟ : ଦାମ

ଭୁବନେଶ୍ୱର: ଦଳରୁ ବହିଷ୍କାର ପରେ ଦାମଙ୍କୁ ନୈତିକ ସମର୍ଥନ ଦେବାକୁ ହାଜର ହୋଇଥିଲେ ତାଙ୍କ ଶୁଭେଛୁ ଓ ସମର୍ଥକ। ସକାଳୁ ସକାଳୁ ଦାମଙ୍କ ବାସଭବନରେ ଲାଗିରହିଥିଲା ଗହଳି ଚହଳି। ପାରାଦ୍ୱୀପ ସହ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରୁ ବି ପହଁଞ୍ଚିଥିଲେ ଲୋକ। ଦାମଙ୍କୁ ଭେଟିବା ପାଇଁ ପହଁଞ୍ଚିଥିଲେ ପୂର୍ବତନ...

sundari-up
ଫେରିଯିବ 'ସୁନ୍ଦରୀ'

ଭୁବନେଶ୍ୱର : ସୁନ୍ଦରୀକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ,ସେ ଅାସିଥିବା ମଧ୍ୟପ୍ରଦେଶ ବାନ୍ଧବଗଡ଼କୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଅାସନ୍ତା ୧୫ ତାରିଖ ସୁଦ୍ଧା ତାକୁ ବାନ୍ଧବଗଡ଼ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବାନ୍ଧବଗଡ଼ ଓ ଡେରାଡୁନ୍‌ରୁ ୨ଟି ଟିମ୍ ଅାସୁଥିବା...

dama-up
ବିଜେଡିରୁ ବହିଷ୍କାର ପରେ ନବୀନଙ୍କୁ ଦାମଙ୍କ ଡାଇରେକ୍ଟ ଅାଟାକ୍

ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ପରେ ଅଧିକ ଶାଣିତ ହୋଇଛି ଦାମଙ୍କ ସ୍ୱର। ଏଥର ସିଧା ନିଶାନାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ଥିତି ପାଇଁ ନୀତି ବଦଳାଇଛନ୍ତି ନବୀନ, ଯାହା ବିଜୁ ଅାଦର୍ଶର ପରିପନ୍ଥୀ। ନବୀନଙ୍କ ପ୍ରଶ୍ରୟରେ ବିଜୁଙ୍କ ନାଁକୁ ବିକି ଦଳେ ଲୋକ ଓଡ଼ିଶାକୁ ଲୁଟୁଛନ୍ତି। ବିଜୁଙ୍କ ଅାତ୍ମା...

folded hands
ପଛ ବେଞ୍ଚରେ ବସୁଥିଲା, ଏମତି ଏକ ଘଟଣା ସବୁ କିଛି ବଦଳାଇଦେଲା

– ଓମ୍‌ପ୍ରକାଶ ସାହୁ ଦୁଃଖ ଭିତରେ ହିଁ ସୁଖର ସତ୍ତା ରହିଛି। ଦୁଃଖକୁ ଭୋଗି ପାରିଲେ ହିଁ ସୁଖର ବାଟ ଖୋଲିଯାଏ। ସର୍ବଶକ୍ତିମାନଙ୍କ ଦ୍ୱାର ଦୂର ହୋଇପାରେ ମାତ୍ର ଦୁଷ୍ପ୍ରାପ୍ୟ ନୁହେଁ। ଆପଣ ଯଦି ସତ୍‌ପଥରେ ଥିବେ, ଆପଣଙ୍କର କର୍ମ ଯଦି ସତ୍‌ ଥିବ ତେବେ ସେ ଆପଣଙ୍କ...