ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହେବା ପରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ମହାରଥୀଙ୍କ ଘର ଉପରକୁ ଅଣ୍ଡା, ବିଲାତି ଓ ଛାଡୁ ମାଡ଼ କରିଥିବା ବେଳେ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ...
ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ। ପବ୍ଲିକ ପ୍ରସିକ୍ୟୁସନ୍ ନିର୍ଦ୍ଦେଶକଙ୍କ ଜରିଆରେ କ୍ରାଇମବ୍ରାଞ୍ଚ୍ ହାଇକୋର୍ଟ ଯିବ ବୋଲି କ୍ରାଇମବ୍ରାଞ୍ଚ୍ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ମାମଲାରେ ଢିଲା ତଦନ୍ତ ହୋଇଥିବା ଓ କ୍ରାଇମବ୍ରାଞ୍ଚର ବିଫଳତାକୁ ନେଇ...
ନରାୟଣପାଟଣା: ଦାନା ପାଇଁ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ନିର୍ଯାତିତ ହେଉଛନ୍ତି ଶ୍ରମିକ। ବାରମ୍ୱାର ଏମିତି ଘଟଣା ସମଗ୍ର ରାଜ୍ୟରେ ଘଟୁଥିଲେ ମଧ୍ୟ କାହାରି ଚେତା ପଶୁନି। ଆଜି ପୁଣି ଏମିତି ଏକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ୧୮ ଜଣ ଯୁବତୀ ରାଜ୍ୟ ବାହାରକୁ ଯାଇ...
ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିବାଦୀୟ ବୟାନକୁ ନେଇ ଅଡୁଆରେ ପଡ଼ିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ତାଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ,କଂଗ୍ରେସ ଓ ବିଜେପି। ଆଜିଜି ମହିଳା କଂଗ୍ରେସ୍ କର୍ମୀମାନେ ମନ୍ତ୍ରୀଙ୍କ ସରକାରୀ ବାସଭବନ ଉପରକୁ ଅଣ୍ଡା ଓ...
ଭୁବନେଶ୍ୱର: ଉନ୍ନୟନ କମିଶନର ଭାବେ ଗତମାସରେ ସରକାରୀ ଚାକିରିରୁ ଅବସର ନେଇଥିବା ଆଇଏଏସ ଆର ବାଲକ୍ରିଷ୍ଣନଙ୍କୁ ରାଜ୍ୟ ସରକାର ନିଜର ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ସ୍ପେଶାଲ ଇନିସିଏଟିଭର ମୁଖ୍ୟ ପରାମର୍ଶଦାତା ଭାବେ ସେ କାର୍ଯ୍ୟ କରିବେ ଓ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ। ଯୋଜନା...
ବଲାଙ୍ଗିର: ଶନିବାର ବଲାଙ୍ଗିର ଗସ୍ତରେ ଯିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ସମୟରେ ସେ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟପାଳଙ୍କ ଗସ୍ତର ଆଳ ଦେଖାଇ ବଲାଙ୍ଗିର ଭୀମଭୋଇ ମେଡିକାଲ...
ବ୍ରହ୍ମପୁର: ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ନାବାଳକ ଭାଇକୁ ହତ୍ୟା କରି ଦେଇଛି ପ୍ରେମିକ। ଏକତରଫା ପ୍ରେମରେ ହତାଶ ହୋଇ ଯୁବକ ଜଣଙ୍କ ଜଣେ ଛୋଟ ପିଲାର ଜୀବନ ନେବାକୁ ବି ପଛାଇ ନାହିଁ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁରର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀପଲ୍ଲୀ ଅଞ୍ଚଳରେ। ଅଭିଯୁକ୍ତ...
ଉଦଳା: ଆଉ ମାତ୍ର ୪ ଦିନ ପରେ ଆସିଯିବ ନୂଆବର୍ଷ। ଏବେ ପୂରା ଧୂମ୍ରେ ପିକ୍ନିକ୍ ମନାଇବାରେ ସମସ୍ତେ ମାତିଛନ୍ତି। ଜାନୁଆରୀ ମାସ ସାରା ଏମିତି ପିକ୍ନିକ୍ ଚାଲିବ। ଯଦି ପିକ୍ନିକ୍ ପାଇଁ ପ୍ଲାନିଂ କରୁଛନ୍ତି, ଦେବେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଯିବାକୁ ଭୁଲନ୍ତୁ ନାହିଁ। ଶିମିଳିପାଳର ପାଦଦେଶରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ମା’...
ବିନିକା: ସବୁ ଗାଁକୁ ପକ୍କା ରାସ୍ତା ହେଉଛି। ହେଲେ ଏହାର ମାନକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ବ୍ୟାପକ ଅନିୟମିତତା କାରଣରୁ କେଉଁଠି ୨୪ଘଣ୍ଟା ନପୁରୁଣୁ ରାସ୍ତାରୁ ପରସ୍ତ ପରସ୍ତ ପିଚୁ ଉଠୁଛି ତ ଆଉ କେଉଁଠି ରାସ୍ତା କିଛି ଦିନ ମଧ୍ୟରେ ଖାଲଖମାରେ ଭରିଯାଉଛି। ଯାହାକୁ ନେଇ...
ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ୧୫ଟି ଦେଶରୁ ୮୦୦ରୁ ଅଧିକ ଶିଶୁ ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଯୋଗ ଦେଇଥିଲା ଶିଶୁ...
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳରୁ ଖସି ଆସି ଜଣେ ରୋଗୀଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ୍ ଡେଙ୍ଗପଦର ଗାଁର ଗୋପାଳ ଭତରା। ବୁଧବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ଗୋପାଳ ଜଣକ ଜଣେ ମାନସିକ ରୋଗୀ। ଦୁଇ ଦିନ...
