ନୂଆପଡା : ପ୍ରସୂତି, ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇବା ସହ ସହ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବାକୁ ପ୍ରଣୟନ ହୋଇଛି ବହୁ ଯୋଜନା। ଏଥି ନିମନ୍ତେ ବହୁ ଟଙ୍କା ମଧ୍ୟ ମଞ୍ଜୁର ହେଉଛି। ହେଲେ ନୂଆପଡା ଜିଲ୍ଲା କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ସେବା ଅଚଳ ହୋଇ ପଡିଛି। ପ୍ରାୟ ବର୍ଷେ...
ଢେଙ୍କାନାଳ: ମାଟ୍ରିକ୍ ପରୀକ୍ଷା ଦେବାକୁ ଯିବାବେଳେ ଦୁର୍ଘଟଣାରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଜାତୀୟ ରାଜପଥ ୫୩ ବାରିହାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଙ୍କ ନାଁ ବୁଲୁ। ଢେଙ୍କାନାଳ ଜିଲ୍ଲା କମର୍ଦା ଗାଁରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବୁଲୁ ପରୀକ୍ଷା...
କଟକ/ ମୟୂରଭଞ୍ଜ: ଖୋଲା ଆକାଶ ତଳେ ଧାନ ପଡ଼ିବାର ୪ଦିନ ବିତିଲାଣି । କିନ୍ତୁ ମିଲର୍ କି ସୋସାଇଟି କର୍ତ୍ତୃପକ୍ଷ କାହାରି ଦେଖାନାହିଁ। ଫଳରେ ମଣ୍ଡିରୁ ଉଠି ପାରୁନି ଧାନ । ଶୀତ କାକରରେ ମଣ୍ଡି ବାହାରେ ଗଦା ହୋଇଛି ଚାଷୀର କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ। ତେଣୁ ବାଧ୍ୟ...
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଆରମ୍ଭ ଦିନରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ଆଜି ମାତୃଭାଷା ଓଡ଼ିଆ ପରୀକ୍ଷା ଚାଲିଥିବାବେଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା। ମାଟ୍ରିକ ପରୀକ୍ଷା ସରିବା ପୂର୍ବରୁ ବାହାରେ ପ୍ରଶ୍ନପତ୍ର ବୁଲୁଥିବା ସୂଚନା ମିଳିଛି। ସୋଶାଲ୍ ମିଡିଆରେ ବୁଲୁଥିବା ଭାଇରାଲ ପ୍ରଶ୍ନପତ୍ର ଓ ଓରିଜିନାଲ ପ୍ରଶ୍ନପତ୍ର...
ବମ୍ବେ: ଆଜି ପରିଦାକୁ ଆସୁଛି ବଲିଉଡର କମେଡି ଡ୍ରାମା ଟୋଟାଲ ଧମାଲ । ଏହି ଫିଲ୍ମରେ ନଜର ଆସିବେ ଅନିଲ କପୁର ଓ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ ଓ ଅଜୟ ଦେବଗନ। ସେମାନଙ୍କ ବ୍ୟତୀତ ଅର୍ସଦ ଓ୍ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ବମନ ଇରାନି ମଧ୍ୟ...
କଟକ: ‘ଡାଡି’ଙ୍କୁ ମିଳିଲାନି ଜାମିନ୍। ବହୁଚର୍ଚ୍ଚିତ ଢେଙ୍କାନାଳ ବେଲଟିକିରି ସେଲଟର୍ ହୋମ୍ ଯୌନ ନିର୍ଯାତନା ମାମଲାରେ ସେଲଟର୍ ହୋମ୍ର ଏମ୍ଡି ତଥା ମୁଖ୍ୟ ଅଭିଯୁକ୍ତ ଫୟାଜ୍ ରେହମାନ୍ ଓରଫ୍ ଡାଡିଙ୍କ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏଥିସହ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ସେଲ୍ଟର୍ ହୋମ୍ର...
ଭୁବନେଶ୍ୱର ଉତ୍କଳମଣ୍ଡପ ପରିସରରେ ୩ ଦିନ ଧରି ଚାଲିଥିଲା ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଗୁରୁବାର ଉଦ୍ଯାପିତ ହୋଇଛି । ଶେଷ ସନ୍ଧ୍ୟାରେ ୧୦ଟି ଜିଲ୍ଲାର କଳାକାର ବିଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ । ସେମାନେ ପଶ୍ଚିମ ଓଡିଶାର ପାରମ୍ପାରିକ ପର୍ବ ଭାଇଯୁଉଁତିଆ ପର୍ବକୁ ନେଇ...
