• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

gold-up
୨୪ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି। ଜଣେ ମହିଳାଙ୍କ ପାଖରୁ ୭ ଶହ ୭ ଗ୍ରାମ ଓଜନର ସୁନା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି। ମହିଳା ଜଣଙ୍କ ଦୁବାଇରୁ...

kendrapada
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗାଁରେ ବ୍ୟକ୍ତିଗତ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ରାଜକିଶୋର ମାହାଳି। ଗତକାଲି ରାତିରେ ଏହି ଘଟଣା ଘଟିଛି। କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ ତଣ୍ଟି ଓ ପେଟରେ ଆଘାତ ଲାଗିଛି। ଦୁର୍ବୃତ୍ତମାନେ...

malkangiri
ପରୀକ୍ଷା ସରିବାର ୨୪ ଘଣ୍ଟା ନପୁରୁଣୁ OMR ସିଟ୍ ଗାଏବ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଟ୍ରିକ୍ ପରୀକ୍ଷାରେ ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଛି। ପରୀକ୍ଷା ସରିବାର ୨୪ ଘଣ୍ଟା ନପୁରୁଣୁ ଛାତ୍ରଛାତ୍ରୀଙ୍କ OMR ସିଟ୍ ଗାଏବ ହୋଇଯାଇଛି। ଗତକାଲି ମାଟ୍ରିକ୍ ଗଣିତ ପରୀକ୍ଷା ସରିଥିବା ବେଳେ OMR ସିଟ୍ ଗାଏବ ହୋଇଯାଇଥିବା ଘଟଣା ସାମ୍‌ନାକୁ ଆସିଛି। ମାଲକାନଗିରି ଜିଲ୍ଲା ପଡ଼ିଆ ଏସ୍ଏସ୍‌ଡି ହାଇସ୍କୁଲରେ...

kuchinda police station
ଭାଉଜକୁ ହାଣିଲା ଦିଅର

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ଭାଉଜକୁ ହତ୍ୟା କଲା ଦିଅର। ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କିସାନପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ସୁକଦେଇ କିସାନ (୬୦)। ପାରିବାରିକ କଳହକୁ କେନ୍ଦ୍ର...

bunker..
ପୁଞ୍ଛ, ରାଜୌରୀରେ ନିର୍ମାଣ ହେବ ଅଧିକ ୪ଶହ ବଙ୍କର

ଜମ୍ମୁ: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଫଳରେ ଏହାର ସିଧାସଳଖ ପ୍ରଭାବ ସୀମାବର୍ତ୍ତୀ ଗାଁ ଗୁଡ଼ିକ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ପାକିସ୍ତାନୀ ସେନାଙ୍କ ପ୍ରବଳ ଗୁଳିମାଡ଼ ଓ ମୋର୍ଟାର ମାଡ଼ରେ ଭାରତ-ପାକିସ୍ତାନ ସୀମାବର୍ତ୍ତୀ ପୁଞ୍ଛ ଓ ରାଜୌରୀ ଜିଲ୍ଲାର ଗାଁ ଗୁଡ଼ିକରେ ଏବେ...

bjd
ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ମୋବାଇଲ୍ ବଣ୍ଟା ବେଳେ ଉତ୍ତେଜନା

ସାଲେପୁର(ମନୋଜ ଆଚାର୍ଯ୍ୟ) : ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ମୋବାଇଲ୍ ବଣ୍ଟା ବେଳେ ଉତ୍ତେଜନା ଦେଖା ଦେଇଛି। ଗତକାଲି କଟକ ଜିଲ୍ଲା ସାଲେପୁର ବ୍ଲକ୍‌ର ୫ଟି ଗ୍ରାମପଞ୍ଚାୟତର ଶତାଧିକ କର୍ମୀଙ୍କୁ ମୋବାଇଲ୍ ପ୍ରଦାନ ନେଇ ଏକ କାର୍ଯ୍ୟକ୍ରମ ଥିଲା। ହେଲେ ମୋବାଇଲ ବଣ୍ଟାରେ ଅନିୟମିତତା ହୋଇଥିବା ଅଭିଯୋଗ କରି...

beer
କୂଅରେ ଖସି ପଡ଼ିଲା ଭାଲୁ

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ବେଢାସାହି ଗାଁରେ ଆଜି ସକାଳେ ଏକ କୂଅ ଭିତରେ ଭାଲୁଟିଏ ପଡ଼ି ଯାଇଥିଲା। ଭାଲୁଟି କୂଅରେ ପଡ଼ିବା ନେଇ ଖବର ପାଇବା ପରେ ନୀଳଗିରି ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ...

mahashivaratri
ଆସନ୍ତାକାଲି ମହାଶିବରାତ୍ରି: ରାତି ୧୦ ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରି। ଏଥିପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ତିନୋଟି ପର୍ଯ୍ୟାୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟ ଭୋର ୩ଟା ୩୦ ମିନିଟ୍‌ରୁ ସକାଳ ସାଢେ ୧୦ଟା, ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୩ଟା ୪୫ ମିନିଟ୍‌ରୁ ୪ଟା...

chandabali
ପଦାରେ ପଡ଼ିଲା ଚାନ୍ଦବାଲି ବିଜେଡିରେ ଗୋଷ୍ଠୀ କନ୍ଦଳ

ଚାନ୍ଦବାଲି (ବାସୁଦେବ ଦାସ): ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତ ବେଳେ ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ। ବିଜେଡିର ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲିରେ ପହଞ୍ଚିବା ପୂର୍ବରୁ ବିଜେଡିର...

odisha
ରାଜ୍ୟରେ IAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଗତକାଲି IAS ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟ କର ଓ ଜିଏସ୍‌ଟି ବିଭାଗର କମିଶନର ଦାୟିତ୍ୱ ମିଳିବା ସହ ଅତିରିକ୍ତ ଭାବେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ OSDMAର ଦାୟିତ୍ୱ ମଧ୍ୟ ମିଳିଛି। ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ...

Capture-3-...
କାନାଡ଼ା ଝିଅ ଏବେ କୁଜଙ୍ଗ ବୋହୂ

କୁଜଙ୍ଗ:  ଜଗତସିଂପୁର ଜିଲା କୁଜଙ୍ଗରେ ଥିବା ଏକ ବିବାହ ମଣ୍ଡପରେ ହିନ୍ଦୁ ରୀତିନୀତି ଅନୁଯାୟୀ ମଙ୍ଗଳବାର ଏକ ବିବାହ ସମ୍ପନ୍ନ ହୋଇଥିଲା। ବେଦୀ ଉପରେ ବସିଥିଲେ ବରକନ୍ୟା। ମନ୍ତ୍ରପାଠ, ହୋମଯଜ୍ଞ ମଧ୍ୟରେ ପଡିଥିଲା ହାତଗଣ୍ଠି। ଉଭୟ ପରିବାର, ସମ୍ପର୍କୀୟ, ବନ୍ଧୁ ପରିଜନଙ୍କ ଉପସ୍ଥିତିରେ କନ୍ୟାଦାନ ହୋଇଥିଲା। ବିବାହ ରୀତିନୀତି...

g1
ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଗଜପତି: ଗଜପତି ଜିଲ୍ଲା ମୋହନାରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୋହନା ବ୍ଲକ କାମ୍ବାଇରେ ଗାଁର ସସ୍ମିତା ମାଝି  ନାମ୍ନୀ  ଯୁବତୀଙ୍କ ମୃତ୍ୟୁକୁ ନେଇ ଉପୁଜିଛି ସନ୍ଦେହ। ଗତକାଲି ରାତିରେ ସସ୍ମିତା ହଠାତ୍ ଝାଡ଼ାବାନ୍ତିରେ ଗୁରୁତର ହେବାରୁ ତାଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ...

Capture-2.....
ପୂର୍ବତଟ ରେଲୱେ ବିଭାଜନକୁ ବିଜେଡ଼ିର ବିରୋଧ

ଭୁବନେଶ୍ୱର:  ପୂର୍ବତଟ ରେଲେଓ୍ୱର ବିଭାଜନକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇବ ବିଜେଡ଼ି । ବିଜୁ ଜନତା ଦଳର ଛାତ୍ର, ଯୁବ ଓ ମହିଳା ସଂଗଠନ ପକ୍ଷରୁ ପୂର୍ବତଟ ରେଲେଓ୍ୱର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।ର କାର୍ଯ୍ୟକ୍ରମ ରହିଛି। ଦଳ ଅଭିଯୋଗ କରିଛି ଯେ, ପୂର୍ବତଟ...

Captur1-....
ଚିଲିକାରେ ୨ ମାସରେ ମଲେଣି ୪ ଡଲ୍‌ଫିନ

ବ୍ରହ୍ମଗିରି ( ରବିନାରାୟଣ ପୂଜାରୀ) : ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ଅନ୍ୟତମ ପ୍ରମୁଖ ଆର୍କଷଣ ହେଲା ଡଲଫିନ।। ହେଲେ ବର୍ଷ ଆରମ୍ଭରୁ ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ଜାନୁୟାରୀ ଓ ଫେବୃୟାରୀରେ ୪ଟି ବିରଳ ଇରାୱାଡି ଡଲଫିନର ମୃତ୍ୟୁ ହୋଇଛି।  ଚିଲିକାରେ ଏହି ପ୍ରଜାତିର ଡଲଫିନଙ୍କ ମୃତ୍ୟୁ...

Capture.....
 ଜୟଦେବ ପୁରସ୍କାରରେ ସମ୍ମାନିତ ହେଲେ ରବିଶଙ୍କର

ଭୁବନେଶ୍ୱର:  ଗତକାଲି  ଉତ୍କଳ ମଣ୍ଡପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୯ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବର୍ଷ ୨୦୧୭ ପାଇଁ ରବିଶଙ୍କର ପଟ୍ଟନାୟକ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଛନ୍ତି । ଫିଲ୍ମ ସଂପାଦନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ରବିଶଙ୍କରଙ୍କୁ ଏହି...

modiabhinandan-.......
ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଦ୍ୱାରା ବନ୍ଦୀ ହୋଇ ତାଙ୍କ କବଜାରେ ଦୀର୍ଘ  ଅଢେଇ ଦିନ ରହିବା ପରେ ଶେଷରେ ନିଜ ଦେଶକୁ ଫେରିଛନ୍ତି ଭାରତର ବୀର ପାଇଲଟ ଅଭିନନ୍ଦନ ବର୍ତମାନ। ପ୍ରବଳ ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହୋଇ ଜେନେଭା ଚୁକ୍ତି ଅନୁଯାୟୀ, ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିଛି।...

earthquake
ଭୂମିକମ୍ପ ଅନୁଭୂତ; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୩

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୩ ଥିଲା। ମହାରାଷ୍ଟ୍ରର ପାଲ୍‌ଘର ଜିଲ୍ଲାରେ ସକାଳ ୧୧ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ମୁମ୍ବାଇର କିଛି ସ୍ଥାନରେ ମଧ୍ୟ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି। ତେବେ ଭୂମିକମ୍ପରେ...

people thrash
ମହଙ୍ଗା ପଡ଼ିଲା ବସ୍‌ ଭିତରେ ପାକିସ୍ତାନ ଜିନ୍ଦାବାଦ ନାରା

ଭୁବନେଶ୍ୱର: ପୁଲ୍‌ୱାମା ହମ୍‌ଲା ପରଠୁ ସାରା ଭାରତରେ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧର ନିଆଁ ଜଳୁଛି। ଏଭଳି ସ୍ଥିତିରେ ଏକ ଯାତ୍ରୀବାହୀ ବସ୍‌ରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ୍‌ ସହ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରି ୨ଜଣ ଯୁବକ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଯାତ୍ରୀଙ୍କ ମାଡରେ ଦୁଇ ଯୁବକ ଲହୁ ଲୁହାଣ...

ceasefire
ଉରିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର: ପାକିସ୍ତାନର ଦୋମୁହାଁ ନୀତି। ପିଓକେର ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗୋଟିଏ ପଟେ ଶାନ୍ତି ପ୍ରସ୍ତାବ ଦେଉଥିବା ବେଳେ ଅନ୍ୟପଟେ ନିୟନ୍ତ୍ରଣ ସୀମାରେଖା(ଏଲ୍‌ଓସି)ରେ ପାକ୍ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଉରି ସେକ୍ଟରର ଏଲ୍‌ଓସିରେ ପାକିସ୍ତାନୀ ସେନା...