ଭୁବନେଶ୍ୱର : ତୁଟିଲାନି ଶିକ୍ଷକଙ୍କ ସମସ୍ୟା। ଶିକ୍ଷକଙ୍କ ଦାବି ପୂରଣ ନେଇ ଅାଜି ବସିଥିବା ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ବିଫଳ ହୋଇଛି। ଫଳରେ ପୂର୍ବପରି ଅାନ୍ଦୋଳନ ଚାଲୁ ରହିବ ବୋଲି କହିଛି ମିଳିତ ଶିକ୍ଷକ, କର୍ମଚାରୀ ସଂଘ । ଦାବି ପୂରଣ ପାଇଁ ସରକାର ୩ ମାସ...
ପୁରୀ : ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଉଚିତ୍ ମୂଲ୍ୟରେ କିପରି ଅବଢ଼ା ମିଳିପାରିବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ, ଜଣେ ଭକ୍ତ ଚାହିଁଲେ ଥାଳି ଦରରେ ଅବଢ଼ା କିଣି ପାରିବେ। ତିନି ପ୍ରକାର ଦରରେ ଏସବୁ ଥାଳି ଉପଲବ୍ଧ ହେବ। ଥାଳି ଦର ୭୦ ଟଙ୍କାରୁ...
ଜଗତସିଂହପୁର: ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇ ଦୁଇ ଜଣ ବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସରୋଜ ବିଶ୍ୱାଳଙ୍କ ପୁଅ ଓମ୍ ବିଶ୍ୱାଳ ଓ ପ୍ରତାପ ରାଉତଙ୍କ ପୁଅ ଆର୍ଯ୍ୟ ସୁମନ ରାଉତ। ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ୍ ଅନ୍ତର୍ଗତ ସିଙ୍ଗିରି ଗାଁରେ ଆଜି ଏହି ଦୁଃଖଦ ଘଟଣା...
ମାଲକାନଗିରି: ଡଙ୍ଗାବୁଡ଼ିର ୪୮ ଘଣ୍ଟା ପରେ ମିଳିଲା ମୃତ ଦେହ । ମାଲକାନଗିରି ଜିଲ୍ଲା ଡର୍ଲାବନ୍ଧ ନାଳରେ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଥିବା ୪ ଜଣଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଗତ ସୋମବାରଠୁ ଏମାନେ ନିଖୋଜ ଥିଲେ। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା, ଜଣେ ପୁରୁଷ...
ନୀଳଗିରି: ରୋଷେଇ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଘର ଜଳିଯିବା ଫଳରେ ଜଣେ ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। ନୀଳଗିରି ଏନ୍ଏସି ଅଧିନରେ ଥିବା ଗୁଡ଼ିଖାଣିଆ ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗୁଡ଼ିଖାଣିଆରେ ରହୁଥିବା ରବି ବିନ୍ଧାଣୀଙ୍କ ସ୍ତ୍ରୀ ଆଜି ସକାଳେ ରୋଷେଇ କରିବାକୁ...
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତ ଓ ପଶ୍ଚିମବଙ୍ଗରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିଲେ ମଧ୍ୟ ଏହା ଆସାମ ବୋଲି ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା। ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା। ତାହା...
ଭଦ୍ରକ: ଦୋକାନ କର୍ମଚାରୀଙ୍କୁ ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ବନ୍ତ ସ୍ଥିତ ଡିଆରଡିଏ ନିକଟରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଦୀନବନ୍ଧୁ ନାୟକ (୩୬) ଭଦ୍ରକ କଚେରି ରୋଡ୍ରେ ଥିବା ଏକ ମଦ ଦୋକାନରେ କାମ କରନ୍ତି। ସବୁଦିନ ଭଳି...
ମୁମ୍ବାଇ: ଅନେକ ଦିନରୁ ନଜର ଆସୁନଥିବା କମେଡି କିଙ୍ଗ୍ କପିଲ୍ ଶର୍ମା ପୁଣିଥରେ ଫେରୁଛନ୍ତି। କିନ୍ତୁ କୌଣସି ଟିଭି ଶୋ’ କାର୍ଯ୍ୟକ୍ରମରେ ନୁହେଁ। ଯଦିଓ ସୁସ୍ଥ ହେବା ପରେ କପିଲ୍ ତାଙ୍କର ନୂଆ ଶୋ’ ‘ଫ୍ୟାମିଲି ଟାଇମ୍ ୱିଥ୍ କପିଲ ଶର୍ମା’କୁ ଫେରିଥିଲେ, ତଥାପି ତାଙ୍କର କଷ୍ଟ କମ୍...
ଭୁବନେଶ୍ୱର: ଧାମରାରେ ପ୍ରତିଷ୍ଠା ହେବ ବାଣିଜ୍ୟିକ ବିମାନ ବନ୍ଦର ଓ ଶିଳ୍ପାଞ୍ଚଳ। ଧାମରାରେ ବନ୍ଦର ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଗତକାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବନ୍ଦର ନିର୍ମାଣ ପାଇଁ ଜମି ନିର୍ଦ୍ଧାରଣ...
ବଲାଙ୍ଗିର: ଏକ ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସିରୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ। ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୯ଟାରେ ଏହି ଦୁର୍ଘଟଣା ଘଟିଥିଲା। କୌଣସି ବଡ଼ ଗାଡ଼ି ସେମାନଙ୍କୁ ପଛପଟୁ ଧକ୍କା...