ଢେଙ୍କାନାଳ: ଆଜିଠୁ ରିମାଣ୍ଡରେ ଗଲେ ‘ଡାଡି’। ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲ୍ଟର୍ ହୋମ୍ ନିର୍ଯାତନା ଘଟଣାରେ ଆଜିଠୁ ଦୁଇଦିନ ପାଇଁ ସେଲ୍ଟର୍ ହୋମ୍ ମୁଖ୍ୟ ଫୟାଜ୍ ରେହମାନ ରିମାଣ୍ଡରେ ଯାଇଛନ୍ତି। କିପରି ବେଆଇନ୍ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲ୍ଟର୍ ହୋମ୍, ନିରୀହ ନାବାଳିକାଙ୍କ ସହିତ କିପରି...
ଜୟପୁର: ଜୟପୁରରେ ପୁଲିସ୍-ଅପରାଧୀ ମଧ୍ୟରେ ଗୁଳି ବିନିମୟ। ପାଓ୍ୱାର ହାଉସ୍ ଛକରୁ ଜୟନଗର ମଧ୍ୟରେ ପାଟ୍ରୋଲିଂ ବେଳେ ଗତକାଲି ବିଳମ୍ବିତ ରାତିରେ ଏହି ଗୁଳି ବିନିମୟ ହୋଇଛି। ସୂଚନା ଅନୁସାରେ ଏକ ଗଞ୍ଜେଇ ଚାଲାଣ ଗାଡିକୁ ଏସ୍କୋର୍ଟ (ସୁରକ୍ଷା) ଦେବା ନେଇ ଦୁଇଜଣ ଯୁବକ ବାଇକ୍ରେ ଯାଉଥିଲେ। ତେବେ...
ଢେଙ୍କାନାଳ: ହୁତୁହୁତୁ ହୋଇ ଜଳିଗଲା ବସ୍। ଢେଙ୍କାନାଳ ଜିଲ୍ଲା କାଲ୍ଟେକ୍ସ ଛକ ନିକଟରେ ୨ଟି ବସ୍ ଜଳି ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ଅନେକ ଦିନ ହେଲା ଏଠାରେ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଏହି ୨ଟି ବସ୍ରେ...
କେନ୍ଦୁଝର: ଘାଟିରେ ନଳକୂପ ଖୋଳା ଗାଡ଼ି ଓଲଟି ପଡ଼ିବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି-ତେଲକୋଇ ରାସ୍ତା କାଞ୍ଜିପାଣି ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକଙ୍କ ନାଁ ଧରମ ଯାଦବ। ତାଙ୍କ...
ଭୁବନେଶ୍ୱର: ଗୋଟିଏ ପଟେ ବିଭିନ୍ନ ଦେଶର ସୁସ୍ୱାଦ ବ୍ୟଞ୍ଜନ ଓ ଅନ୍ୟପଟେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଡଟ୍ ଫେଷ୍ଟର ତୃତୀୟ ଦିନ ବି ବେଶ୍ ଜମିଛି। କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ସଙ୍ଗୀତର ଯାଦୁରେ ଝୁମିଛନ୍ତି ଦର୍ଶକ। ଶୀତୁଆ ସନ୍ଧ୍ୟା ସାଙ୍ଗକୁ ସୋନାଙ୍କ ସଙ୍ଗୀତ, ଯାହାକି ଯୁବପିଢିଙ୍କୁ ବାନ୍ଧି...
ଭୁବନେଶ୍ୱର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପୁନଃ ସ୍ଥାପନ ଦାବି ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ତହସିଲ ଏବଂ କୋର୍ଟକୁ ବନ୍ଦ କରିବାକୁ ଜିଲ୍ଲା ଓକିଲ ସଂଘ ନିଷ୍ପତ୍ତି ନେଇଛି। ଗତକାଲି ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ...
ବାଲେଶ୍ୱର: ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ୟା ନେଇ ରାଜଧାନୀର ଲୋୟର ପିଏମଜିରେ ରକ୍ତ ଭଣ୍ଡାର କର୍ମଚାରୀମାନେ ଗତ ୨୬ ତାରିଖରୁ ଆନ୍ଦୋଳନ କରୁଛନ୍ତି। ଏଭଳି ପରିସ୍ଥିତିରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ସକାଳୁ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଦୂର ଦୂରାନ୍ତରୁ ଆସି...
ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଥମ ଇଞ୍ଜିନ୍ ବିହୀନ ରେଳ ଗାଡ଼ି ଟ୍ରେନ୍-୧୮ ଘଣ୍ଟାପ୍ରତି ୧୮୦କିମି ବେଗରେ ଗତି କରିଛି। ଗତକାଲି ଏନେଇ ପରୀକ୍ଷାମୂଳକ ଭାବେ ଟ୍ରେନ-୧୮ କୋଟା- ସାୱାଇ ମାଧୋପୁର ଷ୍ଟେସନରେ ଚଲାଯାଇଥିଲା। ଟ୍ରେନ୍ଟି ତ୍ରୁଟିଶୂନ୍ୟ ଭାବେ ଗତି କରିଥିଲା ବୋଲି ଜେନେରାଲ ମ୍ୟାନେଜର ଏସ.ମଣି ସୂଚନା...
ଝାରସୁଗୁଡ଼ା : ଝାରସୁଗୁଡ଼ାର ଝାଡ଼େଶ୍ୱର ମନ୍ଦିରରେ ବାଲ୍ୟ ବିବାହ ଚାଲିଥିବା ବେଳେ ପୁଲିସ୍ ଜଣେ ନାବାଳିକାକୁ ଉଦ୍ଧାର କରିଛି। ଏହା ସହିତ ବର ଏବଂ ବରପିତାକୁ ଗରିଫ କରିଛି। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଆଜି ସିଡବ୍ଲୁସି, ଚାଉଲ୍ଡ ଲାଇନ ଓ ପୁଲିସ୍ ଝାଡ଼େଶ୍ୱର ମନ୍ଦିରରେ ଆସି ପହଞ୍ଚିଥିଲେ।...
କନ୍ଧମାଳ: ଦାରିଙ୍ଗବାଡିର ସାନମାହ ଗାଁରେ ଚା’ ଖଟି ‘ହେଇଯାଉ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଚା ଖଟି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ବୈଜୟନ୍ତ ଦାରିଙ୍ଗବାଡିରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ତାଙ୍କୁ ଏକ ଶୋଭାଯାତ୍ରାରେ ଚାରିଛକରୁ...
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତ ପରିଛଳ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ବେଗୁନିଆ ଥାନା ଆଇଆଇସିଙ୍କ ସହିତ ଥାନାର ଅନ୍ୟ କର୍ମଚାରୀଙ୍କୁ ପଞ୍ଚାୟତ ଅଫିସ୍ ଭିତରେ ତାଲା ପକାଇ ଦେଇଛନ୍ତି। ଏପରି କାଣ୍ଡ ଘଟାଇବାର କାରଣ ହେଉଛି ଏକ ହତ୍ୟା ଅଭିଯୋଗ ମାମଲାରେ ଅଭିଯୋଗ କରିବା ପରେ...
ମାଲକାନଗିରି: ପିଏଲ୍ଜିଏ ସପ୍ତାହ ଚାଲିଥିବା ବେଳେ ନକ୍ସଲଙ୍କୁ ଶକ୍ତ ଧକ୍କା ଲାଗିଛି। ଜଣେ ମହିଳା ହାର୍ଡକୋର୍ ନକ୍ସଲ ସଂଗଠନର ହାତ ଛାଡ଼ିଛନ୍ତି। ଆଜି ମାଲକାନଗିରି ଏସ୍ପିଙ୍କ ନିକଟରେ ହାର୍ଡକୋର୍ ମହିଳା ନକ୍ସଲ ଇଡ଼େ ମାଡ଼ି ଆତ୍ମସମର୍ପଣ କରିଛନ୍ତି। ୨୦୧୪ ମସିହାରୁ ସେ ନକ୍ସଲ ସଂଗଠନରେ ଯୋଗ ଦେଇଥିଲେ। ପୁଲିସ୍...
ଝାରସୁଗୁଡ଼ା: ଟ୍ରାନ୍ସଫର୍ମରରେ ଫ୍ୟୁଜ୍ ବାନ୍ଧିବା ବେଳେ ନିଆଁ ଲାଗି ଜଣେ ବିଦ୍ୟୁତ୍ କର୍ମଚାରୀ ଟ୍ରାନ୍ସଫର୍ମର ସହ ଜଳି ଯାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ନାଁ କାହ୍ନୁ ଚରଣ ସାହୁ। ତାଙ୍କ ଘର ଛତିଶଗଡ଼ ସରିଆ ଅଞ୍ଚଳରେ। ମୃତ କର୍ମଚାରୀ ଜଣଙ୍କ ଠିକାରେ...
କେନ୍ଦ୍ରାପଡ଼ା: ଯୌତୁକ ରାକ୍ଷସ ଜୁଇରେ ଆଉ ଜଣେ ବୋହୂ। ଯୌତୁକ ଲୋଭ ଏତେ ଭୟଙ୍କର ହୋଇଗଲା ଯେ ହାତ ଗୋଡ଼ ବାନ୍ଧି କିରୋସିନି ଢାଳି ନିଆଁ ଲଗାଇବାକୁ ପଛାଇଲେ ନାହିଁ ଶାଶୂ ଘର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ବୋହୂକୁ ପୋଡ଼ି...
ଭୁବନେଶ୍ୱର: ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହର ଆଜି ହେଉଛି ଦ୍ୱିତୀୟ ଦିନ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଏହି ସପ୍ତାହ ପାଳନ କରିବେ। ପିଏଲ୍ଜିଏ ସପ୍ତାହକୁ ଦୃଷ୍ଟିରେ ରଖି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼...
ପାରାଦୀପ: ପାରାଦୀପ କୁଜଙ୍ଗ ଜଳଧରପୁରରେ ସ୍ୱାଭିମାନ ସମାବେଶରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ବର୍ଷିଛନ୍ତି। ବିଜୁ ଜନତା ଦଳ ଆଜି ଓଡ଼ିଶାବାସୀଙ୍କ କାଳ ବୋଲି ଦାମ କହିଛନ୍ତି। ଖାଲି ଏତିକି ନୁହେଁ ପ୍ରତାପ ଜେନାଙ୍କ ଉପରେ ମଧ୍ୟ ଦାମୋଦର ରାଉତ...
ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପୁନଃ ସ୍ଥାପନ ଦାବିରେ ଆଜି ୨୪ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ଜିଲ୍ଳା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ...
ବାଲେଶ୍ୱର: ବାଲେଶ୍ୱରରେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ। ମଦ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଏକ ଦୈନିକ ଖବର କାଗଜର ସାମ୍ବାଦିକ। ତାଙ୍କ ନାଁ ପ୍ରମୋଦ ରାଉତ। ମଦ କାରବାର ବିରୋଧରେ ଖବର ଛାପିଥିବାରୁ ପ୍ରମୋଦଙ୍କୁ ମାରଣାସ୍ତ୍ରରେ ମଦ ମାଫିଆ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ସୋର...
ଖୋର୍ଦ୍ଧା: ଏଲ୍ଆଇସି ଖୋର୍ଦ୍ଧା ଶାଖା ସଭାପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ହରିରାଜପୁର ଫାଣ୍ଡି ନିମବସନ୍ତ ଗାଁର ରବୀନ୍ଦ୍ର କୁମାର ନାହାକ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଖୋର୍ଦ୍ଧାରୁ ଘରକୁ ଫେରୁଥିବା ବେଳେ ଜଟଣୀ ନାଇଜର ନିକଟରେ ତାଙ୍କୁ ସଂଘବଦ୍ଧ ଭାବେ...
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପୁଣି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବଣାଇ କୁଳିପୋଷ ରେଞ୍ଜରେ ଏକ ହାତୀପଲ ଆସି ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଏବେ କୁଳିପୋଷ ଗାଁ ମୁଣ୍ଡରେ ୬ରୁ ୭ଟି ହାତୀ ରହିଥିବା ଜଣାପଡ଼ିଛି। କେଲ, ଗଡ଼ପୋଷ, ନୂଆଡିହି, ଭାଂଗଡିହି, ଖୁଟଗାଁ...