• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

people
ଚୋରଙ୍କୁ ନିର୍ଧୂମ ଛେଚିଲେ ଲୋକେ

ବାଲେଶ୍ୱର: ଚୋରଙ୍କୁ ନିର୍ଧୂମ ଛେଚିଲେ ଲୋକେ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ କୁଳିଦା ଗାଁରେ ଏଭଳି ଘଟଣା ଘଟିଛି। ସେମାନଙ୍କ ନିକଟରୁ ଏକ ଭ୍ୟାନ୍‌ ଓ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି। ଏହି ତିନି ଚୋରଙ୍କ ଘର କମର୍ଦା ଥାନା ଅନ୍ତର୍ଗତ ବାହାର୍ଦାରେ ବୋଲି...

supreme court
ଓହରିଗଲେ ଜଷ୍ଟିସ୍‌ ୟୁୟୁ ଲଳିତ; ପୁଣି ଘୁଞ୍ଚିଲା ଅଯୋଧ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମଜନ୍ମ ଭୂମି- ବାବ୍ରୀ ମସଜିଦ୍‌କୁ ନେଇ ଅଯୋଧ୍ୟାରେ ଲାଗି ରହିଥିବା ଜମି ବିବାଦ ମାମଲାର ଶୁଣାଣି ପୁଣି ଘୁଞ୍ଚିଛି। ଆଜି ମାମଲାର ଶୁଣାଣି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବାକୁ ଥିବା ବେଳେ ଏହାକୁ ଜାନୁଆରୀ ୨୯ ଯାଏ ଘୁଞ୍ଚାଇ ଦିଆଯାଇଛି। ଆଜି ଶୁଣାଣି...

rail track
ରେଳ ଧାରଣାରେ ଫାଟ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରେ ଫାଟ ସୃଷ୍ଟି ହେବା ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଫଳରେ ଦୁର୍ଗ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ଅଟକି ରହିଥିଲା। ତେବେ ରେଳ କର୍ମଚାରୀଙ୍କ ଦ୍ୱାରା ମରାମତି ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା...

Harendra Singh
ଭାରତୀୟ ପୁରୁଷ ହକି ଦଳର କୋଚ୍‌ ପଦରୁ ହଟିଲେ ହରେନ୍ଦ୍ର ସିଂ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର କୋଚ୍‌ ହରେନ୍ଦ୍ର ସିଂଙ୍କୁ ଗତକାଲି ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏନେଇ ଗତକାଲି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ହରେନ୍ଦ୍ରଙ୍କୁ ଭାରତୀୟ ସିନିଅର୍‌ ପୁରୁଷ ହକି ଟିମ୍‌ର କୋଚ ପଦରୁ ହଟାଇ ଦିଆଯାଇଛି।...

table tennis
ଜାତୀୟ ସିନିଅର୍‌ ଟେବୁଲ୍ ଟେନିସ୍‌ ଚାମ୍ପିଅନ୍‌ସିପ୍ ଉଦ୍‌ଯାପିତ

କଟକ: ବୁଧବାର ଜାତୀୟ ସିନିଅର୍‌ ଟେବୁଲ୍ ଟେନିସ୍‌ ଚାମ୍ପିଅନ୍‌ସିପ୍ ଉଦ୍‌ଯାପିତ ହୋଇଯାଇଛି। କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗ ଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ପୁରୁଷ ଏକକ ବର୍ଗରେ ଶରତ କମଲ ଚାମ୍ପିଅନ୍‌ ହୋଇଛନ୍ତି।...

malkangiri (1)
ମାଲକାନଗିରି ମୋଟୁ ଘାଟରେ ଫେରୀ ସେବା ଅଚଳ; ଛୋଟ ଡଙ୍ଗା ପାଲଟିଛି ଏକମାତ୍ର ଭରସା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଘାଟରେ ଅଚଳ ହୋଇପଡ଼ିଛି ମାଲ୍ୟବନ୍ତ ଫେରୀ ସେବା। ଫଳରେ ପ୍ରତିଦିନ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ସାବେରୀ ନଦୀ ପାର ହେଉଛନ୍ତି ଲୋକେ। କେବଳ ଓଡ଼ିଶା ନୁହଁ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ର ଲୋକେ ବି ଏହି ଘାଟ...

fire
ନିଆଁ ଲାଗି କଲେଜ ଛାତ୍ରୀ ଜୀବନ୍ତ ଦଗ୍ଧ

ଜଗତସିଂହପୁର: ନିଆଁ ଲାଗି କଲେଜ ଛାତ୍ରୀ ଜୀବନ୍ତ ଦଗ୍ଧ। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍‌ ଅନ୍ତର୍ଗତ ରାଉତ ନୂଆଗାଁରେ ଏହି ଅଘଟଣ ଘଟିଛି। ମୃତ ଛାତ୍ରୀଙ୍କ ନାଁ ମାମା ଦାସ। ସେ ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ କଲେଜରେ ଯୁକ୍ତ ୨ର ଛାତ୍ରୀ ଥିଲେ। ସୂଚନା ଅନୁସାରେ, ଗତକାଲି...

nikita 11
ସାମ୍‌ନାକୁ ଆସିଲା ନିକିତାଙ୍କ ମୃତ୍ୟୁ ଘଟଣାର ରହସ୍ୟ: ସ୍ୱାମୀ ହିଁ ଭିଲେନ୍‌!

କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନ ଦାୟୀ।  ନିକିତାଙ୍କ ମୃତ୍ୟୁ ଘଟଣାରେ ଆଜି ଏଭଳି ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ।  ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ସେ ଦାୟୀ ବୋଲି ଡିସିପି ସୂଚନା ଦେଇଛନ୍ତି। ଘଟଣା ଦିନ ଉଭୟଙ୍କ ଭିତରେ...

nikita
‘ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନ ଦାୟୀ’

କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନ ଦାୟୀ। ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଲିପନ ଦାୟୀ ଥିବା ଜଣାପଡ଼ିଛି। ଘଟଣା ଦିନ ଉଭୟଙ୍କ ଭିତରେ ଗଣ୍ଡଗୋଳ କଥାକୁ ଲିପନ ସ୍ୱୀକାର କରିଛନ୍ତି। ବଚସା ପରେ ଉଭୟଙ୍କ ମଧ୍ୟରେ ଛାତ ଉପରେ ଠେଲାପେଲା ଯୋଗୁ ନିକିତା ଖସିପଡ଼ିଥିବା...

niranjan
୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦିଲ୍ଲୀକୁ ପିକ୍‌ନିକ୍ କରିବାକୁ ଯାଇଛି ବିଜେଡି: ନିରଞ୍ଜନ

ଭୁବନେଶ୍ୱର: ଚାଷୀଙ୍କ ନାଁରେ ପିକ୍‌ନିକ୍‌ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଦିଲ୍ଲୀ ଯାଇଛନ୍ତି। ଏହି ପିକିନିକ୍‌ ଖର୍ଚ୍ଚ ୫୨ ଲକ୍ଷ ଟଙ୍କା କହି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆକ୍ଷେପ କରିଛନ୍ତି। Today Naveen Patnaik and Co. are going on a...

Alok-Verma
ସିବିଆଇ ନିର୍ଦ୍ଦେଶକ ଭାବେ ଆଲୋକ ବର୍ମା ପୁନଃ ଅବସ୍ଥାପିତ

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଭାବେ ଆଲୋକ ବର୍ମାଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ସୁପ୍ରିମ୍‌କୋର୍ଟ ଆଲୋକ ବର୍ମାଙ୍କ ଆବେଦନ ଉପରେ ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ତେବେ ସୁପ୍ରିମ୍‌କୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ କେନ୍ଦ୍ର ସରକାରଙ୍କୁ ଏକ ଝଟ୍‌କା ଲାଗିଥିବା କୁହାଯାଉଛି। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ...

accident
ଟ୍ରେଲର୍‌ ଗାଡ଼ିକୁ ପଛପଟୁ ଧକ୍କା ଦେଲା କଣ୍ଟେନର

କଟକ: କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବଇଁଚୁଆ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ଟ୍ରେଲର ଗାଡ଼ିକୁ ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଛନ୍ତି...

jee
ଆଜିଠୁ JEE ମେନ୍‌ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହୋଇଛି। ଭୁବନେଶ୍ୱର ସମେତ ରାଜ୍ୟର ୯ଟି ସହରରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ସାରା ଦେଶରେ ୯ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ଆଜି ପ୍ରଥମ ଦିନରେ B.Arch and B.Planning courseର ପେପର-ଟୁ ପରୀକ୍ଷା...

accident 1
ଟ୍ରକ୍‌କୁ ପଛରୁ ପିଟିଲା ଟୁରିଷ୍ଟ୍ ବସ୍‌

ଯାଜପୁର: ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟୁରିଷ୍ଟ୍ ବସ୍‌। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ଜାରକା ନିକଟ ବ୍ରାହ୍ମଣୀ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍‌ଟି କୋଲକାତାର ଦମ୍‌ଦମ୍‌ରୁ...

rahul gandhi
୨୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେହି ଦିନ ରାହୁଲ ଗାନ୍ଧି ଏକ ସାଧାରଣ ସଭା ଓ ଦଳୀୟ ମିଟିଂରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ସଭାପତି କହିଛନ୍ତି।...

crow
ପୁରୀରେ କାଉ ମଡ଼କ

ପୁରୀ: ପୁରୀରେ କାଉ ମଡ଼କ। ପୁରୀ ଜିଲ୍ଲା ବାଙ୍କିମୁହାଣ ନିକଟ ନୂତନ ପାର୍କ ନିକଟରେ ଆଜି ସକାଳୁ କିଛି କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଦଶରୁ ଅଧିକ କାଉ ମରି ପଡ଼ିଥିବାରୁ ପୁଣି ପୁରୀରେ ବାର୍ଡ ଫ୍ଲୁ ଆଶଙ୍କା ଦେଖା ଦେଇଛି। ତେବେ ଅତ୍ୟଧିକ ଥଣ୍ଡା ଅନୁଭୂତ...

cricket
ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ସିରିଜ୍‌ ବିଜୟ

ସିଡ୍‌ନୀ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ। ସିଡ୍‌ନୀ ଟେଷ୍ଟର ଶେଷ ଦିନ ବର୍ଷା ଯୋଗୁ ମ୍ୟାଚ୍‌କୁ ଡ୍ର ଘୋଷଣା କରାଯାଇଥିଲା। ଏହା ସହିତ ୨-୧ରେ ସିରିଜ୍‌ରେ ଆଗୁଆ ରହିଥିବା ଟିମ୍ ଇଣ୍ଡିଆ ସିରିଜ୍‌ ଜିତି ଯାଇଛି। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ସିରିଜ୍‌ ଜିତିଛି।...

representational image
ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ରାଉରକେଲାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ରେଳବାଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗଣଦୁର୍ଷ୍କମର ଶିକାର ହୋଇଥିବା ଛାତ୍ରୀ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତ...

nikita
ଅଭିନେତ୍ରୀ ନିକିତାଙ୍କ ବାପା ଆଣିଲେ ହତ୍ୟା ଅଭିଯୋଗ; ସ୍ୱାମୀ ଅଟକ

କଟକ: ଅଭିନେତ୍ରୀ ନିକିତାଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ୱାମୀ। ନିକିତାଙ୍କ ବାପା ସନାତନ ବେହେରା ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ, ଶାଶୂ ଘର ଲୋକେ ନିକିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ସେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସେ ଚାଉଳିଆଗଞ୍ଜ...

drone
ଚାଷ କାମରେ ଡ୍ରୋନ୍‌ର ବ୍ୟବହାର

ରାୟଗଡ଼ା: ଚାଷ କାମରେ ଅତ୍ୟାଧୁନିକ ଡ୍ରୋନ୍‌ର ବ୍ୟବହାର। ଔଷଧ ସିଞ୍ଚନଠାରୁ ଆରମ୍ଭ କରି ଧାନ ବୁଣା, ସାର ବୁଣା  ସବୁକିଛି ହୋଇପାରିବ ଡ୍ରୋନ୍‌ ମାଧ୍ୟମରେ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ରାୟଗଡା ଜିଲ୍ଲା ଗୁଡାରୀ ବ୍ଳକ୍‌ର ସନ୍ୟାସୀଗୁଡାର ପି. ବାବୁ ରାଓ ଏମିତି ଏକ ନୂତନ ଡ୍ରୋନ୍‌...