କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡେରାବିଶ ଥାନା ଅନ୍ତର୍ଗତ ଅଳାବାଙ୍କ ଛକ ୫ ନମ୍ବର (କ) ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ିକୁ କାର୍ ଧକ୍କା ଦେବା...
ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମଇଦାନ୍ରେ ବିଜେପି ପକ୍ଷରୁ ୫ ହଜାର କିଲୋର ଖେଚୁଡ଼ି ପ୍ରସ୍ତୁତ କରାଯାଉଛି। ଖେଚୁଡ଼ିରେ ବ୍ୟବହୃତ ଡାଲି ଓ ଚାଉଳ ଦଳିତ ପରିବାରଙ୍କ ଘରୁ ଅଣାଯାଇଛି ବୋଲି ଜଣାପଡ଼ିଛି। ଏହି ଖେଚୁଡ଼ିକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱାଧୀନ ‘ଭିମ୍ ମହାସଙ୍ଗମ ବିଜୟ ସଂକଳ୍ପ’...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଏସିପି ସଞ୍ଜୀବ ଶତପଥୀଙ୍କ ନାବାଳାକ ପୁଅର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସଞ୍ଜୀବ ପୁଅଙ୍କ ମୃତଦେହକୁ ତାଙ୍କ ସରକାରୀ ବାସଭବନରୁ ଫ୍ୟାନ୍ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ...
ଖୋର୍ଦ୍ଧା: ପିକ୍ନିକ୍ ବସ୍କୁ ଧକ୍କା ଦେଲା ଟ୍ରକ୍। ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ା ଟୋଲ୍ଗେଟ୍ ନିକଟରେ ଏକ ପିକ୍ନିକ୍ ବସ୍ର ସାମ୍ନାପଟୁ ଟ୍ରକ୍ ଦେବା ଫଳରେ ୩୦ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭୁବନେଶ୍ୱର...
ଭୁବନେଶ୍ୱର: ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏହି ସମୟରେ ପକ୍ଷୀ ଗଣନା କାର୍ଯ୍ୟ କରାଯିବ। ଏଥିପାଇଁ ୧୬ଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମ୍ରେ ୩ରୁ ୪ଜଣ ସଦସ୍ୟ ରହିବେ। ଏହାଛଡ଼ା ଭିତରକନିକାରେ ଥିବା କୁମ୍ଭୀରଙ୍କ ଗଣନା ମଧ୍ୟ...
ଶିମ୍ଲା: ଘାଟି ତଳକୁ ଖସିଲା ବସ୍। ହିମାଚଳପ୍ରଦେଶ ସିରମାରୁ ଜିଲ୍ଲାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଘାଟି ତଳକୁ ଖସି ପଡ଼ିଛି। ଏଥିରେ ଡ୍ରାଇଭର ଓ ୬ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏଥିସହ ଅନ୍ୟ ୧୨...
ଝାରସୁଗୁଡ଼ା: ସମ୍ବଲପୁରୀ ଆଲ୍ବମ୍ ଅଭିନେତ୍ରୀ ସିମ୍ରନ୍ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ କୁହାଯାଉଥିବା ଧ୍ରୁବରାଜ ସୁନା ଓରଫ ୟୁଗ୍ଙ୍କୁ ଝାରସୁଗୁଡ଼ା ଥାନାରେ ପଚରାଉଚରା ଚାଲିଛି। ପୋକ୍ସୋ ଆଇନ୍ ଅନୁଯାୟୀ ଧ୍ରୁବରାଜଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗତକାଲି ବଲାଙ୍ଗିର ବେଲପଡ଼ା ପୁଲିସ୍ ଧ୍ରୁବରାଜଙ୍କୁ ଅଟକ ରଖିଥିଲା। ପୂର୍ବରୁ ସିମ୍ରନ୍ଙ୍କୁ...
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କୁଆମ୍ବା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଟୋ ଓଲଟି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ମୃତ ଶ୍ରମିକଙ୍କ ନାଁ ଅକାଳ ଗୌଡ଼। ଆହତଙ୍କୁ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।...
ଥିରୁଭନନ୍ତପୁରମ୍: ଗୋଟିଏପଟେ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ସମଗ୍ର କେରଳରେ ଉତ୍ତେଜନା ଲାଗି ରହିଥିବା ବେଳେ ସେପଟେ ବିଧାୟକ ଓ ସାଂସଦଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ପ୍ରଥମେ ବାମପନ୍ଥୀ ଦଳର ବିଧାୟକଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିବାର କିଛି ଘଣ୍ଟା ପରେ ବିଜେପି ସାଂସଦଙ୍କ...
ନୟାଗଡ଼: ସରପଞ୍ଚଙ୍କୁ ହତ୍ୟା ଧମକ। ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଘର ଆଗରେ ଏକ ପାର୍ସଲ ସହ ହତ୍ୟା ଧମକ ଥିବା ଏହି ଚିଠି ମିଳିଛି। ଚିଠିରେ ସରପଞ୍ଚ ସୌମ୍ୟରଞ୍ଜନ ବିଧାୟକ ଅରୁଣ ସାହୁଙ୍କୁ କ୍ଷମା...
ଭୁବନେଶ୍ୱର: ଚଳିତ ବର୍ଷ ଚିଲିକାରେ ଦେଢ଼ ଲକ୍ଷ ପକ୍ଷୀ ଅଧିକ ହୋଇଛନ୍ତି। ୧୮୧ଟି ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ଟି ପକ୍ଷୀ ଚିଲିକାକୁ ଆସିଥିବା ବିଭାଗୀୟ ପକ୍ଷୀ ଗଣନା ରିପୋର୍ଟରୁ ଜଣା ପଡିଛି। ଗତବର୍ଷ ଏହି ସଂଖ୍ୟା ୮ ଲକ୍ଷ ୯୩ ହଜାର ୩୯୦ ଥିବା ବେଳେ...
ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରିବେ। ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ଆୟୋଜିତ ଏହି ମହାସମାବେଶରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଯୋଗଦେବେ। ମହିଳାଙ୍କ ସଶକ୍ତିକରଣ ସହିତ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।...
ବାଲେଶ୍ୱର: ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଅନେକ ନିୟମ କରୁଛନ୍ତି। ମାତ୍ର ଏସବୁ ନିୟମକୁ ଫୁ କରି ମନମୁଖୀ ଭାବେ ନାଉରିଆ ଡଙ୍ଗା ଚଳାଉଛନ୍ତି। ବାଲେଶ୍ୱର ଜିଲ୍ଲା ପନ୍ତେଇ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ଯିବାଆସିବା କରୁଥିବା...
ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି ଛଉ ପଡ଼ିଆରେ ବିରାଟ ଆୟୋଜନ ହୋଇଛି। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପର ଉଦ୍ଘାଟନ କରିବେ। ୪ ହଜାର ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି। ...
ବଲାଙ୍ଗିର: ସମ୍ୱଲପୁରୀ ଆଲ୍ବମ୍ ଅଭିନେତ୍ରୀ ‘ସେଲ୍ଫି ବେବୋ’ ସିମ୍ରନ୍ ସିଂଙ୍କୁ ମୃତ୍ୟୁ ଘଟଣାରେ ତାଙ୍କ ବୟଫ୍ରେଣ୍ଡ୍ ଧ୍ରୁବରାଜ ସୁନା ଅଟକ। ବେଲପଡ଼ା ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମ୍ରନଙ୍କୁ ଧ୍ରୁବରାଜ ବିବାହ କରିବା ସଂପର୍କରେ ସ୍ୱୀକାର କରିଥିବା ପୁଲିସ କହିଛି। ଗତକାଲି ସମ୍ବଲପୁର ନିକଟ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଥିବା ୬ ବର୍ଷର ନାବାଳିକାର ମୃତଦେହ ଆଜି ଉଦ୍ଧାର କରାଯାଇଛି। ମୃତ ଶିଶୁନକ୍ୟାର ନାଁ ଶୁଭସ୍ମିତା ସ୍ୱାଇଁ ବୋଲି ଜଣାପଡ଼ିଛି। ବୁଧବାର ରାତିରେ ଡଙ୍ଗା ବୁଡ଼ି ଘଟଣା ପରଠାରୁ ୯ଟି ମୃତଦେହ ମିଳିଥିବା ବେଳେ ସେ ନିଖୋଜ ଥିଲେ। ଆଜି...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଡଙ୍ଗା ବୁଡ଼ି ଘଟଣାରେ ହସିନା ଗାଁରେ ଜନପ୍ରତିନିଧିଙ୍କୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଅର୍ଥ ପ୍ରଦାନ କରିବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଅଧିକ କ୍ଷତିପୂରଣ ଦାବି କରି ଲୋକମାନେ ପ୍ରତିବାଦ ଜଣାଇଛନ୍ତି। ମୃତକଙ୍କ ପରିଜନଙ୍କୁ ଅନୂକମ୍ପାମୂଳକ...
ସମ୍ବଲପୁର: ସମ୍ବଲପୁରୀ ଆଲ୍ବମ୍ ଅଭିନେତ୍ରୀ ସିମ୍ରନ୍ ସିଂଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି। କିଭଳି ଓ କେଉଁ ପରିସ୍ଥିତିରେ ସିମ୍ରନ୍ଙ୍କ ମୃତ୍ୟୁ ଘଟିଲା ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏହା ଭିତରେ ସିମରନଙ୍କ ଏକ ଭଏସ୍ ମେସେଜ୍ ଭାଇରାଲ୍ ହେବାରେ...
ଜାମସେଦପୁର: ଆପଣ ମୃତ ବ୍ୟକ୍ତିଙ୍କ ପାଇଁ ସମାଧି ନିର୍ମାଣ କରାଯାଉଥିବା କଥା ଜାଣିଛନ୍ତି। କିନ୍ତୁ କେବେ କୁକୁରଙ୍କ ପାଇଁ ସମାଧି ନିର୍ମାଣ କଥା ଶୁଣିଛନ୍ତି କି? ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସତ। ଝାଡ଼ଖଣ୍ଡର ଜାମସେଦପୁରରେ ରହିଛି ଏମିତି ଏକ ସ୍ଥାନ ରହିଛି ଯେଉଁଠି କୁକୁରଙ୍କ...
ଭୁବନେଶ୍ୱର: ଏଣିକି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଘରୋଇ ଗାଡିକୁ ଆଉ ପାର୍କିଂ ଫି ଦେବାକୁ ପଡିବ ନାହିଁ। ଯଦି ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡିବାର ଥିବ କିମ୍ବା ଆଣିବାର ଥିବ ତେବେ ପାର୍କିଂ ଫି ଦେବାକୁ ପଡିବ ନାହିଁ ବୋଲି ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ...