ଭୁବନେଶ୍ୱର : ପୁଲିସ ଗାଡ଼ିରେ କଂଗ୍ରେସ ପତାକା। ଅାଜି ବନ୍ଦ ପାଳନ ବେଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରରେ ପୁଲିସ ଗାଡ଼ିରେ କଂଗ୍ରେସ ପତାକା ଲାଗିଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବଚସା। ଏପରିକି ଠେଲାପେଲା ମଧ୍ୟ ହୋଇଥିଲା। ଶେଷରେ ପୁଲିସ ଭ୍ୟାନ୍ରୁ ପତାକା...
ପୁରୀ : ପୁରୀ ଜିଲ୍ଲା କାକଟପୁରରେ କଂଗ୍ରେସ କର୍ମୀଙ୍କ ଉନ୍ମତ୍ତ କାଣ୍ଡ। କଂଗ୍ରେସ କର୍ମୀ ତହସିଲ ଅଫିସ୍ରେ ତାଲା ଭାଙ୍ଗି ଧସେଇ ପଶି କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଜଣେ କର୍ମଚାରୀଙ୍କୁ ମାଡ଼ ମାରୁଥିବା ବେଳେ ଅନ୍ୟ କର୍ମଚାରୀ ଦୌଡି ପଳାଇଥିବା ଦେଖିବାକୁ ମିଳିଛି। ଅଫିସ୍ ଗେଟ୍...
ଅାମେରିକା : ସଫା ହେବ ସମୁଦ୍ର। ସମୁଦ୍ରର ଅତଳ ଗହ୍ୱରରୁ ଖୋଜି ଅାଣିବ ଅଳିଅା। ଏଥିପାଇଁ ଅାରମ୍ଭ ହୋଇଛି ମିଶନ୍ ଓସନ କ୍ଲିନ ଅପ୍। ଅାମେରିକାର ସାନ୍ ଫ୍ରାନ୍ସିସ୍କୋ ସହର ନିକଟ ସମୁଦ୍ର ଗର୍ଭରେ ଏଥିପାଇଁ ୨ହଜାର ଫୁଟ ଲମ୍ବର ପାଇପ୍ ବିଛାଯାଇଛି। ପାଇପ୍ର ଅାଗରେ ପାଖାପାଖି ୧୦ଫୁଟ...
ଗଞ୍ଜାମ : ଗଞ୍ଜାମ ବେଲଗୁଣ୍ଠା ବ୍ଲକ ବଡପଡା ଗାଁରେ ଅଭାବନୀୟ ଘଟଣା। ଅକାଳରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପପୁଅଙ୍କ ଜୀବନ। ମୃତକ ହେଲେ ବଡପଡା ଗାଁର ଅଭିମନ୍ୟୁ ପାତ୍ର ଏବଂ ତାଙ୍କ ପୁଅ ଜିତେନ୍ଦ୍ର। ଓଦା ଚଦରକୁ ଘର ବାଡି ପଟେ ଥିବା ଲୁହା ତାରରେ ସୁଖାଉଥିଲେ ଜିତେନ୍ଦ୍ର।...
ଭୁବନେଶ୍ୱର: ବନ୍ଦ ଯୋଗୁ ପୂର୍ବତଟ ରେଳବାଇ ଅଧୀନରେ ଚାଲୁଥିବା ୮ଟି ପାସେ୍ଞ୍ଜର ଟ୍ରେନ ଓ ୨ଟି ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଛି। ୫୮୪୨୫/୫୮୪୨୬ କେନ୍ଦୁଝରଗଡ- ଭୁବନେଶ୍ୱର- କେନ୍ଦୁଝରଗଡ ପାସେଞ୍ଜର ଉଭୟ ଦିଗରୁ ବାତିଲ କରାଯାଇଛି। ୫୮୪୦୭ ଭଦ୍ରକ- ଭୁବନେଶ୍ୱର ପାସେଞ୍ଜର ମଧ୍ୟ ବାତିଲ ହୋଇଛି। ସେହିପରି ଭୁବନେଶ୍ୱର- ବ୍ରହ୍ମପୁର...
କେନ୍ଦୁଝର : କେନ୍ଦୁଝରରେ ଅଘଟଣ କାନ୍ଥ ପଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମାଅା ଝିଅ ଗୁରୁତର ଅବସ୍ଥାରେ ଘଟଗାଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଗାଁ ଥାନା ମନୋହରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମନୋହରପୁର ଗାଁର ରୁକ୍ମିଣୀ ମୁଣ୍ଡା ନିଜର ତିନି ଛୁଅାଙ୍କ ସହ ଘରେ...
ଭୁବନେଶ୍ୱର : ରାଜଧାନୀରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା ଅଭିଯୋଗ। ମାଉସୀମା ମନ୍ଦିର ନିକଟ ରେଳ ଧାରଣାରୁ ସଂପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜଗା ଦାସ। ୟୁନିଟ୍-୨ ପୋଟଳ ବସ୍ତିରେ ସେ ରହୁଥିଲେ। ପରିବାର ଲୋକଙ୍କ ଅଭିଯୋଗ, ଶନିବାର ସନ୍ଧ୍ୟାରେ ଜିମ୍କୁ ଯାଇ ଅାଉ...
ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ବିଅାରପିଏଲ୍ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରଲର ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ କେନ୍ଦ୍ରାପଡା ଅଞ୍ଚଳର ତପନ ସେଠୀ, ବଳରାମ ଜେନା ଓ ରାଜେନ୍ଦ୍ର। ଗୁରୁତର ଚନ୍ଦନ ନାୟକଙ୍କୁ ଦାନଗଦୀ ହସ୍ପିଟାଲରେ ଭର୍ତ୍ତି...
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମିରଟରେ ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ସକାଳ ୬ଟା ୨୮ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ଦିଲ୍ଲୀ ଓ ଏନସିଅାର ଅଂଚଳ ଥରି ଉଠିଥିଲା। ଏଥିସହ ହରିଅାଣାର କିଛି ଅଂଚଳରେ ମଧ୍ୟ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି।...
ନୂଆଦିଲ୍ଲୀ : ଅାଜି ଦିଲ୍ଲୀରେ ପେଟ୍ରୋଲ ଦର ୨୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ୨୨ ପଇସା ବୃଦ୍ଧି ପାଇଛି। ଫଳରେ ପେଟ୍ରୋଲ ଦର ୮୦ଟଙ୍କା ୭୩ ପଇସାରେ ବିକ୍ରି ହେଉଛି। ସେହିପରି ଡିଜେଲ ମୂଲ୍ୟ ଲିଟର ପ୍ରତି ୭୨ଟଙ୍କା ୮୩ ପଇସାରେ ପହଞ୍ଚିଛି। ମୁମ୍ବାଇରେ...
ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଭାରତ ବନ୍ଦକୁ ନଜରରେ ରଖି ବିପିୟୁଟି ପକ୍ଷରୁ ଅାଜି ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ଏନେଇ ବିପିୟୁଟି କର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ...
ଭୁବନେଶ୍ୱର : ଉଦ୍ଯାପିତ ହୋଇଛି ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ପରିସରରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ। ନୃତ୍ୟ ଅନୁଷ୍ଠାନ ସୃଜନ ପକ୍ଷରୁ ଅାୟୋଜିତ ଏହି ଉତ୍ସବରେ ବିଶିଷ୍ଟ ମଞ୍ଚ ତଥା ଚଳଚିତ୍ର ଅଭିନେତା ଓ ନିର୍ଦେଶକ ସଚ୍ଚି ଦାସ ଓ...
କୋରାପୁଟ : ଡକାୟତି ଉଦ୍ୟମ କରୁଥିବାବେଳେ କୋରାପୁଟଜିଲ୍ଲା ଅନକାଡେଲିସ୍ଥିତ ବିଏସ୍ଏଫ୍ ହାତରେ ଜଣେ ମାଓବାଦୀଙ୍କ ସହ ୪ ସହଯୋଗୀ ଗିରଫ। ଗିରଫ ହୋଇଥିବା ମାଓବାଦୀ ଜଣକ ମାଛକୁଣ୍ଡ ଥାନା ଅନ୍ତର୍ଗତ ବିଚେଲପଦର ଗାଁର ବୋଲି ସୂଚନା ମିଳିଛି। ତାର ଅନ୍ୟ ୪ ସହଯୋଗୀ ହେଲେ ଭୀମ ଖରା, ଲିଉ...
ନୂଅାପଡ଼ା : ଭାଲୁ ଅାକ୍ରମଣରେ ୧୦ଗୁରୁତର। ନୂଅାପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କରଙ୍ଗାମାଲ ଗାଁରେ ଘଟିଛି ଏ ଅଭାନୀୟ ଘଟଣା। ଗତକାଲି ଜଙ୍ଗଲ ଭିତରୁ ଭାଲୁଟି ଗାଁ ଭିତରକୁ ମାଡି ଅାସିଥିଲା। ଭାଲୁ ହାବୁଡରେ ପଡି ଜଣକ ପରେ ଜଣେ ୧୦ ଜଣ ଅାହତ ହୋଇଥିଲେ। ସକାଳ...