ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ଏସ୍ଏସ୍ଡି ହାଇସ୍କୁଲରୁ ମାଟ୍ରିକ ଓଏମ୍ଆର ଶିଟ୍ ଗାଏବ ଘଟଣାରେ ୩ ଜଣ ଶିକ୍ଷକ ଗିରଫ ହୋଇଛନ୍ତି। ସେମାନେ ହେଲେ ପରୀକ୍ଷା ସେଣ୍ଟର ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁ, ଅବଜରଭର ସନ୍ଦୀପ ସାହୁ ଓ ଗଠନପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା।...
ଭୁବନେଶ୍ୱର: ସହିଦନଗର ଥାନା ଭଙ୍ଗାରୁଜା ଘଟଣାରେ ଦୁଇଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଂପାଦକ ଅମିତ ଜେନା ଏବଂ ଶିବାନନ୍ଦ ନାଥ। ପ୍ରକାଶ ତ୍ରିପାଠୀ ନାମକ ଅନ୍ୟଜଣେ ଅଭିଯୁକ୍ତ...
ଭୁବନେଶ୍ୱର: ବିଜୁ ବାବୁଙ୍କ ବହୁଚର୍ଚ୍ଚିତ ଡାକୋଟା ବିମାନ ନିଲାମ ଉଦ୍ୟମକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ କରିଛନ୍ତି। କୋଲକତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ଏହି ବିମାନକୁ ଓଡ଼ିଶା ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ହେଲେ ଏବେ ଏହାକୁ...
ଇସ୍ଲାମାବାଦ: ଚାରିଆଡ଼ୁ ଚାପ ପଡ଼ିବା ପରେ ଶେଷରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗରେ ୪୪ଜଣଙ୍କୁ ଅଟକ ରଖାଯାଇଥିବା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ...
ନୂଆଦିଲ୍ଲୀ: ବାଲାକୋଟ ଏୟାର୍ ଷ୍ଟ୍ରାଇକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶକୁ ଦୀର୍ଘଦିନ ଧରି ଶାସନ କରିଥିବା ଏକ ଦଳର ବରିଷ୍ଠ ନେତା ସେନାବାହିନୀର କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ସେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ୨୬/୧୧ମୁମ୍ବାଇ...
ଭୁବନେଶ୍ୱର: ଆସନ୍ତା ୮ ଓ ୧୩ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ୮ ତାରିଖରେ ଜୟପୁର ଓ ୧୩ ତାରିଖରେ ବରଗଡ଼ ଜନସଭାରେ ଯୋଗଦେବେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପୂର୍ବରୁ ରାହୁଲ ୮ ତାରିଖରେ ଉଭୟ ଜୟପୁର ଓ...
ଭୁବନେଶ୍ୱର: ଆସନ୍ତା ୭ ତାରିଖରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍) ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ରାଜ୍ୟରେ ମୋଟ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୧ ହଜାର ୯୧ଟି କେନ୍ଦ୍ରରେ ପରୀକ୍ଷା...
ବ୍ରହ୍ମପୁର: ମାସେ ହେଲା ଖୋଲା ଆକାଶ ତଳେ ନ୍ୟାୟ ଆଶାରେ ଜଣେ ଅସହାୟ ମହିଳା ଆସବାସପତ୍ର ଧରି ପଡ଼ିଛନ୍ତି। ମହିଳା ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବଡ଼ ସାହିର। ସେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ୨୫ ବର୍ଷ ହେଲା କାମ କରିଆସୁଥିଲେ। ଏହାସହ ମାଲିକଙ୍କୁ କିଛି...
ବାରିପଦା (ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ମାଣିଦା କନ୍ୟାଶ୍ରମରେ ପଢ଼ିଥିବା ଜଣେ ଅଷ୍ଟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଝିଆ ମୃତ୍ୟୁ ପାଇଁ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଏହାସହ ସ୍କୁଲର ପ୍ରଧାନଶିକ୍ଷକ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଓ ଜିଲ୍ଲା...
ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବିଲ ମଝିରୁ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ମଞ୍ଚେଶ୍ୱର ଥାନା ଖଲିଖମା ଅଞ୍ଚଳରୁ ଶିଶୁକନ୍ୟାର ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ଶିଶୁର...
ଖୋର୍ଦ୍ଧା: କୁହାଯାଏ କୁକୁର ଏକ ବିଶ୍ଵସ୍ତ ପ୍ରାଣୀ। ମାଲିକ ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ସବୁ ବେଳେ ସଜାଗ ରହିଥାଏ। ଆବଶ୍ୟକ ପଡ଼ିଲେ, ନିଜକୁ ବିପଦ ମୁହଁକୁ ବି ଠେଲି ଦେଇଥାଏ। ବିଭିନ୍ନ ସମୟରେ ନିଜର ବିଶ୍ୱାସନୀୟତାର ପରିଚୟ ଦେଇଛି କୁକୁର। ଏବେ ଏମିତି ଏକ ଘଟଣା...
ଭୁବନେଶ୍ୱର: ବଂଶଧାରା ନଦୀ ଜଳ ବିବାଦ ମାମଲାର ଶୁଣାଣି କରିଛନ୍ତି ଟ୍ରିବ୍ୟୁନାଲ। ଶୁଣାଣି ବେଳେ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଓକିଲ ନିଜର ପକ୍ଷ ରଖିଛନ୍ତି। ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେଇଥିଲେ। ହେଲେ ଦୁଇ ରାଜ୍ୟ ମଧ୍ୟରେ ଏନେଇ ଜାନୁଆରୀ ୨୮ରେ...
ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସହ ମେଣ୍ଟ କରିବନି ସିପିଏମ୍। ଆଜି ଏହା ସ୍ପଷ୍ଟ କରିଛନ୍ତି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ। ଦିଲ୍ଲୀରେ ୟେଚୁରୀ କହିଛନ୍ତି, “ରାଜ୍ୟରେ କଂଗ୍ରେସ କିମ୍ବା ଅନ୍ୟ କାହା ସହ ଆମର ମେଣ୍ଟ ହେବନି। କଂଗ୍ରେସ ସହ ୨ଟି ଜାଗାରେ ପାରସ୍ପରିକ ବୁଝାମଣା...
ଭୁବନେଶ୍ୱର : ଭୁବନେଶ୍ୱରର ସମ୍ଭ୍ରାନ୍ତ ଅଞ୍ଚଳରେ ଥିବା ସହିଦ ନଗର ଥାନାରେ ବିଜେଡି ନେତା ଓ କର୍ମୀଙ୍କ ଗୁଣ୍ଡାରାଜ ଅଭିଯୋଗ। ଏକ ଦୁର୍ଘଟଣା ମାମଲାକୁ କେନ୍ଦ୍ର କରି ରାତି ଅଧରେ ଥାନାରେ ଦଳର ଯୁବ ନେତା ଓ କର୍ମୀ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ପୁଲିସ...
ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ସଲ୍ମାନ୍ ଖାନ୍ ଓ ସଞ୍ଜୟଲୀଲା ଭଂଶାଲୀ ଏକ ରୋମାଣ୍ଟିକ୍ ପ୍ରୋଜେକ୍ଟରେ ଏକାଠି କାମ କରିବାକୁ ଯାଉଛନ୍ତି। ଏହାର ନାଁ ‘ହମ୍ ଦିଲ୍ ଦେ ଚୁକେ ସନମ୍ -୨’ ରହିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏନେଇ ବିଧିବଦ୍ଧ ଭାବେ ଉଭୟ କିଛି...
କୋଏମ୍ବାଟୁର: ବାୟୁସେନାର ୨ଟି ୟୁନିଟ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ କରାଯାଇଛି। ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ସୁଲୁରରେ ଥିବା ବାୟୁସେନା ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ପ୍ରଦାନ କରିଛନ୍ତି। ହାକିମ୍ପେଟ ବାୟୁସେନା ଘାଟୀ ଏବଂ ସୁଲୁରରେ ଥିବା ଫାଇଭ୍-ବେସ୍ ରିପେୟର...
ଜାମନଗର: ଭାରତୀୟ କ୍ରିକେଟ୍ ଟିମ୍ର ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିୱାବା ଜାଡେଜା ବିଜେପିରେ ସାମିଲ ହୋଇଛନ୍ତି। ଜାମନଗରରେ ଗୁଜରାଟ କୃଷି ମନ୍ତ୍ରୀ ଆରସି ଫାଲଡୁ ଏବଂ ସାଂସଦ ପୁନ ମଦାମଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ରାୱବା ବିଜେପିରେ ସାମିଲ ହେବା ଦଳ ପାଇଁ...
ଲକ୍ଷ୍ନୌ: ଆଜି ଉଦଯାପିତ ହେବ ପ୍ରୟାଗରାଜର ପ୍ରସିଦ୍ଧ ଅର୍ଦ୍ଧ କୁମ୍ଭମେଳା। ଦୀର୍ଘ ୪୯ ଦିନ ଧରି ଧାର୍ମିକ ନଗରୀ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଆଜି ଶେଷ ସାହି ସ୍ନାନ। ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମହାଶିବରାତ୍ରୀ ଅବସରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ...