• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

shelter
ସିଲ୍‌ ହେଲା ବେଲଟିକିରି ସେଲ୍‌ଟର୍‌ ହୋମ୍

ଢେଙ୍କାନାଳ: ଶେଷରେ ସିଲ୍‌ ହେଲା ଢେଙ୍କାନାଳ ଜିଲ୍ଲା ବେଲଟିକିରିରେ ଥିବା ସେଲ୍‌ଟର୍‌ ହୋମ୍। ଏଠାରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ଏବଂ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତହସିଲଦାରଙ୍କ ଉପସ୍ଥିତିରେ ଢେଙ୍କାନାଳ ସଦର ଥାନା ପୁଲିସ୍‌ ସେଲ୍‌ଟର୍‌ ହୋମ୍‌ ସିଲ୍‌ କରିଛନ୍ତି। ସିଲ୍ ବେଳେ ଜିଲ୍ଲା...

dot fest
ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ୍‌ ଉଦ୍‌ଘାଟିତ ହୋଇଛି। ଏହି ଫେଷ୍ଟରେ ଲୋକମାନେ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟର ସ୍ୱାଦ ପାଇବା ସହ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଓ ଶେଖରଙ୍କ ସଙ୍ଗୀତରେ ଦର୍ଶକ ଝୁମିଛନ୍ତି। ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଏହି ଫେଷ୍ଟ ଚାଲିବ। ନଗର ଉନ୍ନୟନ...

baliyatra
କଟକ ବାଲିଯାତ୍ରାରେ ଶୁଖୁଆର ଚାହିଦା

କଟକ: ଶେଷ ହେବାକୁ ଆସିଲାଣି ଐତିହାସିକ କଟକ ବାଲିଯାତ୍ରା। ପ୍ରତ୍ୟେକ ଦିନ ବାଲିଯାତ୍ରାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ, ଚଳିତବର୍ଷ ଶୁଖୁଆ ବଜାରର ବେଶ୍‌ ଚାହିଦା ରହିଛି। ଇଲିସି, ଖଇଙ୍ଗା, ଜଳକାଠାରୁ ଆରମ୍ଭ କରି କୋକିଲି, ଶାବଳା  ରାସ୍ତା କଡ଼ରେ ୨୫ରୁ ୩୦ ପ୍ରକାରର ଶୁଖୁଆ ବିକ୍ରି...

plga week
ଆଜିଠୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଆଜିଠାରୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ ହୋଇଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଏହି ସପ୍ତାହ ପାଳନ କରିବେ। ଏଥିପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ନକ୍ସଲମାନେ ପୋଷ୍ଟର ଲଗାଇବା ସହ ବନ୍ଦ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହକୁ...

representational image
ବଙ୍ଗୀୟ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବଙ୍ଗୀୟ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ୫ ଜଣ ଯୁବକ ତାଙ୍କୁ ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇ ଆସିଥିଲେ। ପରେ...

dead body
ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର: ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ସୁବର୍ଣ୍ଣପୁର ଜିଳ୍ଲା ବିନିକାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚକଡା ପୋକରେ ଫସଲ ହାନୀ ଓ ଋଣ ଭାର ଯୋଗୁଁ ସିଂଘିଯୁବା ଗାଁର ଭୁତୁଲୁ କର୍ଣ୍ଣ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତକାଲି...

firing
ଯୁବକଙ୍କୁ ଗୁଳିମାଡ଼

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳ ଛପଡା ବଜାରରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ଛପଡା ଗାଁର ସମୀର ଦାସ ନାମକ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ୍‌ରେ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ, ସାମାନ୍ୟ ଗଣ୍ଡଗୋଳକୁ...

former us president
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କ ପରଲୋକ

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଗତକାଲି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଶ୍‌ଙ୍କ ମୃତ୍ୟୁ ଖବରକୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ...

vigilance
ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ପିଅନ; ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

କୋରାପୁଟ: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। କୋରାପୁଟ ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକ ପାଣିଟ୍ୟାଙ୍କ୍ ନିର୍ମାଣ ବିଲ୍‌ କରାଇ ଦେବାକୁ କହି ଠିକାଦାର ଟଙ୍କଧର ହରିଜନଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ...

shelter home
ବେଲଟିକିରି ସେଲ୍‌ଟର୍‌ ହୋମ୍‌ରେ ଯୌନ ନିର୍ଯାତନା ଅଭିଯୋଗ ଘଟଣାରେ ସେଲ୍‌ଟର୍‌ ହୋମ୍‌ ଇନ୍‌ଚାର୍ଜ ଗିରଫ

ଢେଙ୍କାନାଳ: ଢେଙ୍କାନାଳରେ ବେଲଟିକିରିରେ ଥିବା ଏକ ବେଆଇନ ସେଲ୍‌ଟର୍‌ ହୋମରେ ଝିଅ ମାନଙ୍କୁ ଯୌନ ନିର୍ଯାତନା ଘଟଣାରେ ସେଲ୍‌ଟର୍‌ ହୋମ୍‌ ଇନ୍‌ଚାର୍ଜ ସୀମାଞ୍ଚଳ ନାୟକଙ୍କୁ ପୁଲିସ୍‌ ଗିରଫ କରିଛି। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ସେଲ୍‌ଟର୍‌ ହୋମ୍‌ ଏମ୍‌ଡି ଫୟାଜ ରେହମାନ୍‌ ଫେରାର ହୋଇ ଯାଇଛନ୍ତି।  ତାଙ୍କୁ...

accident
ରାସ୍ତା ପାର୍ ହେଉଥିବା ବେଳେ ଧକ୍କା ଦେଲା ଟ୍ରକ୍‌; ଚାଲିଗଲା ବାପା ପୁଅଙ୍କ ଜୀବନ

ରାଉରକେଲା: ରାଉରକେଲା ବାଲୁଘାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ବାପା ପୁଅଙ୍କର ମୃତ୍ୟୁ ଘଟିଛି। ବାପା ଟ୍ରକ୍‌ ଡ୍ରାଇଭର ଥିବା ବେଳେ ପୁଅ ସେହି ଟ୍ରକ୍‌ରେ ହେଲ୍‌ପର୍‌ ଥିଲେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଶମ୍ବୁନାଥ ସେଠୀ, ମୁନା...

marathon
ବିଶ୍ୱ ଏଡ୍‌ସ ଦିବସ ଅବସରରେ ଓଟିଭି ପକ୍ଷରୁ ମିନି ମାରାଥନ ଆୟୋଜିତ

ଭୁବନେଶ୍ୱର: ଆଜି ବିଶ୍ୱ ଏଡ୍‌ସ ଦିବସ। ଏଡ୍‌ସର ଭୟାବହତା ଏବଂ ସଚେତନତା ନେଇ ସାରା ବିଶ୍ୱରେ ପାଳିତ ହେଉଛି ଏହି ଦିବସ। ଏ ବର୍ଷ ଏଡ୍‌ସ ଦିବସର ବାର୍ତ୍ତା ରହିଛି ‘KNOW YOUR STATUS’ ଅର୍ଥାତ ସମସ୍ତେ ଏଡ୍‌ସ ଓ HIVକୁ ନେଇ ନିଜର ଅବସ୍ଥା ଜାଣନ୍ତୁ। ନିଜେ...

firing
ଗୁଳି କରି ଲୁଟି ନେଲେ ୭ ଲକ୍ଷ ଟଙ୍କା

ପାରାଦୀପ: ଗୁଳି କରି ୭ ଲକ୍ଷ ଟଙ୍କା ଲୁଟ୍‌। ପାରାଦୀପ ଇଫକୋ ଛକରେ କିଛି ଦୁର୍ବୃତ୍ତ ଗୁଳି କରି ୭ ଲକ୍ଷ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ଲାଗି ଟଙ୍କା ନେଇ ଯାଉଥିବା ଏକ ଘରୋଇ କମ୍ପାନୀ ଗାଡ଼ି ଉପରକୁ ଗୁଳି କରି...

kalia
କାଳିଆ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଜଗା ସୁସ୍ଥ ହୋଇ ବୁଲାବୁଲି କରୁଛି

ଭୁବନେଶ୍ୱର: ଦିଲ୍ଲୀ ଏମ୍‌ସ୍‌ରେ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଉଭୟ ଦିଲ୍ଲୀ ଏମ୍‌ସ୍‌ରେ ଚିକିତ୍ସିତ ହେଉଛନ୍ତି। କାଳିଆ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଜଗା ସୁସ୍ଥ ହୋଇ ବୁଲାବୁଲି କରୁଛି। କାଳିଆକୁ ପୂର୍ବରୁ ନଳିରେ ତରଳ ଖାଦ୍ୟ ଦିଆଯାଉଥିବା ବେଳେ...

bijoy mohapatra
ବିଜେପି ଛାଡ଼ିଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପିରୁ ଆଜି ଦୁଇ ଦୁଇ ଜଣ ବରିଷ୍ଠ ନେତା ଦିଲୀପ ରାୟ ଓ ବିଜୟ ମହାପାତ୍ର ଇସ୍ତଫା ଦେଇଛନ୍ତି। ପ୍ରଥମେ ଦିଲୀପଙ୍କ ଇସ୍ତଫା ଖବର ଆସିଥିଲା ଓ ତା’ପରେ ଆସିଥିଲା ବିଜୟଙ୍କ ଇସ୍ତଫା ଖବର। ବିଜୟ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପିରୁ ଇସ୍ତଫା ଦେଇଥିବା କଥା...

dillip
ଇସ୍ତଫା ଦେଲେ ଦିଲୀପ ରାୟ

ଭୁବନେଶ୍ୱର: ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲୀପ ରାୟ। ସେ ବିଜେପି ଟିକେଟ୍‌ରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଇସ୍ତଫାପତ୍ରକୁ ବାଚସ୍ପତି ଗ୍ରହଣ କରିଛନ୍ତି। ତେବେ ବିଜେପିରୁ ମଧ୍ୟ ଇସ୍ତଫା...

naxal
ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେବାକୁ ନକ୍ସଲଙ୍କ ନୂଆ ରଣନୀତି

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେବାକୁ ନକ୍ସଲ ଆପଣାଇଛନ୍ତି ନୂଆ ରଣନୀତି। ନକ୍ସଲ ସଦୃଶ ଦେଖା ଯାଉଥିବା ଧାନ ନଡାରେ କଣ୍ଢେଇ ତିଆରି କରି ତାକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ରଖିଛନ୍ତି। ଏଗୁଡ଼ିକୁ ଆକ୍ରମଣାତ୍ମକ ଢଙ୍ଗରେ ରଖାଯାଇଛି।। ସବୁ କଣ୍ଢେଇ ହାତରେ ବନ୍ଧୁକ ସଦୃଶ ପ୍ରତିକୃତି ରହିଛି। ଛତିଶଗଡ଼ର ସୁକ୍‌ମା...

reema
ପାର୍ସଲ ବୋମା ବିସ୍ଫୋରଣ: ସ୍ୱାମୀଙ୍କୁ ହରାଇଥିବା ରୀମାଙ୍କୁ ଆର୍ଥିକ ସହାୟତା ପ୍ରଦାନ

ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ସ୍ୱାମୀଙ୍କୁ ହରାଇଥିବା ନବ ବିବାହିତା ରୀମାରାଣୀ ସାହୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଆଇନ୍‌ ସେବା ପ୍ରାଧୀକରଣ ପକ୍ଷରୁ ତାଙ୍କୁ ଦେଢ଼ ଲକ୍ଷ ଟଙ୍କାର ଆର୍ଥିକ ସହାୟତା...

baliyatra
ବାଲିଯାତ୍ରାରେ ଖାଦ୍ୟ ପ୍ରେମୀଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଦହିବରା ଆଳୁଦମ୍‌ ଷ୍ଟଲ୍‌

କଟକ: ଚାଲିଛି ଐତିହାସିକ କଟକ ବାଲିଯାତ୍ରା। ସନ୍ଧ୍ୟା ନଇଁ ଆସିଲେ ଅସମ୍ଭାଳ ଗହଳି। ଯାତ୍ରା ବୁଲା ସାଙ୍ଗକୁ ସୁଆଦିଆ ଖାଦ୍ୟର ମଜା ନେବାକୁ ଆଦୌ ଭୁଲୁ ନାହାନ୍ତି ଫୁଡ୍‌ ଲଭର୍‌। ଦେଶୀ ଚଟ୍‌ପଟି ଖାଦ୍ୟ ଗୁପଚୁପ୍ ଓ ଦହିବରା ଆଳୁଦମ୍ ହେଉ କି ରାଜସ୍ଥାନୀ ଖାଦ୍ୟର ପସରା ସବୁଠି...

bandh
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ମହାବନ୍ଦ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘର ମହାବନ୍ଦର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ମଧ୍ୟ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାବନ୍ଦ ପାଳନ କରାଯାଉଛି।  ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ...