• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bandh
ଆଜି ସାଲେପୁର ବନ୍ଦ

ସାଲେପୁର: ଆଜି ଦିନିକିଆ ସାଲେପୁର ବନ୍ଦ ଡାକରା ଦିଆଯାଇଛି। ସଡ଼କ ସମସ୍ୟା ପ୍ରତି ପ୍ରଶାସନର ଚରମ ଅବହେଳା ଯୋଗୁ ଏହି ବନ୍ଦ ଡାକରା ଦିଆଯାଇଛି। କଟକ-ଚାନ୍ଦାବାଲି ମୁଖ୍ୟ ରାସ୍ତାର ପ୍ରଶସ୍ତୀକରଣ ଓ ନବୀକରଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା। ଏଥିସହ ସାଲେପୁର କୁଆଁପାଳ ବସଷ୍ଟାଣ୍ଡ ଠାରୁ ଡାକପୋଲ...

encounter
ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁଲ୍‌ଗାମ୍‌ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ତେବେ ଆଜି ସକାଳେ ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଉ ୨ଜଣ ଆତଙ୍କବାଦୀ ଲୁଚି ରହିଥିବାର...

budigale
ପୋଖରୀରେ ବୁଡ଼ି ଗଲେ ଦୁଇ ନାବାଳିକା

ଖୋର୍ଦ୍ଧା: ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଗଲେ ଦୁଇ ନାବାଳିକା। ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଟ୍ରି ଗାଁରେ ଆଜି ଏହି ଦୁଃଖଦ ଘଟଣା ଘଟିଛି। ମୃତ ୨ ନାବଳିକା ହେଲେ ଆଲିଶା ବେହେରା ଓ ଶ୍ରାବଣୀ ବେହେରା। ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଜେଜେମା’ଙ୍କ ସହ ଆଲିଶା...

truck over turns
୫୦ ଫୁଟ୍‌ ତଳକୁ ଖସି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌; ୨ ଆହତ

ବାରିପଦା: ୫୦ ଫୁଟ୍‌ ତଳକୁ ଖସି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଦୁଆରଶୁଣି ଘାଟିରୁ ଆଜି ଏକ ପିଆଜ ବୋଝେଇ ଟ୍ରକ୍‌  ଭାରସାମ୍ୟ ହରାଇ ୫୦ ଫୁଟ୍‌ ତଳକୁ ଖସି ପଡ଼ିଛି। ଏଥିରେ ଡ୍ରାଇଭର ଓ ହେଲ୍‌ପର୍‌...

paradeep
ବିଶ୍ୱକର୍ମା ପୂଜା ପାଇଁ ପାରାଦୀପରେ ଚାଲିଛି ଜୋରଦାର ପ୍ରସ୍ତୁତି

ପାରାଦୀପ: ବିଶ୍ୱକର୍ମା ପୂଜା ପାଇଁ ପାରାଦୀପ ସହରରେ ଜୋରଦାର ପ୍ରସ୍ତୁତି ଚାଲିଛି। ତୋରଣ ଓ ମେଢ଼ ନିର୍ମାଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ସହରକୁ ସଜାଇବା ପାଇଁ ଚାଲିଛି ପ୍ରସ୍ତୁତି। ୭ ଦିନ ଧରି ହେବାକୁ ଥିବା ବିଶ୍ୱକର୍ମା ପୂଜା ପାଇଁ ମାସେ ଆଗରୁ ପାରାଦୀପର ବିଭିନ୍ନ ଶିଳ୍ପାନୁଷ୍ଠାନ, ଶ୍ରମିକ...

heavy rainfall
୧୮ରେ ପୁଣି ଏକ ଲଘୁଚାପ; ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ର ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ୧୯ରୁ ୨୧ ଯାଏ ତିନିଦିନ ଧରି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷତଃ ଦକ୍ଷିଣ ଓ ଉପକୂଳ ଓଡିଶାରେ...

bride burn
ବୋହୂକୁ ପୋଡ଼ି ମାରିଦେଲା ଶ୍ୱଶୁର!

ଝାରସୁଗୁଡ଼ା: ବୋହୂକୁ ପୋଡ଼ି ମାରିଦେଲା ଶ୍ୱଶୁର। ଝାରସୁଗୁଡ଼ା ଲଇକେରା ଥାନା ଅନ୍ତର୍ଗତ ଭାଲୁପତ୍ରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଶ୍ୱଶୁର କିରୋସିନି ଢାଳି ବୋହୂକୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଭାଲୁପତ୍ରାରେ ରହୁଥିବା ବନମାଳି ରୋହିଦାସଙ୍କ ପ୍ରଥମ ସ୍ତ୍ରୀର...

mayurbhaja
ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ଡାକରା

ବାରିପଦା: ଆଜି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ଡାକରା। ମୟୂରଭଞ୍ଜ ଜିଲ୍ଲାକୁ ସରକାରଙ୍କ ଅବହେଳା ପ୍ରତିବାଦରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଓକିଲ ସଂଘ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି। ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା, ବନ୍ଦ ହୋଇ...

yuvi - Copy
ଟିମ୍‌କୁ କମ୍‌ବ୍ୟାକ୍‌ କରିବେ ଯୁବରାଜ !

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ୨୦୧୧ ବିଶ୍ୱକପ୍‌ ଓ ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଦମଦାର ପ୍ରଦର୍ଶନ କରି ବାମହାତୀ ବ୍ୟାଟସ୍‌ମ୍ୟାନ୍‌ ଯୁବରାଜ ସିଂହ ହିରୋ ପାଲଟି ଯାଇଥିଲେ। ହେଲେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କୁ ଏବେ ଦଳରେ ସ୍ଥାନ ମିଳୁନାହିଁ। କିନ୍ତୁ ୩୬ ବର୍ଷୀୟ ଯୁବରାଜ...

SUNDARI
ଚିନ୍ତା ବଢ଼ାଉଛି ସୁନ୍ଦରୀ

ଭୁବନେଶ୍ୱର: ବାଘୁଣୀ ସୁନ୍ଦରୀ ଅାକ୍ରମଣରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଆସିବାପରେ ଜଳାପୋଡ଼ା ସହ ରାସ୍ତାରୋକ ହୋଇଥିଲା। ସୁନ୍ଦରୀକୁ ନେଇ ଲଙ୍କାକାଣ୍ଡ ଜାରି ରହିଥିଲା। ସ୍ଥିତି ସମ୍ଭାଳିବାକୁ ପ୍ରଶାସନର ପ୍ରତିଶ୍ରୁତି ପରେ, ଅାଜି ଟିକିଏ ଶାନ୍ତ ହୋଇଛି ସାତକୋଶିଅା ଅଞ୍ଚଳ। ତେବେ ସୁନ୍ଦରୀକୁ ବାନ୍ଧବଗଡ଼ ଫେରାଇ ଦିଅାଯିବ କି ଏଠାରେ...

GAHILA KARUCHI GOTALA BANA
ଦାମଙ୍କ ଘୋଟାଲା ବାଣ; ଦୁର୍ନୀତିର ସିବିଅାଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଚାରା, ସମବାୟ, ଓମ୍‌ଫଡ୍‌ ଏ ସବୁରେ ଯିଏ କୋଟି କୋଟି ଟଙ୍କାର ଘୋଟାଲା ଅଭିଯୋଗ ଅାଣିଲେ ତାଙ୍କୁ ନବୀନ ଦଳରୁ ବହିଷ୍କାର କଲେ। ହେଲେ ଯେଉଁ ନେତା ଓ ପ୍ରଶାସକଙ୍କ ନାଁରେ ଅଭିଯୋଗ ଅାସିଛି, ତାଙ୍କ ବେଳକୁ ମୁଖ୍ୟମନ୍ତ୍ରୀଙ୍କ ଅଜବ ରିଅାକ୍ସନ୍। ଏମିତିକି ଚାରା ଦୁର୍ନୀତି କଥା...

NAVEEN SWACHA CHARI
ପୁଣି ବିଜେଡିରେ ସମ୍ବିଧାନ ଓ ଶୃଙ୍ଖଳାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ମନ୍ତ୍ରୀ ପଦ ଗଲା ପରେ ନିଜ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ସୁପ୍ରିମୋଙ୍କୁ ଅବଗତ କରିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ ଦାମ। ଚାରି ଚାରି ଥର ଯୋଗାଯୋଗ କରିବି ଭେଟି ପାରିନଥିଲେ ନବୀନଙ୍କୁ।  ଦାମଙ୍କ ଏହି କେଇପଦ କଥା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।...

vlcsnap-error014
ଅାନନ୍ଦବଜାରରେ ଭକ୍ତଙ୍କୁ ସେବାୟତଙ୍କ ମାଡ଼ ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ଅଭିଯୋଗ। ଏନେଇ ଭକ୍ତ ଜଣଙ୍କ ଶ୍ରୀମନ୍ଦିର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆନନ୍ଦ ବଜାରରେ ଖାଇବାବେଳେ କୌଣସି କାରଣରୁ ବୋଝିଆ ସେବାୟତଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସେବାୟତ ଜଣଙ୍କ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗରେ...