ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଜଗନ୍ନାଥ କହି ଓଡ଼ିଶାବାସୀଙ୍କୁ ଭୂତେଇବାକୁ ଚେଷ୍ଟା କରିଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହାସହ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ୯୯ଟି ପ୍ରକଳ୍ପରୁ ୭୪ଟି ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ଗତବର୍ଷ ଅପେକ୍ଷା ଏ ବର୍ଷ କେନ୍ଦ୍ରର ସହାୟତା...
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୪ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ...
ଗଞ୍ଜାମ: ଗଞ୍ଜାମରେ ପୁଣି ଏନ୍କାଉଣ୍ଟର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁଡ଼ି ଢେପ ନିକଟରେ ପୁଲିସ୍ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ ମଣି ଗୁରୁତର ଭାବେ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି...
ରାୟଗଡ଼ା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ୍। ରେଳ ଧାରଣାରେ ଫାଟ ଦେଖିବା ପରେ ସିଗ୍ନାଲ୍ ମ୍ୟାନ୍ ଟ୍ରେନ୍ଟିକୁ ଅଟକାଇ ଥିଲେ। ଏହାପରେ ରେଳ ଧାରଣା ମରାମତି ପରେ ଘଣ୍ଟାଏ ବିଳମ୍ବରେ ଟ୍ରେନ୍ଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଛି। ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ଷ୍ଟେସନ ନିକଟରେ...
ଭୁବନେଶ୍ୱର: ଆଜି ପବିତ୍ର ବଡ଼ଦିନ। ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଗତକାଲି ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁ ଧରାବତରଣ କରିଛନ୍ତି। ଏହି ଅବସରରେ ଚାରିଆଡ଼େ ଉତ୍ସବ ମୁଖର। ଏଥିସହ ସୁନ୍ଦର ଆଲୋକମାଳାରେ ଚର୍ଚ୍ଚ ଝଲସୁଛି। ଆଜିର ଏହି ଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ...
ଭୁବନେଶ୍ୱର: ରାତି ପାହିଲେ ବଡ଼ଦିନ। ଏହି ଦିନଟିକୁ ଆନନ୍ଦ ଉଲ୍ଲାସର ସହ ପାଳିବା ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଚର୍ଚ୍ଚ ଓ ଉତ୍ସାହିତ ଖ୍ରୀଷ୍ଟ ଧର୍ମାବଲମ୍ବୀ। ଆଜି ବିଳମ୍ବିତ ରାତିରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଧରାବତରଣ କରିବା ପରେ ତାଙ୍କ ଜନ୍ମଦିନ ପାଳିବା ପାଇଁ ଚୂଡାନ୍ତ ହୋଇଛି ପ୍ରସ୍ତୁତି। କଟକରୁ...
ଭୁବନେଶ୍ୱର: ବିଜେଡିକୁ ଏବେ ଘାରିଛି ପାଣ୍ଠି ଚିନ୍ତା। ଦଳୀୟ ପାଣ୍ଠି ବୃଦ୍ଧି ପାଇଁ ସାଂସଦ, ବିଧାୟକ ଓ କର୍ମକର୍ତ୍ତାମାନଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ପ୍ରତି ସାଂସଦ ଓ ବିଧାୟକ ସେମାନଙ୍କ ମାସକର ଦରମା ଦେବାକୁ ଚିଠିରେ କୁହାଯାଇଛି। ସେହିପରି ଶୁଭେଚ୍ଛୁମାନଙ୍କଠାରୁ ବି ପାଣ୍ଠି ସଂଗ୍ରହ ପାଇଁ ଜିଲ୍ଲା...
ଭୁବନେଶ୍ୱର: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ମିଶନ୍ ଫେଡେରାଲ୍ ଫ୍ରଣ୍ଟକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିବା କେସିଆର ଆଜି ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ଏହାକୁ ନେଇ ଜାତୀୟ ରାଜନୀତିରେ ନୂଆ ସମୀକରଣ ଦାନା ବାନ୍ଧୁଥିବା ସ୍ପଷ୍ଟ ହୋଇଛି। ଆଉ କେଉଁ ଦଳ...
ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ସାଧାରଣ ନିର୍ବାଚନର ବିଗୁଲ ଫୁଙ୍କିଛନ୍ତି। ଏହି ସଂକ୍ଷିପ୍ତ ଗସ୍ତ ଅବସରରେ ମୋଦି ଓଡ଼ିଶାରେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହାସହ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା...
କଟକ: ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ ଭୁବନେଶ୍ୱରରେ ମରଣାନ୍ତକ ଆକ୍ରମଣ ଘଟଣାର ୭୨ ଘଣ୍ଟା ପରେ ବି ଅଭିଯୁକ୍ତ ଧରା ପଡ଼ିନଥିବାରୁ ଓକିଲଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ପୁଣି ଥରେ ଓକିଲ ଆନ୍ଦୋଳନର ଆଶଙ୍କା ଦାନା ବାନ୍ଧିବାରେ ଲାଗିଛି। ଆଇନଜୀବୀଙ୍କୁ ଆକ୍ରମଣର ଲାଇଭ ଭିଜୁଆଲ ସିସିଟିଭିରେ...
କଟକ: କଟକ ସିଡିଏରେ ୧୩ ଟିକିଆ ହାତୀପଲରୁ ଅଲଗା ହୋଇ ଗୋଟିଏ ହାତୀ ବୁଲୁଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ପୂର୍ବରୁ ରାସ୍ତାଘାଟ, ଗାଁ ନିକଟରେ ବିଚରଣ କରୁଥିବା ହାତୀ, ଏବେ ସହରରେ ପଶିବାରୁ ବନବିଭାଗର ବି ଚିନ୍ତା ବଢିଯାଇଛି। ସେପଟେ ହାତୀକୁ ଘଉଡାଇବାକୁ...
ସମ୍ବଲପୁର: ନିଜକୁ ଡାକ୍ତରର ପରିଚୟ ଦେଇ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ୩୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିଥିବା ଅଭିଯୋଗରେ ୩ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଔଷଧ କିଣାଇଦେବା ବାହାନାରେ ସେମାନେ ଏପରି ଠକେଇ କରିଥିଲେ। ଘଟଣାଟି ସମ୍ବଲପୁର ସଦର ହସ୍ପିଟାଲରେ ଘଟିଛି। ଧରାପଡ଼ିବା ପରେ ଅଭିଯୁକ୍ତ ନକଲି ଡାକ୍ତରମାନେ...
ଖୋର୍ଦ୍ଧା: ଦିନିକିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧାର ନାଇଜର ଷ୍ଟାଡିୟମରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ବେଳେ ନବୀନ ସରକାରକୁ ସିଧାସଳଖ ଟାର୍ଗେଟ କରି ନଥିଲେ ବି ବୁଲେଇ ବଙ୍କେଇ ପ୍ରଶ୍ନବାଣ ମାରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପଛରେ ପଡିଥିବା ମୋଦି କହିବା ସହ ୨୦୧୯...
ଖୋର୍ଦ୍ଧା: ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆଇଆଇଟିର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବରୁଣେଇରେ ଆୟୋଜିତ ପାକ ବିଦ୍ରୋହ ସ୍ମୃତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକୀ ଡାକ ଟିକେଟ୍ ଓ...
ଭୁବନେଶ୍ୱର: ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ୧୪ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏଥିସହିତ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଜାରି କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ...
ମୁମ୍ବାଇ: ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୦’ରେ ବାଜି ମାରି ନେଇଛନ୍ତି ସଲ୍ମାନ୍ ଅଲ୍ଲୀ। ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍ -୧୦’ର ଟପ୍ ୫ରେ ସଲମାନ୍ଙ୍କ ସମେତ ଆଉ ୪ଜଣ ପହଞ୍ଚିଥିଲେ। ହେଲେ ସଲମାନ୍ ସମସ୍ତଙ୍କୁ ପଛରେ ପକାଇ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୦’ର ଟ୍ରଫି ଜିତି ଥିଲେ। ତାଙ୍କୁ ସବୁଠାରୁ ଅଧିକ ଭୋଟ୍...
ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍ କଲାଣି ତ ଆଉ କିଏ ଘରେ ପଶି ଆଉ କିଏ ଚଳନ୍ତା ବାଇକ୍ରୁ ଲୋକଙ୍କଠୁ ମୋବାଇଲ୍ ହେଉ କି ଚେନ୍ ଲୁଟ୍ କରୁଥିବା ଘଟଣା ସାମ୍ନାକୁ ଆସୁଛି। ଗତ କିଛିଦିନ ତଳେ ଭୁବନେଶ୍ୱର କ୍ୟାପିଟାଲ୍...
କଟକ: କଟକ ସିଡିଏରେ ହାତୀ। ଆଜି ସକାଳୁ ସିଡିଏ ସେକ୍ଟର ୮ ଓ ୯ ଅଞ୍ଚଳରେ ହାତୀଟି ବୁଲୁଥିବା ଦେଖିବାକୁ ମିଳିଛି। ହାତୀକୁ ଘଉଡାଇବାକୁ ପୁଲିସ୍ ଓ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେପଟେ ହାତୀକୁ ଭୟଭୀତ ନ କରିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ଏଥିସହ ହାତୀ...
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚି ସେଠାରୁ ସିଧାସଳଖ IIT ଭୁବନେଶ୍ୱର କ୍ୟାମ୍ପସ୍କୁ ଯିବେ। ଦିନ ୧ଟା ୪୦ରୁ ୨ଟା ୨୦ ମଧ୍ୟରେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ...