• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vlcsnap-error334
ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରାମାଡ଼

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲୁବଜାର ଅଞ୍ଚଳରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସେକ୍‌ ସର୍‌ଫରାଜ୍‌। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସେକ୍‌ଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଫୁସ୍‌ଫୁସ୍‌ରେ ଛୁରୀ...

raid in congress workers
ରାତି ଅଧରେ କଂଗ୍ରେସ ନେତାଙ୍କ ଘରେ ଚଢ଼ଉ

କଟକ: କଟକ ପୁରୀଘାଟ ଥାନାରେ କଂଗ୍ରେସର ଭଙ୍ଗାରୁଜା ଅଭିଯୋଗ ଘଟଣାରେ କଂଗ୍ରେସ ନେତାଙ୍କ ଘରେ ପୁଲିସ୍‌ର ରାତି ଅଧିଆ ଚଢ଼ଉ। ୩ କର୍ପୋରେଟରଙ୍କ ସମେତ ପ୍ରାୟ ୨୦ଜଣ କର୍ମୀଙ୍କୁ ପୁଲିସ୍‌ ଅଟକ ରଖିଛି। କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ଙ୍କ ଘରେ ବି ଚଢ଼ଉ କରାଯାଇଛି। ସୂଚନାଥାଉ...

Ganesh Puja
ଆଜି ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜା

ଭୁବନେଶ୍ୱର: ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ଗଣେଙ୍କ ପୂଜାର୍ଚ୍ଚନା ଲାଗି ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର।  ଗଜାନନଙ୍କ ପୂଜାର୍ଚ୍ଚନା ଲାଗି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଚଳଚଞ୍ଚଳ ହୋଇ ପଡିଛି। ବିଦ୍ୟାଦାତାଙ୍କ ପୂଜାର୍ଚ୍ଚନା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ...

dama9
ବିଜେଡିକୁ ଅକଳରେ ପକାଇଥିଲା କି ଦାମଙ୍କ ବିସ୍ଫୋରକ ବୟାନ ?

ଭୁବନେଶ୍ୱର : ଗତ କିଛି ଦିନ ଧରି ବିସ୍ଫୋରକ ବୟାନ ଦେଇ ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଅାସୁଥିଲେ ଦାମ। ପ୍ରଥମେ ଡଙ୍କାରୀ ପାହାଡ଼ ଲୁଟ୍, ପରେ ଶହେ କୋଟିର ଚାରା ଘୋଟାଲା, ତାପରେ ଓମ୍‌ଫେଡ୍‌ର ୩୦ କୋଟିର ସ୍କାମ୍ ଅଭିଯୋଗ ଓ ଏହା ପରେ ସମବାୟ ଋଣରେ...

dama--4-up
ସ୍ଥିତି ରକ୍ଷା ପାଇଁ ନୀତି ବଦଳେଇବା ବ୍ୟକ୍ତି ମୁଁ ନୁହେଁ : ଦାମ

ଭୁବନେଶ୍ୱର :  ଏ ଭିତରେ ସବୁଠୁ ବଡ଼ ଖବର ପାଲଟିଛି ଡାକ୍ତର ଦାମୋଦର ରାଉତଙ୍କ ବହିଷ୍କାର । ନିଜର ବହିଷ୍କାର ଖବର ଗଣମାଧ୍ୟମରୁ ଜାଣି ଦାମ ନିଜର ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି ସତ୍ୟକୁ ସାମ୍ନା କରିବାକୁ ଏତେ ଡ଼ର କାହିଁକି?  ଆଉ ମଧ୍ୟ କହିଛନ୍ତି ମୁଁ ଦଳରୁ ବିଦା...

damaaa-br
ଦଳରୁ ବହିଷ୍କୃତ ପରେ ଦାମ ଦେଲେ ପ୍ରତିକ୍ରିୟା

ଭୁବନେଶ୍ୱର : ଦଳରୁ ବହିଷ୍କୃତ ପରେ ସୋଶାଲ୍‌ ମଡିଆରେ  ଦାମ ଦେଲେ ପ୍ରତିକ୍ରିୟା । ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ମୁଁ କହିଥିବା ପ୍ରସଙ୍ଗ ଗୁଡିକ ଦଳ ବିରୋଧୀ ଥିଲା , ନା ଦୁର୍ନୀତି ବିରୋଧୀ ଥିଲା , ଏହା ଓଡ଼ିଶାବାସୀ ବିଚାର କରିବେ। ଦୁର୍ନୀତି ଗୁଡିକର ତହନ୍ତ ନକରି...

