• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

freedom fighter
ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କନିଷ୍ଠ ପୁତ୍ର ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା। ଗତକାଲି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦୀର୍ଘ...

train
ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

କଲ୍ୟାଣସିଂହପୁର : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ଦାମନଯୋଡ଼ି ନାଲକୋ ପ୍ଲାଣ୍ଟରୁ ଆଲୁମିନା ନେଇ ଆସୁଥିବାବେଳେ ଭାଲୁମଷ୍କା ଷ୍ଟେସନଠାରୁ କିଛି ଦୂରରେ ଏକ ମାଲବାହୀ ଗାଡ଼ି ଲାଇନଚ୍ୟୁତ ହୋଇଛି। ଏଥିଯୋଗୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ହୀରାଖଣ୍ଡ ଏକ୍ସପ୍ରେସ୍‌ ଲକ୍ଷ୍ମୀପୁର ନିକଟରେ ଅଟକିଥିବାବେଳେ, କୋରାପୁଟ-ରାଉରକେଲା ଇଣ୍ଟରସିଟି...

modi-up
୨୨ରେ ମୋଦି, ୨୪ରେ ଓଡ଼ିଶା ଅାସିବେ ଶାହା

ଭୁବନେଶ୍ୱର :୨୨ରେ ଝାରସୁଗୁଡ଼ା ଅାସିବେ ପ୍ରଧାନମନ୍ତ୍ରୀ ମୋଦି, ଅାଉ ୨୪ରେ ପୁରୀ ଅାସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨ ଦିନ ଗ୍ୟାପ୍‌ରେ ଓଡ଼ିଶାକୁ ଦୁଇ ଦୁଇ ଜଣ ହେଭିୱେଟ୍‌ଙ୍କ ଗସ୍ତକୁ ନେଇ ବେଶ୍ ଚଳଚଞ୍ଚଳ ରାଜ୍ୟ ବିଜେପି କ୍ୟାମ୍ପ। ନିକଟରେ ଦିଲ୍ଲୀରେ ଦଳର ଜାତୀୟ କାର୍ଯ୍ୟକାରିଣୀରେ...

PETROL PRICE
ବେଲଗାମ ତେଲ ଦର ଉପରେ କେମିତି ଲାଗିବ ଅଙ୍କୁଶ ?

ଭୁବନେଶ୍ୱର: ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲର ଦର। ଅାଜି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୮୩ ଟଙ୍କା ୫୪ ଥିବା ବେଳେ ଡିଜେଲ ଦର ରହିଛି ୮୨ଟଙ୍କା ୫ ପଇସା। ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୯ଟଙ୍କା ୭୬ ପଇସା...

whatsapp-up
ହ୍ୱାଟ୍‌ସଆପ୍‌ ବ୍ୟବହାର କରିବାରୁ ଯୁବତୀଙ୍କ ଭାଙ୍ଗିଲା ବାହାଘର

ଲକ୍ଷ୍ନୌ: ସୋଶାଲ୍‌ ମିଡିଆର ବ୍ୟବହାର ଫଳରେ ଯୁବପିଢ଼ୀମାନେ ବିଭିନ୍ନ ସୁବିଧା ସୁଯୋଗ ହାତ ପାହନ୍ତାରେ ପାଇପାରୁଛନ୍ତି। ହେଲେ ଏହି ସୋଶାଲ ମିଡ଼ିଆ ବ୍ୟବହାର ଦ୍ୱାରା ହିଁ ସେମାନଙ୍କ ଉପରେ ବହୁ କୁପ୍ରଭାବ ପଡ଼ିଥାଏ ବୋଲି ଅଭିଭାବକମାନେ ଅନେକ ସମୟରେ ଚିନ୍ତିତ ଥାନ୍ତି। ଏହାର ବ୍ୟବହାରକୁ ବି କିଛି ବାପା...

mehul
ମୁହଁ ଖୋଲିଲେ ପଳାତକ ବ୍ୟବସାୟୀ ମେହୁଲ ଚୋକସୀ

ନୂଆଦିଲ୍ଲୀ : ଦୀର୍ଘ ଦିନର ଲୁଚକାଳି ପରେ ସାମ୍ନାକୁ ଅାସିଛନ୍ତି ପଳାତକ ବ୍ୟବସାୟୀ ମେହୁଲ ଚୋକସୀ । ପିଏନ୍‌ବି ମହାଠକେଇରେ ସଂପୃକ୍ତି ଅଭିଯୋଗ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମେହୁଲ। ସେ ଅାଶ୍ରୟ ନେଇଥିବା ଅାଣ୍ଟିଗୁଅାରୁ ଏକ ଭିଡିଓ ଜାରି କରିଛନ୍ତି । ନ୍ୟୁଜ୍‌ ଏଜେନ୍ସୀ...

boat up--
ଡଙ୍ଗାବୁଡ଼ି ୪ ନିଖୋଜ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବର୍ଲାବନ୍ଧ ନାଳରେ ଡଙ୍ଗାବୁଡ଼ି ୪ ନିଖୋଜ। ଗତକାଲିଠୁ ଏମାନେ ନିଖୋଜ ଅଛନ୍ତି। ନାକାମାମୁଡ଼ି ପଞ୍ଚାୟତରେ ଏହି ଅଘଟଣ ଘଟିଛି। ଚାଷ କାମ ସାରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାରେ ୭ ଜଣ ଥିଲେ। ସେମାନଙ୍କ ମଧ୍ୟରୁ...

school3
କେତେ ଅାଦର୍ଶ, ନୂଅାପଡା କେଶରାଜପୁର ଅାଦର୍ଶ ବିଦ୍ୟାଳୟ ?

ନୂଅାପଡ଼ା : ବ୍ଲକ୍ ସ୍ତରରେ ଅାରମ୍ଭ ହେବ ଅାଦର୍ଶ ବିଦ୍ୟାଳୟ। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ମିଳିବ ଉନ୍ନତ ଶିକ୍ଷା। ଏପରିକି ପିଲାଙ୍କୁ ଦିଅାଯିବ ଅାବାସିକ ବ୍ୟବସ୍ଥା। କିନ୍ତୁ ସରକାରଙ୍କର ଏହି ସ୍ୱପ୍ନ ଓ ବାସ୍ତବତା ଭିତରେ ଏବେ ଦେଖାଦେଇଛି ଢେର୍ ଦୂରତା। ଏହାର ଏକ ଉଦାହରଣ...

representational image
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଅାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଯୁବତୀ ଜଣଙ୍କ ବଡବିଲ୍ ଥାନା ଅଂଚଳରେ ରହୁଥିବା ନିଜ ଭଉଣୀ ଘରକୁ ବୁଲି ଯାଇଥିଲେ। ଗତକାଲି ଘରେ କେହି ନଥିବାର ସୁଯୋଗ ନେଇ ଦୁଇ ଜଣ ଯୁବକ ତାଙ୍କୁ ଯୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏନେଇ ଥାନାରେ...

asembly
ପୁଂଜି ନିବେଶକୁ ନେଇ ଶାସକ ବିରୋଧୀ ବାକ୍‌ଯୁଦ୍ଧ

ଭୁବନେଶ୍ୱର : ବିରୋଧୀଙ୍କ ହୋହାଲ୍ଲାରେ ଚାଲିପାରିଲାନି ଗୃହ। କଂଗ୍ରେସ ଓ ବିଜେପି ବିଧାୟକ ପୁଣି ଗୃହରେ ହୋହଲ୍ଲା କରିଥିଲେ। ହଟ୍ଟଗୋଳ ଲାଗି ରହିଥିବାରୁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ଗୃହରେ ସ୍ୱାଭାବିକ ସ୍ଥିତି ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ବର୍ତ୍ତମାନ ସର୍ବଦଳୀୟ ବୈଠକ...

ଗର୍ଭବତୀଙ୍କୁ ମାରି ଗହଣା ଲୁଟିଲେ, ସୁଟ୍‌କେଶ୍‌ରେ ଶବ ଭର୍ତ୍ତି କରି ଅନ୍ୟ ସହର ପଳାଇଲେ

ନୋଇଡ଼ା: ଲୋଭ କେତେ ମାରାତ୍ମକ ହୋଇପାରେ। ସୁନାଗହଣା ଲୋଭରେ ଜଣେ ଗର୍ଭବତୀ ମହିଳାଙ୍କୁ ମାରିଦେଲେ ପଡ଼ୋଶୀ ଦମ୍ପତି। କେବଳ ସେତିକି ନୁହେଁ ତାଙ୍କୁ ମାରିବା ପରେ ମୃତଦେହକୁ  ସୁଟ୍‌କେଶ୍‌ରେ ଭର୍ତ୍ତି କରି ଗାଜିଆବାଦ ନେଇ ଫିଙ୍ଗି ଦେଲେ। ଏମିତି ଘଟଣା ଘଟିଛି ଗୌତମବୁଦ୍ଧ ନଗରରେ। ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ...

