ରାଉରକେଲା: ରାଉରକେଲାରେ ଆରମ୍ଭ ହୋଇଛି ନିଯୁକ୍ତି ମେଳା। ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଛନ୍ତି। ଜିଲ୍ଲାରେ ଥିବା ଶିକ୍ଷିତ ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଆୟୋଜନ କରାଯାଇଛି। ହେଲେ ମେଳାରେ ଜିଲ୍ଲାର କୌଣସି କମ୍ପାନୀ ଭାଗ ନେଇନାହାନ୍ତି। ଆଉ...
କେନ୍ଦୁଝର: ୨୦୦୪ ମସିହାରେ ଇନ୍ଦିରା ଆବାସ ଦୁର୍ନୀତି ନେଇ ଚର୍ଚ୍ଚାରେ ଥିବା କେନ୍ଦୁଝର ଜିଲ୍ଲା ହାଟଡିହି ପଞ୍ଚାୟତ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦୁର୍ନୀତି ପଛରେ ଯନ୍ତ୍ରୀ, ଅଧିକାରୀ ଏବଂ ଦଲାଲଙ୍କ ସଂପୃକ୍ତି ସ୍ପଷ୍ଟ ବାରି ହେଉଛି। ଆବାସ ଯୋଜନାରେ ଘର ନିର୍ମାଣ...
କଟକ: ବର୍ତ୍ତମାନର ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କୁ ଡରାଇ ଦେଇଛି। କେଉଁଠି ପାଚିଲା ଧାନ ବିଲରେ ଗଜା ହେବାକୁ ବସିଲାଣିତ ଆଉ କେଉଁଠି ଖଳାରେ ବେଙ୍ଗଳା ହେବା ପୂର୍ବରୁ ପାଣିରେ ଭିଜିଲାଣି। ଏଭଳି ସ୍ଥଳେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା...
ଯାଜପୁର: ଯାଜପୁର ଜିଲ୍ଲାର ସଂଗ୍ରାମୀ ମାଟି ବାଲିପଡ଼ିଆରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ସେଠାରେ ଗାନ୍ଧି କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧିଜୀଙ୍କ ସ୍ମୃତିରେ ଠକ୍କର ବାପା ଆଶ୍ରମରେ ରାମଧୁନ୍ ଗାନ କରାଯିବା ସହ ମହାତ୍ମା...
ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ କେଳୁଣି ମୁହାଣରେ ଅଲିଭ ରିଡ୍ଲି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁସାରେ କେଳୁଣି ମୁହାଣ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବେଳାଭୂମିରେ ଗୋଟିଏ ଅଲିଭ ରିଡ୍ଲି କଇଁଛର ୧୩୬ଟି ଅଣ୍ଡାକୁ ବନ ବିଭାଗ ସଂଗ୍ରହ କରି ଜାହାନିଆଠାରେ ନିର୍ମିତ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ...
ଭୁବନେଶ୍ୱର: ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସେସୁକୁ ବିକ୍ରି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟ ସରକାର ସେସୁ ଭଳି ବଡ଼ ସଂସ୍ଥାକୁ ଘରୋଇ ସଂସ୍ଥା ହାତରେ ଟେକି ଦେବାକୁ...
ଭୁବନେଶ୍ୱର: ବର୍ତ୍ତମାନ ନିର୍ବାଚନୀ ହାୱା ବହୁଥିବା ବେଳେ କୃଷି ଋଣ ଛାଡ଼କୁ ନେଇ ଯୋର୍ଦାର୍ ଦାବି ହେଉଛି। ସାରା ଦେଶରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ଋଣଛାଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି,...
ପୁରୀ: ମାତିଛି ବାର୍ଡ ଫ୍ଲୁ। କୁକୁଡ଼ାଙ୍କୁ ଏବେ ବାର୍ଡ ଫ୍ଲୁ ଭୟ। ରୋଗରେ ଆକ୍ରାନ୍ତ ଶହ ଶହ କୁକୁଡ଼ାଙ୍କୁ ପ୍ରଶାସନ ପକ୍ଷରୁ ମରାଚାଲିଛି। ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ କୁକୁଡ଼ା ମରା ଅଭିଯାନ ସପ୍ତମ ଦିନରେ ପହଞ୍ଚିଛି। ଗତକାଲି ସୁଦ୍ଧା ପ୍ରାୟ ୧୨ ହଜାର...
ସମ୍ବଲପୁର: ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍ ପୋଡ଼ା ଘଟଣାରେ ଥାନାରେ ମାମଲା ରୁଜ୍ଜୁ ହୋଇଛି। ବୋର୍ଡର ଡେପୁଟି ସେକ୍ରେଟାରୀଙ୍କ ଏତଲା ଭିତ୍ତିରେ ଧନୁପାଲି ଥାନାରେ ମାମଲା ରୁଜୁ କରାଯାଇଛି। ସମ୍ବଲପୁର ସଦର ଏସ୍ଡିପିଓଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ସୂଚନାଅନୁସାରେ ଗତକାଲି ଜେଲ୍ ଛକ ସ୍ଥିତ...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ମଳିପଡ଼ା ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତଦେହ ଉଦ୍ଧାର କରିବା ପରେ ପୁଲିସ୍ ତଦନ୍ତ କରି ଜଣେ ଯୁବକକୁ ଗିରଫ କରିଛି। ଏହି ହତ୍ୟାକାଣ୍ଡ ପ୍ରେମ ସମ୍ପର୍କକୁ ଭିତ୍ତିକରି ଘଟିଥାଇ ପାରେ ବୋଲି...
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି)ର ମୁଖ୍ୟ ଲାଲୁ ଯାଦବଙ୍କୁ ଆଶ୍ୱସ୍ତି। IRCTC ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ଏହି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପକ୍ଷରୁ ଲାଲୁଙ୍କ ବିରୋଧରେ ମାମଲା ହୋଇଥିଲା। ଏହା ପୂର୍ବରୁ କୋର୍ଟ ଲାଲୁ ଯାଦବଙ୍କ ପତ୍ନୀ...
ପାରାଦୀପ: ପାରାଦୀପ ସ୍ଥିତ ଭାରତୀୟ ତଟ ରକ୍ଷକ (କୋଷ୍ଟ୍ ଗାର୍ଡ) ମୁଖ୍ୟାଳୟ ପରିସର ଭିତରେ ଜଣେ ସନ୍ଦିଗ୍ଧ ଯୁବକ ପ୍ରବେଶ କରିବା ପରେ ତାଙ୍କୁ ଧରା ଯାଇ ପୁଲିସ୍ର ଜିମା ଦିଆଯାଇଛି। ସଂପୃକ୍ତ ଯୁବକଙ୍କୁ ପାରାଦୀପ ଥାନାରେ ଅଟକ ରଖାଯାଇଛି। ଅଟକ ଯୁବକଙ୍କ ନାଁ ମହମ୍ମଦ ସାହାବାଜ୍ ଓ...
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଅବଧି ସରିବା ପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ୬ ମାସ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ୍ରେ ଗତକାଲି ଏହା ନିଷ୍ପତ୍ତି ହୋଇଛି। ପୂର୍ବରୁ ଜମ୍ମୁ ଓ କଶ୍ମୀର ରାଜ୍ୟପାଳ...
କୋରାପୁଟ: ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ। ଘୂର୍ଣ୍ଣିଝଡ଼ ‘ପେତାଇ’ ଚାଷୀଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି। ପେତାଇ ପ୍ରଭାବରେ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ସହ ପନିପରିବା ଚାଷ ବି ନଷ୍ଟ ହୋଇଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ସେପଟେ ବର୍ଷା...
କଟକ: ବ୍ୟାଙ୍କ ଲୁଟ୍ ଉଦ୍ୟମ କରିଥିବା ୬ ଡକାୟତଙ୍କ ଉଦ୍ୟମ ପଣ୍ଡ ହୋଇଛି। ପୁଲିସ୍ର କୌଶଳ କ୍ରମେ ଲୁଟେରାଙ୍କ ଯୋଜନା ଫସରଫାଟି ଯାଇଛି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର ବ୍ରାହ୍ମଣସାଇଲୋ ଅଞ୍ଚଳରେ ଥିବା ଇଣ୍ଡିଆନ୍ ବ୍ୟାଙ୍କର ଏକ ଶାଖାରୁ ଏହି ଲୁଟେରାମାନେ ଟଙ୍କା ଚୋରାଇ...
ଭୁବନେଶ୍ୱର: ସରୁନି ଦାଦନ ଦୁଃଖ। ପେଟପାଟଣା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଇ କିଏ କିଡନୀ ହରାଉଛି ତ କିଏ ପଙ୍ଗୁ ହେଉଛି। କିଏ ଦୂରାରୋଗରେ ଆକ୍ରାନ୍ତ ହେଉଛି ତ ଆଉ କିଏ ଶବ ହୋଇ ଫେରୁଛି। ନିର୍ଯାତନାର ଶିକାର ହେବା ଘଟଣା ବଢ଼ିବାରେ ଲାଗିଛି। ସେହିପରି...
ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୮ ତାରିଖରେ ଭୁବନେଶ୍ୱର ରାଜଭବନ ଘେରାଉ କରିବେ ଚାଷୀ। ଏକ ପ୍ରେସ୍ମିଟ୍ କରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ, ପେନସନ୍ ଓ ସୁରକ୍ଷା ଭତ୍ତା ଦାବିରେ ଜାନୁଆରୀ ୮ରେ ସଂଗଠନ ପକ୍ଷରୁ ଧାରଣା...
ସମ୍ବଲପୁର : ସମ୍ବଲପୁରର ମାଧ୍ୟମିକ ଶିକ୍ଷା ବୋର୍ଡ଼ ଶାଖା ଅଫିସ୍ରେ ନିଆଁ। ସମ୍ବଲପୁର ଜେଲ୍ ଛକ ନିକଟରେ ଥିବା ଅଫିସ୍ରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଫିସ୍ରେ ୭ରୁ ୮ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ଅଫିସ୍ ପରିସରରେ ଥିବା ୨ଟି ଗାଡ଼ି ମଧ୍ୟ ପୋଡ଼ି ଯାଇଥିବା...