ରାଉରକେଲା: ରାଉରକେଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଓ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ରାଉରକେଲା ଓକିଲ ସଂଘ ପକ୍ଷରୁ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି। ଆଜି ଓକିଲ ସଂଘ ପକ୍ଷରୁ ଉଦିତନଗରଠାରେ ଥିବା କୋର୍ଟର ଗେଟକୁ ବନ୍ଦ କରାଯିବା ସହ ମାଜିଷ୍ଟ୍ରେଟମାନଙ୍କୁ କୋର୍ଟ କାର୍ଯ୍ୟ ନକରିବାକୁ ନିବେଦନ...
ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ରାଜ୍ୟ ମହିଳା କଂଗ୍ରେସ ଆଜି ଅଣ୍ଡା ଓ ଟମାଟୋ ମାଡ଼ କରିଛି। ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଦୀପ ମହାରଥୀଙ୍କ ବିବାଦୀୟ ବୟାନକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ବେଳେ ମହାରଥୀଙ୍କ...
ବାଲେଶ୍ୱର: ମାଉଜର ଦେଖାଇ ବ୍ୟବସାୟୀଙ୍କ ଠାରୁ ଲୁଟ୍। ବାଲେଶ୍ୱର ଜିଲ୍ଲା ୫ନମ୍ବର ଜାତୀୟ ରାଜପଥ ଦରଡିଆବାସୁଳିପୁର ନିକଟରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କୁ ମାଉଜର ଦେଖାଇ ତାଙ୍କ ଠାରୁ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ବ୍ୟବସାୟୀ ତୁଷାରକାନ୍ତ ସାହୁ ଗତକାଲି...
ପୁରୀ: ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ବିଜେଡିରେ ଫାଟ। ଗତକାଲି ପୃଥକ ପୃଥକ ଭାବେ ୨ଟି ଗୋଷ୍ଠୀ ଅଲଗା ସ୍ଥାନରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଥିଲେ। କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ କାକଟପୁର ବ୍ଲକ୍ ପଡିଆରେ ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ସେପଟେ ବିଧାୟକଙ୍କ ବିରୋଧୀ...
କୋରାପୁଟ: କୋରାପୁଟ ଜିଲ୍ଲାପାଳଙ୍କ ଅଫିସ୍ ଭିତରକୁ ଧସେଇ ପଶିବାକୁ ଜଳାପୁଟ ବୁଡ଼ି ଅଞ୍ଚଳର ୩ ହଜାର ଲୋକ ଉଦ୍ୟମ କରିଛନ୍ତି। ଏଥିପାଇଁ ପୁଲିସ୍ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ରାଜ୍ୟ ସରକାର ବୁଡ଼ି ଅଞ୍ଚଳର ଲୋକଙ୍କ କୌଣସି ସମସ୍ୟାର ସମାଧାନ କରୁନଥିବା ଅଭିଯୋଗ କରି ଲୋକେ ଧାରଣା ଦେଇଥିଲେ।...
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ ଡାକରା ଦିଆଯାଇଛି। ଧର୍ମଗଡ଼ର ୬ଟି ବ୍ଲକରେ ଏହି ବନ୍ଦ ପାଳନ ହେଉଛି। ଏହି ଅବସରରେ ଚକ ଅଖ ସମେତ ସ୍କୁଲ କଲେଜ, ସରକାରୀ ପ୍ରତିଷ୍ଠାନ ଏବଂ...
ନୂଆଦିଲ୍ଲୀ: ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ହୋଇଛି। ଆତଙ୍କବାଦୀ ସଂସ୍ଥା ଆଇ ଏସ୍ଆଇଏସ୍ର ନୂଆ ରୂପ ଭାବେ ‘ହରକତ୍ ଉଲ୍ ହର୍ବ ଏ ଇସ୍ଲାମ’ ସଂଠଗନ ଚଳାଉଥିବା ସୁରାକ ପାଇବା ପରେ ଏନ୍ଆଇଏ ପକ୍ଷରୁ ଛଢ଼ଉ କରାଯାଇଛି। ଏନ୍ଆଇଏ ତ୍ତରପ୍ରଦେଶ ଓ...
ବେଙ୍ଗାଲୁରୁ: ସୁଟ୍ ଆଉଟ୍ ଥିୟୋରୀକୁ ନେଇ ଜୋରଦାର ବିରୋଧ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। କର୍ମୀଙ୍କ ମୃତ୍ୟୁକୁ ନେଇ ଭାବବିହ୍ୱଳ ହୋଇ ସେ ଏପରି କହିଥିବା ସ୍ପଷ୍ଟ କରିଛନ୍ତି। ଏକ ସ୍ୱାଭାବିକ ପ୍ରକ୍ରିୟାରେ ସେ ନିଜ ସହଯୋଗୀ ସହ ଏହି କଥାବାର୍ତ୍ତା ହୋଇଥିବା...
ନୂଆଦିଲ୍ଲୀ: ଗତକାଲି ଲୁଧିଆନାରେ ରାଜୀବ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ କଳାବୋଳି ଅସମ୍ମାନ କରିବା ପରେ ଏବେ ଦିଲ୍ଲୀରେ ବିକ୍ଷୋଭ କରିଛି ଅକାଳୀ ଦଳ। ନୂଆଦିଲ୍ଲୀ ରାଜୀବ ଚୌକରେ ଦଳର କର୍ମୀ ଏବଂ ୧୯୮୪ ଶିଖ ଦଙ୍ଗା ପୀଡ଼ିତ ପରିବାର ପକ୍ଷରୁ ବିରୋଧ ହୋଇଛି। କର୍ମୀମାନେ ରାଜୀବ ଚୌକରେ ଥିବା ବିଭିନ୍ନ...