Damodar Rout
ବିଜେଡିରୁ ଦାମ ରାଉତ ବହିଷ୍କୃତ

ଭୁବନେଶ୍ୱର : ବିଜେଡିର ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ଦଳରୁ ବହିଷ୍କୃତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବହିଷ୍କାର କରାଯାଇଥିବା ପ୍ରେସ୍‌ମିଟ୍‌ରେ କହିଲା ବିଜେଡି।  ଏ ଖବର ପ୍ରଚାରିତ ହେବା ପରେ ଓଡିଶା ରାଜନୀତି ସରଗରମ୍ ହୋଇଉଠିଛି । ଗତକାଲି ଦାମଙ୍କ ସମର୍ଥନରେ ଏରସମା, କୁଜଙ୍ଗ...

ganesh puja
ରାତି ପାହିଲେ ଗଣେଶ ପୂଜା

ଭୁବନେଶ୍ୱର : ସୁଦୃଶ୍ୟ ତୋରଣ, ଅାକର୍ଷଣୀୟ ସାଜସଜ୍ଜା। ଚିକ୍‌ମିକ୍ ଲାଇଟ୍‌ରେ ଝଲସୁଛି ତୋରଣ। ରାତି ପାହିଲେ ଅଗ୍ରଗଣ୍ୟଙ୍କ ପୂଜା। ଅାଉ ତା ପୂର୍ବରୁ ସଜେଇ ହୋଇଛି ଜଟଣୀ ସହର। ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଜଟଣୀରେ ଏ ବର୍ଷ ଛୋଟବଡ଼଼ ପ୍ରାୟ ୨୦୦ଟି ମଣ୍ଡପରେ...

DAKTRA KA BARABARA
ତ୍ରିକୋଣୀୟ ପ୍ରେମକୁ ନେଇ ଡାକ୍ତରଙ୍କ ବର୍ବରକାଣ୍ଡ

ବ୍ରହ୍ମପୁର: ବୀଭତ୍ସ, ବର୍ବର, ଭୟଙ୍କର ଏହି ହତ୍ୟାକାଣ୍ଡ । ଖଣ୍ଡ ବିଖଣ୍ଡିତ ମୃତଦେହରୁ ହତ୍ୟାକାଣ୍ଡର ସୁରାଗ୍ ଖୋଜୁଛି ପୁଲିସ। ପରିତ୍ୟକ୍ତ ସ୍ଥାନରୁ ମୃତଦେହ ଉଦ୍ଧାର କରି ପୁଲିସ ଚଳାଇଛି ଛାନ୍‌ଭିନ୍‌। ୨୫ ଦିନର ନିଖୋଜ ପରେ ବ୍ରହ୍ମପୁର ଆମ୍ବପୁଆ ନିକଟ ବଡ଼ଗୁମୁଳାରେ ମାଟି ତଳୁ ମିଳିଛି ଗଳିତ ମୃତଦେହ।...

vlcsnap-error576
ବିପଦରେ ନୂଅାପଡ଼ା ପଣ୍ଡରାବନସ୍ଥିତ ବ୍ରିଜ

ନୂଅାପଡ଼ା: ନୂଅାପଡ଼ା ଜିଲ୍ଲା ଦେଇ ଯାଇଥିବା ରାୟପୁର- ଗୋପାଳପୁର ୩୫୩ ଜାତୀୟ ରାଜପଥର କିଛି ସ୍ଥାନ ବିପଦପୂର୍ଣ୍ଣ ରହିଛି। ରାସ୍ତାର ପେଣ୍ଡରାବନ ସ୍ଥିତ ବ୍ରିଜ୍‌ର ଦୁଇପାର୍ଶ୍ୱରୁ ମାଟି ଧସିବା ଯୋଗୁଁ ଏବେ ବ୍ରିଜ୍‌ ଭାଙ୍ଗିବାର ଆଶଙ୍କା ଦେଖାଦେଇଛି। ଲୋୟର ଇନ୍ଦ୍ର ପ୍ରକଳ୍ପର ପାଣିକୁ ଅଟକ ରଖିବାରୁ ବ୍ରିଜ ନିକଟକୁ...

golden
ପ୍ରତିଦିନ ସୁନା ଟିଫିନ୍‌ରେ ଖାଉଥିଲା ଚୋର

ହାଇଦ୍ରାବାଦ୍‌ : ଚୋର ବ୍ୟବହାର କରୁଥିଲା ସୁନା ଟିଫିନ୍ । ପ୍ରତିଦିନ ସୁନା ଟିଫିନ୍‌ରେ ଖାଉଥିଲା ଚୋର। ଶୁଣିବାକୁ ଅାଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ କଥା। ହାଇଦ୍ରାବାଦ୍‌ର ଏକ ଚୋର ପାଖରୁ ଏଭଳି ତଥ୍ୟ ମିଳିଛି। ନିଜାମଙ୍କ ସଂଗ୍ରହାଳୟରୁ ଚୋରି ହୋଇଥିବା ସୁନା ଟିଫିନ୍‌ର ରହସ୍ୟ ଭେଦ...

biek
ଟ୍ରକ୍‌ ଚକ ମଝିରେ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଟିକେ ଅସବଧାନତା ଯୋଗୁ ଅନେକଙ୍କ ଜୀବନ ଚାଲିଯାଉଥିବାର ଘଟଣା ଦେଖିବାକୁ ମିଳୁଛି। ତେବେ ଏହାର ପ୍ରମୁଖ କାରଣ ହେଉଛି ବେପରୁଆ ଗାଡ଼ି ଚାଳନା। ତେବେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ...

deadbody
ଦୁଇ ମାସରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଦୁଇ ମାସ ଧରି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ଗଞ୍ଜାମ ଖଲ୍ଲିକୋଟ ଚିକିଲିଗା ଗାଁର ବିଷ୍ଣୁ ପ୍ରସାଦ ଗୌଡ଼ଙ୍କ ମୃତଦେହ ଅାଜି ବ୍ରହ୍ମପୁର ଅାମ୍ବପୁଅା ନିକଟ ବଡ଼ଗୁମୁଳାରେ ମାଟି ତଳୁ ଉଦ୍ଧାର କରାଯାଇଛି। ବିଷ୍ଣୁ ପ୍ରସାଦ ବ୍ରହ୍ମପୁରର ଏକ ଘରୋଇ ବ୍ୟାଙ୍କର ଏଜେଣ୍ଟ ଭାବେ କାମ...

tiger-up
ମହିଳାଙ୍କୁ ଟାଣିନେଲା ବାଘୁଣୀ

ଅନୁଗୁଳ  : ମହିଳାଙ୍କୁ ଟାଣିନେଲା ବାଘୁଣୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସାତକୋଶିଅା, ଟିକରାପଡ଼ା ରେଞ୍ଜ୍‌ ହାତିବାରୀରେ। ବାଘୁଣୀର ଅାକ୍ରମଣରେ କୈଳାସ ସାୟା ନାମ୍ନୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛି କ୍ଷତିଗ୍ରସ୍ତ ପ୍ରଜାସଂଘ। ପୋଖରୀକୁ ଗାଧୋଇବାକୁ  ଯାଇଥିବା ବେଳା ବାଘ ନେଇଯାଇଥିବାର ଅଭିଯୋଗ...

naveen-up
ଦିଲ୍ଲୀରେ ଉଦ୍ୟୋଗପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅାହ୍ୱାନ

ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍। ଏଥିରେ ଯୋଗ ଦେଇ ଓଡ଼ିଶାରେ ପୁଂଜି ନିବେଶ କରିବାକୁ ଉଦ୍ୟୋଗପତିଙ୍କୁ ଅାହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଯୋଗ ଦେବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୁଂଜି...

representational image
ରାଜଧାନୀରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର : ପୁଣି ଲଜ୍ଜା। ରାଜଧାନୀରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମକାରୀ ମଧ୍ୟ ଜଣେ ନାବାଳକ ବୋଲି ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତ ନାବାଳକ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୀଡ଼ିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ...