ରାୟଗଡ଼ା: ହସିଖେଳି ପାଠପଢ଼ିବା ବୟସରେ କରୁଛନ୍ତି ମଜୁରୀ କାମ। ନିଜ ଭବିଷ୍ୟତ ଗଢ଼ିବା ସମୟରେ ପରିବାରର ପ୍ରତିପୋଷଣ ଚିନ୍ତା। ପୁଣି ତାଙ୍କ ଉପରେ ନିର୍ଭର ଦୁଇ କୁନି ଭଉଣୀ। ରାୟଗଡ଼ା ଜିଲ୍ଲା ତାଡମା ପଞ୍ଚାୟତ ରଘୁବଟାଗୁଡା ଗାଁର ନାରାୟଣ ମିଣିକା।ଅଜଣା ରୋଗରେ ହାତ ଛାଡି ଆରପାରିକି ଚାଲିଗଲେ ତାଙ୍କ...
ସାଲେପୁର : ଋଣ ବୋଝ ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏପରି କିଛି ଅଭିଯୋଗ କଟକ ନିଶ୍ଚିନ୍ତ କୋଇଲି ବ୍ଲକ କୋଲଣପୁର ଗାଁରୁ ଆସିଛି। ସେହି ଗାଁର ଚାଷୀ ସୁମନ୍ତ ମଲ୍ଲିକଙ୍କ ମୃତ ଦେହ ନିଜ ଘର ଭିତରୁ ଝୁଳନ୍ତା ଅବସ୍ଥାରେ ଉଦ୍ଧାର...
ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆଜି ଶେୟାର ମାର୍କେଟ୍ରେ ନିରାଶ ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ କାରବାର ଆରମ୍ଭରେ BSE Sensex ୩୫,୨୦୪.୬୬ ଓ ଏନ୍ଏସ୍ଇର Nifty50 ବାରୋମିଟର୍ ୧୦,୫୦୮.୭୦ ଥିଲା। ତେବେ କ୍ଲୋଜିଂ ଲେଭେଲ୍ ସମୟରେ BSE Sensex ୩୫,୬୭୩.୨୫...
ଆଡେଲେଡ୍: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍କୁ ଭାରତୀୟ ଟିମ୍ କବ୍ଜା କରି ନେଇଛି। ଆଡେଲେଡ୍ରେ ସଂଘର୍ଷପୂର୍ଣ୍ଣ ଭାବେ ୩୧ ରନ୍ରେ ମ୍ୟାଚ୍କୁ ଛଡ଼ାଇ ଆଣିଛି ଟିମ୍ ଇଣ୍ଡିଆ। ୪ ୱିକେଟ୍ରେ ୧୦୪ ରନ୍ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଟିମ୍କୁ ୨୯୧ ରନ୍ରେ ସୀମିତ ରଖିଛି ଭାରତୀୟ...
ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ରେଳ ଲାଇନ୍ କଡ଼ରୁ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ନାଲ୍କୋ ଥାନା କଇଁଫୁଲିଆ ରେଳ ଲାଇନ୍ କଡ଼ରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ଗତକାଲି ସେ ଟ୍ରେନରେ ବଇଣ୍ଡା ଯାଉଥିଲେ। ତେବେ...
ଢେଙ୍କାନାଳ: ମର୍ଣ୍ଣିଂ ଓ୍ୱାକ୍ରେ ଯାଇଥିବା ବେଳେ ଦଳି ଦେଲା ହାତୀ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣି ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନିରୋପମା ବିଶ୍ୱାଳ। ଆଜି ସକାଳେ ନିରୋପମା ମର୍ଣ୍ଣିଂ ଓ୍ୱାକ୍ରେ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ...
ବୁର୍ଲା: ଭିମ୍ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଛି। ବୁର୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ଏହାକୁ ବିଭିନ୍ନ ସଙ୍ଗଠନ ସମର୍ଥନ...
ଢେଙ୍କାନାଳ: ପିକ୍ନିକ୍ ସାରି ଫେରିବା ବେଳେ ଓଲଟିଲା ବସ୍। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଏହି ଅଘଟଣ ଘଟିଛି। ଏଥିରେ ୧୫ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅନୁଗୁଳରୁ କିଛି ଲୋକ ଏକ ବସ୍ରେ ବାଲେଶ୍ୱରକୁ ପିକ୍ନିକ୍ ସାରି ଫେରୁଥିବା ବେଳେ...
ଶ୍ରୀନଗର: ଅପରେସନ୍ ଅଲ୍ଆଉଟ୍କୁ ଆଉ ଏକ ସଫଳତା ମିଳିଛି। ଏହି ଅପରେସନ୍ ଉପତ୍ୟକାରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ସେନା ଜାମ୍ମୁ ଓ କାଶ୍ମୀର ରାଜଧାନୀ ଶ୍ରୀନଗର ନିକଟବର୍ତ୍ତୀ ମୁଜଗୁଣ୍ଡରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଯବାନ ଏନ୍କାଉଣ୍ଟର୍ କରିଛନ୍ତି। ଗତକିଛି ଦିନ ଧରି ଶ୍ରୀନଗରରୁ ବାନ୍ଦିପୁରା ମଧ୍ୟରେ ଆତଙ୍କବାଦୀ...
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରାମଲୀଳା ମୈଦାନରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବିରାଟ କାର୍ଯ୍ୟକ୍ରମ ଧର୍ମସଭା ଆୟୋଜିତ ହୋଇଛି। ଦେଶର ବିଭିନ୍ନ ଭାଗରୁ ଲକ୍ଷ ଲକ୍ଷ ହିନ୍ଦୁ ଶ୍ରଦ୍ଧାଳୁ ଓ ସନ୍ଥ ଏଥିରେ ଯୋଗଦେଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦାବି କରିଛନ୍ତି। ସ୍ୱତନ୍ତ୍ର ଭାବେ ଆଇନ୍ ଆଣି ରାମ...
ସୁନ୍ଦରଗଡ଼: ରାସ୍ତାରେ ଗଛ ପକାଇ ଲୁଟି ନେଲେ ବୋଲେରୋ, ୮୦ ହଜାର ଟଙ୍କା, ମୋବାଇଲ୍ ଓ ଏଟିଏମ୍ କାର୍ଡ। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତିରେ ସୁନ୍ଦରଗଡ଼ ଡିପିସି ଅଫିସର କିଛି କର୍ମଚାରୀ କୋଇଡ଼ାର...
ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୈରଖପାଲିରେ ମେହେର ପରିବାର ଉପରେ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ ହୋଇଛି। ପ୍ରେମିକ ପାଖରେ ରହିବା ପାଇଁ ମେହେର ପରିବାରର ବୋହୂ ଏହି ଷଡଯନ୍ତ୍ର କରିଥିବା ପୁଲିସ୍ ତଦନ୍ତରୁ ଜଣାପଡିଛି। ଏହି ଘଟଣାରେ ମେହେର ପରିବାରର ବୋହୂ ସମେତ, ପ୍ରେମିକ,...
ସାନ୍ୟା: ମେକ୍ସିକୋ ସୁନ୍ଦରୀ ଭେନେସା ପୋନ୍ସେ ୨୦୧୮ ବିଶ୍ୱ ସୁନ୍ଦରୀ ହୋଇଛନ୍ତି। ଚୀନ୍ର ସାନ୍ୟାଠାରେ ଚାଲିଥିବା ଏହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭେନେସା ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ଗତବର୍ଷ ମିସ୍ ୱାର୍ଲଡ ହୋଇଥିବା ଭାରତର ମାନୁଷୀ ଛିଲର ଭେନେସାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ସେହିପରି...
ନବରଙ୍ଗପୁର: ଅବସରପ୍ରାପ୍ତ ପୁଲିସ୍ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନବରଙ୍ଗପୁର ସହରରେ ଏହି ଘଟଣା ଘଟିଛି। ତାଙ୍କ ନାଁ ପ୍ରେମଚାନ୍ଦ ବାଗ୍ (୬୨)। ପ୍ରେମ୍ଚାନ୍ଦ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରେମଚାନ୍ଦ ଜଣେ ଅବସରପ୍ରାପ୍ତ ଅତିରିକ୍ତ ସବ୍...
କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସିମନବାଡ଼ିରେ ଏକ ପମ୍ପ ହାଉସ୍ କାନ୍ଥରେ ମାଓପୋଷ୍ଟର ଲାଗିଛି। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଛି। ଡିସେମ୍ବର ୧୨ ତାରିଖ ଯାଏ ପ୍ରତିରୋଧ ଦିବସ ପାଳନ ଲାଗି ମାଓବାଦୀଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଆଦିବାସୀଙ୍କ ଉପରେ...
ସୁବର୍ଣ୍ଣପୁର: ଦିବ୍ୟାଙ୍ଗଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସୁଫଳ ପାଇ ପାରୁନାହାନ୍ତି ହିତାଧିକାରୀ। ସୁବର୍ଣ୍ଣପୁର ଜିଲ୍ଲା ଭୀମଟିକିରା ଗାଁରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଗାଁରେ ରହୁଥିବା ଏକ ଦିବ୍ୟାଙ୍ଗ ପରିବାର, ଯାହାଙ୍କର ମୁଣ୍ଡ ଉପରେ ନା ଅଛି ପକ୍କା...
ମୁମ୍ବାଇ: ପ୍ରସିଦ୍ଧ ଅଭିନେତ୍ରୀ ତଥା ଘରେ ଘରେ ଗୋପୀ ବୋହୂ ନାଁରେ ପରିଚିତ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କୁ ଅଟକ। ଘାଟ୍କୋପର୍ର ଜଣେ ହୀରା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣାରେ ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରିଛି। ଏହି ଘଟଣାରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ପୂର୍ବତନ ସହଯୋଗୀ ଓ କନଷ୍ଟେବଲଙ୍କୁ ମଧ୍ୟ...
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ବେଧଡ଼କ୍ ଭାବେ ଚାଲିଛି ବାଲି ଚାଲାଣ। ଗୋପାଳପୁର ବନ୍ଦର ଦେଇ ରାଜ୍ୟ ବାହାରକୁ ଶହ ଶହ ଟ୍ରକ୍ ବାଲି ଚାଲାଣ ହେଉଛି। ଏପରିକି ଅନେକ ଜାଗାରେ ବିନା ଅନୁମତିରେ ଚାଲାଣ ହେଉଥିଲେ ବି ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ...
ଉମରକୋଟ: ପ୍ରସୂତିଙ୍କୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ଏଥିରେ ପ୍ରସୂତିଙ୍କ ସହିତ ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଗବାଗୁଡ଼ା ନିକଟରେ ଏହି ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ୧୨ଟା ବେଳେ ଝରିଗାଁ ବ୍ଳକ୍ ଚଚ୍ଚା ଗାଁର ଜଣେ...
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ବଢୁଛି ରାଜନୀତିର ତାତି। ନେତାଙ୍କ କାରନାମା ଦେଖିଲେ, ନିର୍ବାଚନର ଭ୍ରମ ସୃଷ୍ଟି ହେଉଛି। ସହରର ରାସ୍ତାଘାଟ, ପୋଲ ଓ ଡ୍ରେନ୍ ଉଦ୍ଘାଟନ ପାଇଁ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଆଗରୁ ଉଦ୍ଘାଟନକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ, ଏବେ ଏକାଠି ବିଜେଡି ସାଂସଦ ଓ...