ମୁମ୍ବାଇ: ପୁଣି ଥରେ ପରଦାକୁ ଆସିବ କଶ୍ମୀର ଷ୍ଟୋରୀ । ଉପତ୍ୟକାର କାହାଣୀକୁ ନେଇ ଆଧାରିତ ହିନ୍ଦୀ ଫିଲ୍ମ ‘ନୋଟ୍ବୁକ୍’ର ଟ୍ରେଲର୍ ରିଲିଜ୍ ହୋଇଛି । ଲଭ, ରୋମାନ୍ସ, ବ୍ରେକ୍ଅପ୍ ଆଉ ତା ସାଙ୍ଗକୁ ସସପେନ୍ସକୁ ନେଇ ଫିଲ୍ମର କାହାଣୀ ଆଧାରିତ । ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ...
ଭୁବନେଶ୍ୱର : ରାଜଧାନୀରେ ବିଦ୍ୟୁତ୍ ବିତରଣ କରୁଥିବା ଭୁବନେଶ୍ୱର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ- ୨ରେ ଅଚଳାବସ୍ଥା ଦେଖାଦେଇଛି । ଖାଲି ଥିବା କର୍ମଚାରୀ ପଦବୀ ପୂରଣ, କର୍ମଚାରୀମାନଙ୍କୁ ସୁରକ୍ଷା ଦାବିରେ ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘ ଓଡିଶା କର୍ମଚାରୀ ଗତକାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ କାର୍ଯ୍ୟାଳୟ ସମ୍ମୁଖରେ...
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ-୨୦୧୯ର ତୃତୀୟ ଦିନ ଥିଲା ବେଶ ଚିତ୍ତାକର୍ଷକ । ବିଶ୍ୱର ସବୁଠୁ ବଡ଼ ଏୟାର ଶୋରେ ସରାଙ୍ଗ ସମେତ ବିଭିନ୍ନ ଦେଶର ଯୁଦ୍ଧ ବିମାନ ଏବଂ ଆନ୍ତର୍ଜାତିକ ଡ୍ରୋନ୍ ଅଲିମ୍ପିକ୍ସ ପ୍ରଦର୍ଶିତ ହୋଇଛି । ତୃତୀୟ ଦିନରେ ବାୟୁସେନା ମୁଖ୍ୟ ବିଏସ୍ ଧନୱା...
ଭୁବନେଶ୍ୱର: ଫେବୃଆରୀରେ ମେ’ ମାସର ତାତି। ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରୀ ଟପିଛି। ରାଜ୍ୟର ୧୩ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଛି। ତେବେ ଆସନ୍ତା ୨୪ ତାରିଖ ପରେ ପାଣିପାଗ ପରିବର୍ତ୍ତନ ଆସିପାରେ। ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ...
ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଜି ବର୍ଷେ ପୂରିଛି। ଗତ ବର୍ଷ ଆଜିର ଦିନରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ପାଟଣାଗଡ଼ ସହରର ବରହମ୍ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା।...
ସୁବର୍ଣ୍ଣପୁର : ମୃତଦେହକୁ ସମ୍ମାନ ଜଣାଇ ଠିକଣା ଜାଗାରେ ପହଞ୍ଚାଇବା ଲାଗି ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ହୋଇଛି। ପ୍ରତି ମେଡିକାଲରେ ଥିବା ଏହି ଗାଡ଼ି ଦ୍ୱାରା ମୃତକଙ୍କୁ ତାଙ୍କ ଘରେ ବିନା ମୂଲ୍ୟରେ ପହଞ୍ଚାଇବାକୁ ସରକାର ପ୍ରଣୟନ କରିଛନ୍ତି ଯୋଜନା। ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ...
ମାଲକାନଗିରି: ଗାଁ ମଝିରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ। ମାଲକାନଗିରି ଜିଲ୍ଲା MPV ୪୭ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପରକୀୟା ପ୍ରୀତି ସନ୍ଦେହରେ ଗ୍ରାମବାସୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ପରକୀୟା ପ୍ରୀତିକୁ ନେଇ ଗତକାଲି ଜଣେ ବିବାହିତ ମହିଳା ଓ ଜଣେ ଯୁବକଙ୍କୁ...
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର କସରତ। ଆସନ୍ତା ସପ୍ତାହରେ ପୁଣି ଥରେ ଓଡ଼ିଶା ଆସିବେ AICC ସ୍କ୍ରିନିଂ କମିଟି। ଆସନ୍ତା ସୋମବାରଠୁ ବୁଧବାର ଯାଏ କମିଟି ୩ଟି ସ୍ଥାନରେ ପ୍ରାର୍ଥୀ ଓ ଆଶାୟୀଙ୍କ ସହ ଆଲୋଚନା କରିବ। ପ୍ରଥମ ଦିନରେ ବାରିପଦାରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡି...
ବାଲେଶ୍ୱର : ପଶ୍ଚିମବଙ୍ଗକୁ ବେଆଇନ୍ ଗୋରୁ ଚାଲାଣ ହେଉଥିବା ୫ଟି ଗାଡ଼ିକୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜବତ ହୋଇଛି। ଏହି ଘଟଣାରେ ଗୋରୁ ଚାଲାଣ ରାକେଟ୍ ସକ୍ରିୟ ଥିବା ଅଭିଯୋଗ ହେଉଛି । ହେଲେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ କେବଳ...
ପୁରୀ: କଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ପୁରୀ ମୁସଲିମ ସମାଜ । ମୁସଲିମ ସମାଜ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଇସଲାମ୍ ଧର୍ମରେ ଆତଙ୍କବାଦର ସ୍ଥାନ ନାହିଁ ବୋଲି କୁହାଯାଇଛି। ପୁରୀ ମୁସଲିମ ସମାଜ ମୁରବୀ...
ଜଗତସିଂହପୁର: ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼। ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଉକୁନ୍ଦରା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କ ଘର ଉପରକୁ...
ପୁରୀ: ପୁଲ୍ୱାମା ହମ୍ଲା ପରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ବଢ଼ିଛି। ମୁଖ୍ୟତଃ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ପୁରୀ ଶ୍ରୀମନ୍ଦିରରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସିଂହଦ୍ୱାରକୁ ଛାଡ଼ି ଦେଲେ ଅନ୍ୟ ତିନି ଦ୍ୱାରରେ...
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଳୁ ମିଶନ ବିଫଳ ହେବା ଫଳରେ ରାଜ୍ୟରେ ଗଢି ଉଠିଥିବା ସମସ୍ତ ଘରୋଇ ଶୀତଳଭଣ୍ଡାର ଏବେ ରୁଗ୍ଣ ଅବସ୍ଥାରେ ପଡି ରହିଛି। ତେଣୁ ପ୍ରତି ରୁଗ୍ଣ ଶୀତଳଭଣ୍ଡାରକୁ ଚାଲୁ କରିବା ପାଇଁ ମାଲିକଙ୍କୁ ୨ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଦାବି...
କେନ୍ଦୁଝର : ଟମାଟୋର ଅଭାବୀ ବିକ୍ରି ଜନିତ ସମସ୍ୟା ସହ ଯୁଝୁଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଚାଷୀ। ବର୍ଷ ସାରା ଫସଲ ଉତ୍ପାଦନ ନିମନ୍ତେ ହେଉଥିବା ଶ୍ରମ ଓ ଖର୍ଚ୍ଚ ଅନୁଯାୟୀ ମୂଲ୍ୟ ମିଳୁନି । କିଲୋ ପ୍ରତି ୨ ଟଙ୍କାରେ ବି ବିକ୍ରି ହେଉନି ଟମାଟୋ...
ସମ୍ବଲପୁର : ସମ୍ବଲପୁରର ଧନୁପାଲି ଅଞ୍ଚଳରୁ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଧନୁପାଲି ଥାନା ଖଇରପାଲି ଅଞ୍ଚଳରୁ ପୋଲିସ ମୃତଦେହ ଉଦ୍ଧାର କରିଛି । ମୃତ କର୍ମଚାରୀଙ୍କ ଘର ଗୋବିନ୍ଦତଳା ଅଞ୍ଚଳରେ । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଧନୁପାଲି ଥାନା...
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଜଟଣୀ ବିକାଶ ନଗରର ରାକେଶ ତ୍ରିପାଠୀ। ନିଜ ଘର ଆଗରେ ଛିଡା ହୋଇଥିବା ବେଳେ କେତେକ ଯୁବକ ପହଞ୍ଚି ବିକାଶଙ୍କୁ ଛୁରିରେ ଆକ୍ରମଣ କରିଥିଲେ...
ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୨ ଭାରତୀୟ ଯବାନ ସହିଦ ହେବା ପରେ ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ସିନ୍ଧୁ ନଦୀର ଟୋପେ ବି ପାଣି ପାକିସ୍ତାନକୁ ନ ଦେବାକୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଟ୍ୱିଟ୍ କରି କଡ଼ା ଚେତାବନୀ ଦେଇଛନ୍ତି। ପରବର୍ତ୍ତୀ...
ନୂଆ ଦିଲ୍ଲୀ: ପୁଲୱାମାରେ ସିଆରପିଏଫ ଯବାନମାନଙ୍କୁ ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ କଶ୍ମୀର ବାସିନ୍ଦାଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗ ଆସିଛି । ଏହାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ୧୧ଟି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏଥିସହ ସେମାନଙ୍କ...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ବାଘ ବୁଲୁଥିବା ଜଣାପଡ଼ିଛି । ରଙ୍ଗମାଟିଆ ତଳସାହିରେ କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି। ଜଣେ ସ୍ଥାନୀୟ ବ୍ୟକ୍ତି ବାଘ ଦେଖିଥିବା କହିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଛି। ପାର୍ଶ୍ୱବର୍ତ୍ତୀ ବିଲ...
ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିର ଉନ୍ନତି ନିମନ୍ତେ ସକ୍ରିୟ ଯୋଗଦାନ ସହ ବିଶ୍ୱ ଦରବାରରେ ଅନ୍ୟ ଦେଶ ସହ ସୁ ସମ୍ପର୍କ ପ୍ରତିଷ୍ଠା ନିମନ୍ତେ ସମ୍ମାନିତ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୪ତମ ସିଓଲ୍ ଶାନ୍ତି ପୁରସ୍କାର ଉତ୍ସବରେ ୨୦୧୮ ମସିହା ପାଇଁ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ...