ଭୁବନେଶ୍ୱର: ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନାର ପ୍ରଚାର ଓ ଏହାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ପିଠା’ ଯୋଜନା। କିନ୍ତୁ ଏହାକୁ ତାଚ୍ଛଲ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୃଦ୍ଧ ବ୍ୟାଘ୍ର ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତୁଳନା କରିବା ସହ ଆସନ୍ନ...
ଭୁବନେଶ୍ୱର: ସୁରକ୍ଷିତ ରେଳଯାତ୍ରା ପାଇଁ ବର୍ଷକ ଭିତରେ ୩୫ଟି ପ୍ରମୁଖ ଷ୍ଟେସନରେ ସିସିଟିଭି ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ରେଲ୍ୱେ ସୁରକ୍ଷାକୁ ନେଇ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଆର୍ପିଏଫ୍ ଓ ଜିଆର୍ପିର ସମନ୍ୱୟ ବୈଠକରେ ଏପରି ପ୍ରସ୍ତାବ ଦିଆଯାଇଛି। ସୁରକ୍ଷାକୁ ଆଖି ଆଗରେ ରଖି...
ଢେଙ୍କାନାଳ: ଧୀରେ ଧୀରେ ଖୋଲୁଛି ଢେଙ୍କାନାଳ ବେଲ୍ଟିକିରି ଗୁଡ୍ ନ୍ୟୁଜ୍ ଶେଲ୍ଟର୍ ହୋମର୍ ଭିତିରି ଗୁମର। ସଂସ୍ଥାର ଚେୟାରମ୍ୟାନ୍ ଫୟାଜ ରେହମାନ୍ ଓରଫ ‘ଡ୍ୟାଡି’କୁ ୨ ଦିନଆ ରିମାଣ୍ଡରେ ଆଣିଥିବା ଢେଙ୍କାନାଳ ପୁଲିସ ତା’ ନିକଟରୁ ଆଦାୟ କରିଛି ବହୁ ଅନାଲୋଚିତ ତଥ୍ୟ। ‘ଡ୍ୟାଡି’’ କହିଛି, ଗୁଡ୍ ନ୍ୟୁଜ୍...
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକର ତାଳପଦା ଗାଁରେ ଡିବିରିରୁ ନିଆଁ ଲାଗି ଏକ ଘଣ ଭଷ୍ମ ହୋଇଯାଇଛି। ଏହି ଘଟଣାରେ ଜଣେ ମହିଳା ଗୁରୁତର ଭାବରେ ଆହତ ହୋଇଛନ୍ତି। ମହିଳା ଜଣକ ହେଲେ କାଲା ସିଂହଙ୍କ ସ୍ତ୍ରୀ କବି ସିଂହ। କବିଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି।...
ଯାଜପୁର: ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆରେ କାର୍ତ୍ତିକେଶ୍ୱର ମେଢ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଭସାଣ ବେଳେ ଦୁଇ ସାହି ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଟେକାପଥର ମାଡ଼ରେ ଅନେକ ଆହତ ହୋଇଥିବା ବେଳେ ଏକାଧିକ ଗାଡ଼ି...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଅଯୋଧ୍ୟା ଗ୍ରାମ ଦେଇ ଯାଇଥିବା ସୋନ ନଈରୁ ମିଳିଛି ପୁରାତନ ମନ୍ଦିରର ଅଂଶ ବିଶେଷ। ପୂର୍ବରୁ ଏହି ଅଞ୍ଚଳର ଅନେକ ସ୍ଥାନରୁ ବୌଦ୍ଧ, ଜୈନ ଓ ଶୈବ କିର୍ତ୍ତିରାଜି ମିଳିଥିଲା। ମାଛ ଧରିବା ଲାଗି ଜାଲ ବିଛାଇଥିବା ବେଳେ କିଛି ମତ୍ସ୍ୟଜୀବୀ...
ଢେଙ୍କାନାଳ: ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ କେଳେଙ୍କାରୀର ଗୁମର ଖୋଲୁଛି। ଏହି ଘଟଣାରେ ସେଲ୍ଟର୍ ମୁଖ୍ୟ ଫୟାଜ ରେହମାନ୍କୁ ଆଉ ଦୁଇଦିନ ରିମାଣ୍ଡରେ ନେଇଛି ପୁଲିସ୍। ପୂର୍ବରୁ ଦୁଇଦିନ ରିମାଣ୍ଡରେ ନେଇଥିଲା ଢେଙ୍କାନାଳ ପୁଲିସ୍। ଆଜି ରିମାଣ୍ଡ ସମୟ ସରିବା ପରେ ରେହମାନକୁ କୋର୍ଟରେ ହାଜର କରାଯାଇଛି। ଢେଙ୍କନାଳ...
ନୂଆପଡ଼ା: ଧାନ କିଣା ନେଇ ନୂଆପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ଅନିୟମତତା ହେଉଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ଖୋଲାଯାଇଥିବା ୬୧ଟି ମଣ୍ଡି ମଧ୍ୟରୁ ଅଧିକାଂଶ ସ୍ଥାନରେ ଧାନର ଏଫଏକ୍ୟୁକୁ ନେଇ ଦେଖାଦେଇଛି ବିବାଦ। ମିଲର୍ ଚାଷୀଙ୍କଠାରୁ ଧାନ କିଣୁନଥିବା ବେଳେ ଯେଉଁ ସ୍ଥାନରେ ଧାନ କିଣା ଯାଉଛି ସେଠି...
ନୂଆପଡ଼ା: ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯାଉଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଣମାଧ୍ୟମରେ ଦିଆଯାଉଛି ବଡ଼ ବଡ଼ ବିଜ୍ଞାପନ। ହେଲେ ବାସ୍ତବ ଚିତ୍ର ଅଲଗା। ଏମିତିକି ବିଜ୍ଞାପନରେ ପୋଷ୍ଟର ବୟ ସାଜିଥିବା ନୂଆପଡ଼ା ଜିଲ୍ଲା ଭେଲା ଗାଁର ହୃଦରୋଗୀ ଲକ୍ଷ୍ମଣ କୁମାରଙ୍କୁ ଟଙ୍କାଟିଏ ବି...
ସମ୍ବଲପୁର: ବୁର୍ଲା ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଏକ ଅଜବ ନୋଟିସ୍ ଜାରି କରିଛନ୍ତି। ନୋଟିସ୍ ଅନୁସାରେ ରାସ୍ତାକଡ଼ରେ ଛିଡ଼ା ହୋଇ ଛାତ୍ରଙ୍କ ସହ କୌଣସି ଛାତ୍ରୀ କଥାବାର୍ତ୍ତା କରିପାରିବେ ନାହିଁ। ରୋହିଣୀ ଛାତ୍ରୀ ନିବାସର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ନୋଟିସ୍ ଜାରି କରାଯାଇଛି। ଏହାସହ ନୋଟିସରେ ଦର୍ଶାଯାଇଛି ଯେ, ଯଦି କେହି...
ରାଇରଙ୍ଗପୁର: ଏହା ଗୋଟିଏ ଜିଲ୍ଲା ପରିଷଦ ଉପନିର୍ବାଚନ, ହେଲେ ପ୍ରଚାର କିନ୍ତୁ କୌଣସି ବିଧାନସଭା ନିର୍ବାଚନଠୁ କମ୍ ନୁହଁ। ଆସନ୍ତା ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍ର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ଉପ ନିର୍ବାଚନ ପାଇଁ ସ୍ଥାନୀୟ ରାଜନୀତିରେ ସରଗରମ ପରିବେଶ। ଏଥିରେ ନିଜର...
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଣାର୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ରଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି। ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ତାଙ୍କୁ...
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନୂଆ ଯୋଜନା ମାଧ୍ୟମରେ ବିଜେଡି ସରକାର ପ୍ରଚାର ଷ୍ଟ୍ରାଟେଜି ଆପଣାଇଛି। ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନାର ପ୍ରଚାର ଓ ଏହାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି ନୂଆ ସ୍କିମ୍ ‘ପିଠା’। ତେବେ ଗାଁ ଭୋଟ୍ ହାତରୁ ନଖସିବା ଲାଗି ଏହା ଆଉ...
ଭୁବନେଶ୍ୱର: ଢେଙ୍କାନାଳ ବେଲଟିକିରି ଶେଲ୍ଟର୍ ହୋମ୍ କେଳେଙ୍କାରୀ ଘଟଣା ପଦାକୁ ଆସିବା ପରେ ସରକାର ତତ୍ପରତା ଦେଖାଇଛନ୍ତି। ଏହି କେଳେଙ୍କାରୀର ଖଳନାୟକ ଫୟେଜ ରେହମାନଙ୍କ ନାଁରେ ନିରୀହ ନାବାଳିକା ଓ ଯୁବତୀଙ୍କ ଧର୍ମପରିବର୍ତ୍ତନ ଅଭିଯୋଗର ତଦନ୍ତ ହେବ ବୋଲି ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜାଗାରେ...
ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ଅବଢ଼ାର ଉଚିତ ମୂଲ୍ୟ ଦେବେ ଭକ୍ତ। ମହାପ୍ରସାଦ କିଣିବା ବେଳେ ଆଉ ମନଇଚ୍ଛା ମୂଲ୍ୟ ନିଆଯିବ ନାହିଁ। ରେଟ୍ ଚାଟ୍ ଅନୁସାରେ ମୂଲ୍ୟ ପୈଠ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଆନନ୍ଦବଜାରରେ ଏହି ବହୁ ପ୍ରତିକ୍ଷୀତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଆରମ୍ଭ ହୋଇଛି ବିଧିବଦ୍ଧ ପ୍ରକ୍ରିୟା।...
କଟକ: ଚୌଦ୍ୱାର ଜେଲ୍ ଭିତରେ କଏଦୀଙ୍କ ଭିଡିଓ ଭାଇରାଲ ଘଟଣା ପରେ ଜେଲ୍ ବିଭାଗର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ଦୁଇଟି ଭିନ୍ନ ଭିନ୍ନ ଭିଡିଓରେ ଜେଲ୍ ଅନ୍ତେବାସୀଙ୍କ ପାଖରେ ମୋବାଇଲ, ଚାର୍ଜର ସମେତ ନିଶା ବଟିକା ଅତି ସହଜରେ ପହଁଞ୍ଚିପାରୁଥିବା ଜଣାପଡ଼ିଛି। କିଛି ଅନ୍ତେବାସୀଙ୍କୁ ଜେଲ୍ରେ ସ୍ୱତନ୍ତ୍ର...
ଭୁବନେଶ୍ୱର: ଏଥର ପ୍ରତି ପଞ୍ଚାୟତରେ ଆରମ୍ଭ ହେବ ପିପୁଲ୍ସ ଏମ୍ପାଓ୍ୱାରମେଣ୍ଟ ଏନାବ୍ଲିଂ ଟାନ୍ସପରେନ୍ସି ଆଣ୍ଡ୍ ଆକାଉଣ୍ଟେବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭସ୍ ବା ‘ପିଠା ଯୋଜନା’। ‘ଆମ ଗାଁ ଆମ ବିକାଶ”ର ଏକ ଉପ ଯୋଜନା ଭାବେ ଏହା କାର୍ଯ୍ୟ କରିବ। ଲୋକଙ୍କୁ ସଶକ୍ତ କରିବା ସହିତ ସରକାରୀ ଯୋଜନାର...
ପୁରୀ: ପୁରୀ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଚାଲିଥିବା ମହାପ୍ରସାଦ ରନ୍ଧନ ସରିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସୁଆର ନିଯୋଗ ସହ ଆଲୋଚନା ପରେ ଦର ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି। ତେବେ ଏ ନେଇ କୌଣସି ସମୟସୀମା ଧାର୍ଯ୍ୟ...
ଢେଙ୍କାନାଳ/ ବାଲେଶ୍ୱର/ଭଦ୍ରକ: ଢେଙ୍କାନାଳ ବେଲଟିକିରି ସେଲ୍ଟର୍ ହୋମ୍ ଘଟଣା ପରେ ପ୍ରଶାସନ ତତ୍ପରତା ଦେଖାଇଛି। ଆଜି ସିଡବ୍ଲ୍ୟୁସି ଓ ପୁଲିସ୍ ରାଜ୍ୟର ବିଭିନ୍ନ ସେଲ୍ଟର୍ ହୋମ୍ରେ ଯାଞ୍ଚ କରିଛନ୍ତି। ଉଦଳା ଚୁଳିଆପାଣି ନିକଟରେ ଥିବା ସେଲ୍ଟର ହୋମ୍କୁ ପ୍ରଶାସନ ଖାଲି କରିଛି। ସେହିପରି ଛତ୍ରପୁରରେ ଥିବା ସେଲ୍ଟର ହୋମ୍କୁ...
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ବିଧାନସଭା ଆସନରୁ ଲଢ଼ିବା ଚର୍ଚ୍ଚା ପରେ ଆଜି ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବିଧାୟକ ମହେଶ ସାହୁ। ପାଲଲହଡ଼ାରେ ବର୍ତ୍ତମାନ ବିଧାୟକ ଥିବା ମହେଶ କହିଛନ୍ତି, “ଧର୍ମେନ୍ଦ୍ର ପ୍ରଧାନ ଏଠାରୁ ଲଢ଼ିଲେ ମୁଁ ସ୍ୱାଗତ କରିବି।” ସେ ଆହୁରି କହିଛନ୍ତି, “ମୁଁ...