anganwadi-up
ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି

ନୂଆଦିଲ୍ଲୀ : ଅଙ୍ଗନବାଡ଼ି କର୍ମୀଙ୍କ ପାରିତୋଷିକ ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏଣିକି ୩ ହଜାର ଟଙ୍କା ପାଉଥିବା କର୍ମୀ ପାଇବେ ୪୫୦୦ ଟଙ୍କା ପାରିତୋଷିକ। ୨୨ଶହ ଟଙ୍କା ପାଉଥିବା କର୍ମୀ ଏଣିକି ୩୫୦୦ ଟଙ୍କା ପାଇବେ। ଅଙ୍ଗନବାଡ଼ି ହେଲପରମାନଙ୍କ...

bus accident
ଘାଟି ତଳକୁ ଖସିଲା ବସ୍‌; ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ମୃତ

ହାଇଦ୍ରାବାଦ: ତେଲେଙ୍ଗାନା ଜାଗତିୟାଲ୍‌ରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ସରକାରୀ ବସ୍‌ ଘାଟି ତଳକୁ ଖସି ପଡ଼ିବା ଫଳରେ ୬ଜଣ ଶିଶୁଙ୍କ ସମେତ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। କିଛି ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ବସ୍‌ରେ ୭୦ଜଣ ଯାତ୍ରୀ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଛି। ଆହତଙ୍କୁ...

baijayanta
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଲେ ‘କଙ୍ଗାରୁ କୋର୍ଟ ଭଳି ଲାଗୁଛି, ଗଣତନ୍ତ୍ର ପାଇଁ ଭଲ ନୁହେଁ’

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିରୋଧରେ ନେତା ଓ କର୍ମୀଙ୍କ ଅଭିଯୋଗ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, କଙ୍ଗାରୁ କୋର୍ଟ ଭଳି ଲାଗୁଛି। ସେ ଆହୁରି କହିଛନ୍ତି ଯେ,‘ଦାମ ବାବୁ ଜଣେ ବରିଷ୍ଠ ନେତା। ସେ ଆଣିଥିବା ଅାରୋପଗୁଡ଼ିକ ଗମ୍ଭୀର। ଏହାର ସତ୍ୟାସତ୍ୟ...

lalu yadav
ମାନସିକ ଚାପରେ ଲାଲୁ

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଡିପ୍ରେସନ୍‌ରେ ଅଛନ୍ତି। ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ (ରିମ୍ସ) ର ନିର୍ଦ୍ଦେଶକ ଆର୍‌ କେ ଶ୍ରୀବାସ୍ତବ ସୋମବାର ଦିନ ଏହା କହିଛନ୍ତି।...

drown
ପୋଖରୀରେ ବୁଡ଼ି ଗଲେ ୩ ଭଉଣୀ

ବାରିପଦା: ପୋଖରୀରେ ବୁଡ଼ି ୩ ସଂପର୍କୀୟ ଭଉଣୀ ମୃତ। ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ବିଲା ତାଡ଼ିସାହିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ତିନି ଭଉଣୀ ହେଲେ ପାର୍ବତୀ ମୁର୍ମୁ (୧୨), ରାଜଶ୍ରୀ ମୁର୍ମୁ (୮) ଓ କାବି ମୁର୍ମୁ (୧୦)। ଆଜି ସକାଳେ ପାଲ...

police station
ଅଙ୍ଗନବାଡି ଦିଦିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

ଢେଙ୍କାନାଳ: ଅଙ୍ଗନବାଡି ଦିଦିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ସୂଚନା ଅନୁସାରେ, ଅଙ୍ଗନବାଡି ଦିଦି ଜଣଙ୍କ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟା ବେଳେ ଯୋରନ୍ଦାରେ ଏକ ମିଟିଂ ସାରି ତାଙ୍କ ଭାଇଙ୍କ...