ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ୱିଙ୍ଗର୍ ଭ୍ୟାନ୍କୁ ସାମ୍ନା ପଟୁ ଟ୍ରକ୍ ଧକ୍କା ଦେବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ଜଣ ଆହତ ହୋଇଛନ୍ତି। ମୃତକ ହେଲେ ବଲାସିଂଘାର ଧରଣୀ ପ୍ରଧାନ ଓ ଅରୁଣ...
ବରଗଡ଼: ୬ ଦିନ ତଳେ ଝିଅଟି ଘରୁ ଚାଲି ଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ। ଆଜି ତାଙ୍କ ମୃତଦେହ ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ ବିନ୍ଧ୍ୟାବାସିନୀ ପାହାଡ଼ରୁ ମିଳିଛି। ଝିଅ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା...
ଭୁବନେଶ୍ୱର: ହକି ବିଶ୍ୱକପ୍ରେ ଆଜି ପୁଲ ‘ସି’ରେ ଶେଷ ଲିଗ ମ୍ୟାଚ୍ ଟକ୍କର ହେବ। ଆୟୋଜକ ଭାରତ ସହ କାନାଡ଼ାର ହେବ ମୁକାବିଲା । ଭାରତ ବିଶ୍ୱ ରାଙ୍କିଙ୍ଗର ୫ ନମ୍ବର ସ୍ଥାନରେ ଥିବାବେଳେ କାନାଡ଼ାର ରାଙ୍କ ହେଉଛି ୧୧। ରେକର୍ଡ ଦୃଷ୍ଟିରୁ ଭାରତର ପଲ୍ଲା ଭାରି ରହିଥିବାବେଳେ...
ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଉଦ୍ୟାନବନ୍ଧ କୁରେଶ୍ୱରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଚା’ ପିଇବା ସହ ଓଡ଼ିଶାର ସାଂପ୍ରତିକ ପରିସ୍ଥିତି, ଦାଦନ ଓ ବେକାରୀ ସମସ୍ୟା, ମହିଳା ନିର୍ଯାତନା, ଦୁର୍ନୀତି ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ପୂର୍ବତନ ସାଂସଦ...
ଭୁବନେଶ୍ୱର: ଶିକାରୀଙ୍କ ହାତରେ ହିଁ ଯାଇଛି ସାତକୋଶିଆରେ ମହାବଳ ବାଘର ଜୀବନ। ଝିଙ୍କ ଗିଳିବାରୁ ନୁହେଁ ବରଂ ଶିକାରୀ ବସାଇଥିବା ଫାସରେ ପଡ଼ି ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଛି। ମହାବଳ ବାଘ ମୃତ୍ୟୁର ତଦନ୍ତ କରୁଥିବା ନ୍ୟାସ୍ନାଲ୍ ଟାଇଗର୍ କନ୍ଜର୍ଭେସନ୍ ଅଥରିଟି(ଏନ୍ଟିସିଏ)ର ଫରେଷ୍ଟ ଆଇଜି ଡଃ ଅମିତ୍...
ଅନୁଗୁଳ: ଗାଁରେ ଦନ୍ତାହାତୀ ଆତଙ୍କ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଗାଁ ଭିତରକୁ ଏକ ଦନ୍ତାହାତୀ ପଶି ଆସିଥିବାରୁ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି। ଛେଣ୍ଡିପଦା ବନାଞ୍ଚଳରୁ ହାତୀଟି ଗାଁ ଭିତରକୁ ପଶି ଆସିଥିଲା। ଗାଁ ଭିତରେ ହାତୀକୁ ଦେଖି ଲୋକେ ଭୟଭୀୟ ହୋଇ ଯାଇଥିଲେ। ବନବିଭାଗ କର୍ମୀ ଗାଁରେ...
କଳାହାଣ୍ଡି: ରାସ୍ତାରେ ବସିଲେ ଚାଷୀ। କଳାହାଣ୍ଡି ଜିଲ୍ଲାରେ ଆମ୍ପାଣିରେ ଚାଷୀଙ୍କ ରାସ୍ତା ଅବରୋଧ। କୋକସରା ବ୍ଲକ୍କୁ ମରୁଡି ଘୋଷଣା ଦାବି ନେଇ ଚାଷୀମାନେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଶତାଧିକ ସଂଖ୍ୟାରେ ଚାଷୀ ଏକାଠି ହୋଇ ଭବାନୀପାଟଣା-ଜୟପୁର ରାସ୍ତାରୋକ୍ କରିଛନ୍ତି। କୋକସରା କୃଷକ ସଚେତନ ମଞ୍ଚ...
ଶ୍ରୀନଗର: ଘାଟି ତଳକୁ ଖସିଲା ବସ୍। ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ଗଭୀର ଘାଟି ତଳକୁ ବସ୍ ଖସି ପଡ଼ିବାରୁ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପୁଞ୍ଚ୍ ଜିଲ୍ଲା ମଣ୍ଡି ପ୍ଲେରା ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...
ବାରିପଦା: ଶୌଚ ବାହାନାରେ ଛୁ’ ମାରିଲା କଏଦୀ। ମେଡିକାଲ୍ରେ ଚିକିତ୍ସାଧୀନ ଥିବାବେଳେ ବିଚାରାଧୀନ କଏଦୀ ଜଣକ ଖସି ଯାଇଛି। ତାଙ୍କ ନାଁ କାହ୍ନୁଚରଣ ମାରାଣ୍ଡି। ମିଳିଥିବା ସୂଚନା ଅନୁସାରେ, ଏକ ଦୁଷ୍କର୍ମ ଅଭିଯୋଗ ମାମଲାରେ କାହ୍ନୁ ବାରିପଦା ସର୍କଲ ଜେଲ୍ରେ ଥିଲା। ଅସୁସ୍ଥତା ପାଇଁ ଗତ ୬ ତାରିଖରୁ...
କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିରୋଧ ଆଶଙ୍କାରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତିଙ୍କୁ ଅଟକ ରଖାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାକାଳପଡ଼ା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଆଶଙ୍କା କରି ପୁଲିସ୍ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କୁ ଅଟକ...
ସୁବର୍ଣ୍ଣପୁର: ପ୍ରହସନ ପାଲଟିଛି ସରକାରଙ୍କ ସର୍ବଶିକ୍ଷା ଅଭିଯାନ। କେଉଁଠି ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ତ ଆଉ କେଉଁଠି ପାଠ ପଢିବା ପାଇଁ ସ୍କୁଲ ଘର ନାହିଁ। ତେବେ ଏହା ଭିତରେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି। ଶିକ୍ଷାବର୍ଷ ସରିବାକୁ ଆଉ କିଛି ମାସ ବାକି ଥିବାବେଳେ ଏ...
ଭୁବନେଶ୍ୱର: ପୁଣି ଲେଉଟିଲା ସହିଦ୍ ସ୍ମାରକୀ ପ୍ରସଙ୍ଗ। ବରୁଣେଇରେ ସହିଦ୍ ସ୍ମାରକୀକୁ ନେଇ ରାଜନୀତି ତେଜିବାରେ ଲାଗିଛି। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ବରୁଣେଇରେ ସହିଦ୍ ସ୍ମାରକୀ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଆଇଓସିଏଲ ୯୦ କୋଟି ଟଙ୍କା...
ମୟୂରଭଞ୍ଜ: ରଙ୍ଗିନ୍ ଆଲୋକମାଳା, ସୁନ୍ଦର ଷ୍ଟେଜ୍ ଏବଂ ତା ସହିତ କଳାକାରଙ୍କ ନୃତ୍ୟ ପ୍ରଦର୍ଶନରେ ଉଦଘାଟିତ ହୋଇଛି ମୟୁରଭଞ୍ଜ ମହୋତ୍ସବ। ଶୀତୁଆ ସଂଧ୍ୟାରେ ଲୋକଙ୍କର ଭିଡ଼ ସହିତ ଗୋଟିଏ ମଞ୍ଚରେ ବିଭିନ୍ନ ଆଡୁ ଆସିଥିବା କଳାକାରଙ୍କ ଓଡ଼ିଶୀ, ଛଉ, ଝୁମର, ଚାଙ୍ଗୁ , ଖଡିଆ ଭଳି ନୃତ୍ୟ ପ୍ରଦର୍ଶନ...
ଭୁବନେଶ୍ୱର: ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ୍ ପଡିବା ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ରଣହୁଙ୍କାର ଦେଇଛନ୍ତି। ଏହା ସହ ଗାଁକୁ ଯାଇ ଜନମତ ଲୋଡ଼ିବେ ବୋଲି ସେ କହିଛନ୍ତି। ମୁଁ ଯେଉଁ ପ୍ରସଙ୍ଗ ଉଠାଇଥିଲି, ତାକୁ ନେଇ ଗାଁ ଗଣ୍ଡାକୁ ଯିବି ବୋଲି ଶ୍ରୀକାନ୍ତ...
ମୁମ୍ବାଇ: ମଞ୍ଚରେ ବିଗିଡ଼ିଲା କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀଙ୍କ ସ୍ୱାସ୍ଥ୍ୟାବସ୍ଥା। ମହାରାଷ୍ଟ୍ର ଅହମଦନଗରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ କେନ୍ଦ୍ରମନ୍ତ୍ରୀ ବେହୋସ୍ ହୋଇ ଯାଇଥିଲେ। ସେହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ମହାରାଷ୍ଟ୍ର ରାଜ୍ୟପାଳ ସି ବିଦ୍ୟାସାଗର ରାଓ ଓ ତାଙ୍କର ସୁରକ୍ଷାକର୍ମୀ ଗଡ୍କରୀଙ୍କୁ ଧରି...
ନୟାଗଡ଼: ଚା’ ଦେବାରେ ବିଳମ୍ବ ହେବାରୁ ଜଣେ ବ୍ୟକ୍ତି ଦୋକାନୀ ଉପରକୁ ଗରମ ତେଲ ଫିଙ୍ଗିବା ନେଇ ଅଭିଯୋଗ ହୋଇଛି। ନୟାଗଡ ଜିଲ୍ଲା ନୂଆଗାଁ ବନ୍ଧ ଥାନାର ବକଳବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ଦୋକାନକୁ ଯୁଗଳ ବରାଦ ନାମକ...
ଝାରସୁଗୁଡ଼ା: ଖଳାରେ ଧାନ ବେଙ୍ଗଳା ଚାଲିଥିବା ବେଳେ ମେସିନ୍ରେ ପଡ଼ି ଚାରି ବର୍ଷର ଶିଶୁ ପୁତ୍ରର ମୃତ୍ୟୁ। ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ତିଲିଆ ପଞ୍ଚାୟତ ଅନ୍ତର୍ଗତ ବରଙ୍ଗାମାଲ ଗାଁରେ। ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ଭୋଇ ତାଙ୍କ ଖଳାରେ ଥ୍ରେସର୍ ମେସିନ୍ ସାହାଯ୍ୟରେ ଧାନ ବେଙ୍ଗଳା କରୁଥିଲେ।...
ମାଲକାନଗିରି: ମାଲକାନଗିରିରେ ପୁଣି ମାଓବାଦୀ ପୋଷ୍ଟର ଲଗାଯାଇଛି। ଗୁମ୍ମା ସିପିଆଇ ମାଓବାଦୀ ଆଞ୍ଚଳିକ କମିଟି ପକ୍ଷରୁ ଅଣ୍ଡ୍ରାପାଲି ଓ ନାକାମାମୁଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି। ବର୍ତ୍ତମାନ ମାଓବାଦୀଙ୍କ ପିଏଲ୍ଜିଏ ସପ୍ତାହ ଚାଲିଥିବା ବେଳେ ଏହାକୁ ଧୁମ୍ଧାମ୍ରେ ପାଳନ କରିବାକୁ ମାଓବାଦୀ ସଂଗଠନ ପୋଷ୍ଟରରେ...
ଭୁବନେଶ୍ୱର: ତାଳଚେରରେ ଏକ ଘରେ ମାଟି ଦବିବା ଘଟଣାକୁ କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ ଗୁରୁତ୍ୱର ସହ ନେଇଛନ୍ତି । ଏକ ବିଶେଷଜ୍ଞ ଟିମ୍ ଦ୍ୱାରା ଏହି ଘଟଣାର ବିଧିବଦ୍ଧ ତଦନ୍ତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାବିତ ଅଞ୍ଚଳର ସୁରକ୍ଷା ଏବଂ ଲୋକମାନଙ୍କ...