• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

hockey
ମହିଳା ଦଳରେ ସଫଳତା ସାଉଁଟିବା ପରେ ପୁରୁଷ ଦଳର ଗୁରୁ ଦାୟିତ୍ୱ ନେଇଛନ୍ତି ଏହି ହକି କୋଚ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଛି ହକି ମହାକୁମ୍ଭ। ଆଉ ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ବିଶ୍ୱର ୧୬ଟି ଦେଶ। ଚଳିତ ହକି ବିଶ୍ୱକପ୍ ମୁକାବିଲାରେ ଭାଗ ନେଇଥିବା ୧୬ ଟିମ୍‌ରୁ ଅଧିକାଂଶ ଦଳର କୋଚ୍‌ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ସାମଞ୍ଜସ୍ୟତା ଅର୍ଥାତ୍‌ ୧୦ଟି ଟିମ୍‌ର କୋଚ୍ ଏହା ପୂର୍ବରୁ ମହିଳା...

atm
ଏଟିଏମ୍‌ ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର: ମାତିଛନ୍ତି ଲୁଟେରା। ଆଉ ଟାର୍ଗେଟ୍‌ରେ ଏଟିଏମ୍‌। ଗତ କିଛି ମାସ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ବୃତ୍ତମାନେ ଏଟିଏମ୍‌ ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସନ୍ତରଗଡ଼ିଆ ତଳ ବଜାର ଚଣ୍ଡୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା AXIS ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌...

mika singh
ଯୌନ ନିର୍ଯାତନା ମାମଲାରେ ମିକା ସିଂ ଗିରଫ

ନୂଆଦିଲ୍ଲୀ: ବଲିଉଡ୍‌ ଲୋକପ୍ରିୟ ଗାୟକ ମିକା ସିଂଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ୧୭ ବର୍ଷୀୟ ବ୍ରାଜିଲୀୟ ନାବାଳିକା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ନାବାଳିକାଙ୍କ ଅଭିଯୋଗ ଆଧାର କରି ୟୁଏଇ ପୁଲିସ୍‌ ତାଙ୍କୁ ଗିରଫ କରିଛି। ବ୍ରାଜିଲୀୟ ନାବାଳିକା କରିଥିବା ଅଭିଯୋଗ ଅନୁଯାୟୀ ମିକା...

tdp
ଓଡ଼ିଶାରେ ନିର୍ବାଚନ ଲଢ଼ିବ ଟିଡିପି

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ ତେଲୁଗୁ ଦେଶମ୍ ପାର୍ଟି(ଟିଡିପି) ନିର୍ବାଚନ ଲଢ଼ିବ। ଏନେଇ ଟିଡିପି ଓଡ଼ିଶା ଦାୟିତ୍ୱରେ ଥିବା ରାଜେଶ ପୁତ୍ରା ସୂଚନା ଦେଇଛନ୍ତି। ରାଜ୍ୟର ୫୨ଟି ବିଧାନସଭା ଏବଂ ୫ଟି ଲୋକସଭାରେ ଟିଡିପି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଟିଡିପିର ସ୍ଥିତି...

telangana
ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଜାରି

ନୂଆଦିଲ୍ଲୀ: ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଲାଗି ଆଜି ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ତେଲେଙ୍ଗାନାରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବାବେଳେ ୮ଟାରେ ରାଜସ୍ଥାନରେ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ରାଜସ୍ଥାନରେ ମୋଟ୍ ୨୦୦ ଆସନ ମଧ୍ୟରୁ ୧୯୯ଟିରେ...

pm  modi and rahul gandhi
ଆସୁଛନ୍ତି ମୋଦି ଓ ରାହୁଲ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆସନ୍ତା ୨୪ ତାରିଖରେ ଖୋର୍ଦ୍ଧାରେ ଆୟୋଜିତ ବିଶାଳ ଜନ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ନେଇ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆଜି ଏହି ସୂଚନା...

chakradhar
ଶଙ୍ଖ ଧରିଲେ ଚକ୍ରଧର

ଭୁବନେଶ୍ୱର: ଶଙ୍ଖ ଧରିଲେ ଚକ୍ରଧର। କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି। ଗଜପତି ଜିଲ୍ଲା ମୋହନାର ପୂର୍ବତନ ବିଧାୟକ ଚକ୍ରଧର ପାଇକ ୨୦୦୯ରୁ...

maoist poster
ମାଲକାନଗିରିରେ ମାଓବାଦୀ ପୋଷ୍ଟର

ମାଲକାନଗିରି: ମାଲକାନଗିରିରେ ମାଓବାଦୀ ପୋଷ୍ଟର। ଗୁମ୍ମା ଆଞ୍ଚଳିକ ସିପିଆଇ ମାଓବାଦୀ  ସଂଗଠନ ତରଫରୁ ପଣସପୁଟ ଓ ଗାଜଲମାଲୁଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଛି। ନିରୀହ ଅାଦିବାସୀଙ୍କ ଉପରେ ମାଓବାଦୀଙ୍କ ନାଁନେଇ ପୁଲିସ୍‌ର ଦମନଲୀଳାକୁ ପୋଷ୍ଟରରେ ବିରୋଧ କରାଯାଇଛି। ଗତ ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ...

police station
ଥାନା ଶୌଚାଳୟରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଶୌଚାଳୟରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଜୟ ଲାକ୍ରା। ତାଙ୍କ ଘର ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ରାଇକାକଚ୍ଛର ଗାଁରେ। ଜୟଙ୍କୁ ଟଙ୍କା ହଡ଼ପ ଅଭିଯୋଗରେ ୩ ଦିନ ଧରି ପୁଲିସ୍‌ ପଚରା ଉଚରା କରୁଥିଲା। ତେବେ...

plane
ଇନ୍ଧନ ଭର୍ତ୍ତି ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ନୌସେନା ସଦସ୍ୟ ନିଖୋଜ

ୱାଶିଂଟନ୍‌: ଜାପାନ୍‌ ତଟବର୍ତ୍ତୀ ଅଞ୍ଚଳରେ ୨ ଆମେରିକୀୟ ଯୁଦ୍ଧ ବିମାନ ମଝି ଆକାଶରେ ଇନ୍ଧନ ଭର୍ତ୍ତି କରିବା ଅଭ୍ୟାସ ଚଳାଇଥିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣ ଆମେରିକୀୟ ନୌବାହିନୀ ସଦସ୍ୟ ନିଖୋଜ ଅଛନ୍ତି। ନିଖୋଜ ନୌବାହିନୀ ସଦସ୍ୟଙ୍କୁ ଉଦ୍ଧାର କରିବା ଲାଗି ଆମେରିକା ଓ ଜାପାନ ପକ୍ଷରୁ...

BJD
ପୁଣି ଥରେ ବିଜେଡିରେ ଗୋଷ୍ଠୀ କନ୍ଦଳ

ଅନୁଗୁଳ: ପୁଣି ଥରେ ବିଜେଡିରେ ଗୋଷ୍ଠୀ କନ୍ଦଳ। ଏଥର ଅନୁଗୁଳ ଜିଲ୍ଲାରେ ବିଜେଡି ବିଧାୟକଙ୍କ ବିରୋଧରେ ଅସନ୍ତୁଷ୍ଟ ଦଳୀୟ କର୍ମୀ ଏକଜୁଟ ହୋଇଛନ୍ତି। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ବିରୋଧରେ ବହୁ ସଂଖ୍ୟକ କର୍ମୀ ଏବଂ ନେତା ଏକତ୍ରିତ ହୋଇଛନ୍ତି। ଅଭିଯୋଗ ଅନୁସାରେ ସ୍ଥାନୀୟ ଅଞ୍ଚଳର ବିକାଶ, ନିର୍ମାଣ...

Pallahara bandh
ଅାଜି ୧୨ ଘଣ୍ଟିଅା ପାଲଲହଡ଼ା ବନ୍ଦ

ପାଲଲହଡ଼ା: ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି। ଦୁଇ ଦଫା ଦାବିରେ ପାଳଲହଡା ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରେଙ୍ଗାଲି କ୍ଷତିଗ୍ରସ୍ତଙ୍କୁ ଏକର ପିଛା ୫୦ ହଜାର ଟଙ୍କା ସହାୟତା ଓ ପାଲଲହଡା ଓ ଖମାର ମେଡ଼ିକାଲ୍‌ରେ ଖାଲି ପଡ଼ିଥିବା ଡାକ୍ତର...

election
ବିଜାତଳା ବ୍ଲକ୍ ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଉପ ନିର୍ବାଚନ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ବିଜାତଳା, ମୁଣ୍ଡାଠାକୁରା, ବଣକାଟି, ରାଇହରି ଏବଂ ଲୁହାଶିଳା ପଞ୍ଚାୟତରୁ ଲଢ଼ୁଥିବା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ୨୩...

berhampur
କେବେ ଲୋକଙ୍କ କାମରେ ଲାଗିବ ବ୍ରହ୍ମପୁର ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ?

ବ୍ରହ୍ମପୁର: ଅଧପନ୍ତରିଆ ଅବସ୍ଥାରେ ରହିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ଉଦଘାଟନ ହେବାର ବର୍ଷେ ବିତି ଗଲାଣି। ହେଲେ ଏହା ଲୋକଙ୍କ କାମରେ ଲାଗି ପାରିନାହିଁ। ଏପରି ସ୍ଥିତିରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିବାରେ ଲାଗିଛି, ଏହା କେବେ ଲୋକଙ୍କ କାମରେ ଲାଗିବ ?...

bajrakapta
ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ୨ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମଇଦଳପୁରରୁ ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ରାଇସିଂ ଜାନି ଓ ଭୀମ ଜାନି ନାମକ ୨ ଜଣ ବ୍ୟକ୍ତିଙ୍କୁ ଡାବୁଗାଁ ବନ ବିଭାଗ ଟିମ୍  ଗିରଫ କରିଛି। ଅନ୍ୟ ୩ ଶିକାରୀ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି। ମଇଦଳପୁର ଅଞ୍ଚଳର ୫ ଜଣ ବ୍ୟକ୍ତି...

fake-note
୧୦୦ ଟଙ୍କିଆ ଜାଲ୍‌ନୋଟ୍‌ ଜବତ୍‌

ବାଲେଶ୍ୱର: ବାଲେଶ୍ୱରରେ ୩ ଜଣ ବ୍ୟକ୍ତିଙ୍କ ଠାରୁ ୫ଟି ଜାଲନୋଟ ସହଦେବଖୁଣ୍ଟା ପୁଲିସ୍‌ ଜବତ କରିଛି। ଏହି ୩ ଜଣ ବ୍ୟକ୍ତି ଝାଡ଼ଖଣ୍ଡରୁ ଆସି ରେମୁଣା ଯିବାକୁ ଏକ ଅଟୋକୁ ପଚାରିଥିଲେ।   ଏହାପରେ ସେମାନେ ଅଟୋ ଚାଳକଙ୍କୁ ୩ଟି ଶହେ ଟଙ୍କିଆ ନୋଟ୍ ଦେଇଥିଲେ। ନୋଟ୍‌କୁ ନେଇ ଅଟୋ...

naveen patnaik
ନବୀନ ଖେଳିଲେ ମହିଳା ସଂରକ୍ଷଣ କାର୍ଡ

ଭୁବନେଶ୍ୱର:  ନିର୍ବାଚନ ପୂର୍ବରୁ ବିଜେଡି ଖୋଲିଛି ମହିଳା କାର୍ଡ। ବିଧାନସଭା ଓ ଲୋକସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ଲାଗି ବିଧାନସଭାରେ ପୂର୍ବରୁ ସଙ୍କଳ୍ପ ପାରିତ ହୋଇଥିବା ବେଳେ ଜାତୀୟ ସ୍ତରରେ ଏହାକୁ ଆଗକୁ ନେବା ପାଇଁ ଆଜି ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏ...

rajanikant
ରଜନୀକାନ୍ତଙ୍କ ଫିଲ୍ମରେ ଶୁଣିବାକୁ ମିଳିବ ସମ୍ୱଲପୁରୀ ଧୂନ୍‌

ଢେଙ୍କାନାଳ: ସମ୍ବଲପୁରୀ ବିଟ୍‌ରେ ନାଚିବ ସାଉଥ୍ ଇଣ୍ଡିଆ। ଢୋଲ୍‌ ନିଶାନର ତାଳେ ତାଳେ ଝୁମିବେ ଦର୍ଶକ। ପୂର୍ବରୁ ସମ୍ବଲପୁରୀ ଫୋକ୍‌ ମ୍ୟୁଜିକ୍‌ ଓଲିଉଡ୍‌ଠାରୁ ନେଇ ବଲିଉଡରେ କମାଲ ଦେଖାଇ ସାରିଥିବା ବେଳେ ଏବେ ତାମିଲ୍‌ ଇଣ୍ଡଷ୍ଟ୍ରିରେ ଏହାର ଜଲଓ୍ୱା ଦେଖିବାକୁ ମିଳିବ। ଅପ୍‌କମିଙ୍ଗ ତାମିଲ ଫିଲ୍ମ ‘ପେଟ୍ଟା’ରେ ଶୁଣିବାକୁ...

supreme court
ଓଡ଼ିଶା ନେତାଙ୍କ ନାଁରେ ପଡ଼ିରହିଛି ୩୩୧ ଅପରାଧିକ ମାମଲା 

ଭୁବନେଶ୍ୱର: ଦାଗୀ ନେତା ତାଲିକାରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ। ସୁପ୍ରିମ୍‌ପୋର୍ଟରେ ଏ ସଂପର୍କିତ ମାମଲା ଶୁଣାଣି ବେଳେ ଏ ତଥ୍ୟ ପଦାକୁ ଆସିଛି। ଉତ୍ତରପ୍ରଦେଶରେ ନେତାଙ୍କ ବିରୋଧରେ ସର୍ବାଧିକ ୯୯୦ ମାମଲା ରହିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୩୩୧। ତେଣୁ ନେତାଙ୍କ ବିରୋଧରେ ଥିବା ମାମଲା ଗୁଡିକର ବିଚାର...

1b
୨୦୧୮ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପ୍ରଫେସର ଦାଶରଥି ଦାସ

ଭୁବନେଶ୍ୱର: ଚଳିତ ୨୦୧୮ ବର୍ଷର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକା ଘୋଷଣା କରାଯାଇଛି। ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ପ୍ରଫେସର ଦାଶରଥି ଦାସ ପାଇବେ ୨୦୧୮ର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେ ତାଙ୍କ ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’...