ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପୁନଃ ସ୍ଥାପନ ଦାବି ନେଇ ଆନ୍ଦୋଳନ ଜୋର ଧରିଛି। ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଥିବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ, ବ୍ୟାଙ୍କ୍ ଏବଂ ସ୍କୁଲ୍ କଲେଜକୁ ବନ୍ଦ କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ...
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ଭୁବନେଶ୍ୱର IIT କ୍ୟାମ୍ପସ୍ର ଶୁଭ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହାସହ ସ୍ଥାନୀୟ ଗୋଶାଳା ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ୍ ପ୍ରଶାସନ ପକ୍ଷରୁ...
ଜଗତସିଂହପୁର: ଜଗତସିଂହପୁରରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଛି। ସଦର ଥାନା ଅନ୍ତର୍ଗତ କେନ୍ଦଳ ଗାଁରେ ଏହି କାରଖାନା ଚାଲୁଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ଟିମ୍ ଚଢ଼ାଉ କରିଥିଲା। ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିବା ସହ ବହୁ ପରିମାଣର ନକଲି...
କଟକ: କଟକରେ ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଛି। ନରାଜ ସ୍ଥିତ ଗୋପାଳ ସାହିର ଜଣେ ବ୍ୟକ୍ତିଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମରି ଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଉକ୍ତ ବ୍ୟକ୍ତିଙ୍କର ମୋଟ ୧୭ଟି ମେଣ୍ଢା...
ବାଲେଶ୍ୱର: ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ମୃତକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ା ଗାଁର ମଧୁସୂଦନ ପ୍ରଧାନ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ମଧୁସୂଦନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ୍ କଲେଜ୍...
ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ସୁନାମୀରେ ୪୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୬୦୦ ଜଣ ଆହତ ହୋଇଛନ୍ତି। କେବଳ ସୁନ୍ଦା ଷ୍ଟ୍ରେଟ୍ରେ ୪୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮୪ଜଣ ଆହତ ହୋଇଛନ୍ତି। ୨ଜଣ ନିଖୋଜ ମଧ୍ୟ ଅଛନ୍ତି। କ୍ରାକ୍ଟୋଆ ଆଗ୍ନେୟଗିରିରେ ହଠାତ୍ ଆଗ୍ନେୟ ଉଦ୍ଗିରଣ ହେବା ଫଳରେ ସମୁଦ୍ର ଭିତରେ ଭୂସ୍ଖଳନ...
ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ସପ୍ତାହେ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ବିଶେଷ କରି କନ୍ଧମାଳରେ ହାଡଭଙ୍ଗା ଶୀତର ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳର ଦାରିଙ୍ଗବାଡିରେ ପାରଦ ୮ ଡିଗ୍ରୀକୁ ଖସି ଆସିଛି। କୋରାପୁଟ, ବାଲେଶ୍ୱର...
ଭୁବନେଶ୍ୱର: ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ଆଉ ତା’ପରେ ଯାତ୍ରୀ ଜଣଙ୍କୁ ତାଙ୍କୁ ହସ୍ପିଟାଲ୍ରେ ନିଆଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ଜଣକ ପଶ୍ଚିମବଙ୍ଗ ମାଲଦାର ରାଜକୁମାର କର୍ମକାର ବୋଲି ଜଣାପଡ଼ିଛି। ସୂଚନା...
ଭୁବନେଶ୍ୱର: ନନ୍ଦନକାନନରେ ଦୁଇଟି କଳା ବାଘ ଛୁଆ ଜନ୍ମ ହୋଇଛନ୍ତି। ନନ୍ଦନକାନନର ୩୩ ନମ୍ବର ଏନକ୍ଲୋଜର୍ରେ ରହୁଥିବା ବାଘୁଣୀ ରେଣୁକା ୨ଟି କଳା ରଙ୍ଗର ବାଘ ଛୁଆଙ୍କୁ ଜନ୍ମ ଦେଇଛି। ଉଭୟ ବାଘୁଣୀ ଓ ଦୁଇ ଶାବକଙ୍କୁ ସିସିଟିଭି ନଜରରେ ରଖାଯାଇ ଡାକ୍ତରଙ୍କ ଅନୁଧ୍ୟାନ କରାଯାଉଛି। ଏହି ଦୁଇ...
ରାଉରକେଲା: ରାଉରକେଲାରେ ବିଲ୍ଡର୍ ଅନମୋଲ୍ ସିଂଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣା ନୂଆ ମୋଡ଼ ନେଇଛି। ଅନମୋଲ୍ ନିଜ ଗାଡ଼ି ଉପରକୁ ନିଜେ ଗୁଳିମାଡ଼ କରିଥିଲେ। ଏଥିସହ ତାଙ୍କ ସହଯୋଗୀଙ୍କ ଜରିଆରେ ଗୁଳି ଚଳାଇ ଏହାକୁ ନିଜ ଉପରେ ଆକ୍ରମଣର ରୂପ ଦେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି...
ଖୋର୍ଦ୍ଧା: ଖୋର୍ଦ୍ଧାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍ ସୁଗାର୍ ଜବତ ହୋଇଛି। କଟକ ଅବକାରୀ ଗୁଇନ୍ଦା ବିଭାଗ ନେତୃତ୍ୱରେ ଖୋର୍ଦ୍ଧା ପୌରାଞ୍ଚଳ ମଠସାହି ଏବଂ ରାଧାମୋହନପୁର ଅଞ୍ଚଳରେ ଚଢ଼ାଉ କରାଯାଇ ଏହି ବ୍ରାଉନ୍ ସୁଗାର ଜବତ କରାଯାଇଛି। ଉଭୟ ସ୍ଥାନରୁ ମୋଟ ୨୯୫ ଗ୍ରାମ୍ ଓଜନର ବ୍ରାଉନ୍ ସୁଗାର ଜବତ...
କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରର ସିଆଡ଼ିମାଲରେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପୀଡ଼ିତାଙ୍କ ଘରେ ପହଞ୍ଚି ବୈଜୟନ୍ତ ପଣ୍ଡା ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ପୀଡ଼ିତାଙ୍କ କୁନି କୁନି ପିଲାଙ୍କ ଭବିଷ୍ୟତ...
ନୀଳଗିରି: ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଯୁକ୍ତ ଦୁଇ ପରୀକ୍ଷା ନଦେଇ ରୋଜଗାର ଆଶାରେ ଜଣେ ଯୁବକ ବାହାର ରାଜ୍ୟକୁ ଯାଇଥିଲେ। ହେଲେ ସେଠାରେ ଏବେ ସେ ରୋଗାକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ। ତେଣୁ ସେ ଏକ ଭିଡିଓ ଜାରି...
ବାଲେଶ୍ୱର: ଡକାୟତ ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍ ହାତରେ ଧରା ପଡିଲା ଡକାୟତି ଗ୍ୟାଙ୍ଗ୍। ସହଦେବଖୁଣ୍ଟା ପୁଲିସ୍ ୫ ଜଣିଆ ଡକାୟତି ଗ୍ୟାଙ୍ଗ୍କୁ ଧରିଛି। ଏହି ଗ୍ୟାଙ୍ଗ୍ ଗୁରୁବାର ରାତିରେ ସହଦେବଖୁଣ୍ଟା ଚୁଡାକୁଟା ସାହିରେ ମାରଣାସ୍ତ୍ର ଧରି ଡକାୟତ ପାଇଁ ଯୋଜନା କରୁଥିବା ଖବର ପାଇ ପୁଲିସ୍...
ତେଲକୋଇ: ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି...
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୭ଜଣ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର ଏକ ଇଟା ଭାଟିରୁ ଉଦ୍ଧାର କରାଯାଇଛି। ଶ୍ରମ ବିଭାଗ ଅଧିକାରୀ ପହଞ୍ଚି ସେଠାରୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର କିଛି ଲୋକ ବିଜୟନଗରମ୍କୁ କାମ ପାଇଁ ଯାଇଥିଲେ। ସେଠାରେ ସେମାନେ ଶ୍ରୀସାଇ...
ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ। କୋରାପୁଟଠାରୁ କେନ୍ଦୁଝର ଚାରିଆଡ଼େ ତାପମାତ୍ରା ହ୍ରାସ ପାଇଛି। ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳର ଦାରିଙ୍ଗବାଡିରେ ପାରଦ ୧୦ ଡିଗ୍ରୀରୁ ତଳକୁ ଖସିଥିବା ବେଳେ ବାରିପଦାରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ତେବେ ଏଭଳି ପାଗ ଆଗକୁ ଲାଗି ରହିବ...