ନୂଆଦିଲ୍ଲୀ: ଭାରତରେ Xiaomi Redmi 6Aର ମୂଲ୍ୟ କମିଛି। Xiaomi Redmi ର ମୂଲ୍ୟ ୮ହଜାର ୪୯୯ଟଙ୍କା ଥିବା ବେଳେ Xiaomi Redmi 6A ସ୍ମାର୍ଟଫୋନ୍ର ମୂଲ୍ୟ ୬ ହଜାର ୫୯୨ ଥିଲା। ବର୍ତ୍ତମାନ Xiaomi Redmi 6Aର ମୂଲ୍ୟ କମିଥିବା ନେଇ ଘୋଷଣା କରାଯାଇଛି। ବର୍ତ୍ତମାନ ଏହାର...
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍ଙ୍କ କାର ସହ ପିଟି ହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ବୁଧବାର ଦିନ ଉତ୍ତର ଗୋଆରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ ନୀତେଶ ଗୋରାଲ୍(୩୧)। ତାଙ୍କ ଘର ଗୋଆର ରାଜଧାନୀ ପାନାଜୀ ଠାରୁ ୧୩ କି.ମି. ଦୂର ମାପୁସାରେ...
ଶିମ୍ଲା: ହିମ ଚାଦରରେ ଆଚ୍ଛାଦିତ ଉତ୍ତର ଭାରତ। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ପ୍ରବଳ ବରଫପାତ ହୋଇଛି। ବିଶେଷ କରି ହିମାଚଳ ପ୍ରଦେଶର ଶିମ୍ଲା, ମନାଲି, କୁଫ୍ରି, ନରକନ୍ଦା ଭଳି ବିଭିନ୍ନ ଅଞ୍ଚଳରେ ବରଫର ମୋଟା ଆସ୍ତରଣ ଦେଖିବାରକୁ ମିଳିଛି। ଏତେ ତୁଷାରପାତ...
ଭୁବନେଶ୍ୱର: ଭୁବନେଶ୍ୱର ESI ହସ୍ପିଟାଲ୍ରେ ଚିକିତ୍ସା ଅବହେଳା ଯୋଗୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ମୃତଦେହ ରଖି ମେଫେୟାରରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ସୂଚନା ଅନୁସାରେ, ଶ୍ୱାସ...
ହାଇଦ୍ରାବାଦ: ତେଲେଙ୍ଗାନାରେ ଆଜିଠାରୁ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ କେସିଆର୍। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଆଜି ଶପଥ ନେବେ। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୧୧୯ଟି ଆସନରୁ ଟିଆର୍ଏସ୍କୁ ୮୮ ଟି ଆସନ, କଂଗ୍ରେସକୁ ୧୯ଟି ଆସନ ଓ ବିଜେପିକୁ ମାତ୍ର ୧ଟି...
ନୂଆଦିଲ୍ଲୀ: ୩ ବିଜେପି ଶାସିତ ରାଜ୍ୟରେ କଂଗ୍ରେସ କ୍ଷମତା ହାତେଇବା ପରେ ଏବେ ସରକାର ଗଠନକୁ ନେଇ କସରତ । ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ କମଲନାଥ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ପକ୍ଷରୁ ଏନେଇ...
ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ମାଦିଙ୍ଗ ଛକ ନିକଟରେ ଜୟ ମାତାଜୀ ନାମକ ଯାତ୍ରବାହୀ ବସ୍ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ୧୫ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଖଡିଆଲ୍ର ଶାରଦା ବଳ । ଆହତଙ୍କ ମଧ୍ୟରୁ...
ନୂଆପଡ଼ା : ଧାନ ମଣ୍ଡିରେ ଚାଷୀଙ୍କୁ ଦାଉ ସାଧୁଛି କଟନୀ ଛଟନୀ। ମଣ୍ଡିରେ ବସ୍ତା ବସ୍ତା ଧାନ ଅଛି ହେଲେ କ୍ରୟ ହୋଇପାରୁନି। ଦିନ ରାତି ନିଜ ଧାନ ପାଖରେ ବସି ଜଗୁଆଳ ସାଜିଛନ୍ତି ଚାଷୀ। ହେଲେ ମିଲର୍ସଙ୍କ ଦେଖା ନାହିଁ। ଯେଉଁ ମିଲର୍ ଆସୁଛନ୍ତି ଧାନ ଏଫଏକ୍ୟୁ ...
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ତାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ପ୍ରଥମେ କେନ୍ଦ୍ର ସରକାରଙ୍କ ସହିତ ଆର୍ବିଆଇର ସଂପର୍କ ସୁଧାରିବାକୁ ପଡ଼ିବ। କାରଣ ମତଭେଦ କାରଣରୁ ହିଁ ଉର୍ଜିତ ପଟେଲ ପଦ...
ଭୁବନେଶ୍ୱର: ସଂସଦରେ ରାଫେଲ୍ ତାତି। ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ରାଫେଲ୍ ଡିଲ୍କୁ ନେଇ ଏନ୍ଡିଏ ସରକାରକୁ ଘେରିଛି କଂଗ୍ରେସ। ରାଫେଲ ଡିଲ୍ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଛି। ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବାରମ୍ବାର କହୁଥିବାବେଳେ...
ନୂଆଦିଲ୍ଲୀ : ୧୯ ସାଧାରଣ ନିର୍ବାଚନ ପୂର୍ବରୁ ୩ ପ୍ରମୁଖ ହିନ୍ଦୀ ଭାଷୀ ରାଜ୍ୟରେ ବିଜେପିକୁ ଝଟକା। ଛତିଶଗଡ଼ରେ ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସିଂହ ନେତୃତ୍ୱାଧୀନ ବିଜେପି ସରକାର ଶୋଚନୀୟ ପରାଜୟ ବରଣ କରିଥିବା ବେଳେ ମଧ୍ୟ ପ୍ରଦେଶରେ କଡ଼ା ସଂଘର୍ଷ ହୋଇଥିଲେ ବି...
ଚିଲିକା: ଚିଲିକାରେ ଶିକାରୀଙ୍କ ପାଇଁ ବିପଦରେ ବିଦେଶୀ ବିହଙ୍ଗ। ପ୍ରତିଦିନ ଶିକାର ଯୋଗୁଁ ଶହ ଶହ ବିଦେଶୀ ପକ୍ଷୀଙ୍କ ଜୀବନ ଯାଉଛି। ବିଦେଶୀ ପକ୍ଷୀଙ୍କ ଭୂସ୍ୱର୍ଗ ହେଉଛି ଚିଲିକାର ନଳବଣ ଏବଂ ମଙ୍ଗଳାଯୋଡି ଅଂଚଳ। ପ୍ରତିବର୍ଷ ସାଇବେରିଆ, ମାଲେସିୟା, କାଜାଖସ୍ତାନ୍, ମଙ୍ଗୋଲିଆ ଭଳି ଅଂଚଳରୁ ହଜାର ହଜାର ମାଇଲ...
ଛତିଶଗଡ଼ : ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଛତିଶଗଡ଼। ନିର୍ବାଚନ ପରର ଏକ୍ଜିଟ୍ ପୋଲ ମଧ୍ୟ ପୁରା ଭୁଲ ପ୍ରମାଣିତ ହୋଇଛି। ନିର୍ବାଚନ ପଣ୍ଡିତଙ୍କୁ ଏପରିକି ବିଜେପିକୁ ଆଶ୍ଚର୍ଯ୍ୟ କରି ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ଟ୍ରେଣ୍ଡ ଅନୁସାରେ ଏହି ରାଜ୍ୟରେ ଦୁଇ-ତୃତୀୟାଂଶ ସିଟ୍ ହାସଲ କରିବ...
ଜୟପୁର: ବିଜେପି ଶାସିତ ରାଜ୍ୟ ରାଜସ୍ଥାନରେ ସରକାର ଗଠନ କରିବା ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଛି। ନିର୍ବାଚନ ଫଳାଫଳ ଟ୍ରେଣ୍ଡିଂ ଅନୁଯାୟୀ ରାଜସ୍ଥାନରେ କଂଗ୍ରେସ ଆଗୁଆ ରହିଛି। ୧୯୯ଟି ଆସନରୁ କଂଗ୍ରେସ ୯୯ ଓ ବିଜେପି ୭୭ଟି ଆସନରେ ଆଗୁଆ ରହିଛି। ସେହିପରି ବିଏସ୍ପି ୩ ଓ ଅନ୍ୟାନ୍ୟ...
ନୂଆଦିଲ୍ଲୀ: ୫ ରାଜ୍ୟର ଭୋଟ୍ ଗଣତି ଚାଲିଥିବା ବେଳେ ନିର୍ବାଚନ ଫଳାଫଳ ଟ୍ରେଣ୍ଡସ୍ ଅନୁଯାୟୀ ୨ଟି ରାଜ୍ୟରେ କଂଗ୍ରେସ ଆଗୁଆ ରହିଛି। ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ବିଜେପି ଠାରୁ ଆଗୁଆ ରହିଥିବା ବେଳେ ମଧ୍ୟପ୍ରଦେଶରେ ୨ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ ଏହି...
ହାଇଦ୍ରାବାଦ: ତେଲେଙ୍ଗାନାରେ ପୁଣି କ୍ଷମତାକୁ ଫେରିବେ କେସିଆର୍। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ୧୧୯ଟି ଆସନରୁ ୮୬ଟି ଆସନରେ ଆଗୁଆ ରହିଛି। ସେହିପରି କଗ୍ରେଂସ ୧୯, ବିଜେପି ୬ ଓ ଅନ୍ୟାନ୍ୟ ୮ଟି ସିଟ୍ରେ...
ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ୫ ରାଜ୍ୟର ଭୋଟ୍ ଗଣତି ପ୍ରକ୍ରିୟା ଚାଲିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ ପଛରେ ପକାଇ କଂଗ୍ରେସ ଆଗୁଆ ରହିଛି, ଯାହାକି ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍ରେ ଦେଖିବାକୁ ମିଳିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଓ ଟ୍ରେଣ୍ଡ୍ ଅନୁଯାୟୀ...
ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରେ ୫ ରାଜ୍ୟର ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଚାଲିଛି। ଆସନ୍ତୁ ଜାଣିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍ ଅନୁଯାୟୀ କିଏ...
ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଆଉ କିଛି ସମୟ ପରେ ଭୋଟ ଗଣତି ଆରମ୍ଭ ହେବ। ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ଥିବା ୫ଟି ରାଜ୍ୟ ହେଉଛି ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ। ୨୦୧୯ ନିର୍ବାଚନ ପୂର୍ବରୁ ଏହି...