ନୂଆଦିଲ୍ଲୀ: ଆପୋଷ ଆଲୋଚନାରେ ଅଯୋଧ୍ୟା ବିବାଦର ସମାଧାନ ପାଇଁ ଉଦ୍ୟମ ସପକ୍ଷରେ ମତ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ସବୁ ପକ୍ଷ ମଧ୍ୟରେ ଆଲୋଚନା କରିବାକୁ ଏକ ୩ ଜଣିଆ ମଧ୍ୟସ୍ଥି କମିଟି ନିଯୁକ୍ତ...
କଟକ (ପ୍ରଭାତ ବିଷୋୟୀ): କଟକ ବଡ଼ ଡାକ୍ତରଖାନାରେ ଲାଗି ଯାଇଛି ନିଆଁ। ଡାକ୍ତରଖାନାରେ ପାଥୋଲୋଜି ବିଭାଗର ଦୁଇଟି ରୁମ୍ରେ ନିଆଁ ଲାଗି ଯାଇଛି। ଏଥିରେ ବିପୁଳ ପରିମାଣରେ କ୍ଷତି ହୋଇଛି। ଆଜି ସକାଳେ ଡିପାର୍ଟମେଣ୍ଟ ଖୋଲିବା ପରେ ହିଁ ଏହି ଘଟଣା ଜଣାପଡ଼ିଥିଲା। ରାତିରୁ ଏଠାରେ ନିଆଁ ଲାଗି...
ରାଞ୍ଚି: ଆଜି ରାଞ୍ଚିରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ସିରିଜର ତୃତୀୟ ଦିନିକିଆ। ଏହି ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ଭାରତୀୟ ସମୟ ଅପରାହ୍ଣ ସାଢ଼େ ଗୋଟାଏରେ ଖେଳ ଆରମ୍ଭ ହେବ। ପ୍ରଥମ ୨ଟି ମ୍ୟାଚରେ କଙ୍ଗାରୁ ଟିମ୍କୁ ମାତ ଦେଇଛି ଭାରତ। ସେପଟେ ଅଷ୍ଟ୍ରେଲିଆ...
ପାରାଦୀପ (ରମାକାନ୍ତ ନାୟକ): ନିର୍ବାଚନ ଯେତିକି ପାଖେଇ ଆସୁଛି ସାଶକ ବିଜେଡି ଦଳ ମଧ୍ୟରେ ସେତିକି ବିଦ୍ରୋହ ଆଉ ଆରୋପ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି। ଆଜି ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ବିଜେଡି ନେତା ଉମେଶ ସ୍ୱାଇଁ। ପ୍ରଶାନ୍ତଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣି...
ଭୁବନେଶ୍ୱର: ସାଧାରଣ ଲୋକଙ୍କ ବିଶ୍ୱାସ ଜିଣିବାକୁ ଓଡ଼ିଶା ପୁଲିସ ଦେଉଛି ଭଳିକି ଭଳି ନାରା। ହେଲେ ସେ ସବୁ ଯେମିତି କେବଳ ସ୍ଲୋଗାନରେ ସୀମିତ ହୋଇ ରହିଯିବା ପରି ଲାଗୁଛି। କାରଣ ଗତ କିଛିଦିନ ହେଲା ପୁଲିସ୍ ବାବୁମାନଙ୍କ ଅନେକ ଅମାନବୀୟ ଆଚରଣର ଭିଡିଓ ସୋଶାଲ୍ ମିଡିଆରେ ଘୁରି...
କଟକ: ୩ ଦିନ ହେଲାଣି, କିନ୍ତୁ ମିଳୁନି କଟକର ପ୍ରତିଷ୍ଠିତ ବ୍ୟବସାୟୀ ବିଶାଲ ସୁନ୍ଦରକାଙ୍କ ପତ୍ତା। ଯୁବ ବ୍ୟବସାୟୀ ସୁନ୍ଦରକା ଦାମୀ କପଡ଼ା ବ୍ୟବସାୟ କରୁଥିଲେ। ହେଲେ ୩ ଦିନ ଧରି ସେ କେଉଁଆଡେ ନିଖୋଜ ହୋଇ ଯାଇଛନ୍ତି। ସେ କେଉଁଠି ଅଛନ୍ତି କି ଅବସ୍ଥାରେ ଅଛନ୍ତି ସେ...
ଭୁବନେଶ୍ୱର: ମିଶନ୍ ୧୨୦ ପ୍ଲସ୍ ଟାର୍ଗେଟକୁ ହିଟ୍ କରିବା ଲକ୍ଷ୍ୟରେ ଶକ୍ତି ବଢ଼ାଉଛି ବିଜେପି। କିଛି ଦିନ ତଳେ ଦକ୍ଷ ପ୍ରଶାସିକା ଅପରାଜିତା ଆଉ ଏବେ ପଦ୍ମ ଧରିଛନ୍ତି ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କୁ ଦଳକୁ ଆଣିବା ପରେ ବିଜେପିର ରାଜନୈତିକ ଟକ୍କର ନୂଆ ସ୍ତରକୁ ଯାଇଥିବା...
ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷା ବିଭ୍ରାଟ୍ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ଆଜି ପ୍ରଥମ ଦିନରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ହଲ୍ରେ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କଡ଼ା ଚେକିଂ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ...
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧାରେ ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତାଙ୍କୁ ପୁଲିସ୍ର ମାଡ଼ ଓ ଦୁର୍ବ୍ୟବହାର ପ୍ରତିବାଦରେ ଟାଉନ ଥାନା ଘେରାଉ କରିଛି ନବନିର୍ମାଣ କୃଷକ ସଙ୍ଗଠନ। ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସ୍ଥାନୀୟ ଗୀତା ଭବନରୁ ବାହାରି ଖୋର୍ଦ୍ଧା ଟାଉନ ଥାନାରେ ପହଞ୍ଚି...
ବ୍ରହ୍ମପୁର (ଅଶୋକ ବ୍ରହ୍ମା): ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ସର୍ବଭାରତୀୟ ପୁଲିସ୍ କ୍ଲଷ୍ଟର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଗଞ୍ଜାମର ୨ ପୁଲିସ୍ କର୍ମଚାରୀ ପୁରସ୍କୃତ ହୋଇଛନ୍ତି। ଏମାନେ ହେଲେ ଜିତେଶ ଦାସ ଏବଂ ବାଲାଲ୍ ଖାନ୍। ଗତ ଫେବୃଆରୀ ୨୭ରୁ ମାର୍ଚ୍ଚ ୩ ଯାଏ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।...
ଭୁବନେଶ୍ୱର: ବାହାମାସ କମ୍ପାନୀ ନାଁ ନେଇ ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ୍ କରିଛନ୍ତି ଭୂପେନ୍ଦ୍ର ସିଂ ପଟେଲ ଓରଫ ରାହୁଲ। ଭୁବନେଶ୍ୱରସ୍ଥିତ ଓଡ଼ିଶା ପ୍ରେସ୍ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜକୁ ଆରଟିଆଇ ଆକ୍ଟିଭିଷ୍ଟ ଓ ଅନୁସନ୍ଧାନ ମୂଳକ ସାମ୍ବାଦିକ ବୋଲି...
ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନର ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଭୁବନେଶ୍ୱରରେ ଏକ ପଦଯାତ୍ରା ଜରିଆରେ ସେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ଏବଂ ଉଚ୍ଛେଦ ବନ୍ଦ ଦାବିରେ କଳିଙ୍ଗ ଷ୍ଟୁଡିଓ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ...
ଭୁବନେଶ୍ୱର: ବିଗତ କିଛି ଦିନରେ ବରିଷ୍ଠ ନେତାଙ୍କ ଦଳଛଡା ଅଭିମୁଖ୍ୟକୁ ଦେଖି କିଛି ଲୋକ କହିବା ଆରମ୍ଭ କରିଲେଣି ବିଜେଡି ଦୁର୍ବଳ ହେଉଛି। ଆଜି ଏହି କ୍ରମରେ ଯୋଡ଼ି ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଦଳିତ ବିଜେଡି ନେତ୍ରୀ ତଥା ମହିଳା କମିଶନ୍ ସଦସ୍ୟା ତିଳୋତ୍ତମା ନାୟକ। ୨ ଦିନ...
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦାଦନ ଖଟିବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୧୨ ଜଣ ଶ୍ରମିକ। ଏପରି ଅଭିଯୋଗ ଆସିଛି ବେଳପଡା ଥାନା ଧୂମାଭଟା ପଞ୍ଚାୟତର ଅଟକଟ ଗାଁରୁ। ଇଟାଭାଟି ମାଲିକ ସେମାନଙ୍କ ଖାଇବାକୁ ଦେଉ ନଥିବା ଓଟିଭିକୁ ସେମାନେ ଫୋନ୍ ଯୋଗେ ଜଣାଇବା ସହ ଉଦ୍ଧାର ପାଇଁ ଅନୁରୋଧ...
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କଣ୍ଟାମାଳରେ ପଞ୍ଚାୟତ କାର୍ଯ୍ୟାଳୟ ର୍ନିମାଣ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛନ୍ତି ସ୍ଥାନୀୟ ଲୋକେ। ଗତ ୧୭ ବର୍ଷ ତଳେ କଣ୍ଟାମାଳକୁ ପଞ୍ଚାୟତ ଘୋଷଣା କରାଯାଇଥିଲେ ମଧ୍ୟ ଏଯାଏ କାର୍ଯ୍ୟାଳୟ ନିର୍ମାଣ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତ ଅଫିସ୍ ନିର୍ମାଣକୁ ନେଇ ବିବାଦ...
ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବଲ୍ଲଭପୁର କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଗ୍ରାମବାସୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛନ୍ତି। ଜାଲ୍ ଶିକ୍ଷାଗତ ଯୋଗ୍ୟତା ଓ...