• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

kakatapur
କାକଟପୁର ମଙ୍ଗଳା ମନ୍ଦିରରେ ଅଚଳାବସ୍ଥା ସୃଷ୍ଟି; ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଭୁବନେଶ୍ୱର: କାକଟପୁର ମା’ ମଙ୍ଗଳା ମନ୍ଦିରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗତକାଲି ଜଣେ ଶ୍ରଦ୍ଧାଳୁଙ୍କୁ ଠେଲାପେଲା କରିବା ଓ ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ପୁଲିସ୍‌ ୩ ସେବାୟତଙ୍କୁ ଗିରଫ କରିଥିଲା। ୩ ସେବାୟତଙ୍କୁ ପୁଲିସ୍‌ର ଗିରଫ ପ୍ରତିବାଦରେ ଆଜି...

BISWAKARMA PUJA
ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

ଭୁବନେଶ୍ୱର: ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ବିଶ୍ୱକର୍ମା। ଭଗବାନ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି ।  ଭୁବନେଶ୍ୱର, ପାରାଦୀପ, ରାଉରକେଲା ଓ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ସହରରେ ବିଶ୍ୱକର୍ମାଙ୍କ ପୂଜା ଆରମ୍ଭ ହୋଇଯାଇଛି। ପାରାଦୀପରେ ୭ଦିନ ଧରି...

Former minister Dolagobinda Pradhan
ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ସେ କଟକ ସଦର ନିର୍ବାଚନ ମଣ୍ଡଳୀରୁ...

mao-up
ଅର୍ବାନ ମାଓବାଦ ନାଁରେ ବୁଦ୍ଧିଜୀବୀଙ୍କ ଗିରଫଦାରୀକୁ ଲାଲ ସଂଗଠନର ବିରୋଧ

ଭୁବନେଶ୍ୱର : ଦେଶରେ ଜନବାଦୀ ଅାନ୍ଦୋଳନକୁ ଅର୍ବାନ ମାଓବାଦର ଅାଖ୍ୟା ଦେଉଛି ମୋଦି ସରକାର। ଏଭଳି ଅାନ୍ଦୋଳନକୁ ଚପାଇ ଦେବାକୁ ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀଙ୍କୁ ଗିରଫ କରୁଛି ପୁଲିସ। ଏ ସ୍ଥିତି ଏବେ ଜରୁରୀକାଳୀନ ସ୍ଥିତିଠୁ ବି ଅାହୁରି ସଂଗୀନ ହୋଇଥିବା ଅଭିଯୋଗ ଅାଣିଛନ୍ତି ବାସଧାରା ଘୁମୁସର ନାଗାବଳୀ...

NTPC
ନୂଅା ବିଦ୍ୟୁତ ପ୍ରକଳ୍ପକୁ ନେଇ କେନ୍ଦ୍ର-ରାଜ୍ୟ ଟଣାଓଟରା

ଭୁବନେଶ୍ୱର: ଦୋ ଛକିରେ ପ୍ରସ୍ତାବିତ ଏନଟିପିସର ତାଳଚେର ଥର୍ମାଲ ପାଓ୍ୱାର ଷ୍ଟେଜ-୩ ପ୍ରକଳ୍ପ। କେନ୍ଦ୍ର ସରକାର ଚାହୁଁଛନ୍ତି ସେପ୍ଟମ୍ବର ୨୨ରେ ପ୍ରଧାନମନ୍ତ୍ରୀଙ୍କ ହାତରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେଉ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଅାର. କେ ସିଂ। କିନ୍ତୁ...

ban-up
ରାଜ୍ୟରେ ସଂପୂର୍ଣ୍ଣ ନିଷିଦ୍ଧ ହେବ ୩୨୮ ମେଡିସିନ୍

ଭୁବନେଶ୍ୱର : ସାତ ଦିନ ଭିତରେ ସମଗ୍ର ରାଜ୍ୟରେ ବନ୍ଦ ହେବ ନିଷିଦ୍ଧ ଘୋଷଣା କରାଯାଇଥିବା ୩୨୮ ଫିକ୍ସଡ ଡୋଜ୍ କମ୍ବିନେସନ ଡ୍ରଗ୍ । ୭ ଦିନ ସମୟ ଭିତରେ ଯେମିତି ଏହି ସମସ୍ତ ଔଷଧର ବିକ୍ରି ସଂପୂର୍ଣ୍ଣ ବନ୍ଦ ହେବ ତାହା ସୁନିଶ୍ଚିତ କରିବାକୁ ଡ୍ରଗ୍ସ ଇନ୍‌ସପେକ୍ଟରମାନଙ୍କୁ...

student-up
ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

ନବରଙ୍ଗପୁର : ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। ସ୍କୁଲ ଖୋଲିବାର ୬ ମାସ ପୂରିବାକୁ ବସିଲାଣି ,ହେଲେ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ହାଇସ୍କୁଲ ପିଲାଙ୍କ ପାଖରେ ଏଯାଏଁ ପାଠ୍ୟପୁସ୍ତକ ପହଞ୍ଚିନି । ଅବହେଳା ଏତେ, ଯେ କାଲିଠୁ ଦଶମ ଶ୍ରେଣୀ ପ୍ରିଟେଷ୍ଟ ପରୀକ୍ଷା ଅାରମ୍ଭ ହେଉଥିବା ବେଳେ ପିଲାଏ...

prasant kishore
ଜେଡିୟୁରେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଜନତା ଦଳ ୟୁନାଇଟେଡରେ ଯୋଗ ଦେଇଛନ୍ତି। ପାଟନାରେ ଅାୟୋଜିତ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ସେ ସାମିଲ ହୋଇଛନ୍ତି।  ପ୍ରଶାନ୍ତଙ୍କ ଦଳରେ ଯୋଗଦାନ ଜେଡିୟୁକୁ ମଜବୁତ କରିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ୨୦୧୨ରେ...

doctor-up
ମହଙ୍ଗା ପଡିଲା ନର୍ସଙ୍କୁ ଅସଦାଚରଣ

ବିହାର : ମହଙ୍ଗା ପଡିଲା ନର୍ସଙ୍କୁ ଅସଦାଚରଣ। ଏନେଇ ଜଣେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ଖାଇବାକୁ ପଡିଛି। ବିହାର କଟିହାରର ଏକ ହସପିଟାଲରେ ଏଭଳି ଘଟଣା ନଜରକୁ ଅାସିଛି। ମେଡିକାଲ ପରିସରରେ ଜଣେ ମହିଳା ସହକର୍ମୀଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ଅନ୍ୟ ନର୍ସମାନେ ତାଙ୍କୁ ଗୋଡାଇ ଗୋଡାଇ...

pregnant
ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଗିରଫ। ବାହାଘରର ପ୍ରଲୋଭନ ଦେଖାଇ ଯୁବକ ଜଣକ ଯୁବତୀଙ୍କୁ ନେଇ ୪ ମାସ ତଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଖଇରା ଥାନା ପୁଲିସ ଯୁବକଙ୍କୁ ଗିରଫ କରିଛି। ଉଭୟଙ୍କ...

dharmedra
ଟିଟିପିଏସ୍‌କୁ ରାଜ୍ୟ ସହଯୋଗ କରୁ : ଧର୍ମେନ୍ଦ୍ର

ଭୁବନେଶ୍ୱର : ତାଳଚେରରେ ପ୍ରସ୍ତାବିତ ଟିଟିପିଏସ-3 କୁ ରାଜ୍ୟ ସହଯୋଗ କରୁ।  ଟିଟିପିଏସ୍ ଥ୍ରୀ ପ୍ରକଳ୍ପ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ମନ୍ତବ୍ୟ ରଖିଛନ୍ତି । ଓଡ଼ିଶା ସରକାର ବାଧା ନ ଦେଇ ଟିଟିପିଏସ୍-୩କୁ ସହଯୋଗ କରିବା ଉଚିତ୍ । କାରଣ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା...

heavy rainfall
୧୭ଜିଲ୍ଲାକୁ ସାଢ଼େ୪ଟା ପର୍ଯ୍ୟନ୍ତ ବର୍ଷା ଓ ଘଡ଼ଘଡ଼ି ବିପଦ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ଯାଜପୁର,ପୁରୀ, କଟକ, ନୟାଗଡ,ଗଜପତି, ଭଦ୍ରକ, ମୟୁରଭଞ୍ଜ,ସମ୍ବଲପୁର, ସୁନ୍ଦରଗଡ, କୋରାପୁଟ, କେନ୍ଦୁଝର,କେନ୍ଦ୍ରାପଡା,ଖୋର୍ଦ୍ଧା,ଜଗତସିଂହପୁର ଓ ମାଲକାନଗିରି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅପରାହ୍ନ ସାଢ଼େ ୪ଟା...

ganesh idol
ପୁନେରେ ଏମିତି ବି ତିଆରି ହୋଇଛନ୍ତି ଗଣେଶ

ପୁନେ: ସାରା ଦେଶରେ ଗଣେଶ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଛି। କେଉଁଠି ଧାନରେ ଗଣେଶ ତ କେଉଁଠି ତିଳ ବା ବିରି ଚାଉଳରେ ଗଣେଶ। ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ମୂର୍ତ୍ତି ସାଙ୍ଗକୁ ତୋରଣ ମଧ୍ୟ ନିର୍ମାଣ କରାଯାଇଛି। ତେବେ ପୁନେରେ ଏକ ଦୋକାନରେ ଏକ ଭିନ୍ନ ପ୍ରକାରର ଗଣେଶ...

ଲବଙ୍ଗର ଔଷଧୀୟ ଗୁଣ

ଆମ ରୋଷଇ ଘରେ ଅନେକ ପ୍ରକାର ମସଲା ରହିଥାଏ। ସେଥିମଧ୍ୟରୁ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଅନେକ ସମୟରେ ଲବଙ୍ଗ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ନୁହେଁ ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ।...

contractor home attacked
ଠିକାଦାରଙ୍କ ଘର ଉପରକୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ଠିକାଦାରଙ୍କ ଘର ଉପରକୁ ସଂଘବଦ୍ଧ ଆକ୍ରମଣ। ଭୁବନେଶ୍ୱର ଡୁମୁଡୁମାରେ ଜଣେ ଠିକାଦାରଙ୍କ ଘର ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଠିକାଦାରଙ୍କ ଗାଡ଼ି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ପ୍ରାୟ ୨୦ରୁ ୨୫ ଯୁବକ ଗତକାଲି ବିଳମ୍ବିତ ରାତିରେ ଠିକାଦାରଙ୍କ ଘର ଉପରକୁ ଆକ୍ରମଣ କରିଥିବା...

atm loot
ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଯାଁଳା ୟୁକୋ ବ୍ୟାଙ୍କର ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ସଟର୍ ଭାଙ୍ଗି ଭିତରକୁ ପଶିଥିଲେ। ତା’ପରେ ସେମାନେ ଏଟିଏମ୍‌କୁ ଭାଙ୍ଗିଥିଲେ।  ତେବେ ସେମାନେ ଟଙ୍କା ନେବାକୁ ସକ୍ଷମ ହୋଇ ନାହାନ୍ତି ବୋଲି ଜଣାପଡ଼ିଛି। ଯାଁଳା...