• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

rainfall
‘ପେତାଇ’ ପ୍ରଭାବରେ ୧୨ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷିବ!

ଭୁବନେଶ୍ୱର: ବାତ୍ୟା ‘ପେତାଇ’ ସ୍ଥଳ ଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେଉଛି। ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉପୂକଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି...

koraput
ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଆଜି ୪ ଜିଲ୍ଲାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଅଯାଇଛି। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଏହି ବନ୍ଦ ପାଳନ ହେଉଛି। ବିଭିନ୍ନ ଜିଲ୍ଲାର ଓକିଲ ସଂଘ ସହ ବୈଠକ...

fall
ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ମହାଦେବ ମୁଣ୍ଡିଆ ପର୍ଯ୍ୟଟନ ସ୍ଥଳ

କେନ୍ଦୁଝର  : ପାହାଡ଼ ଜଙ୍ଗଲ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦୁଝର ଜିଲ୍ଲାରେ ରହିଛି ଅନେକ ମନୋରମ ପର୍ଯ୍ୟଟନ ସ୍ଥଳୀ।  ହେଲେ ଜିଲ୍ଲାର ବାଂଶପାଳ ବ୍ଲକ ଚମ୍ପାଝରରେ ଥିବା ‘ମହାଦେବ ମୁଣ୍ଡିଆ’ ପାହାଡ଼ ପର୍ଯ୍ୟଟନ ମାନଚିତ୍ରର ଆଢୁଆଳରେ ରହିଯାଇଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ଦୁଇଟି ସୁନ୍ଦର ଜଳପ୍ରପାତ...

NAVEEN
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରତ ଗସ୍ତ

ଭୁବନେଶ୍ୱର : ଗୁଜରାଟର ସୁରତରେ ରହୁଥିବା ୭ ଲକ୍ଷରୁ ଅଧିକ ଓଡ଼ିଆଙ୍କ ନିକଟତର ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ। ପ୍ରବାସୀ ଓଡ଼ିଆଙ୍କ ପାଇଁ ସୁରତରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଯୋଗ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ପ୍ରଥମ ଥର ସେଠାକୁ ଗସ୍ତ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡିର...

train
‘ପେତାଇ’ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ସ୍ଥଳଭାଗ ଛୁଇଁ ସାରିଛି ଘୂର୍ଣ୍ଣିଝଡ଼ ପେତାଇ।  ଏହା ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେଉଛି। ପେତାଇ ପାଇଁ ରେଲ୍‌ୱେ ପକ୍ଷରୁ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ଟ୍ରେନ୍‌କୁ ନିର୍ଦ୍ଦିଷ୍ଟ...

KUMAR
କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ୧୯୮୪ ମସିହାରେ ଶିଖ୍‌ ବିରୋଧୀ ଦଙ୍ଗା ଘଟଣାରେ ଜଡ଼ିତ ଏକ ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଆଜି କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏଥିସହ କୋର୍ଟ ସଜ୍ଜନଙ୍କୁ...

elephant death
ବିପଦରେ ଗଜରାଜ; ପୁଣି ଗଞ୍ଜାମରୁ ମିଳିଲା ଆଉ ଏକ ଦନ୍ତା ହାତୀର ମୃତଦେହ

ଗଞ୍ଜାମ: ପୁଣି ଥରେ ବିପଦରେ ଗଜରାଜ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାରାସିଂ ରେଞ୍ଜରୁ ମିଳିଛି ଆଉ ଏକ ଦନ୍ତା ହାତୀର ମୃତଦେହ। ତାରାସିଂ ରେଞ୍ଜ୍ ବାରଦଣ୍ଡା ଢେପସାହି, କୋକଳବା ନାଳ ନିକଟରୁ ହାତୀର ମୃତଦେହ ମିଳିଛି। ତେବେ ହାତୀର ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ବନ...

rainfall
‘ପେତାଇ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ପେତାଇ’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି। ବଲାଙ୍ଗିରରେ ୩୧ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୨୧ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ଭବାନୀପାଟଣାରେ ସର୍ବାଧିକ ୩୭ ମି.ମି. ବର୍ଷା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ବି  ଝିପିଝିପି ବର୍ଷା ଲାଗି ରହିଛି।...

heavy rainfall
ଘୂର୍ଣ୍ଣିଝଡ଼ ‘ପେତାଇ’ ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ପେତାଇ’ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ଶ୍ରୀଲଙ୍କାର ଟ୍ରିଙ୍କୋମାଲିଠାରୁ ୬୨୦ କି.ମି., ଚେନ୍ନାଇଠାରୁ ୨୬୦ କି.ମି., ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ଠାରୁ ୨୮୦ କି.ମି. ଓ କାକିନାଡା ଠାରୁ ୩୩୦ କି.ମି. ଦୂରରେ କେନ୍ଦ୍ରୀଭୂତ...

koshal
ତେଜିଲା ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି

ବଲାଙ୍ଗିର/ଝାରସୁଗୁଡ଼ା: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି କୋଶଳ ମହାବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଏହି ବନ୍ଦ ପାଳନ ହେଉଛି। ବଲାଙ୍ଗିରରେ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ବନ୍ଦ ପାଳନ ହେଉଥିବା ବେଳେ ଏହି ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ...

newly wed couple
ନବ ବିବାହିତ ଦମ୍ପତିଙ୍କ ପାଇଁ ଚର୍ଚ୍ଚାରେ ଶାହରୁଖ୍‌ଙ୍କ ‘ମନ୍ନତ୍‌’

ମୁମ୍ବାଇ: ଦେଶ ଓ ଦେଶ ବାହାରେ ବଲିଉଡ୍‌ ବାଦ୍‌ଶାହା ଶାହରୁଖ ଖାନ୍‌ ଯେତିକି ପ୍ରସିଦ୍ଧ, ତାଙ୍କର ‘ମନ୍ନତ’ ବାସଭବନ ମଧ୍ୟ ସେତିକି ପ୍ରସିଦ୍ଧ। ମୁମ୍ବାଇରେ ଶାହରୁଖ୍‌ଙ୍କ ଏହି ବାସଭବନ ରହିଛି। ଶାହରୁଖ୍‌ଙ୍କ ନାଁ ଯେମିତି ତାଙ୍କର ଏହି ବାସଭବନ ମଧ୍ୟ ଠିକ୍‌ ଦେଖିବାକୁ ସେମିତି। ଶାହାରୁଖ୍‌ଙ୍କ ଏହି ବିଶାଳକାୟ ବାସଭବନକୁ...

cyclone
ଜାଣନ୍ତୁ ଘଣ୍ଟା ପ୍ରତି କେତେ କି.ମି. ବେଗରେ ଗତି କରୁଛି ଘୂର୍ଣ୍ଣିଝଡ଼ ‘ପେଥାଇ’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ପେଥାଇ’ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ଶ୍ରୀଲଙ୍କାର ଟ୍ରିଙ୍କୋମାଲିଠାରୁ ୪୬୦ କି.ମି., ଚେନ୍ନାଇଠାରୁ ୪୯୦ କି.ମି., ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ଠାରୁ ୬୪୦ କି.ମି. ଓ କାକିନାଡା ଠାରୁ ୬୭୦ କି.ମି. ଦୂରରେ କେନ୍ଦ୍ରୀଭୂତ...

representationl image
ଛତିଶଗଡ଼ରୁ ଅପହୃତ ନାବାଳିକା ତେଲକୋଇରୁ ଉଦ୍ଧାର

ତେଲକୋଇ: ଅପହୃତ ନାବାଳିକାଙ୍କୁ ଉଦ୍ଧାର କଲା ପୁଲିସ୍‌। ଛତିଶଗଡ଼ରୁ ଅପହୃତ ଜଣେ ନାବାଳିକାଙ୍କୁ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜନସନପୁରରୁ ଉଦ୍ଧାର କରାଯାଇଛି। ବିଭିନ୍ନ ସ୍ଥାନରେ ଉକ୍ତ ନାବାଳିକାଙ୍କୁ ରଖାଯାଇ ଶାରୀରିକ ନିର୍ଯାତନା ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ଜଣେ ଯୁବକଙ୍କୁ ଅଟକ...

hostel2
ଅବ୍ୟବସ୍ଥା ଭିତରେ ଦେବଗଡ଼ ଜିଲ୍ଲାର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସ

ଦେବଗଡ଼: ଅବ୍ୟବସ୍ଥା ଭିତରେ ଦେବଗଡ ଜିଲ୍ଲାର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସ। ନାରୀ ଶିକ୍ଷା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ଯୋଜନା କେମିତି ବାଟବଣା ହେଉଛି ତାହା ଏହି ଛାତ୍ରୀ ନିବାସକୁ ଦେଖିଲେ ସ୍ପଷ୍ଟ ହୋଇଯିବ। ଆଜ୍‌ବେଷ୍ଟସ୍‌ ଭାଙ୍ଗି ଯାଇଥିବା ବେଳେ ଦିନରେ ଖରା,...

elephant
ଗାଁ ଭିତରେ ହାତୀପଲ, ଲୋକେ ଭୟଭୀତ

ବଣାଇ: ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଗୁଡ଼ିଆଳି ଗାଁରେ ଆଜି ଭୋର ସମୟରେ ୧୪ଟି ହାତୀ ଗାଁ ଭିତରକୁ ପଶି ପାଚେରି ଭାଙ୍ଗିବା ସହ ବାଡ଼ିରେ ଥିବା ପନିପରିବା ମଧ୍ୟ ନଷ୍ଟ କରିଥିବା ଜଣାପଡ଼ିଛି। ଖାଲି ଗୁଡ଼ିଆଳି ଗାଁ ନୁହେଁ...