ଜୟପୁର : ହରିଅାଣା ରେଓ୍ୱାଡି ଗଣଦୁଷ୍କର୍ମ ମାମଲାରେ ପଦାକୁ ଅାସୁଛି ସାଂଘାତିକ ତଥ୍ୟ। ଏହି ଅମାନବୀୟକାଣ୍ଡରେ ସଂପୃକ୍ତ ଅଛନ୍ତି ୧୦ରୁ ଅଧିକ ଅଭିଯୁକ୍ତ। ପୀଡିତାଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗ ଅଣାଯାଇଛି। ସେପଟେ ସୁପରିକଳ୍ପିତ ଯୋଜନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ନିଶୁ ଫୋକଟ୍ ଏହି କାଣ୍ଡ ଭିଅାଇ ଥିବା...
ବ୍ରହ୍ମପୁର : ବ୍ରହ୍ମପୁରରେ ବହୁଚର୍ଚ୍ଚିତ HDFC ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ଗିରଫ ହୋଇଛନ୍ତି କ୍ଲିନିକର ମାଲିକ ଡାକ୍ତର ହୃଷିକେଶ ତ୍ରିପାଠୀ। ଗିରଫ ପରେ ସଂପୃକ୍ତ ଡାକ୍ତରଙ୍କୁ ଧରି ତନାଘନା ଜାରି ରଖିଛି ପୁଲିସ। କ୍ଲିନିକ୍ ସମେତ ମୃତଦେହକୁ ପୋତାଯାଇଥିବା ସ୍ଥାନକୁ ନେଇ ଛାନ୍ଭିନ୍...
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଠପ୍। ଗତକାଲି ଡାକ୍ତରଙ୍କ ଉପରକୁ ହୋଇଥିବା ଅାକ୍ରମଣର ପ୍ରତିବାଦ ସ୍ୱରୂପ ଅାଜି ଡାକ୍ତର, ନର୍ସ ଓ ଅାଶାକର୍ମୀ ଧାରଣାରେ ବସିଥିଲେ। ଏହା ବ୍ୟତୀତ କେମିଷ୍ଟ ଅାଣ୍ଡ ଡ୍ରଗିଷ୍ଟ ଅାସୋସିଏସନ୍ ପକ୍ଷରୁ ମଧ୍ୟ ବାଣପୁରର ସମସ୍ତ ଔଷଧ...
ଭୁବନେଶ୍ୱର : ବିଧାନସଭାରେ ବିବୃତି ରଖିବେ କୃଷି ମନ୍ତ୍ରୀ। ଚାରା ଦୁର୍ନୀତି ପ୍ରସଙ୍ଗରେ ଗୃହରେ ବିବୃତି ରଖିବେ କୃଷି ମନ୍ତ୍ରୀ । ଚଳିତ ବିଧାନସଭାର କାର୍ଯ୍ୟକାଳ ମଧ୍ୟରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ପ୍ରଶ୍ନକାଳ ଅାରମ୍ଭରୁ ବିରୋଧୀ ତାରା ଘୋଟାଲାକୁ ନେଇ ହୋ ହାଲ୍ଲା କରିବା...
ସୁରତ/ନୂଆଦିଲ୍ଲୀ: ଜୀବନ ଅଛି ତ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ କିଛି ଲୋକ ମୃତ୍ୟୁ ପରେ ବି ସମସ୍ତଙ୍କ ହୃଦୟରେ ଜୀବିତ ଥାନ୍ତି। କାରଣ କର୍ମ ହିଁ ତାଙ୍କୁ ସମସ୍ତଙ୍କ ହୃଦୟରେ ଜୀବିତ ରଖିଥାଏ। ତାଙ୍କୁ ହିଁ ପ୍ରକୃତରେ ମୃତ୍ୟୁବିଜୟୀ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ସେହିଭଳି ମୃତ୍ୟୁବିଜୟୀ...
କଟକ : ପୁଣି ପ୍ରାଣଘାତୀ ମୋମୋକୁ ନେଇ ଅାତଙ୍କ । କଟକ ବୟାଳିଶମୌଜା ଝାରକଟା ଗାଁର ଜଣେ ଯୁବକ ମୋମୋ ଗେମ୍ ଖେଳି ଦାଆରେ ନିଜର ହାତ କାଟିଦେଇଥିବା ଅାଶଙ୍କା କରାଯାଉଛି । ଅାହତ ଯୁବକଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଅାହତ ଯୁବକଙ୍କ ନାଁ ସୁନୀଲ...
ଚେନ୍ନାଇ: ୱେଡିଙ୍ଗ୍ ଗିଫ୍ଟ ନେଇ ସମସ୍ତେ ଟିକେ ଚିନ୍ତାରେ ପଡ଼ିଯାଆନ୍ତି। କାହିଁକି ନା ସମସ୍ତେ ଚାହାଁନ୍ତି କି ୱେଡିଙ୍ଗ୍ ଗିଫ୍ଟ ଟିକେ ସ୍ପେଶାଲ୍ ହେବା ଉଚିତ୍। ଆଉ ଯଦି କୌଣସି ବନ୍ଧୁର ବିବାହ କଥା ଉଠେ ତେବେ ଗିଫ୍ଟରେ ଅନେକ ଜିନିଷ ଦେବାକଥା ମନକୁ ଆସିଥାଏ। ୱେଡିଙ୍ଗ୍ ଗିଫ୍ଟକୁ...
ରାଉରକେଲା: ଆସନ୍ତା ସେପ୍ଟେମ୍ବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ପ୍ରତିଷ୍ଠା ସପ୍ତାହ ପାଳନ କରିବେ। ଏଥିପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ପୁଲିସ୍ ଓ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି। ତେବେ ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ରବିବାର ରାତିରେ ଚକ୍ରଧରପୁର ନିକଟରେ...
ଭୁବନେଶ୍ୱର: ବିଧାନସଭାରେ ବିଧାୟକଙ୍କ ସିଟ୍ରେ ଅଦଳବଦଳ। ବିଜେଡିରୁ ବହିଷ୍କୃତ ହେବା ପରେ ବିଧାନସଭା ଗୃହ ମଧ୍ୟରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସିଟ୍ ମଧ୍ୟ ବଦଳିଛି । ପୂର୍ବରୁ ସେ ଗୃହର ବ୍ଲକ୍ Dର ୩ନମ୍ବର ସିଟ୍ରେ ବସୁଥିଲେ। ଏବେ ସେ ବ୍ଲକ୍ Fର...
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି। ମେଟଗୁଡ଼େମ୍ ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍କୁ ଟାର୍ଗେଟ୍ କରି ମାଓବାଦୀ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିବା ଜଣାପଡ଼ିଛି। ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ...
ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ ତମ ଜନ୍ମଦିନ। ନିଜର ନିର୍ବାଚନମଣ୍ଡଳୀ ବାରାଣସୀରେ ସେ ଜନ୍ମଦିନ ପାଳନ କରିବେ। ଏଥିପାଇଁ ବାରାଣସୀରେ ପ୍ରସ୍ତୁତି ଚାଲିଛି। ସେଠାରେ ପ୍ରଧାନମନ୍ତ୍ରୀ ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି...
କଟକ: ସେଦିନର ଲକ୍ଷ୍ମୀ ଆଜି ମାରିଆ ଏରନାଣ୍ଡେସ୍ । ପ୍ରାୟ ୧୮ ବର୍ଷ ପରେ ପୁଣି ଲକ୍ଷ୍ମୀ ଆସିଛି ବସୁନ୍ଧରାକୁ । ୧୯୯୯ ମସିହାରେ ୧୦ ବର୍ଷର ନିରୀହ ଝିଅ ଘରୋଇ ସହାୟକ ଭାବେ କାମ କରୁଥିବା ଖବର ପାଇ ବଡ଼ ଦୟନୀୟ ଅବସ୍ଥାରେ ଉଦ୍ଧାର କରିଥିଲା ଚାଇଲ୍ଡ...