ଭୁବନେଶ୍ୱର: ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ଆଜି ମାତୃଭାଷା ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସକାଳ ୯ଟା ୩୦ରେ OMR ସିଟ୍ ଓ ୯ଟା ୪୫ରେ ପିଲାଙ୍କୁ ପ୍ରଶ୍ନପତ୍ର ଦିଆଯିବା ପରେ ଠିକ୍ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୨ଟା ଯାଏ ଚାଲିଥିଲା। ପରୀକ୍ଷାକୁ...
ପୁରୀ: ମାଟ୍ରିକ୍ ପରୀକ୍ଷା ଦେବାକୁ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗାରେ ଗଲେ ଛାତ୍ରଛାତ୍ରୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳଦା ଦ୍ୱୀପାଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏଡବାଂଶ ଗାଁ ପଢିଆରୀ ବିଦ୍ୟାପୀଠର ୪୦ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ନଦୀ ପାର ହୋଇ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା...
ନୂଆଦିଲ୍ଲୀ: ପୁଲ୍ୱାମା ଅ୍ରାକ୍ରମଣ ପରେ ପାକିସ୍ତାନକୁ ସମସ୍ତ ଦିଗରେ ଏକ ଘରିକିଆ କରିବା ପାଇଁ ଭାରତର ଯୋଜନା। ଏବେ କ୍ରିକେଟ୍ରେ ମଧ୍ୟ ପାକିସ୍ତାନକୁ ଏକଘରିକିଆ କରିବା ପାଇଁ ବିସିସିଆଇ ଯୋଜନା କରୁଛି। ଚଳିତ ବର୍ଷ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ୍ରୁ ପାକିସ୍ତାନକୁ ବାହାର କରିବା ପାଇଁ ବିସିସିଆଇ ନିଷ୍ପତ୍ତି...
ପୁରୀ: ଗୋଟିଏପଟେ ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଅନ୍ୟପଟେ ଆଡମିଟ୍ କାର୍ଡ ମିଳିନଥିବାରୁ ମାଟ୍ରିକ୍ ପରୀକ୍ଷାରୁ ଜଣେ ଛାତ୍ର ବଞ୍ଚିତ ହୋଇଛନ୍ତି। ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସାନଗୋବିନ୍ଦପୁର ଗାଁର ଜ୍ଞାନେନ୍ଦ୍ର ପାଟ୍ଟଶାଣୀ ଫର୍ମ ପୂରଣ କରିଥିଲେ ମଧ୍ୟ ତାଙ୍କୁ ଆଡମିଟ୍ କାର୍ଡ ମିଳିନିଥିବା...
ଭୁବନେଶ୍ୱର: ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ଚଳିତ ଥର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରାଜ୍ୟର ସମସ୍ତ ୩୦୪ ନୋଡାଲ ସେଣ୍ଟରରେ ବୁଧବାର ସନ୍ଧ୍ୟାରୁ ପହଞ୍ଚି ସାରିଥିବା...
ବାଲେଶ୍ୱର : ନୀଳଗିରି ବ୍ଲକ୍ ଢୋଲପୁର ଗାଁରେ ପାହାଡ଼ ପାଖରୁ ଏକ ଭାଲୁ ଛୁଆ ଉଦ୍ଧାର ହୋଇଛି। କୁଲଢ଼ିଆ ବନବିଭାଗ କର୍ମଚାରୀ ଏହି ଭାଲୁ ଛୁଆକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଛନ୍ତି। ବନବିଭାଗ ଟିମ୍ ପକ୍ଷରୁ ଉଦ୍ଧାର ଭାଲୁ ଛୁଆର ଚିକିତ୍ସା କରାଯାଉଛି। ଚଳିତ ମାସ ବାଲେଶ୍ୱର ଜିଲାରେ...
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରୀ ସୋସାଇଟ୍ ଆଗରେ ଚାଷୀମାନେ ଧାରଣା ଦେଇଛନ୍ତି। ସୋସାଇଟିରେ ଧାନ ଦେବା ପାଇଁ ୩୮୩ ଚାଷୀ ଅନ୍ଲାଇନ୍ ପଞ୍ଜୀକରଣ କରିଥିଲେ। ସରକାର ୨୭ ହଜାର ୫୦୦ କ୍ୱିଣ୍ଟାଲ୍ ଧାନ କିଣିବା କଥା, ହେଲେ ୧୯୦ ଚାଷୀଙ୍କଠାରୁ ମାତ୍ର ୭ହଜାର ୫୦୦କ୍ୱିଣ୍ଟାଲ୍ ଧାନ...
ରାୟଗଡା: ରାୟଗଡ଼ାରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ। ରାୟଗଡ଼ା ବ୍ଲକର ଜେମାଦେଇପେଣ୍ଠ, ବୈରାଗୀ ହଲୁଆ ଓ ପିତାମହଲ ଆଦି ୩ଟି ପଞ୍ଚାୟତର ମହିଳାମାନେ ଏକତ୍ର ହୋଇ ମଦ ବିରୋଧୀ ଆନ୍ଦୋଳନରେ ସାମିଲ୍ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି।ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀପତ୍ର ପ୍ରଦାନ...
ଭୁବନେଶ୍ୱର: ପିଏମ୍ କିଷାନ ଯୋଜନାରେ ଓଡ଼ିଶା ଚାଷୀଙ୍କୁ ସାମିଲ ନିମେନ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କାଳିଆ ଯୋଜନା ସଂକ୍ରାନ୍ତରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ତାଲିକା ଦିଆଯିବ...
ମାଲକାନଗିରି : ପ୍ରସୂତି, ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ନିମନ୍ତେ ପ୍ରଣୟନ ହେଉଛି ବହୁ ଯୋଜନା। ସେମାନଙ୍କୁ ମେଡିକାଲରେ ପହଞ୍ଚାଇବା ନିମେନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା ସହ ମାଗଣା ପ୍ରସବର ବ୍ୟବସ୍ଥା କରାଯାଇଛି। ଏହାଛଡା ସେମାନଙ୍କୁ ମମତା ଯୋଜନାରେ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଉଛି। ଏହାସତ୍ତ୍ୱେ ଉପାନ୍ତ ଅଞ୍ଚଳରେ ଆଜି...
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ହରିଶଙ୍କର ଷ୍ଟେସନ୍ ନିକଟରେ ବିଶାଖାପାଟଣା-ଭଗତକି କୋଠି ଟ୍ରେନରେ ନିଆଁ ଲାଗି ଯାଇଥିଲା। ଟ୍ରେନଟି ଚଳନ୍ତା ଅବସ୍ଥାରେ ଥିବା ବେଳେ ୨ଟି ଇଞ୍ଜିନ ମଧ୍ୟରୁ ପଛ ଇଞ୍ଜିନରୁ ଜୋରରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଛାନିଆ ହୋଇ ଯାଇଥିଲେ। ଏନେଇ ସେମାନ ରେଳ ବିଭାଗ...
ମୁମ୍ବାଇ: କଥାରେ ଅଛି ରଖେ ହରି ତ ମାରେ କିଏ। ମହାରାଷ୍ଟ୍ରର ଏକ ଗାଁରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୨୦୦ ଫୁଟ୍ ଗଭୀର ଗାତରୁ ସୁରକ୍ଷିତ ଅବସ୍ଥାରେ ଏକ ୬ ବର୍ଷର ବାଳକକୁ ଉଦ୍ଧାର କରାଯାଇଛି। ଏନ୍ଡିଆର୍ଏଫ୍ ଟିମ୍ ଓ ପୁଲିସ୍ର ଦୀର୍ଘ ୧୬ ଘଣ୍ଟାର...
ନୂଆଦିଲ୍ଲୀ: ପୁଲଓ୍ୱାମାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣରେ ୪୦ ଭାରତୀୟ ଯବାନ ସହିଦ ହୋଇଗଲେ। ଏହି ଘଟଣାରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ହେଲେ ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ସରକାରଙ୍କ ଅବେହଳାକୁ ଦାୟୀ କରିଛି କଂଗ୍ରେସ। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେବାଲା ଅଭିଯୋଗ କରିଛନ୍ତି,...