• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Typhoon Mangkhut
ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ମାଙ୍ଗଖୁଟ୍‌ର ତାଣ୍ଡବ; ୨୫ମୃତ

ମାନିଲା (ଫିଲିପାଇନ୍ସ): ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ମାଙ୍ଗଖୁଟ୍‌ର ତାଣ୍ଡବ। ମାଙ୍ଗଖୁଟ୍‌ର ପ୍ରଭାବରେ ୨୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ମାଙ୍ଗଖୁଟ୍‌ ଯୋଗୁ ଅନେକ ଲୋକ ପ୍ରଭାବିତ ହେବାସହ ଅନେକ...

accident
ବୋଲେରୋ ଧକ୍କାରେ ଦୁଇ ବାଇକ୍‌ ଆରୋହୀ ମୃତ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା-ମୋଟେର ରାସ୍ତାର ଦୁଲକିବନ୍ଧ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବୋଲେରୋ ଧକ୍କାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବିଜମରା ଗାଁର ପଦ୍ମନାଭ ରଣା ଓ ବଡ଼କୁଟ୍ରୁ ଗାଁର ସାଇ ସୌରଭ ପଣ୍ଡା। ଗତକାଲି ରାତିରେ ଦୁଇ ସାଙ୍ଗ ପଦ୍ମନାଭ ଓ...

kolkata
କୋଲକାତାର ବାଗ୍ରି ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ

କୋଲକାତା: କୋଲକାତା କ୍ୟାନିଙ୍ଗ୍‌ ଷ୍ଟ୍ରିଟ୍‌ ଅନ୍ତର୍ଗତ ବାଗ୍ରି ମାର୍କେଟ୍‌ର ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପାଖାପାଖି ୩୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ...

accident
ପୋଲ ତଳକୁ ଖସିଲା କାର୍‌; ୨ ମୃତ

ଭୁବନେଶ୍ୱର: ପୋଲ ଉପରୁ କାର୍‌ ଖସି ପଡ଼ିବାରୁ ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଜଟଣୀ ଥାନା ଅନ୍ତର୍ଗତ ଜଟଣୀ-ତଳଖେତା ରାସ୍ତା ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ କାର୍‌ରେ ୩ଜଣ ବ୍ୟକ୍ତି ଜଟଣୀରେ ଗଣେଶ ପୂଜା ଦେଖିସାରି ଭୁବନେଶ୍ୱର ଫେରୁଥିଲେ।...

parrikar
ଏମ୍ସରେ ପାରିକର

ନୂଆଦିଲ୍ଲୀ: ଅସୁସ୍ଥ ଗୋଅା ମୁଖ୍ୟମନ୍ତ୍ରୀ ମନୋହର ପାରିକର। ଦିଲ୍ଲୀ ଏମ୍‌ସରେ ଭର୍ତ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହ, ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଅାଗାମୀ ଦିନରେ ଅାଉ ଗୋଅା...

tiger 0
ଟିଟିଲାଗଡ଼ରେ ବାଘ ଅାତଙ୍କ

ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ବାଘ ଅାତଙ୍କ। ଟିଟିଲାଗଡ଼ କାଲକୁଟ ଜଙ୍ଗଲର ଡୁମେର ବାହାଲ ପ୍ରୋଜେକ୍ଟ ରାସ୍ତା ନିକଟରେ ଏକ କଲରାପତରିଅା ବାଘକୁ ଦେଖିଛନ୍ତି ସ୍ଥାନୀୟ ଲୋକେ। ବାଘଟି ସ୍ଥାନୀୟ ଗୋଳାବାରୁଦ କାରଖାନାକୁ ଯାଇଥିବା ପାଣି ପାଇପ ଉପରେ ଦୀର୍ଘ ସମୟ ଧରି ବସିଥିବା ଦେଖିବାକୁ ମିଳିଥିଲା।...

loan-up
ଋଣ ଯନ୍ତାରେ ଓଡ଼ିଶା

ଭୁବନେଶ୍ୱର : ଋଣ ଯନ୍ତାରେ ଓଡ଼ିଶା । ବଢି ବଢି ଚାଲିଛି ରାଜ୍ୟର ଋଣ ପରିମାଣ। ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ରଖିଥିବା ଉତ୍ତର ଅନୁଯାୟୀ ରାଜ୍ୟର ମୋଟ୍ ଋଣ ପରିମାଣ ରହିଛି ୭୬ହଜାର ୪୨୮ଦଶମିକ୪୧ କୋଟି। ତେବେ ଗଲା ଚାରି ବର୍ଷ ଧରି ରାଜ୍ୟ ସରକାର ଯେଭଳି...

naveen-up
ଦାମଙ୍କ ଦୁର୍ନୀତି ବାଣରେ ସରକାରଙ୍କୁ ଘାଇଲା କରିବାକୁ ବିରୋଧୀଙ୍କ ପ୍ରୟାସ

ଭୁବନେଶ୍ୱର : ବିରୋଧୀଙ୍କ ହାତରେ ଦାମଙ୍କ ଅସ୍ତ୍ର। ସରକାରଙ୍କ ଉପରେ ଦାମ ଯେଉଁ ଦୁର୍ନୀତିର ବୋମା ପକାଇଥିଲେ ତାକୁ ଏବେ ବିଜେପି ଅସ୍ତ୍ର କରିବାକୁ ସଜ ହେଉଛି। ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି କିଛି ବିଜେଡି ନେତାଙ୍କ ଫଟୋ ଦେଖାଇ ଅଭିଯୋଗ କରିଛନ୍ତି। ଅତୀତରେ ଦୁର୍ନୀତି...

lightning
ବଜ୍ରାଘାତରେ ଗଲା ୩ ଜୀବନ

ଖୋର୍ଦ୍ଧା  : ବଜ୍ରାଘାତରେ ଗଲା ୩ ଜୀବନ। ଖୋର୍ଦ୍ଧା ଅଞ୍ଚଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ସାରୁଅ ଗାଁର ପରମାନନ୍ଦ ମହାଭୋଇ ଓ କୁଞ୍ଜୁରୀ ଗାଁର ସଂଜୟ ନାୟକ। ସେହିପରି କୁଞ୍ଜରି ଗାଁର ଦୀନେଶ ନାୟକ,ବବିତା...

murder-up
ଶଙ୍କରପୁର ଗାଁରେ ଯୁବକଙ୍କୁ ହତ୍ୟା!

କଟକ  : କଟକ ଜିଲ୍ଲା ସାଲେପୁର ଥାନା ଶଙ୍କରପୁର ଗାଁରେ ଘର ବାହାରେ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ହେଲେ ସେଖ୍ ଜମିର । ଏହା ଏକ ପ୍ରେମ ଜନିତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ପରିବାର...

bus fare
ବସ୍‌ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ତେଲ ଦର ବଢ଼ିଥିବାରୁ ବସ୍‌ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର। ବସ୍‌ ଭଡ଼ା କି.ମି ପିଛା ୨ ଓ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅର୍ଡିନାରୀ, ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ଓ ଡିଲକ୍ସ, ଏସି ଡିଲକ୍ସ କିମି...

teacher-upo
ଜାରି ରହିଛି ଶିକ୍ଷକଙ୍କ ଅାନ୍ଦୋଳନ

ଭୁବନେଶ୍ୱର : ଲୋୟର ପିଏମଜିରେ ଜାରି ରହିଛି ବ୍ଲକ୍‌ଗ୍ରାଣ୍ଟ ମିଳିତ ଶିକ୍ଷକ, ଅଧ୍ୟାପକ ଓ  କର୍ମଚାରୀ ମଞ୍ଚର ଅାନ୍ଦୋଳନ। ଅାଜି ମଧ୍ୟ ଅାନ୍ଦୋଳନରେ ଅଛନ୍ତି ଶିକ୍ଷକ। ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଅାନ୍ଦୋଳନ ଅାଜିକୁ ମିଶାଇ ୩୧ଦିନରେ ପହଞ୍ଚିଲାଣି। ନିଜ ଦାବିରେ ଅଟଳ ରହିଛନ୍ତି ମିଳିତ...

Damodar Rout
ଦାମ କହିଲେ, ‘ବିଷ୍ଣୁ ଦାସଙ୍କ କଥାରେ କ’ଣ ମୁଁ ଇସ୍ତଫା ଦେବି’

ଭୁବନେଶ୍ୱର: ବିଷ୍ଣୁଦାସଙ୍କୁ ପୁଣି ଦାମଙ୍କ ଟାର୍ଗେଟ୍। ସେ କହିଛନ୍ତି, ‘ଯଦି ସରକାରଙ୍କର କିଛି ନୀତି ନିୟମ ଅଛି, ଦୁର୍ନୀତି ଅଭିଯୋଗ ମୋ ନାଁରେ ପ୍ରମାଣ ହୋଇଛି ମୋର ସଭ୍ୟ ପଦ ରଦ୍ଦ କରି ଦେଉନାହାନ୍ତି। ଆଉ ବିଷ୍ଣୁ ଦାସଙ୍କ କଥାରେ କ’ଣ ମୁଁ ଇସ୍ତଫା ଦେବି। ଜଗତସିଂହପୁରରେ ସେ...

modi
ଆଜିଠାରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଶୁଭାରମ୍ଭ

ନୁଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସ୍ୱଚ୍ଛତା ଅଭିଯାନରେ ସାମିଲ ଥିବା ବ୍ୟକ୍ତି ବିଶେଷଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟରେ ଆଲୋଚନା କରିଛନ୍ତି। ଦେଶର ୧୮ଟି ଭିନ୍ନ  ଭିନ୍ନ  ସ୍ଥାନରେ ବିଭିନ୍ନ ବର୍ଗର...

naveen patnaik
ବିଜେଡିର ସାଙ୍ଗଠନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିର ସାଙ୍ଗଠନିକ ସ୍ତରରେ ଅଦଳବଦଳ। ବିଭିନ୍ନ ଜିଲ୍ଲାର ସାଂଗଠନିକ ସ୍ଥିତି ମଜଭୁତ କରିବା ପାଇଁ ଦଳର ବରିଷ୍ଠ ନେତାଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ଦଳର ସାଧାରଣ ସମ୍ପାଦକ ପ୍ରଶାନ୍ତ ନନ୍ଦ ଆଜି ଏହି ସୂଚନା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି...